Why Naveen Patnaik became happy...? || Editorial Show(EP-237) || ODISHA PULSE

Sdílet
Vložit
  • čas přidán 20. 06. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress

Komentáře • 67

  • @khirodhota1440
    @khirodhota1440 Před měsícem +21

    ନବୀନ ଭେଳିକି ରେ ମାଷ୍ଟର ଡିଗ୍ରୀ କରିଛନ୍ତି l

  • @malaykumarpraharaj1864
    @malaykumarpraharaj1864 Před měsícem +10

    ଏକଦମ ଠିକ କଥା କହିଲେ ଆପଣ👌👌

  • @user-cw9gp5ty9f
    @user-cw9gp5ty9f Před měsícem +10

    ନର ମାୟା ନାରାୟଣଙ୍କୁ ଅଗୋଚର । ଅତି ଭକ୍ତି ଚୋର ର ଲକ୍ଷଣ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @bhagabanrana4898
    @bhagabanrana4898 Před měsícem +2

    ନବୀନ ବାବୁ ଖୁସି ,କାହିଁକିନା ତାମିଲ ମୁକ୍ତ ନବୀନ ପଟ୍ଟନାୟକ 🙏🏻🙏🏻🙏🏻

  • @sukantakumarpradhan8127
    @sukantakumarpradhan8127 Před měsícem +4

    ନବୀନ ଆକସ୍ମିକ ଆଗମନ ଯେମିତି ପଳାୟନ ମଧ୍ୟ ସେମିତି ହେବ।

  • @janardanpanda5378
    @janardanpanda5378 Před měsícem +7

    ବିଜେଡି ହାରିବା ପରେ ନବୀନ ବାବୁ ଖୁସି ତ

  • @hrusikeshmahapatra6735
    @hrusikeshmahapatra6735 Před měsícem +5

    ନବୀନ ପଟ୍ଟନାୟକ ଏକ କଳାକାର

  • @bijayapanigrahi554
    @bijayapanigrahi554 Před měsícem +5

    Very very very very very nice analysis

  • @KajuAmbokuduchi
    @KajuAmbokuduchi Před měsícem +2

    Your statement is absolutely correct

  • @tirtharajpanda7237
    @tirtharajpanda7237 Před měsícem +2

    Very nice analysis

  • @laxmidharapanda6086
    @laxmidharapanda6086 Před měsícem +5

    ଅତି ଚାଲାକ କାଉ ଘୁଅ ଖାଇଥାଏ ! ଭିକ ମାଗିବାବେଳେ ଭିକାରୀ ନିଜର ଦୟନୀୟ ଅବସ୍ଥା ଦେଖାଇଲେ ଲୋକେ ଦାନ କରିଥାନ୍ତି ! ସେପରି ନବୀନ ଓ ପାଣ୍ଡୁ ଅତି ଚାଲାକିରୁ ବିଷ୍ଠା ଭକ୍ଷଣ ଅବସ୍ଥା ହୋଇଗଲା !
    ଅତି ଚାଲାକି ପାଣ୍ଡୁ ଓଡ଼ିଆଙ୍କୁ ନବୀନର ଅସହାୟ ଅବସ୍ଥା ଦେଖାଇ ଭାବିଥିଲା ମୂର୍ଖ ଓଡ଼ିଆ ଦୟାକରି ନବୀନକୁ ବହୁଭୋଟ ଦାନ କରିଦେବେ ! କିନ୍ତୁ ତାହା ବୁମେରାଙ୍ଗ ହୋଇଗଲା ପାଣ୍ଡୁ ନବୀନ ପାଇଁ !ଶେଷରେ ଲୋକେ ସ୍ଥିର କରିନେଲେ ଏମିତି ମୁର୍ଦାରକୁ ଭୋଟ ଦେଇ ନିଜ ଅଧିକାରକୁ ନଷ୍ଟ କରିବାକୁ ଦେଲେନାହିଁ !

  • @subaldas3254
    @subaldas3254 Před měsícem +1

    ଜୟରାଧେ
    ଜୟ ଜଗନ୍ନାଥ |
    ସବୁ ନାଟର ଗୋବର୍ଦ୍ଧନ ନିଜେ ନବୀନ ପଟ୍ଟନାୟକ। ଓଡ଼ିଶାର ସବୁ କଳ ତାମିଲ ଲୋକ ମାନଙ୍କ ହାତକୁ ଚାଲି ଯାଇଥିଲା।
    ନବୀନ ବାବୁ ଓଡ଼ିଆ ମାନଙ୍କୁ ବୋକା ବନାଇ ଚାଲିଥିଲେ ପ୍ରଥମେ କେନ୍ଦ୍ର ସରକାରରେ ଖଣି ମନ୍ତ୍ରୀ ଥିବା ସମୟରୁ।

  • @babulabestforeignpolicyofl4918

    ଜୟ ନବୀନ

  • @somelife9719
    @somelife9719 Před měsícem +3

    ଏହିଭଳି ନାଟ୍ୟକାର ସରକାର କୁ ଓଡିଶାର ଜନସାଧାରଣ ଉଚିତ୍ ଜାବାବ ଦେଇଥିବାରୁ ଆମ୍ଭେମାନେ ଖୁସି..😮
    ଆଉ ଆପଣ....?😊

  • @jagannathmishra5300
    @jagannathmishra5300 Před měsícem +4

    ଆଶା କରୁଛୁ ମୋହନ ସରକାର ଓଡ଼ିଶା ର ଜନତା ଙ୍କ ଭରଷା ଜିତିବେ।

    • @user-cw9gp5ty9f
      @user-cw9gp5ty9f Před měsícem

      ଭରସା ଜିତନ୍ତୁ କି ନଜିତନ୍ତୁ, ବାବର ଅମଳର ତଥାକଥିତ ଭି.ଆଇ.ପି. ସଂସ୍କୃତିର ଲୋପ ହେବା ନିହାତି ଦରକାର। ନଚେତ ଭାରତର ପ୍ରକୃତ ଉନ୍ନତି ହୋଇପାରିବନି।

  • @NBS_CREATION.
    @NBS_CREATION. Před měsícem

    Absolutely right reasons

  • @bimalsahoo3038
    @bimalsahoo3038 Před měsícem +2

    Nabin Babu is a good actor. He should get oscar award for his best acting .

  • @chhabindramansingh73
    @chhabindramansingh73 Před měsícem +4

    ନବୀନ ଖୁସି ଜମା ନାଇଁ 5/6ବର୍ଷ ହେଲା ସେ ମୌନା ବତୀ ପାଖରେ ବନ୍ଧା, ରାତିରେ ମଣିଷ ଦିନରେ ମେଣ୍ଢା, କି ଗୁପ୍ତ ରହସ୍ୟ video ପାଣ୍ଡୁଆ ପାଖରେ ଅଛି ଜେ ଏତେ ଡର

  • @saratmishra7100
    @saratmishra7100 Před měsícem +1

    Well said.

  • @SrinibashJagaddev-fr4gm
    @SrinibashJagaddev-fr4gm Před měsícem +1

    Ebe Naveen babu bahut Khushi achhanti.....

  • @brajakishorepadhi4022
    @brajakishorepadhi4022 Před měsícem +1

    ଛଳନା, ପ୍ରପଂଚ ର ମୂର୍ତ୍ତି ନବୀନ ପଟ୍ଟନାୟକ।

  • @supravanayak5673
    @supravanayak5673 Před měsícem +1

    Sabu thik kahile

  • @jullysamal6626
    @jullysamal6626 Před měsícem

    ନବୀନ ଗ୍ରେଟ୍

  • @prasantakumarswain3419
    @prasantakumarswain3419 Před měsícem +1

    ସବୁ ଅଭିନୟ ଥିଲା, ଏବେ ଆମେ ତାଙ୍କୁ ପଚାରି ପାରିବା କି, ନବୀନ ବାବୁ ଆପଣ ଖୁସି ତ ?
    ନବୀନ ବାବୁ ଆଜି ଯଦି ସେ ଅନାବଶ୍ୟକ ଛାଇ କୁ ସବୁ ଦିନ ପାଇଁ ଦୂରେଇ ଦେବେ ତାହାଲେ ଦୀର୍ଘ ଜୀବନ ଲାଭ କରିପାରିବେ ।

  • @gaganinayak7997
    @gaganinayak7997 Před měsícem +1

    Naveen sir bhala sethipain samste tanku bhala dekhajanti

  • @laxmansahoo4681
    @laxmansahoo4681 Před měsícem +1

    କେଜ୍ରିୱାଲ କଥା ମନେ ପକାଉଛି 🎉

  • @swarajkumarbej3768
    @swarajkumarbej3768 Před měsícem +3

    ଏଇ ଖୁସି ତୋ ରେ, ମେଣ୍ଢା ମାନଙ୍କୁ ବହୁତ ଦିନ ଶାସନ କଲେ।

  • @user-wj3lf4xi7n
    @user-wj3lf4xi7n Před měsícem +1

    Take the broken heart and make it in to Art

  • @nayakpapu279
    @nayakpapu279 Před 24 dny

    Congress 2029🎉

  • @dillipkumarswain5649
    @dillipkumarswain5649 Před měsícem +3

    Before election Nabin Pattanaik was living like as dog, after election he is free from the bounded life

  • @sarbeswarmishra6695
    @sarbeswarmishra6695 Před měsícem

    Att. That. Time. Nabin. Was. Happy. Long. Time. For. Power

  • @ashokbiswal7904
    @ashokbiswal7904 Před měsícem +1

    Kana Khushi ta

  • @Mersmersing9865purple
    @Mersmersing9865purple Před měsícem +2

    Naveen babu sebe b drama karuthile ebe b drama karuchanti..excited haba darkar nai..its all a part of his plan to hand over bjd and odisha to pandu..pandu is still staying at naveen nivas top floor

  • @santoshswain7624
    @santoshswain7624 Před měsícem +2

    Naveen Patnaik main villain pandiyan au Anya mane sabu BJD ra Gunda Mafia chora badmash

  • @mihirdwivedi8843
    @mihirdwivedi8843 Před měsícem

    Well analysed. It was drama created by Pandian n Naveen Ji was acting knowingly

  • @user-bk2mj9lt2o
    @user-bk2mj9lt2o Před měsícem +1

    Nabin imosanal drama karibare mahir

  • @MrPpcops
    @MrPpcops Před měsícem

    Sir, instead of criticising Naveen Patnaik/V K Pandian/BJD please expose the irregularities/corrupt practices/misdeeds of the previous Government with proof, so that the New Government will be able to initiate legal action.
    These unnecessary gossips even after the elections are not going to be interesting to the audience.

  • @yudhisthir123
    @yudhisthir123 Před měsícem

    Nabiin sasan darakar. Bjd🌹🌹🌹🌹🌹🌹🌺🌺🌺🌺🇮🇳🇮🇳

  • @Lituharichandan
    @Lituharichandan Před měsícem

    Gote Tadanta karajau pandia kan sadajantra karithila ki..

  • @user-pu1iy4lb8e
    @user-pu1iy4lb8e Před měsícem +1

    Jie b navin pattnaik nku kharap kahucha se mane bahut bhala loka ଆଜ୍ଞା kahiki ନ ଅନ୍ୟ ଆଡକୁ gote ଆଙ୍ଗୁଳି ଦେଖେଇଲେ ନିଜ ଆଡକୁ 4 ଆଙ୍ଗୁଳି ରୁହେ bhala loka kebe ଅନ୍ୟ କୁ ଖରାପ କୁହନ୍ତିନି ଖରାପ loka ଙ୍କୁ ହି ଅନ୍ୟ ମାନେ ଖରାପ ଲାଗିବେ kahiki ନା se ନିଜେ ବା kharap😅😅😅

  • @sontoshnanda5398
    @sontoshnanda5398 Před měsícem

    Nabin ka health check up heba boli bjp kahithiala sethipain pandian dariki nabin ku nirdesh deithiba bodhe

  • @jullysamal6626
    @jullysamal6626 Před měsícem

    ନାଇ ,ନବୀନ ଙ୍କ english ଜିଏ କହି ବୁଝି ପାରୁ ନଥିଲେ ଏମିତି କହୁଛନ୍ତି ସେ

  • @subashpatra6884
    @subashpatra6884 Před měsícem

    Nabina.ra.maya.kohinehi.paya..mayabi..Bahurupi.Endua..mayamiriga😊

  • @pitambernayak4708
    @pitambernayak4708 Před měsícem

    NABINBABUNKU PANDIAN
    SADAJANTRAKRTHILA
    MARIDEBAPAI

  • @sanjayadas6661
    @sanjayadas6661 Před měsícem

    ଆପଣ ଯାହା ଆଜି କହୁଛନ୍ତି ମୋ ମତରେ ତାହା ସମ୍ପୂର୍ଣ ଠିକ୍ ହେଲେ ଯଦି BJD ସୁପ୍ରିମୋ ଏବେ CM ପଦରୁ ଯିବା ପରେ ସବୁକିଛି ନିଜେ ବହୁତ୍ ଖୁସି ରେ କରି ପାରୁଛନ୍ତି ତେବେ ମାସେ ବା ଚାରିମାସ ପୂର୍ବ ରୁ କାହିଁକି ଦେଖାଯାଉ ନ ଥିଲା ?

  • @alokaranjandash9853
    @alokaranjandash9853 Před měsícem

    ମୋ ମନକୁ ଆସୁଛି ଯେ ନବୀନଙ୍କୁ ଦୂର୍ବଳ ହୋଇ ଯିବା ପାଇଁ କିଛି ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଥିଲା କି ?

  • @ParabirPanda-to3rh
    @ParabirPanda-to3rh Před měsícem

    Odisha is destined to be poor...

  • @Aassaa1234
    @Aassaa1234 Před měsícem

    Apana dekha kari pacharantu, mu tanka bahut bhala pae tenu mo manaku a katha sabu bele asuchi

  • @basantakumarnayak7432
    @basantakumarnayak7432 Před měsícem

    Dramatically action

  • @tapankumardas8017
    @tapankumardas8017 Před 15 dny

    Nabin sar thik kebal pandia pai ame nabin sarnku hareilu a sabur mulare pandia

  • @simanchalpanda331
    @simanchalpanda331 Před měsícem

    Nabin wants to be CM until his death.This is his pleasure.He believe odisha is his father's property.IWill remain Cm untill death.

  • @jullysamal6626
    @jullysamal6626 Před měsícem

    Nai, BJP chapare ଥିଲେ

  • @narayanrouta9270
    @narayanrouta9270 Před měsícem

    Natakara mukhya nije nabin

  • @pitambernayak4708
    @pitambernayak4708 Před měsícem

    NABINBABU EBEKHUSIT

  • @simanchalpanda331
    @simanchalpanda331 Před měsícem

    Nabin is a curropted and layer

  • @mandimandi5098
    @mandimandi5098 Před měsícem

    ସବୁଠୁ ବଡ଼ ବେହିଆ ମଦୁଆ ଏଇ,
    ଇଏ ଶଳା କେବେ ପ୍ୟାରୀ କେବେ ପାଣ୍ଡୁକୁ ଲଗେଇ ଏକାନ୍ତ ବାସ କରୁଥିଲା,
    ସବୁ ପୁରୁଖା ନେତା, କ୍ୟାବିନେଟ୍ କୁ side ରେ ରଖିକି ପଚାରୁ ନଥିଲା।
    ଆର ପ୍ରକୃତି ହିଁ ଏପରି।😂

  • @sujitnayak4600
    @sujitnayak4600 Před měsícem

    Joumane Naveen babunku comment maruchhanti janiki rakhithao without naveen odisha nothing