AMERICA RA SUNDAY MARKET - Vegetable Price?? || Odia Vlogger Ritu in USA🔥

Sdílet
Vložit
  • čas přidán 10. 09. 2024
  • Also Watch-
    America Village Video Famer Life Style- • AMERICA RA VILLAGE Lif...
    America Farmhouse Video- • AMERICA RA Fresh Veget...
    America College Inside Video- • Inside Video of Americ...
    Odia Beauty & Lifestyle Channel Link- / @odiabeautylifestyle
    LIKE | COMMENT | SHARE | SUBSCRIBE||
    Enjoy and stay connected with us!!
    📩CZcams channel link:- / odiapkvideo
    #OdiaVloggerRituinUSA
    Note:- All content used is copyright to OdiaPk ,use or commercial display or editing Of the content without proper credit will lead to legal issues against you.

Komentáře • 3,2K

  • @OdiaPk
    @OdiaPk  Před 5 lety +168

    ଆମେରିକାର ଗାଁ କେମିତି ଥାଏ ?
    ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ 😲👉 czcams.com/video/t7-1XBDFpPU/video.html

  • @YunusArts
    @YunusArts Před 3 lety +50

    ଓଡ଼ିଆ ଭାଷା ରେ କହିଥିବା ରୁ ବହୁତ ବହୁତ ଧନ୍ୟବାଦ 🙏👍👍❤️❤️❤️❤️❤️❤️❤️

    • @AllhaSuarwala
      @AllhaSuarwala Před 2 lety

      କ'ଣ ହିନ୍ଦୀରେ କହିଥାନ୍ତେ?
      ଓଡ଼ିଆ ଲୋକଟି ତ ଓଡ଼ିଆ ବୋଲିବ ନା

  • @francisdigidigi1240
    @francisdigidigi1240 Před 5 lety +271

    ଆପଣ ଓଡ଼ିଆ ଭାଷାରେ କହିଲେ ସେକଥା ଆମକୁ ସବୁଠୁ ଭଲ ଲାଗିଲା ବହୁତ ଓଡ଼ିଆ ଦେଶ ବାସି ଅଛନ୍ତି ଯେ ସେମାନେ ଦେଶ ବାହାର କୁ ଗଲେ ନିଜ ଭାଷା ରେ କଥା କୁହନ୍ତି ନାହିଁ .....ପ୍ରିୟ ଭଉଣୀ ଆପଣଂକୁ ହୃଦୟ ଭରା ଧନ୍ୟବାଦ

  • @papumallick8582
    @papumallick8582 Před 4 lety +15

    ଆମେରିକା ହାଟରେ ବହୁତ କିଛି ମିଳୁଥିବା ରୁ ବହୁତ ବହୁତ ଧନ୍ୟବାଦ ଭଉଣୀ ।ଆମେରିକା ରେ ଥାଇବି ଓଡ଼ିଶା ର ମାଣବସା କଥା ଚିନ୍ତା କରିଛନ୍ତି ।

  • @santoshmajhi8186
    @santoshmajhi8186 Před 4 lety +165

    TQ ଦିଦି ଆପଣ ଆମେରିକାରେ ତାଇଵି ଆମ ଓଡିଶା culture ଭୁଲିନାହାନ୍ତି ସେତିଫାଇଁ ବହୁତ୍ ବହୁତ୍ ଧନ୍ୟବାଦ TQ

  • @sksoleman9789
    @sksoleman9789 Před 5 lety +475

    ଭଲ ଲାଗିଲା ଭଉଣୀ ଓଡ଼ିଆ ରେ କହିଲେ ଏମିତି ଆହୁରି ଭଲ ଭଲ video କରନ୍ତୁ

  • @biswajitpatra7298
    @biswajitpatra7298 Před 3 lety +52

    ଆମ ଦେଶ ଛାଡି ଆମେ କୁଆଡେ ଯିବୁନି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ 👍

  • @BLOGGERAlok
    @BLOGGERAlok Před 5 lety +362

    ଯାହା ନାହିଁ ଭାରତେ ତାହା ନାହିଁ ଜଗତେ...

  • @omdurgatinasininamha6805
    @omdurgatinasininamha6805 Před 5 lety +175

    ଓଡିଆରେ କହିଲେ ବହୁତ୍ ଭଲ ଲାଗିଲା👌👌

    • @swaraj2021
      @swaraj2021 Před 4 lety +2

      Odia loka nka pain video banauchanti aau kn English re kahi thante

    • @sambhusahoo1634
      @sambhusahoo1634 Před 4 lety

      @@swaraj2021 5trr444

    • @srb909
      @srb909 Před 4 lety

      @@swaraj2021 kahinkina bhai gote gote futania Hindi re kahanti....jouta ki bahut real odia loka pasand karantini....mun ta ghruna kare

    • @gajarajmeher1603
      @gajarajmeher1603 Před 3 lety

      @@srb909
      Mahapurush ghruna karantini .
      Kahaku b.

    • @srb909
      @srb909 Před 3 lety

      @@gajarajmeher1603 ମହାପୁରୁଷ ଙ୍କ ର ବି ଘୃଣା କରିବାର ଅଧିକାର ଅଛି।
      I believe in democracy

  • @rupak_gaming182
    @rupak_gaming182 Před 4 lety +25

    ଦିଦି ଯାହୁ ଆମେରିକା ସିନା ଯାଇନେ
    ଆପୋଣ ଦେଖେଇଦେଲ୍ ଲେ ବୋହୁତ ଭଲ ଲାଗିଲା ଭିଡ଼ିଓ ଟି

  • @indrajeetsial3412
    @indrajeetsial3412 Před 5 lety +62

    ଆମେ ଓଡ଼ିଆ ଭାରୀ ବଢିଆ, ଆପଣ ଓଡ଼ିଆ ଭାଷା ରେ କହିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ 🙏🙏🙏❤❤👍

    • @AllhaSuarwala
      @AllhaSuarwala Před 2 lety

      କ'ଣ ହିନ୍ଦୀରେ କହିଥାନ୍ତେ କି ?

  • @23sumu
    @23sumu Před 5 lety +92

    USA is a devloped country not developing like ours. So 100 rupees not a high price there. It is similar to our 10 rupees. Coz their lifestyle level is so high than our country.

  • @keshorimohankalar278
    @keshorimohankalar278 Před 4 lety +41

    Thank you sister ଆପଣ ଆମେରିକାରେ ରହି ଆମକୁ ଆମେରିକାର ସୁଚନା ଦେଈ ଥିବା ରୁ ବହୁତ ବହୁତ ଧନ୍ଯବାଦ ା

  • @artwithamit7009
    @artwithamit7009 Před 4 lety +55

    ବହୁତ ବଢିଆ mam. ବେଶୀ ଭଲ ଲାଗିଲା USA ରେ ମାଣବସା କଥା ଟା।

  • @akshayakumarsahoo1821
    @akshayakumarsahoo1821 Před 5 lety +70

    ଓଡ଼ିଆ ଭାଷାରେ କହିଥିବା ରୁ ଧନ୍ୟବାଦ

    • @AllhaSuarwala
      @AllhaSuarwala Před rokem +1

      ଆପଣ ଥିଲେ କ'ଣ? ହିନ୍ଦୀରେ କହି ଥାଆନ୍ତେ?

  • @deviprasadhota849
    @deviprasadhota849 Před 3 lety +2

    You people are lucky that you are getting fresh vegetables even we not getting in Our area. God bless & take care.

  • @sarambotv8257
    @sarambotv8257 Před 5 lety +34

    Jai jagannath. ଖୁସି ଲାଗିଲା ବହୁତ ଭଲ ଜିନିଷ ଦେଖିବା ସହିତ ଜାଣି ପାରିଲୁ. ମନରେ ବି ପ୍ରଶ୍ନ ଆସୁ ଥିଲା ଆମେରିକା ହାଟ କିପରି.

    • @priyacharandas653
      @priyacharandas653 Před 7 měsíci

      ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ସୀତା ରାମ ଜୟ ଶ୍ରୀ କୃଷ୍ଣ

  • @truptimohanty4396
    @truptimohanty4396 Před 5 lety +22

    Rly nice to see odia vegetables in America

  • @dillipkumarbarik2282
    @dillipkumarbarik2282 Před 3 lety +3

    Mom, we are very happy for watching marketing of America and we could not believe that all things are getting available in that place. It's amazing

  • @adityamallick8348
    @adityamallick8348 Před 5 lety +34

    ସବୁ ମିଳୁଛି,,,, ମାନେ ଭାରତୀୟ ସଂସ୍କୃତି ଆଜି ସବୁ ଆଡକୁ ବ୍ୟାପିବା ସହ ଆମେରିକା ର ବ୍ୟାପକ ମାର୍କେଟ ଆପଣ ବୁଲି ଦେଖାଇଲେ,,, ଧନ୍ୟବାଦ।।। ଜୟ ଜଗନ୍ନାଥ।।।ଜୟ ହିନ୍ଦ୍।।।

  • @rajmusic7997
    @rajmusic7997 Před 5 lety +68

    ଭଲ ଲାଗିଲା ଭଉଣି ଓଡିଆରେ କହିଲ ।।।।।।।।

  • @sisirkumarpanda9973
    @sisirkumarpanda9973 Před 4 lety +2

    ଆମେରିକ ବଜାରର ଦରଦାମ ବିଷୟରେ ସୂଚନା ଦେଇଥିବାରୁ ଖୁସି ଲାଗିଲା । ଧନ୍ଯବାଦ

  • @dstech1864
    @dstech1864 Před 4 lety +121

    ସବୁ ସମାନ ସେଠି ଦରମା ବୀ ସେମିତି ଦିଅନ୍ତି।

  • @jyotishankarmajhee9889
    @jyotishankarmajhee9889 Před 5 lety +30

    ଆରେ ଆରେ ଏ ଆମେରିକା ବାଲେ ବି କଳମ ଶାଗ ଖାଉଛନ୍ତି, ବହୁତ ବଡିଆ ,,,,, ଆମେରିକା ବାଲାଙ୍କୁ କହିବେ କଳମ ଶାଗ ସହ ମୁଗ ପକେଇ ଖାଇବେ ବହୁତ ଭଲ ଲାଗିବ

  • @apahanchailaka9479
    @apahanchailaka9479 Před 3 lety

    ବହୁତ ବଢିଆ, ଜାଣିବାକୁ ମିଳିଲା
    Show different countries as u can
    This is very very enjoyable and mind blowing

  • @unknownguy..
    @unknownguy.. Před 5 lety +4

    Odisha ra pariba America re
    Proud of you Ma'am
    Thanks for showing us

    • @amarendrasethi6729
      @amarendrasethi6729 Před 4 lety

      Chiranjeeb Das bhai odishara pariba nunha india ra pariba kuha

  • @ommsomcreation1349
    @ommsomcreation1349 Před 5 lety +5

    Are money ratio is same.. There is low cost from india.. 1 dollar =70 rupees in india.. Bharata re ta cost adhika. Amerika tharu..

  • @saratranjanbehera6661
    @saratranjanbehera6661 Před 4 lety

    ରିତୁ ଦିଦି,
    ପୁରା ଓଡ଼ିଆ ରେ ଭିଡ଼ିଓ କରନ୍ତୁ...
    ଯେଉ ଓଡ଼ିଆ ମାନେ ବମ୍ବେ ରେ ରହନ୍ତି ଓ ନାଁ କମେଇଲେଣି ସେମାନେ ଯେତେବେଳେ ସାକ୍ଷାତ କାର ଦିଅନ୍ତି... tv show ରେ କେବଳ ହିନ୍ଦୀ ଓ ଇଂଲିଶ ରେ bite ଦିଅନ୍ତି....... ଓ ବଡ educated ଲୋକ ବୋଲି ପରିଚୟ ଦିଅନ୍ତି..
    ସେମାନଙ୍କ ପାଇଁ ଆପଣ ଉଦାହରଣ ...
    ସେମାନଙ୍କୁ ଲଜ୍ୟା ଲାଗିବା କଥା....
    ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ

  • @baby2272
    @baby2272 Před 5 lety +6

    Bahut badhia lagila Ritu. Us re jetiki vegetables miluchi odisha bahare b setiki miluni. Haladi patra saru patra kakharu saga .... ..

  • @santoshkumarpradhni1273
    @santoshkumarpradhni1273 Před 4 lety +43

    ସବୁଠୁ ଭଲ ଲାଗିଲା USA ର ମାଣ ବସା ଗୁରୁବାର କଥା, tq mam

  • @dasharathkallar
    @dasharathkallar Před 4 lety

    ବହୁତ ସୁନ୍ଦର ଲାଗିଲା ଓଡ଼ିଆ ଭାଷାରେ ସୁଚନାଦେଇଥିବାରୁ ବିଡ଼ିଓ ଭଲ ଲାଗିଲା ଧନ୍ୟବାଦ୍

  • @pramodmishra2037
    @pramodmishra2037 Před 4 lety +4

    Emiti odia nka paeen aji Odisha garbita....Thanks for sharing so beautiful pictures of America.

  • @manojswain8712
    @manojswain8712 Před 4 lety +6

    ଆପଣ ହାଟ ବିଷୟ ରେ କହିଲେ ଏବଂ ଦେଖେଇଲେ ମଧ୍ୟ, ଭାରି ଖୁସି ଲାଗିଲା । ଆପଣଙ୍କୁ ଦେଖି ଇଛା ହଉଛି ବୁଲି ଯିବା ପାଇଁ ।

  • @dr.debaprasadpatra4098
    @dr.debaprasadpatra4098 Před 4 lety +1

    *2:7mint ରେ ସେ କଣ କହିଲା ଲଗେଛି ପାଲା 👈👈**4:36**mints କହିଲେ 150 dollar ମାନେ india price Rs.11.200 rupees 👈👈ସେଇଟା ହେଲା 1.5 dollar ମାନେ India price Rs. 112 rupees.. so super 👌👌*

  • @saradaprasannabehera4797
    @saradaprasannabehera4797 Před 5 lety +8

    ବହୁତ ଧନ୍ୟବାଦ। ଆପଣ ଆମକୁ ଏତେ ପ୍ରାଞ୍ଜଳ ଭାବରେ ବୁଝାଇଲେ। ଓଡ଼ିଶାର ପରିବା ଆମେରିକାରେ ପାଇବା ଏକ ବଡ଼ କଥା। ହଳଦୀ ପତ୍ରଟା ମୋ ପାଇଁ ପ୍ରାଧାନ୍ୟ। ଅସେଷ ଧନ୍ୟବାଦ ଏହି ବ୍ଲଗ୍ ପାଇଁ।

  • @OdiaBeautyLifestyle
    @OdiaBeautyLifestyle Před 5 lety +12

    Thank you somuch Saranga..it’s really meant a lot for me to do this video in ur channel..Exicted to work with u in future..🙏🏻🙏🏻🙏🏻

  • @rathanakarsahoo7998
    @rathanakarsahoo7998 Před 2 lety

    Thanks your showing America vegetable market &value.

  • @ranjannayak6216
    @ranjannayak6216 Před 5 lety +20

    odia re kahile bhala lagila . like u

  • @pratikjena3626
    @pratikjena3626 Před 5 lety +18

    Didi, we know living cost as per their currency.

  • @santoshchaudhuri91
    @santoshchaudhuri91 Před 4 lety +1

    Madam If you visit North East example Sikkim, Darjeeling, Kalimpong you will get Apricots, plums, peaches, avocado also..

  • @Sahupriyanka88
    @Sahupriyanka88 Před 5 lety +13

    Madam if the vegetables are cost u are getting more salary 🤭 or else how wld u will survive in US🤣

  • @saubhagyalaxmisingh9253
    @saubhagyalaxmisingh9253 Před 5 lety +6

    Now u r doing it more professionally! keep it up!

  • @sanjaypradhan3917
    @sanjaypradhan3917 Před 4 lety +1

    ଏକ ଡଲାର ଭାରତୀୟ ମୁଦ୍ରାରେ କେତେ ଟଙ୍କା ତାହା ପ୍ରଥମେ ଜଣାଇଥିଲେ ଭଲ ହୋଇଥାନ୍ତା କାରଣ ନଜାଣିଥିବା ଲୋକେ ଅତି ସହଜରେ ଜାଣି ପାରିଥାନ୍ତେ ଏକ ଡଲାର କେତେ ଟଙ୍କା।କିନ୍ତୁ video ଟି ଅତି ସୁନ୍ଦର ଲାଗିଲା।ଧନ୍ୟବାଦ ଭଉଣୀ

    • @boogiewoogie4984
      @boogiewoogie4984 Před 3 lety

      Google re check karuna !!! Chaamucha re sabu khuaaideba darkar ki ??

  • @swagatikarana725
    @swagatikarana725 Před 5 lety +4

    Diiii tame bahut agaku jao......god bless u. N keep smiling always 😀😀😀😀😀

  • @sushantakumarmalik5245
    @sushantakumarmalik5245 Před 4 lety +5

    Thanks sister to sharing the knowledge of vegetable market in America

  • @pintubhoi5929
    @pintubhoi5929 Před 2 lety +2

    Many many thanks,
    for your information about the different types vegetables available at rural markets and it's cost in America. It is really very interesting.

  • @sushilkumarpradhan361
    @sushilkumarpradhan361 Před 5 lety +31

    Apana America thaerki b odia re vedio kahila vala lagila, hele athi odisa re thaerki futani mariba pain kete jana vedio re khali hindi cobouchanti. Mam semane apanka thu prakurta gyana neba darkar.

  • @usatbhoi6435
    @usatbhoi6435 Před 4 lety +12

    USA re 1.5 dollars ra value kichi nuhe sister...usa and Odisha ra currency ku compare kara nahi...that's own place

  • @indianmarblecompanyrourkel9322

    ସୁନ୍ଦର, ଓଡ଼ିଆ ରେ କହୁଥୂବାରୁ ଭଲ ଲାଗୁଛି,ଧନ୍ୟବାଦ।

  • @sudhirkumarbehera65
    @sudhirkumarbehera65 Před 4 lety +6

    LIFE STYLE IN AMERICA IS GOOD ,THE VEGETABLE TALK THIS !

  • @dindayaldalpati5589
    @dindayaldalpati5589 Před 4 lety +7

    ଆମେରିକା ଯାଇ ଆପଣ ଓଡିଆ ଭାଷାର ପ୍ରଚାର ପ୍ରସାର କରିଥୀବାରୁ ଆମ କୁ ବହୁତ ଖୁସି ଓ ଗର୍ବ ଲାଗୁଛି
    ଜୟ ଜଗନ୍ନାଥ

    • @AllhaSuarwala
      @AllhaSuarwala Před rokem

      ଖାଲି ଖୁସି ହେବା ଛଡ଼ା କ'ଣ ଆସେ,? ଓଡ଼ିଆକୁ ତ ଓଡ଼ିଶାରେ ଅବହେଲା , କିଛି ଛୋଡ଼ି ପାରୁନ

  • @kelucharanpanda8399
    @kelucharanpanda8399 Před 3 lety

    What a wonderful market ! Where every Odisha's vegetables are available .

  • @amritbijyalaxmi101
    @amritbijyalaxmi101 Před 5 lety +4

    Congratulations dii tm new channel pani
    Best of lock

  • @odishavloggerrasmita9711
    @odishavloggerrasmita9711 Před 5 lety +7

    Congratulations Ritu... 🥰🥰

  • @stmproduction7634
    @stmproduction7634 Před 3 lety

    ବହୁତ ଭଲ ଲାଗିଲା ଭିଡିଓ ଟା ଅପା ଏମିତି ନୁଆଁ ନୁଆଁ ସବୁ ଭିଡିଓ କରନ୍ତୁ ଆଗକୁ........

  • @priyadarshinigopa9647
    @priyadarshinigopa9647 Před 4 lety +11

    Everything is available in Bangalore dear, I mean haladi patra, poi saga n mostly all . N it's in dollars over there, so comparing with Indian rupee s lil funny😊

  • @kishorbehera2441
    @kishorbehera2441 Před 5 lety +14

    Video ଟି ନିଶ୍ଚିତ ଭାବେ ମନଛୁଆଁ ହୋଇଛି।
    Madem ଗୋଟେ ଅନୁରୋଧ ସେଠାରେ କିଭଳି ପର୍ବପର୍ବାଣି ପାଳନ କରନ୍ତି videoଟେ କରନ୍ତୄ।

  • @parmodsahoo6179
    @parmodsahoo6179 Před 3 lety +4

    Many many thanks,
    for your information about the different types vegetables available at rural markets and it's cost in America. It is really very interesting.
    Pramod, korua, kendrapara, Odisha.

  • @allindiare-sureshsing.5142
    @allindiare-sureshsing.5142 Před 5 lety +11

    Madame amerikare kn job korichontiki

  • @tilottamaandsrishti2985
    @tilottamaandsrishti2985 Před 5 lety +5

    Waoo biswash heuni ki Amerikà re bi amiti saga miluthiba kintu ja hau pariba hata dekhi ki bhala lagila

  • @Nckcreativezone
    @Nckcreativezone Před 2 lety

    ଭିଡିଓ ଦେଖି ବୋହୁତ ଖୁସୀ ଲାଗିଲା ଦିଦି।🙏🙏🙏

  • @livewithnik
    @livewithnik Před 5 lety +5

    Congratulations for ur new channel.

  • @prasantadas-bh5qu
    @prasantadas-bh5qu Před 5 lety +11

    Didi ama Odisha vegetables shop re jou daktnti 🍅 10 re kilo 10re kilo smti sethi daknti na au kichi

  • @rasanandasahoo1629
    @rasanandasahoo1629 Před 3 lety

    Very nice and it is proud for all indians.

  • @anirudhaparida6525
    @anirudhaparida6525 Před 5 lety +28

    ମୁଁ ମାଗଣା ରେ usa ପରିବା ହାଟ ଦେଖିଦେଲି, TQ Madam,,

  • @bhabanisankarparida2953
    @bhabanisankarparida2953 Před 5 lety +6

    ଧନ୍ୟବାଦ୍ ମୋ ଓଡ଼ିଆ ଭଉଣୀ

  • @GUDDU8779
    @GUDDU8779 Před 2 lety

    ଓଡ଼ିଆ ଆଖିରେ ଆମେରିକା ।ଏଇ ଦୃଷ୍ଟିଭଙ୍ଗୀରେ ବିଶ୍ଳେଷଣ କରୁଥିବାରୁ ଧନ୍ୟବାଦ

  • @SantoshPadhySir
    @SantoshPadhySir Před 5 lety +24

    ଚିଙ୍ଗୁଡ଼ି - ଫିଙ୍ଗୁଡ଼ି... ପପ୍ କନ୍- ଫପ୍ କନ୍... ଚିକେନ୍ - ଫିକେନ୍...
    👍

  • @sabhingyabhutia5a490
    @sabhingyabhutia5a490 Před 5 lety +5

    Khuc lagila dekhiki

  • @rasmiranjanpatra281
    @rasmiranjanpatra281 Před 4 lety

    Thanks to you sis for ମାତୃ ଭାଷାର ପରିଚୟ ଦେବା ପାଇଁ ,

  • @donald19542
    @donald19542 Před 4 lety +5

    Well done. Informative. Revived my memories of days in US two decades ago. Wonderful place to live.

  • @dibenduprasaddas9090
    @dibenduprasaddas9090 Před 5 lety +7

    Feel like in America

  • @chikudehury6037
    @chikudehury6037 Před 2 lety +1

    ଆମେରିକା ରେ ରହି ଓଡ଼ିଆରେ ଵୁଝାଇ‌ କହିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍

  • @mpadhi180
    @mpadhi180 Před 4 lety +4

    It's informative dear Sister ! God bless you.

  • @dibakarmadhual724
    @dibakarmadhual724 Před 3 lety +3

    Many many thanks madam, Really it is informative,

  • @suresdhal4121
    @suresdhal4121 Před 4 lety +1

    Usa re salary adhika..sethi 1dolar re vegitable miliba thik..ama india salary anusare ama india re vegitable price adhika ....sethi pain mo hisabare usa re ama india apekshya sasta sabu jinisha

    • @suresdhal4121
      @suresdhal4121 Před 4 lety

      Ha bhai...usa ka 1dolars un k yahan 1hi rupaya he..or hamare 1rupaya hamare desh k hisab se hamare yahan 1hi rupay he....hamare desh k hisab se hamare yahan v 1rupay me milna chahie..hamare desh me jyada mehenga he..jisko samajh aya reply karo..na samjhe to dimag lagao samajh jaoge

  • @madhusudanabstract3401
    @madhusudanabstract3401 Před 5 lety +24

    U r in Earth not in Mars common things are available at every place

  • @techodia5264
    @techodia5264 Před 5 lety +13

    Didi ,i am from angul odisha,
    America re 🥭 miluchi ki

  • @TNMNatyasansad
    @TNMNatyasansad Před 3 lety +1

    ଯାତ୍ରା ଶ୍ରୀ ଜୟ ଖଣ୍ଡୁଆଳ ବାବା ଭରସା ତ୍ରିନାଥ ମାଝୀ ନାଟ୍ୟ ସଂସଦ ର ବହୁତ ଧନ୍ୟବାଦ ଭଲ ଲାଗିଲା ଭ‌ଉଣୀ ଓଡ଼ିଆ ରେ କହିଲେ ଏମିତି ଆହୁରି ଭଲ ଭଲ video କରନ୍ତୁ

  • @djnaresh2310
    @djnaresh2310 Před 5 lety +6

    I love my india

  • @PrabhatYoutube
    @PrabhatYoutube Před 4 lety +7

    sabu asian loka , American kuade gale, mam

  • @sibunxgaming1517
    @sibunxgaming1517 Před 4 lety +1

    Madama apana seithi vegetable shopkeeper mananku odiare pacharantu badhiaa reaction aasiba😀😀😀

  • @subratsahu5393
    @subratsahu5393 Před 5 lety +6

    Thank you
    ଆମେରିକା ମାର୍କେଟ ତ ଟିକେ ଆମେ ଦେଖି ପାରିଲୁ ଧନ୍ୟବାଦ

    • @thefunnystar4648
      @thefunnystar4648 Před 5 lety +1

      Odisha bhalare dekhe ta pare America dekhibu

    • @amarendrasethi6729
      @amarendrasethi6729 Před 4 lety +1

      Bhai jadi america bisayare ahuri adhika information darkar ta hele Rajan singh vlog youtube re seach karantu bahut kichhi jani paribe america bisayare

    • @subratsahu5393
      @subratsahu5393 Před 4 lety

      @@thefunnystar4648 apana odisha bisayare sabu kichhi janichhanti ki

    • @subratsahu5393
      @subratsahu5393 Před 4 lety

      @@thefunnystar4648 apananku odisha bisayare sabukichhi jana achhi ki ?

    • @thefunnystar4648
      @thefunnystar4648 Před 4 lety

      @@subratsahu5393 Tama tharu adhika jana

  • @beaturhunger7384
    @beaturhunger7384 Před 5 lety +4

    Thik kahicha banglore re adha jinisa miluni

  • @itishreesahoo6201
    @itishreesahoo6201 Před 4 lety

    ବହୁତ ଭଲ ଲାଗିଲା ଦିଦି। ତୁମେ ଏତେ ସୁନ୍ଦର ଭାବରେ କହିଛ ଆଉ ସବୁ ବୁଝେଇଛ। ଆଉ ଆମେରିକା ରେ ଆମ ଓଡ଼ିଶା ର ସବୁ ପରିବା ଦେଖିକି ବହୁତ ଖୁସି ଲାଗିଲା

  • @lorabehera9050
    @lorabehera9050 Před 4 lety +5

    Nice dii ''for ur newly creativity......u didn't forget odia culture '''so that I am so much Happy 🥰🥰🥰🥰🥰

  • @mirapardhan6021
    @mirapardhan6021 Před 5 lety +5

    Congratulations ritu didi,nice video love u didi😍😍😍😍

  • @mastersudiptkumar635
    @mastersudiptkumar635 Před 4 lety +2

    Save our odia..tradition.. Thank you

  • @somyapanda9682
    @somyapanda9682 Před 5 lety +4

    Nijara subscriber badheibara bhala tarika

    • @livewithnik
      @livewithnik Před 5 lety

      Chanel karuchanti ta subscribe badiba pai try karibea ta sure.athire kahibara kn achi.

  • @bhimarathod6779
    @bhimarathod6779 Před 5 lety +8

    Are sabuta miluchi,🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♀️🙆‍♀️🙆‍♀️

  • @jagannathsahu5433
    @jagannathsahu5433 Před 4 lety

    ବହୁତ ବଢ଼ିଆ ଲାଗିଲା ଭୋଉଣି ଏମିତି ଭଲ ସତ ଭିଡ଼ିଓ ସୁ ଟ କର ❤️ I love my india

  • @papunsahoo5044
    @papunsahoo5044 Před 5 lety +4

    Thank you medam very important video

  • @bapujikap715
    @bapujikap715 Před 5 lety +4

    Aama gna great Sabu tharu 🇮🇳🇮🇳🇮🇳

  • @malayakumarbal1130
    @malayakumarbal1130 Před 4 lety

    ଉପସ୍ଥାପନା ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ

  • @abhijitpatra6393
    @abhijitpatra6393 Před 4 lety +4

    Great....Good Job...but u r earning in Dollars and spending in Dollars...So don’t compare Rupee with Dollar.

  • @akashkumarbehera459
    @akashkumarbehera459 Před 5 lety +5

    America re au NEW jinisa kana miliba

  • @sunakarmohanty3775
    @sunakarmohanty3775 Před 25 dny

    ଆମେରିକାରେ ରହୁଥିବା ପ୍ରବାସୀ ଓଡିଆ ଲୋକ ମାନଙ୍କୁ ସେମାନଙ୍କ ପସନ୍ଦର ଓଡିଆର ପନିପରିବା ମିଳୁଅଛି ଶୁଣି ଵହୁତ ଖୁସି, ମୋର ବି ଆମେରିକା ଯିବାକୁ ମନ ହେଲାଣି.

  • @Arunkumar-oh9sg
    @Arunkumar-oh9sg Před 5 lety +5

    Didi america buli Baku jaicha

  • @jitendraswain8168
    @jitendraswain8168 Před 5 lety +4

    Oyeeee ye plum blim sab India me milta h, aap Odisha k bahar nahi ghume hoge🤣🤣🤣

  • @d_harmless_boy
    @d_harmless_boy Před 4 lety

    Obviously..saaga hou ki dhaniya,it will be around Rs100 only..we should not show in the video as if this cost is very high in comparision to India..