Will Naveen Patnaik able to revive BJD ? || Editorial Show(EP-236) || ODISHA PULSE
Vložit
- čas přidán 19. 06. 2024
- #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #manasmangaraj
ବିଜୁ ଜନତା ଦଳ ଗୋଟିଏ ଅଦ୍ଭୁତ କାମ କରି ପାରିଛି । ତାହା ହେଉଛି ଯେ ସେମାନେ ଅଧିକ ଲୋକଙ୍କୁ ଅଧିକ ସମୟ ଧରି ବୋକା ବନେଇ ପାରିଛନ୍ତି ।
BJD is No. 1 in this😂
Fully Agreed 👍
Aau Bjp samastanka akhi kholideba,Rajaniti ra ‘Ra’ janithiba loke gyana bantibe 😂
ନବୀନ ବାବୁ 24 ବର୍ଷ ଅତି ସହଜରେ ଏତେ ବଡ଼ ସମୟ ରାଜସୁଖ ଉପଭୋଗ କଲେ ତୃଣମୁଳ ସ୍ତର ରେ ଏତେ ଦୁର୍ନୀତି ହେଇଛି ଯେ ଆଉ ବିଜେଡି ଦଳ ରହିବ ଲାଗୁନି
ଆମକୁ ଆଉ ଏ ବାଜେ ଦଳ ଦର୍କାର୍ ନାହିଁ।
"ଖସିଗଲା ଗୋଡ଼ ତଳକୁତଳକୁ ।"
ଜନସାଧାରଣଙ୍କ ମଧ୍ଯରେ ଯେଉଁ ପ୍ରକାର ରାଜନୈତିକ ସଚେତନତା ବୃଦ୍ଧି ପାଇଛି,ଏବେ ଆଉ ତାହା ସମ୍ଭବ ନୁହେଁ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Sachetanata na murkhata
ଅପ୍ରିୟ ସତ କଥାକୁ ଉପସ୍ଥାପନା କରିଛନ୍ତି। ବିଜେଡି ପତନ ଆଡ଼କୁ ମୁହାଁଇଛି।😮😮😮
BJD ଯେ ଭୁସୁଡ଼ିଯିବ, ସ୍ପଷ୍ଟ ଦେଖାଯାଉଛି।
କିନ୍ତୁ, BJD ଦଳ ର ନେତା ମାନେ BJP କୁ ଡେଇଁବା, ବଡ ବିପଦ BJP ଦଳ ପାଇଁ ହେଇପାରେ।
ଓଡ଼ିଆ ଅସ୍ମିତା ର କଥା ପ୍ରକୃତ ରେ ସୌମ୍ୟ ବାବୁ ପ୍ରଥମେ ଉଠାଇଥିଲେ
କରି କରାଇ ଥାଉ ମୁହିଁ.
ମୋ ବିନୁ ଅନ୍ୟ ଗତି ନାହିଁ.
ଜୟ ଜଗନ୍ନାଥ ସ୍ୱାମୀ ❤
Your discussion is very valuable for odisha politics.
ବିଜେଡି ୨୦୧୪ ଏଵଂ ୨୦୧୯ ନିର୍ବାଚନ ରେ ବିଜେଡି ପ୍ରଶାସନ ସହାୟତାରେ ଜିତିଛି। ବିରୋଧୀ ଦଳର ନିଷ୍କ୍ରିୟତା ବି ଏକ କାରଣ।
୦ ----- ୧୦୦ ------ ୦ ହେବ ନିଶ୍ଚିନ୍ତ।
ପୁରା ସଠିକ୍, ତାକୁ ଷ୍ଟେଟ ରଗିଂ କହନ୍ତି।
ସବୁ କଲେକ୍ଟର, SP ମିଶିକି ପୋଷ୍ଟିଂ ପାଇଁ ପାଣ୍ଡୁ ଆଦେଶରେ ନକଲି ଭୋଟ, ଷ୍ଟ୍ରଙ୍ଗ ରୁମ ରେ ଭୋଟିଂ change କରିଥିଲେ।
ଏଥର ବି କିଛି କିଛି ହେଇଛି। କିନ୍ତୁ BJP agent କୁ ଜାଗା ଗଲା, ସେମାନଙ୍କୁ ଆଉ ପଇସା ଦେଇକି BJD support ରେ ଚୁପ୍ ରହିବନି କହିଲେ, ତେଣୁ ବେଶୀ ହେପରିଲାନି। ଏବଂ ହାରିଲେ।😂
ଆଉ ବିଜେଡି କ୍ଷମତା କୁ ଆସିବା ବହୁତ କଷ୍ଟ କର ଅଟେ
Excellent journalism by you, Sir🌹
Biju Janata Dal will be divided into two groups.
It will not stay as a stable party.
ଆଉ ହଡା ଉଠିବ ନା ଘାସ ଖାଇବ ।
ଅନ୍ଧ ପ୍ରେମ ବୋହୁତ ଜଣଙ୍କୁ ନଷ୍ଟ କରିଛି.... ସେମିତି ନବୀନ ବାବୁଙ୍କର ପାଣ୍ଡୁ ପ୍ରତି ଥିବା ଅନ୍ଧ ପ୍ରେମ ତାଙ୍କୁ ନଷ୍ଟ କରି ସାରିଛି।
ଆଗାମୀ ସମୟରେ ବିଜେଡି ଲୋପ ପାଇବ l
That is gerenty back to power
Ganesh tremendious logic
NabinPattnaik sampurna bhabe IAS chatukar upare nirbhara Kari Odisha ku rasatalagami karidele.
In democracy, public first and respect public opinion. Never neglect poor people, they are not slaves.
Good news
ÑABINA NIBASRE THIBA SARKARI JAGA NABINA KEBE CHADBE.
Nai sir aapana revive kari paribe,aapana tk manga dharantu
Now Naveen is alone & may leave politics.
The wages of sin is death, what's going to happen in the case of Naveen and Pandu.
Besides your analysis, groundlevel workers corruption is another cause for bjd defeat
ନିର୍ବାଚନ ପୂର୍ବରୁ ରାଜନୀତିକ ବିଶେଷଜ୍ଞ ମାନେ କେଉଁଠି ଥିଲେ ପାଣ୍ଡିଅନ ବିଜେପି ପାଇଁ ଭିତରେ ଭିତରେ କାର୍ଯ୍ୟ କରିଥିଲେ,
Where is Pandian.Babu.
Bjd.ra.naa.livijiba..Itihasru.
Na au nuhen hoithanta nua teari kariparileni Abe b samaya achi 25 arambha
This is the end of naveen era..
Bjd ra political death hoigala odisha re kebala BJP au Congress fight heba.
Odia loka aau bhul karibe nahin
Sradhha mam nabin nibas re loka mane janiba darkar kie ahi mahiyasi ?A bisayare tike kahibeki.
Bhabisatya bjd ra andhara
ବିଜୁ ଜନତା ଦଳ ଭବିଷ୍ୟତରେ ଆଗକୁ ବଢି ପାରିବ ନାହିଁ କାରଣ ପାଣ୍ଡିୟାନ ଯେତେ ଦିନ ପର୍ଯ୍ୟନ୍ତ ବିଜେଡି ଭିତରେ ଥିବେ ସେତେ ଦିନ ପର୍ଯ୍ୟନ୍ତ ବିଜେଡି ଆଗକୁ ଯାଇ ପାରିବ ନାହିଁ
Odia asmita bisayare describe karun sir 80% lok janiparunahanti special episode aanun sir 🙏🙏🙏
ଆଉ ହଡାବଳଦ ଉଠିବ ନା ଘାସ ଖାଇବ???
ନବୀନ ବାବୁ ପାଣ୍ଡିଆଣ୍ କୁ ଘଣ୍ଟ ଘୋଡ଼ାଇ ରଖିବା ଦଳ ପାଇ କାଳ ହେବା ନିଶ୍ଚିତ। ଯଦି ନବୀନ ବାବୁ ନିର୍ବାଚନ ପୂର୍ବରୁ ନିଜେ ଦଳର ଲଗାମ ନିଜ ହାତରେ ରହିଥାୟନ୍ତା ତାହେଲେ ଆଜି ଏହି ଅବସ୍ଥା ହୋଇ ନ ଥାନ୍ତା। କିନ୍ତୁ ନବୀନ ବାବୁ ନିଜେ ପାଣ୍ଡିଆ ହାତରେ କାଠ ପୂତୁଲି ହୋଇ ଗଲେ ଏହାହିଁ ବଡ଼ ଆଶ୍ଚର୍ଯ୍ୟ।
Bjd 2029 vitare budijibara mane heuchi
ତଳ ସ୍ତରରେ ବିଜେଡିକୁ ବେଳକୁ ବେଳ ଭୁଲିବାକୁ ଲାଗିଲଣି । ଆଗକୁ ବିରୋଧୀ ହିସାବରେ କଂଗ୍ରେସ ଓ ବିଜେଡି ପ୍ରାୟ ସମାନ ତୁଳନାରେ ରହିବେ । ବୁଦ୍ଧିଯିବି ମାନେ କହିଲଣି ଯଦି ନବୀନ ଶରୀର ଆଗକୁ ଅସୁସ୍ଥର ବାର୍ତ୍ତାବରଣ ସୃଷ୍ଟି ହୁଏ ଓ ପାଣ୍ଡିଆନ୍ କୁ ଭିତିରି ସପୋର୍ଟ କରେ ତହାଲେ ବିଜେଡିକୁ ବଡ ଆଘାତ ମାଡି ଆସିବ।
BJD aba atita hoigala odisha basi knka agara Namakharam Dhalapahada sasana ra anta hala
Dala budila
BJD will have the sama fate of Sun Temple, once a marvel of Odishan architecture with its present structure remains at least as a world heritage site. BJD will not have this honour in future. It will go down the gutter unsung.
ajira gana madhyam mane nijar naitikata vule galeni. sabu bele pandian kahi khabar prasarana kariba emankara gote habit heigalani.. Pandian mandhya jane manisha.. na ta tanka naam re kaunasi corruption na kaunasi murder case achhi hele ama odisha ra news channel mane ajatha tanku blame karichalichhanti.. eha ama odisha ra culture nuha.. rajniti re samalochana hue but kaha ku byktigata vabe attack kariba ta kaunasi bi angle ru correct nuhe.. jete bele pandian ku dayitwa dia gala sete bele ama odia sabu kuade jaithile ki aaji harila pare sabu dosha tanku.. e sabu Jay panda ra khela nija otv channel re aga tanku target kala au tapare amara odisha ra sabu haunu sarankari channel mane bi rati dina pandia virodh re news chaleile jaha ki bastaba ta bahut adhika thila and emiti re pandia au bjd against re hawa chalila au bjp tara faidya nela.. ame odia ama naitikata vuliba uchhit nuha... pandian tanka katha anusare politics ru sanyash bi nele se honest na heithile anya kichhi kahi lokanku vulei parithante .. tenu tanku emiti target kara na jau boli mora mata
😂😂
Bjd କୁ ଏବେ ନବୀନ ଆଉ ପାଣ୍ଡୁଆ ମିଶି, ବିଶ୍ୱସ୍ତରୀୟ କରିବାକୁ ଜାଉଛନ୍ତି bjd କୁ, ତେଣୁ ପାଣ୍ଡୁଆ ଲୁଚିଛି ନବୀନ ନିବାସରେ
Lod Jaganath can give life long far 10 year to our Nabinbabu
Now Nabin is sinking in an ocean.No one can help him because he is a murderer.So many valuable life like pari,Babina,madhablata,bihu,mamita etc passed away during his periods
Tho ______ report
ଆଉ ନାଇ, ଏ ଶଳା ମଦୁଆ କୁ ଲୋକ ଚିହ୍ନି ଗଲେଣି, କିଛି ନକରି ବହୁତ୍ ମଜା ନେଇଛୁ ।
ଇଏ ମାରିବା ପର୍ଜନ୍ତ୍ ଆଉ ଉଠିବନି।
ଆଉଗୋଟେ ପାଣ୍ଡୁ ପ୍ୟାରୀ ପାଳିବ ଶଳା।😂😂😂
ପାଣ୍ଡୁ କୁ ପିଟ , ତାକୁ ଜେଲ କୁ ପଠେଇ ସବୁ ଆଦାୟ କର ଲୁଟି ଥିବା ପଇସା
BJD cannot think of power in next twenty five years.