MLA Prashant Jagdev arrested for allegedly toppling EVM during Odisha polls

Sdílet
Vložit
  • čas přidán 24. 05. 2024
  • #ପ୍ରଶାନ୍ତ_ଜଗଦ୍ଦେବ_ଗିରଫ
    ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ପୂର୍ବରୁ ଅଟକ ରଖିଥିଲା ପୋଲିସ....
    #PrashantJagdev #khordha #OdishaElection2024 #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 519

  • @raghumaninayak9593
    @raghumaninayak9593 Před 22 dny +139

    CCTV ଫୁଟେଜ ଯାଞ୍ଚ ହେଉ ନାହିଁ କାହିଁକି,

  • @Abirachandramajhi
    @Abirachandramajhi Před 22 dny +150

    CCTV ଯାଞ୍ଚ କରାଯାଉ ନାହିଁ କାହିଁକି ?

    • @balaramraul5981
      @balaramraul5981 Před 22 dny +1

      ତୁ କର ଯାଇକି

    • @ghanashyamamahanta1297
      @ghanashyamamahanta1297 Před 22 dny

      ତୁ କର ବୋକାଚୁଦା ​@@balaramraul5981

    • @subhakantadas5577
      @subhakantadas5577 Před 22 dny

      ​@@balaramraul5981ବ୍ୟାଗ ଦିଟା ଭଲକି

    • @ashokkumarmallick1375
      @ashokkumarmallick1375 Před 22 dny

      ​@@balaramraul5981ତୋର କାଇଁ ଗାଣ୍ଡି ଫାଟୁଛି

    • @lalitmohanmishra3561
      @lalitmohanmishra3561 Před 22 dny +5

      ଭାଇ ଶୁଣିଲ ନାହିଁ କି ??ଜଗଦେବ ବାବୁ ନୁହେଁ ଦୁଇଜଣ BJD ଗୁଣ୍ଡା ମଦ ପିଇ EVM ଫୋପାଡ଼ି ଦେଲେ,
      ଏଣୁ ବାଟ ନ ପାଇ PO ଉପରେ ଚାପ ପକାଇ ଜବରଦସ୍ତ ଜଗଦେବ ବିରୁଦ୍ଧରେ FIR ଲେଖାଇ ଆରେଷ୍ଟ୍ କରିଲେ,

  • @laxminarayanpanda1427
    @laxminarayanpanda1427 Před 22 dny +147

    ଯାଞ୍ଚ କରାଯାଉ। ଦୋଷୀ କୁ ଦଣ୍ଡ ଦିଅ ।

  • @swarajkumarbej3768
    @swarajkumarbej3768 Před 22 dny +69

    ଏ ଗିରଫ ନାଟକ ଆମେ କେତେ ଦେଖିଛୁ??ବିଜେଡି ଇଙ୍ଗିତ ରେ ଏସବୁ କାମ ହୋଇଛି। ଧର୍ମ ର ଜୟ ହେବ।

  • @laxminarayanpanda1427
    @laxminarayanpanda1427 Před 22 dny +112

    ଛେଣ୍ଡିପଦା ବିଧାୟକ କେବେ arrest ହେବ ?

    • @netranetra4111
      @netranetra4111 Před 22 dny +5

      ହେବନି କାରଣ ସେ ସରକାରୀ ଦଳର ଜଣେ 🐕

    • @tusarkantasahu1064
      @tusarkantasahu1064 Před 22 dny

      ସେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

  • @Abirachandramajhi
    @Abirachandramajhi Před 22 dny +150

    ଆଠ ମଲ୍ଲିକ ବିଧାୟକ ଉପରେ କଣ action ନେଲା police

    • @sagarsutar4499
      @sagarsutar4499 Před 22 dny +7

      Samaste janichanti bjd chora

    • @susantanayak9728
      @susantanayak9728 Před 22 dny +2

      ସେ ସୁନା ପୁଅ......

    • @tusarkantasahu1064
      @tusarkantasahu1064 Před 22 dny +1

      କିଛି action ହେବନି କାରଣ ସେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

  • @DilipKumar-by5yz
    @DilipKumar-by5yz Před 22 dny +100

    ବିଜେଡି। ବିକଳ ହୋଇ ତାଟିଆ କାମୁଡୁଚି

  • @pradoshguddu1969
    @pradoshguddu1969 Před 22 dny +42

    Cctv footage କୁ ସାର୍ବଜନୀନ କରାଯାଉ

  • @ranjankumarbehera6038
    @ranjankumarbehera6038 Před 22 dny +62

    ଚୋର ପାଣ୍ଡୁ କୁ କେବେ ଗିରଫ କରା ଯିବ ଓଡ଼ିଶା କୁ ଲୁଟ କରିବା ପାଇଁ..?

  • @Global-uj7oh
    @Global-uj7oh Před 22 dny +27

    CCTV footage check immediately.

  • @01Bharatiya
    @01Bharatiya Před 22 dny +12

    CCTV ଯାଞ୍ଚ ହେଇ ପାରୁନି
    ଯେମିତି ମାହାଙ୍ଗା ଡବଲ୍ ମର୍ଡର call record ଯାଞ୍ଚ୍ ହେଇ ପାରିଲାନି

  • @debendranarayandash9040
    @debendranarayandash9040 Před 22 dny +17

    କଣ ହୋଇଛି ସିସିଟିଭି ଫୁଟେଜ ଜାଂଚ କରାଯିବା ଦରକାର ଇଲେକ୍ସନ କମିସନର ନିରପେକ୍ଷ ତଦନ୍ତ କରନ୍ତୁ ଓଡ଼ିଶାରେ ଅନେକ ସ୍ଥାନରେ ଏଇଭଳି ହିଂସା ବାଡା ପିଟି ଗୁଣ୍ଡା ଗିରି ନିରିହ ଲୋକକୁ ମାରି ମଧ୍ୟ ଦିଆଯାଇଛି ସବୁ ପାଇଁ ପୋଲିସ ଦାୟୀ

  • @king-do4gr
    @king-do4gr Před 22 dny +76

    ପ୍ରଶାନ୍ତ ଜଗଦେବ ର କିଛି ଦୋଷ ନାହିଁ ତା ସାଙ୍ଗରେ ଯାନିକି ଝଗଡ଼ା କରିଛନ୍ତି ସିଏ ତ ଛାଡ଼ିବା ଲୋକ ନୁହଁ ସିଏ ଉତେଜିତ୍ତ ହେଇଯାଇଛି ଆଉ ବିଚରା ଫସିଗଲା, ପାଣ୍ଡିଆ ଫସେଇଦେଲା🤣🤣

    • @niranjansahoo7581
      @niranjansahoo7581 Před 22 dny

      Abe mula pasigala bada Gunda dekhauthila

    • @truptiranjansahoo8115
      @truptiranjansahoo8115 Před 22 dny +1

      Sadhu 😂

    • @king-do4gr
      @king-do4gr Před 22 dny

      @@truptiranjansahoo8115 ଆସିଲୁ ଦାଣ୍ଡୁରୁ ବୁଝିଲୁ ମୋ ବା_______
      ମୁଁ କଣ କହିଲି ସାଧୁ ମୁଁ କହିବା କଥା ତାକୁ ଚକ୍ରାନ୍ତ କରିକି ଫସେଇଛନ୍ତି ଝଗଡ଼ା ସିଏ ଆଗ ଆରମ୍ଭ କରିନି ତା ସଙ୍ଗେ ଜାନିକି ଆରମ୍ଭ କରିଛନ୍ତି , ଆଉ ରହିଲା ସିଏ ଭଲ କି ଖରାପ ସମସ୍ତେ ଜାଣିଛନ୍ତି, ତୁ ଏ ସାମାନ୍ୟ କଥା ବୁଝି ପାରୁନୁ ଇସ୍କୁଲୁ ରେ ପାଠ କେମିତି ବୁଝୁଥିଲୁ 😂

    • @TillottamaSahoo022
      @TillottamaSahoo022 Před 22 dny +2

      Andhabhakta spotted😂😂

    • @sagensakamofficial8619
      @sagensakamofficial8619 Před 22 dny +2

      Paada chata spotted😂

  • @niranjanpanda8574
    @niranjanpanda8574 Před 22 dny +10

    ଆଠମଲ୍ଲିକ/ଛେଣ୍ଡିପଦା ବିଧାୟକ ଉପରେ କାର୍ଯନୁଷ୍ଠାନ କରାଯାଉ।

  • @prakasparida5584
    @prakasparida5584 Před 22 dny +16

    Chendipada mla candidate kebe arrest heba

  • @Romeostar
    @Romeostar Před 22 dny +13

    June 4 ku wait kara samaste

  • @jitendramahapatra1226
    @jitendramahapatra1226 Před 22 dny +22

    Pre planing... I am present in that situation.. but this type of action is very bad... Presiding officer should be punished first.. he also very aggressive and arrogance in that situation..

    • @Tapas_Biswal
      @Tapas_Biswal Před 22 dny +5

      Thanks for making us clear. Now our odisha=mini Pakistan because of Bjd

    • @quest138
      @quest138 Před 22 dny

      DNA test kale Feku Bhakta ବାହାରିବ ।

    • @subhasispattnaik5405
      @subhasispattnaik5405 Před 22 dny

      Why every one is boycut the poling

  • @hr_lyricals51
    @hr_lyricals51 Před 22 dny +31

    Sabu micha case BJD pandu paisa dauchi vote nauchi..taku jail nai jaao🙌🏻

  • @ODISHABHAI-eq8jq
    @ODISHABHAI-eq8jq Před 22 dny +11

    Otv ଆମ ବିଜେପି ଦଳ, ର ଏ ଖବର, କାହିଁକି, ଦେଖେଇଲ, ଆଗ କୁ ଆମ ବିଜେପି ଉପରେ ଖରାପ ପ୍ରଭାବ ପଡ଼ିବ, ଭୋଟ କମିଯିବ

    • @prasantasingh8696
      @prasantasingh8696 Před 22 dny

      Sir, News ସବୁବେଳେ ନିରପେକ୍ଷ ହେବା ଦରକାର, ନା କି କୋଉ ଦଳ ର ଭୁଲ୍ କୁ ଲୁଚାଇବା ଦରକାର, ନନ୍ଦିଘୋଷ ଆଉ ଅର୍ଗୁସ୍ ଭଳି ନୁହେଁ ।

    • @Sidhanta07937
      @Sidhanta07937 Před 21 dnem

      😂😂😂😂

    • @banamalibehera8781
      @banamalibehera8781 Před 21 dnem

      BJD KOUN BHALA KAAMA KARUCHHIKI.

  • @ajitkumarsamal7202
    @ajitkumarsamal7202 Před 22 dny +14

    CCTV jancha hau sata samna ku asu. Dosi against re action niajau .

  • @sureshchandradash6900
    @sureshchandradash6900 Před 22 dny +16

    ଏହା 100% ଶାସକ ଦଳ ର ଯୋଜନା ଗତ,

  • @ranjankumarprusti7950
    @ranjankumarprusti7950 Před 22 dny +77

    ଏଥିରୁ ଜଣାପଡୁଛି ବିଜେଡି ହାରିବା ନିଶ୍ଚିତ।

  • @sureshchandradash6900
    @sureshchandradash6900 Před 22 dny +6

    Presiding officer ଭଲ ଟଙ୍କା ପକାଇଲା

  • @BharatiMurmu-zc8wz
    @BharatiMurmu-zc8wz Před 21 dnem +3

    ଏଇଟା ଆରମ୍ଭ ମାତ୍ର BJP ଆସିଲେ କଣ କଣ ହେବ ଦେଖିବାକୁ ବାକି ରହିଲା BJP ଆସିଲେ ଇଂରେଜ ଶାସନ ଚାଲିବ

  • @prafullamahapatra1197
    @prafullamahapatra1197 Před 22 dny +81

    ଏସବୁ ବିଜେଡି ର ତାଲ

    • @prafullamahapatra1197
      @prafullamahapatra1197 Před 22 dny +10

      ଓଁ ସିସିଟିଭି ଫୁଟେଜ ଚେକ୍ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯାଉ ଏଭଳି ମନମୁଖୀ ନୀତି ବନ୍ଦ କରାଯାଉ୍

    • @TillottamaSahoo022
      @TillottamaSahoo022 Před 22 dny +3

      Andhabhakta spotted😂

    • @manasranjankar9843
      @manasranjankar9843 Před 22 dny

      Pandu chamcha spotted ​@@TillottamaSahoo022

    • @subhakantadas5577
      @subhakantadas5577 Před 22 dny +2

      ​@@TillottamaSahoo022ହରେ ଭଉଣୀ ଗିହା ତୁ କାହା ଭକ୍ତ

    • @sarojitjana6264
      @sarojitjana6264 Před 22 dny

      Bjd ra na to bou ra plan

  • @GaneshJena-mr1hf
    @GaneshJena-mr1hf Před 22 dny +3

    ମଡ଼ର୍ର ହେଉଛି booth ପାଖରେ police ନୀରବ ଅନ୍ୟ MLA R ଏକା ପରିସ୍ଥିତିରେ ତାଙ୍କୁ Arrest କରା ନ ଯିବା ପରିତାପର ବିଷୟ |

  • @HotelAnvi-dm1oh
    @HotelAnvi-dm1oh Před 21 dnem +1

    ହିରୋ ପ୍ରସାନ୍ତ ଭାଇ ଧର୍ମର ହେବ ଜୟ.

  • @hariomm2301
    @hariomm2301 Před 22 dny +71

    ପାଣ୍ଡିଆ ଯୋଜନା କରି ଫସେଇଛି😂😂😂😂

    • @balrambehera5159
      @balrambehera5159 Před 22 dny +3

      Bjp jiti saru pandiyan ku ଘୋଷାରି ଘୋଷାରି ତାମିଲନାଡୁ patheideba

    • @subhakantadas5577
      @subhakantadas5577 Před 22 dny

      ଜୟ ଶ୍ରୀରାମ

    • @user-vq5ee1ln4w
      @user-vq5ee1ln4w Před 22 dny +1

      Bhai BJP jitiba disuni re Bhai naveen 6 th time chief minister Hebe tk dekha June 4 ku

    • @subhakantadas5577
      @subhakantadas5577 Před 22 dny

      @@user-vq5ee1ln4w ନବୀନ ନୁହେଁ ପାଣ୍ଡୁ ହବ

    • @chandrakantabehera6550
      @chandrakantabehera6550 Před 22 dny

      ଭଲ ହୋଇଛି

  • @kumarasis5388
    @kumarasis5388 Před 22 dny +14

    Jagdev nka upare jete mithya abhijog aanile b jagdev nka lokapriyata Kam hebani

    • @subhasispattnaik5405
      @subhasispattnaik5405 Před 22 dny

      ଆଉ ଅଛିଯେ ଲୋକପ୍ରିୟତା ବଢିବ ଦେଶଦ୍ରୋହୀ casere phasaibe power thila ପର୍ଯ୍ୟନ୍ତ କିଛି ହବନି ଭଲ କାମ

  • @jayadevtarei4256
    @jayadevtarei4256 Před 22 dny +7

    Bhai mane ye Sabu pre-planning . Why they are not checking cctv footage?

  • @SubratBaral-vh9hw
    @SubratBaral-vh9hw Před 22 dny +8

    CCTV janch kahi karajaunahi

  • @milankumar208
    @milankumar208 Před 22 dny +10

    Eita pura micha

  • @dipakdk86
    @dipakdk86 Před 22 dny +3

    ବହୁତ୍ ଭଲ ହେଇଛି

  • @ghanashyamamahanta1297
    @ghanashyamamahanta1297 Před 22 dny +6

    ଏଇଟା ମାଗିହା ପାଣ୍ଡୁର କାମ

  • @belalsensenapati1300
    @belalsensenapati1300 Před 22 dny +1

    ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ଉଭୟ ବିଜେଡ଼ିର ବିତାଡ଼ିତ ନେତା। ଉଭୟେ ବିଜେପିଦଳରୁ ନିର୍ବାଚନ ଲଢ଼ୁଛନ୍ତି। ଆଉ ଉଭୟେ ବିଜେଡ଼ି ସରକାରର ଦୁର୍ନୀତିର ମୁଖା ଖୋଲିଦେଇ ବିଜେଡ଼ି ପାଇଁ ବହୁତ ମୁଣ୍ଡବିନ୍ଧାର କାରଣ। ତେଣୁ ଯେକୌଣସି ବାହାନା କରି ସେମାନଙ୍କୁ ମାଡ଼ ମରେଇ ଗିରଫ କରେଇ ଗଳା ବାଟରେ ଭୋଟ ଜିତିବାକୁ ବିଜେଡ଼ିର ପ୍ରୟାସ।

  • @Jagat_Sahoo1
    @Jagat_Sahoo1 Před 22 dny +3

    ଆଠ ମଲ୍ଲିକ ର ବିଧାୟକ ଗୁଡେଇ ଗୁଡେ଼ଇ ଲୋକଙ୍କୁ ପିଟିଲା vdo viral ହେଲା but କିଛି ବି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ, ଖଣ୍ଡା ରେ ସାଧାରଣ ଜନତା ଙ୍କୁ ହଣା ଗଲା but କିଛି ହେଲା ନାହିଁ

  • @kumarasis5388
    @kumarasis5388 Před 22 dny +14

    BJD ra planning.........jagdev win 100

  • @pradoshrath1035
    @pradoshrath1035 Před 22 dny +15

    Chit fund paisa re jibee BJD Jail

  • @swaraj_mishra_khordha
    @swaraj_mishra_khordha Před 22 dny +10

    Jagadev winning Khordha

  • @aryanpatasani3232
    @aryanpatasani3232 Před 22 dny +3

    Always why police is taking action without proper investigation? Why police is not show causing ?

  • @krushnamohanprusty2728
    @krushnamohanprusty2728 Před 21 dnem

    ଓଡ଼ିଶାର ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଶେଷ ଧନ୍ୟବାଦ ।🎉

  • @srsahoo1
    @srsahoo1 Před 22 dny +12

    Why not checking CC TV footage?
    All it's are pre-planned by BJD.
    Yethi araajakta saasan chhalichi.
    If BJP govt formed 1st action should be taken against Police, those who not performing their duties honestly 🙏

  • @sudarsansatapathy790
    @sudarsansatapathy790 Před 22 dny +2

    Action is strongly accepted

  • @panditnilamanipanda6638
    @panditnilamanipanda6638 Před 22 dny +1

    ଆପଣ ସାମ୍ବାଦିକ ତା କରୁଛନ୍ତି ନା ପ୍ରଶାନ୍ତ ଜଗଦେବ ଙ୍କୁ ସୁରକ୍ଷା ଦେଉଛନ୍ତି। ଓଡ଼ିଶାର ବହୁ ବିଧାୟକ ବିଭିନ୍ନ ଦଳର ଅଛନ୍ତି। କେଵଳ ପ୍ରଶାନ୍ତ ବାଵୁ ଵୁଥ୍ ଗଲାବେଳେ EVMଭାଙ୍ଗି ଯାଇଥିଲା। ଏହା ପ୍ରାୟୋଜିତ କାର୍ଯ୍ୟ ଆପଣ କଣ ଯାଣିପାରୂନାହାନ୍ତି।

  • @SamitBaranNayak
    @SamitBaranNayak Před 22 dny +3

    ଡାଲମା ଭାତ ଖାଇବୁ ଜା

  • @heroic_nilko0001
    @heroic_nilko0001 Před 22 dny +1

    ଉପଯୁକ୍ତ ପ୍ରମାଣ ନ ଥାଇ ଗିରଫ ଅନ୍ୟାୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ।presiding ଅଫିସର party ଲୋକ ନିଶ୍ଚୟ

  • @sarojkumarnayak3950
    @sarojkumarnayak3950 Před 22 dny +6

    ହଇରେ ମାଗିଆ ଏତେ ଆଉ ଘୋରାନା

  • @kumarasis5388
    @kumarasis5388 Před 22 dny +10

    Jagdev jindabad

  • @shreekalaacademy265
    @shreekalaacademy265 Před 22 dny +1

    It should be properly investigated according to CCTV footage

  • @karunakarmohanty89
    @karunakarmohanty89 Před 22 dny +4

    ଠିକ୍ ଅଛି

  • @sunitapatelpradhan7987
    @sunitapatelpradhan7987 Před 22 dny +13

    Pandian ra plan sabu pandian ku turanta bidaya kara

  • @mohansahoo4214
    @mohansahoo4214 Před 22 dny +10

    ପ୍ରଶାନ୍ତ ଜ୍ଜଗଦେବ ଆହୁରି ମଜବୁତ୍ ହେବ

    • @subhasispattnaik5405
      @subhasispattnaik5405 Před 22 dny

      ଫସି ଗଲା ବାଳ ଅଛିଯେ sunupampudi🥰ଖାଇବ ବାହୁବଳୀ ସହିତ ବୁଦ୍ଧି ଖଟାଇବା ଦରକାର

  • @bharatchandrabarik5921
    @bharatchandrabarik5921 Před 22 dny +6

    CCTV ଫୁଟେଜ ଯାଞ୍ଚ କରଯାଉ

  • @srikantakumarhota6134
    @srikantakumarhota6134 Před 22 dny +6

    ଜାତୀୟ ନୀରାପତ୍ତା ଆଇନ୍ ଲାଗୁ କରିବା ଦରକାର ପ୍ରଶାନ୍ତ ଜଗଦେବ ଙ୍କ ବିରୁଦ୍ଧରେ।
    ଛେଣ୍ଡିପଦା ର ବିଧାୟକଙ୍କ ବିରୁଦ୍ଧରେ ଆଈନ୍ ଗତ ପଦକ୍ଷେପ ନିଆଯାଉ।

  • @laxmidharmohapatra7824
    @laxmidharmohapatra7824 Před 22 dny +5

    ଜଗଦେବ କୁ ଯିଏ ଫସେଇଛି
    ତା ବେଳା ଖରାପ୍ ବୋଲି ଜାଣ
    ଖାଲି ଜେଲ୍ ରୁ ବାହାରୁ 😂😂😂😂😂😂
    ମାରିକି ଗାଣ୍ଡୀ ଫଟେଇ ଦବ
    ବାହୁବଳୀ ନା ଟା କଣ ମନକୁ ପାଇଛି 😅😅😅😅😅😅😅😅

  • @sibaprasadmishra1953
    @sibaprasadmishra1953 Před 21 dnem

    ସୁନ୍ଦର ଏବଂ ଭତମ ତଥା
    ସ୍ୱାଗତ ଯୋଗ୍ଯ ପଦକ୍ଷେପ
    ମାନ୍ୟବର EC & BJP🙏🙏💖

  • @01Bharatiya
    @01Bharatiya Před 22 dny +10

    BJD ର ଯିଏ EVM ଭାଙ୍ଗିଲା ତା ଉପରେ action ନାହିଁ

  • @rabindrakumarpuhan7688
    @rabindrakumarpuhan7688 Před 22 dny +2

    Actually guilty should be punished

  • @Shisirswin71
    @Shisirswin71 Před 21 dnem

    ଭଲ ହେଇଛି

  • @k.niranjanreddy2505
    @k.niranjanreddy2505 Před 22 dny +1

    Jagdev Bhai jindabad

  • @jagannath-creation
    @jagannath-creation Před 21 dnem +1

    ଏ ସବୁ ତାମିଲପଣ୍ଡିଆନ ର ଚକ୍ରାନ୍ତ

  • @GaneshJena-mr1hf
    @GaneshJena-mr1hf Před 22 dny +2

    Police ମାନଙ୍କ ଠାରୁ ଆଉ ନ୍ୟାୟ ପାଇବା ଆଶା କ୍ଷଣ ,BJD ସରକାର ।

  • @netranetra4111
    @netranetra4111 Před 22 dny +1

    ଯଦି ପ୍ରଶାନ୍ତ ଗିରଫ ହେଲେ ତେବେ ସୁଶାନ୍ତ ବେହେରା କାହିଁକି ନୁହେଁ

  • @sarfaroshkitamanna8388
    @sarfaroshkitamanna8388 Před 22 dny +2

    CCTV check karajau

  • @dhirendranathamohanty6367

    Unjustified arrest

  • @Jai.sambhu
    @Jai.sambhu Před 22 dny +39

    Otv ଯେତେ ବିଜେପି ନେତା ଙ୍କୁ ସାଧୁ ଦେଖେଇଲେ କଣ ହବ ଚୋର ସବୁ ବେଳେ ଚୋର 😅

  • @biswajitswainbablu4158

    ବହୁତ ବିଳମ୍ବ ରେ ପୋଷ୍ଟ କଲା ଓଟିଭି.. ରାଜନୀତି ରୁ ଉର୍ଦ୍ଧ ରେ ରହି କାମ କରିବାକୁ ଅନୁରୋଧ 🙏🙏🙏 because people gave a lots of love to otv

  • @prasantapattanaik862
    @prasantapattanaik862 Před 22 dny

    ସମ୍ବାଦ ଅନେକ ଚ୍ୟାନେଲ ପ୍ରସାରଣ କରୁଛନ୍ତି।କିଛି ବିଜେପି ଓ ବିଜେଡି ର ସମର୍ଥକ।ତେଣୁ ସିସିଟିଭି ଓ ସବିଶେଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉ।

  • @prakasparida5584
    @prakasparida5584 Před 22 dny +4

    CCTV jancha kara gala nahi arrest karagala
    Jadi sarakaaro gala ta pare kan heba police au sea Prejading officer nka abasat

  • @sarojmohapatra5563
    @sarojmohapatra5563 Před 22 dny +1

    No problem he is tigers

  • @ganeshpanigrahi5258
    @ganeshpanigrahi5258 Před 22 dny

    ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ପ୍ରଶାସନର ଆକ୍ରୋଶର ଶିକାର ହୋଇ ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଜଣାଶୁଣା ସ୍ବାଭିମାନୀ ଓଡ଼ିଆ ଯୁବ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଯୋଜନା ବଦ୍ଧ ହୋଇ ଗିରଫ କରିବା ଦୁଃଖ, ପରିତାପ, ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ଘଟଣା ଅଟେ...

    • @subhasispattnaik5405
      @subhasispattnaik5405 Před 22 dny

      ଇଏ କଣ ଭାଇ ପରୀକ୍ଷ୍ୟା ଚାଲିଛି କି ରଚନା ଲେଖିଦେଲେ

    • @mr.x4200
      @mr.x4200 Před 21 dnem

      ​@@subhasispattnaik5405jaha b hau Tamil pandu au cm nka thu ta bhala odia lekhichhanti laja laguni amiti ajogya cm ki choose kariki 😂🤣

  • @Sidheswar80
    @Sidheswar80 Před 22 dny

    Thanks OTV for sharing this News... Abhali lokara sthana Jail re

  • @chitaranjanbehera7569
    @chitaranjanbehera7569 Před 22 dny +9

    ପ୍ରଶାନ୍ତ ଜଗଦେବ ଙ୍କ ରାଜନୀତି ଶେଷ କଲେ ପ୍ରଭୁ ଜଗନ୍ନାଥ

    • @SudhansuSwain-cm4gi
      @SudhansuSwain-cm4gi Před 22 dny +4

      ଭୁଲ କହିଲ, ଏବେ ଆରମ୍ଭ ହେଲା ତାଙ୍କର ରାଜନୀତି

    • @chitaranjanbehera7569
      @chitaranjanbehera7569 Před 22 dny +1

      @@SudhansuSwain-cm4gi ପ୍ରଭୁ ଜଗନ୍ନାଥ ତୁମ ଇଚ୍ଛା ପୂରଣ କରନ୍ତୁ

    • @NiranjanMati
      @NiranjanMati Před 22 dny +1

      Kalia sabu dekhuchhi

    • @santoshsethi3860
      @santoshsethi3860 Před 22 dny +1

      Eithu bjd ra patana start hela

    • @chitaranjanbehera7569
      @chitaranjanbehera7569 Před 22 dny

      @@santoshsethi3860 ଦିନେ ଜନମ ଦିନେ ମରଣ

  • @nagarjunbehera7954
    @nagarjunbehera7954 Před 22 dny +1

    Polic choro

  • @pintukhuntiakattarhindurss3697

    Pari , bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case re justice kebe miliba

    • @biswajeetnayak5019
      @biswajeetnayak5019 Před 21 dnem

      Bhaire Bjd govt re ta kebe bi emananku justice milibani bcoz ethire bjd ra neta manankara hin hata achi

    • @pintukhuntiakattarhindurss3697
      @pintukhuntiakattarhindurss3697 Před 21 dnem

      @@biswajeetnayak5019 loka kehi buji Baku chesta Karu nahanti

    • @biswajeetnayak5019
      @biswajeetnayak5019 Před 21 dnem

      @@pintukhuntiakattarhindurss3697 Hnn para ete katha helapare bi sei 500,1000 tanka pain nija munda bikidauchanti thare bhabunahanti tankara sei bhul decision pain kete niriha loka suffer hauchanti😡😡

  • @01Bharatiya
    @01Bharatiya Před 22 dny +3

    ମୁଣ୍ଡ ବିକା presiding officer

  • @prafullakumarraut8835
    @prafullakumarraut8835 Před 22 dny

    ସ୍ବର ନରମ

  • @santoshbiswal1576
    @santoshbiswal1576 Před 22 dny

    Bhala heichi

  • @ashwinssc
    @ashwinssc Před 22 dny +35

    କଣ BJP ବିଧାୟକ କହିବା ପାଇଁ ଖରାପ୍ ଲାଗୁଛି କି,,,,,,,,

  • @niranjanbiswal4414
    @niranjanbiswal4414 Před 22 dny +2

    USELESS OTV ALWAYS against BJD not for BJP PARTY.😂😂😂😂😂😂

  • @dhamirona8662
    @dhamirona8662 Před 22 dny

    ବହୁତ ଅନ୍ୟାୟ ଜଗନ୍ନାଥ ସହିବେ ନାହିଁ, କେନ୍ଦ୍ର ନିର୍ବାଚନ ଆୟୋଗ ହସ୍ତକ୍ଷେପ କରନ୍ତୁ

  • @mohansahoo4214
    @mohansahoo4214 Před 22 dny +3

    ପ୍ରଶାନ୍ତ ଜଗଦେବ ଜିନ୍ଦାବାଦ

  • @susantanayak9728
    @susantanayak9728 Před 22 dny

    Ta🥰 ହେଲେ ସିସିଟିଭି ର କାମ କିଛି ନାଇଁ.... କଣ ପାଇଁ ସିସିଟିଭି ଲଗାଉଛନ୍ତି ଯଦି ସିସିଟିଭି ଯାଞ୍ଚ ନ କରାଯାଉଛି ତେବେ ଲଗାଇବାର ମାନେ କିଛି ନାଇଁ

  • @trilochanpal9919
    @trilochanpal9919 Před 22 dny

    ସି ସି ଟିଭି ଯାଞ୍ଚ ହେବା ଦରକାର, ତାହା ହେବାରେ ଅସୁବିଧା କଣ ଅଛି

  • @Free_opinionated
    @Free_opinionated Před 22 dny +2

    No problem . June 4 🎉🎉🎉 asu..

  • @chhabindramansingh73
    @chhabindramansingh73 Před 22 dny

    ସାରଦା ନାୟକ, ଛେଣ୍ଡିପଦା mla ରାଜସ୍ୱାଇଁ କୁ ଜେଲ ପଠା, cctv ଯାଞ୍ଚ ନକରି କିପରି ଗିରଫ କଲ, ପୋଲିସ ପ୍ରଶାସନ bjd ର ଜାହା କରିବେ, ଏଥର ଯାଉଚ

  • @lifeislove8138
    @lifeislove8138 Před 22 dny +1

    Otv ku aji khabar milila 😂

  • @chakradharmishra5274
    @chakradharmishra5274 Před 22 dny

    କେଉଁ ଆଧାରରେ ପ୍ରଶାନ୍ତଙ୍କୁ arrest କରାଗଲା l ଭଗବାନ ତା ଉପରେ ଭରସା ହେବେ ତ?

  • @user-gv4mh8xh2t
    @user-gv4mh8xh2t Před 22 dny +2

    ମାଗିହା କୁ ମାର ସଳାକୁ

  • @supriyasahoo3142
    @supriyasahoo3142 Před 22 dny

    Prasant jagdev should release at earliest.
    BJP must to raise voice immediately.

  • @ncdash4634
    @ncdash4634 Před 22 dny

    Very good news

  • @sumantakumarnaik3388
    @sumantakumarnaik3388 Před 22 dny

    EVM ଭଙ୍ଗା ସହ poloce ର ମୁଣ୍ଡ କୁ ଗୋଟେ ଜୋର୍ ଆଘାତ ଦେବାର ଥିଲା 😮😮

  • @fintech2810
    @fintech2810 Před 22 dny +1

    सत्यमेव जयते 😂😂

  • @Odia_pua_bijaya9
    @Odia_pua_bijaya9 Před 22 dny

    Beautiful ❤️

  • @ramachandrabehera611
    @ramachandrabehera611 Před 22 dny

    ଏହା ଏକ ଷଡଯନ୍ତ୍ର କରା ଯାଇଛି

  • @dpindian6750
    @dpindian6750 Před 22 dny +1

    ହଁ BJP କଲେ ଗିରଫ ଆଉ bjd ହେଲେ ଭଲ ନେଇକି criminal govt

  • @BINDUMATINAYAK-uu8cl
    @BINDUMATINAYAK-uu8cl Před 22 dny

    Good 👍

  • @DivineSakha_official.
    @DivineSakha_official. Před 22 dny

    ଷଡ଼ଯନ୍ତ୍ର...ପ୍ରଦୀପ ପାଣିଗ୍ରାହୀ ଆଉ ପ୍ରଶାନ୍ତ ଜଗଦେବ ବିପକ୍ଷ ରେ ହୋଇଛି.

  • @MNMP2024
    @MNMP2024 Před 22 dny +1

    CCTV footage to be examined to ascertain the whole truth !!

  • @2l233
    @2l233 Před 21 dnem

    ବିଜେପି ଦଳ କୁ ଲାଜ ନାହିଁ। ଯିଏ ଦିନେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼େଇ ଥିଲେ ତାଙ୍କୁ ଦଳରେ ମିଶାଇ ଟିକଟ ଦେଇଛନ୍ତି।
    ଏଥିରୁ ଜଣାପଡ଼ୁଛି ବିଜେପି କେଉଁ ଭଳି ଦଳ।