Odisha Govt to begin ‘Swayam Yojana’; Youth would be provided interest-free loan of Rs 1 lakh || KTV

Sdílet
Vložit
  • čas přidán 11. 02. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    CZcams: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Komentáře • 191

  • @bikramroutaray935
    @bikramroutaray935 Před 3 měsíci +14

    ଆଛା 1 ଲକ୍ଷ ସୁଝିବେ କେମିତି... ଲକ୍ଷ ଟଙ୍କା ନେଇକି କଣ ପାନ ଦୋକାନ ଦେବେ.... ଏଇ ସବୁ ବେକାର ଯୋଜନା ଦରକାର ନାହିଁ ଶିଳ୍ପ କର ରାଜ୍ୟରେ ଖାଲି ପଡ଼ିଥିବା 98,567 ନିଯୁକ୍ତି ଦିଅ new ନିଯୁକ୍ତି ତିଆରି କର...

  • @diptiranjanprusty25
    @diptiranjanprusty25 Před 3 měsíci +35

    ସରକାରୀ ଚାକିରୀ 20 ଲକ୍ଷ ରେ ବିକ୍ରି କରିବେ ଆମକୁ 1 ଲକ୍ଷ ଟଙ୍କା ଦେବେ ବା ବା ରେ ଆମ 1no ମୁଖ୍ୟମନ୍ତ୍ରୀ

  • @bikramroutaray935
    @bikramroutaray935 Před 3 měsíci +18

    25 ବର୍ଷ ରେ ଓଡ଼ିଶାରେ ଗୋଟେ ଛୁଞ୍ଚି କାରଖାନା କରିପାରିଲାନି... ଶିକ୍ଷିତ ଯୁବକ ପାଇଁ କରିଛ କଣ????

    • @dharitri.samal.
      @dharitri.samal. Před 3 měsíci +1

      Kichi karini Kariba nae

    • @soumendraprasadmohanty8469
      @soumendraprasadmohanty8469 Před 2 měsíci

      ​@@dharitri.samal.ଛୁଞ୍ଚି କାରଖାନା ଟଙ୍କା କେନ୍ଦ୍ରରୁ ଆସିଲେ ଏ ଅକର୍ମା ତଥା ଲୋକଙ୍କୁ ବସେଇ ନିକମା କରି ଭୋଟ ପାଇଁ ସବୁ ପ୍ରକାର ସାହାଯ୍ୟ କରୁଥିବା ସରକାର ସେ ଟଙ୍କାକୁ ମଧ୍ୟ ବାଣ୍ଟି ଖାଇଯିବେ

    • @budhadevnaik3880
      @budhadevnaik3880 Před měsícem

      🎉​@@dharitri.samal.

    • @budhadevnaik3880
      @budhadevnaik3880 Před měsícem

      🎉🎉 1:19

  • @kartik-igcs
    @kartik-igcs Před 3 měsíci +7

    ଓଡିଶା ର ଜଣେ ଗରିବ ପିଲା ନିଜେ ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ସ୍ୱୟଂ ଯୋଜନା ସହାୟକ ହେବ!

  • @PremKumar-prem
    @PremKumar-prem Před 3 měsíci +35

    ସବୁ ଯୋଜନା ର ଲାଭ ନିଅ କିନ୍ତୁ bjd କୁ ଭୋଟ ଦିଅନି

  • @kartik-igcs
    @kartik-igcs Před 3 měsíci +3

    ଗରିବ ଘର ର ଯୁବକ ମାନେ ଏହି ସ୍ୱୟଂ ଯୋଜନା ଦ୍ୱାରା ଅଧିକ ଉପକୃତ ହୋଇ ପାରିବେ!

    • @birendrabhoi8891
      @birendrabhoi8891 Před 3 měsíci +1

      Sabu bjd loka paibe
      Gariba loka paiba nahi
      Se gariba yubaka dadana jiba.

    • @nproduction3815
      @nproduction3815 Před 3 měsíci

      Kaha ku bi miliba ni sabu michhha

  • @kartik-igcs
    @kartik-igcs Před 3 měsíci +7

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେବିନେଟ ରେ ଏହିଭଳି ଏକ ନୂଆ ଚିନ୍ତାଧାରା ର ଯୋଜନା ସ୍ୱୟଂ ପାରିତ କରିଥିବାରୁ ଧନ୍ୟବାଦ!

  • @amaodisha90
    @amaodisha90 Před 3 měsíci +7

    ଦବ ଯଦି ଏକ ଲକ୍ଷ ଦିଆ ଋଣ ନୁହଁ

  • @HiteshKumarMallick
    @HiteshKumarMallick Před 3 měsíci

    ସରକାର ଏହି ଯୋଜନା ଅଧୀନରେ 1 ଲକ୍ଷ ଯୋଗ୍ୟ ଗ୍ରାମୀଣ ଯୁବକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ବଜେଟରୁ 448 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନା 2 ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବ |

  • @sangramprasad1542
    @sangramprasad1542 Před 3 měsíci

    ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ର ବେକାର ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରିବା ପାଇଁ ୧ଲକ୍ଷ୍ୟ ଟଙ୍କା ପ୍ରଯନ୍ତ ବିନା ସୁଧରେ ଦିଆଯିବ।

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ଓଡ଼ିଶାର ବେକାର ଥିବା ଯୁବକମାନେ ରୋଜଗାର କରିବାର କୌଣସି ବ୍ୟବସ୍ଥାନ ପାଇ ଚୋରି ଡକାୟତି ଏବଂ ରାହା ଜାନି କରିବା ଲିପ୍ତ ରହୁଥିଲେ। ରାଜ୍ୟସରକାରଙ୍କର ସ୍ୱୟଂ ଯୋଜନା ଫଳରେ ରାଜ୍ୟର ବେରୋଜଗାରୀ ଯୁବକମାନେ ରୋଜରାରକ୍ଷମ ହୋଇପାରିବେ ।

  • @foreverrs4377
    @foreverrs4377 Před 3 měsíci

    ଏରା ସବୁ କିଛି ନୁଁହ ଇଲେକ୍ସନ ପାଇଁ ତମ ମୁଣ୍ଡ କିଣା ହୋଉଛି ଶଳା ଏଇନେ କିଛି ଲାଞ୍ଚ ଦେଇ ଭୋଟ କିଣିନେବେ ଆଉ ଆମେ ଶଳା ମୂର୍ଖ ଛୁଆ ଙ୍କୁ ପ୍ରାଇଭେଟ ରେ ପଢ଼େଇବୁ ପ୍ରାଇଭେଟ ରେ ଦେହ ଖରାପ ହେଲେ ଦେଖେଇବୁ ଲକ୍ଷ ଲକ୍ଷ ଟଙ୍କା ଆମେ ଖର୍ଚ କରିବୁ ବାହା ବାହା ରେ ସରକାର 😡😡😡

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci +1

    ଋଣ ପାଇବାର ସମୟ ସିମା ୧୮ବର୍ଷରୁ ୩୫ ବର୍ଷର ଯୁବକମାନଙ୍କପାଇଁ ଉଦ୍ଦିଷ୍ଠ ରହିଛି। କିନ୍ତୁ କାନ୍ନରମାନଙ୍କପାଇଁ ୪୦ବର୍ଷ ପର୍ଯ୍ୟନ୍ତ ବୟସସିମା ରଖିଛନ୍ତି ରାଜ୍ୟସରକାର ।

  • @sangramprasad1542
    @sangramprasad1542 Před 3 měsíci +1

    ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାରେ ନୁହଁ କାମରେ କରିକି ଦେଖେଇବା ପସନ୍ଦ କରନ୍ତି,ସେଥିପାଇଁ ତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଭାରତର ଏକ ନମ୍ବର ସ୍ଥାନରେ ଅଛନ୍ତି

  • @kartik-igcs
    @kartik-igcs Před 3 měsíci +4

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ନୂଆ ଅଭିନଵ ଯୋଜନା ସ୍ୱୟଂ ସେମାନଙ୍କ ପରିବାର ର ଆର୍ଥିକ ସ୍ଥିତି ସୁଧାରିବାରେ ସକ୍ଷମ ହେବ!

  • @FirstRespect.
    @FirstRespect. Před 3 měsíci +8

    Bank kahiba samiti kichi loan asinahi 😂😂😂😂

  • @HiteshKumarMallick
    @HiteshKumarMallick Před 3 měsíci

    ଫେବୃଆରୀ 12, 2024 ରେ ଓଡିଶା ରାଜ୍ୟ କ୍ୟାବିନେଟ ଦ୍ୱାରା ଉନ୍ମୋଚିତ ହୋଇଥିଲା, SWAYAM ଯୋଜନା ରାଜ୍ୟର ବେକାର ଯୁବକମାନଙ୍କ ଦ୍ୱାରା ଉତ୍ସାହର ସହିତ ପୂରଣ ହୋଇଛି |

  • @prahalladmaharana455
    @prahalladmaharana455 Před 3 měsíci

    ସାର୍ ମୋର ଆଧାର କାର୍ଡ ନବର ମାରିଲେ ରାସନ୍ କାର୍ଡ ଦେଖାୟୁଚି ହେଲେ ରାସନ୍ କାର୍ଡ ନାହିଁ ନା BSKY କାର୍ଡ ହେଉ ନାହିଁ ସାର୍ ଏହାର ସମାଧାନ କଲେ ବହୁତ ଭଲ ହେବ

  • @beleiver64840
    @beleiver64840 Před 3 měsíci +1

    ଏଇଟା ଲୋନ୍ ନୁହେଁ indirectly ଲାଞ୍ଚ। ନିଅ ଓ ବିଜେଡି କୁ ଭୋଟ ଦିଅ

  • @sangramprasad1542
    @sangramprasad1542 Před 3 měsíci

    ବେକାର ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଵୟଂ ଯୋଜନା ଅନୁସାରେ ର ଶୁଭାରମ୍ଭ କରିଛନ୍ତି।

  • @HiteshKumarMallick
    @HiteshKumarMallick Před 3 měsíci +3

    ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ଆତ୍ମନିର୍ଭରଶୀଳ ହେବା, ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ଏବଂ ଆତ୍ମନିର୍ଭରଶୀଳତାର ସଂସ୍କୃତି ପ୍ରତିପାଦନ କରିବା ଏହି ପଦକ୍ଷେପ |

  • @UstanMedia
    @UstanMedia Před 3 měsíci

    ତାମିଲନାଡୁ , ସୁରତ ,ବେଙ୍ଗାଳୁରୁ ଯିବା ରେ ଟିକଟ ପାଇଁ ସହାୟକ ହେବ

  • @ledtvripair7685
    @ledtvripair7685 Před 3 měsíci

    କାଳିଆ ଯୋଜନା କୁଆଡ଼େ ଗଲ ?ଜାଗ୍ରତ ହୁଅ ଓଡ଼ିଶାର ଜନତା

  • @narayanpadhi7925
    @narayanpadhi7925 Před 3 měsíci +2

    we love like kaling tv news.

  • @RiskRaj-18101
    @RiskRaj-18101 Před 3 měsíci

    ସରକାର ବାବୁ ନମସ୍କାର, ଏତେ ଟଙ୍କା ଦେଇ ରୂଣି କରନ୍ତୁ ନାହିଁ। ଦୟାକରି ଆମ ଓଡ଼ିଶାରେ ଏକ କମ୍ପାନୀ ଖୋଲନ୍ତୁ ଏବଂ ତାପରେ ଓଡ଼ିଶାର ଲୋକେ କେହି ବେକାର ଯୁବକ ଯୁବତୀମାନେ କେହି ରହିବେ ନାହିଁ। ଆଉ ଓଡ଼ିଶାରୁ ଅନେକ ଲୋକ କାମ ନ ପାଇ ବାହାର ଦେଶରେ ଯାଇ କାମ କରୁଛନ୍ତି। ନିଜ ଘର ପରିବାର ଛାଡ଼ି କି ଫେରିବା ବେଳକୁ ତାଙ୍କ ମୃତ୍ୟୁ ଦେହ ଫେରୁଛି।

  • @HiteshKumarMallick
    @HiteshKumarMallick Před 3 měsíci

    ପାରିବାରିକ ଆୟ ଏବଂ ବିଦ୍ୟମାନ ସରକାରୀ ଯୋଜନା ଉପରେ ଆଧାର କରି ସରକାର ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ସ୍ଥିର କରିଛନ୍ତି, ସୁନିଶ୍ଚିତ କରନ୍ତୁ ଯେ ଏହି ସୁବିଧା ସେମାନଙ୍କ ପାଇଁ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବ। ଅଧିକନ୍ତୁ, ଅନୁସୂଚିତ ଜନଜାତି ଏବଂ ଭିନ୍ନକ୍ଷମ ବର୍ଗର ବୟସ ସୀମା 40 ବର୍ଷକୁ ବୃଦ୍ଧି କରାଯାଇଛି

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ଯେଉଁ ଯୁବକମାନେ ଅନ୍ୟ ବ୍ୟାଙ୍କରୁ ଋଣ କରି ସମୟ ସିମା ଭିତରେ ସୁଝି ନଥିବେ ସେମାନଙ୍କ କ୍ଷେତ୍ରରେ ଏହି ସ୍ୱୟଂ ଯୋଜନା ଲାଗୁ ହେବନାହିଁ |

  • @sangramprasad1542
    @sangramprasad1542 Před 3 měsíci

    ରାଜ୍ୟ ର ଉଜ୍ଜ୍ୱଳ ଭବିଷ୍ୟତ କୁ ଆଗକୁ ନେବା ପାଇଁ ଏହି ଭଳି ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ଆଣିଛନ୍ତି।

  • @HiteshKumarMallick
    @HiteshKumarMallick Před 3 měsíci

    18-35 ବର୍ଷ ବୟସର ବେକାର ଯୁବକଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ loans ଯୋଗାଇ ଦେଇ ଓଡ଼ିଶା ସରକାର SWAYAM ଯୋଜନା ଆରମ୍ଭ କରିଛନ୍ତି

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ରାଜ୍ୟସରକାର ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କପାଇଁ ଖୁସି ଖବର ଆଣିଛନ୍ତି। ଏକାର ଥିବା ଯୁବକ ଯୁବତୀମାନେ ବ୍ୟବସାୟ କରିବା ପାଇଁ ଏକ ଲକ୍ଷ୍ ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

  • @nicky111ize
    @nicky111ize Před 3 měsíci +2

    Kemiti apply haba

  • @Siv.369
    @Siv.369 Před 3 měsíci

    ବିନା ରୁଣରେ ଲୋନ ଦେବା କଥା ଭୁଲିଗଲେ
    ଏବେ ପୁଣି ନୂଆ ଫାରସ ଭୋଟ ପାଇଁ

  • @Trd12345
    @Trd12345 Před 3 měsíci +1

    3lakh...Just to cheat the public..... Minimum 10lakh loan require to start a small business......

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ପ୍ରକାରର ବିକାଶମୁଳକ ଯୋଜନା ପାଇଁ ରାଜ୍ୟଚାସୀ ଉପକୃତ ହୋଇପରୁଛନ୍ତି ।

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci +20

    ଓଡ଼ିଶାର ବିକାଶରେ ସନ୍ତୁଷ୍ଟ ହୋଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ଡୀକରିବାପାଇଁ ଆଶା ବାନ୍ଧିଛନ୍ତି ।

  • @HiteshKumarMallick
    @HiteshKumarMallick Před 3 měsíci

    ସ୍ୱୟଂ ନିଯୁକ୍ତ ଯୁବକ ଯଥା ଯୁବା ଉଦୟାମୀ ସୃଷ୍ଟି ପାଇଁ ଓଡିଶା କ୍ୟାବିନେଟ୍ ଆଜି ଏକ ନୂତନ ଯୋଜନା “SWAYAM” କୁ ଅନୁମୋଦନ କରିଛି

  • @deepikasamal846
    @deepikasamal846 Před 3 měsíci

    ଛାତ୍ର ଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ସ୍କୁଲ ଓ କଲେଜ ରୂପାନ୍ତରଣ କରିଛନ୍ତି.

  • @JANMEJAYBEHERAMAMAMANASI
    @JANMEJAYBEHERAMAMAMANASI Před 3 měsíci +2

    1 lac re ki business heba??And secondly aeta implementation heba na sirf declaration?

  • @balaramrout1077
    @balaramrout1077 Před 3 měsíci

    Election ପହଞ୍ଚିଲେ ସବୁ ମନେ ପଡ଼େ
    କୋଉ bank ଲନ ଦେବାକୁ ରାଜି ହେଉ ନାହାନ୍ତି ଏବେ କଣ କରିବା ଆମେ ଆପଣ କୁହନ୍ତୁ

  • @rajendrasahu939
    @rajendrasahu939 Před 3 měsíci +4

    Wine shop yani daru ka Yojana kab hoga,

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ରାଜ୍ୟସରକାରଙ୍କର ସ୍ୱୟଂ ଯୋଜନା ମାଧ୍ୟମରେ ଓଡ଼ିଶାର ବେକାର ଯୁବଗୋଷ୍ଠୀମାନେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ।

  • @user-lc1su1qb1z
    @user-lc1su1qb1z Před 3 měsíci +4

    Bhai mane a sabu election pain

  • @sangramprasad1542
    @sangramprasad1542 Před 3 měsíci

    ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାମାନଙ୍କ ପାଇଁବୟସ ସୀମା ୧୮ ରୁ ୪୦ବର୍ଷ ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ରାଜ୍ୟର ବେରୋଜଗାରୀ ଯୁବଗୋଷ୍ଠିକୁ ରୋଜଗାର କରିବାର ବ୍ୟବସ୍ତା କରି ମହାନତାର ପରିଚୟ ଦେଇଛନ୍ତି ରାଜ୍ୟସରକାର '

  • @rajendramandal6188
    @rajendramandal6188 Před 3 měsíci +1

    Thanks Nabin babu ❤❤❤❤❤

  • @diptiranjanprusty25
    @diptiranjanprusty25 Před 3 měsíci +10

    ଯଦି ଜନତାଙ୍କ ସେବା କରିବା ଜାଣିନ ତେବେ ମୋଦି ଙ୍କ ପାଖରୁ ଶିଖ

  • @PinkiNayak-jb8de
    @PinkiNayak-jb8de Před 3 měsíci

    ସସରକାର ମୋର ଗୋଟିଏୠଣଦରକାର ଅଛି କଣବାହେ ରେ ରହିଲେ ଋଣଛାଡମିଳିପାରିବ? କେବେ ମିଳିବ ଲାଗୁ କେବେ ହବ

  • @binodmajhi959
    @binodmajhi959 Před 2 měsíci

    Apply kaise kare ye v bata dijiye

  • @AlokKumarDas-ig4ig
    @AlokKumarDas-ig4ig Před 3 měsíci

    ମୁଖ୍ୟମନ୍ତ୍ରୀ କହିଛନ୍ତି ଜନତାଙ୍କର ଉନ୍ନତିରେ ରାଜ୍ୟର ଉନ୍ନତି ସମ୍ଭବ ହୋଇପାରିବ ।

  • @mihirkumarjena746
    @mihirkumarjena746 Před 3 měsíci +1

    Direct kahuno election pain Tonka bantuchhanti

  • @nilanchaldehuri7034
    @nilanchaldehuri7034 Před 3 měsíci +1

    Document kn darakara kuthe apply karibe

  • @kartik-igcs
    @kartik-igcs Před 3 měsíci

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଯୁବ ସମାଜ ର ଉନ୍ନତି ପାଇଁ ଏକ ନୂଆ ପରିକଳ୍ପନା ସ୍ୱୟଂ ଯୋଜନା!

  • @Imprince377
    @Imprince377 Před 3 měsíci

    Which site apply loan

  • @balaramrout1077
    @balaramrout1077 Před 3 měsíci

    ଯଦି ଦେବାକୁ ଇଚ୍ଛା ତେବେ ସିଧା bank account ନମ୍ବର ରେ ଦିଅନ୍ତୁ

  • @sangramprasad1542
    @sangramprasad1542 Před 3 měsíci

    ଏହାଦ୍ବାରା ସେମାନେ କ୍ଷୁଦ୍ର ଲଘୁ ବ୍ୟବସାୟ କରିବା ପାଇଁ ସକ୍ଷମ ହୋଇପାରିବେ।

  • @sheetalsahu4348
    @sheetalsahu4348 Před 3 měsíci

    ମୋ ଘର ଯୋଜନା ଭଳି କାମ ଦେବ ତ.....

  • @ratnakarparida2183
    @ratnakarparida2183 Před 3 měsíci +1

    Hele apply kemiti haba

  • @raaaj2784
    @raaaj2784 Před 3 měsíci +3

    1 lakhyare bala heba,

  • @sumantanaik2989
    @sumantanaik2989 Před 3 měsíci

    Date or time

  • @biswanathnaik2134
    @biswanathnaik2134 Před 3 měsíci

    ନବିନପଟ ନାୟକ BJD ତର ମୁଡ ଯଜନା କରି ରୁନ୍ ଦେ ?

  • @R.search.123
    @R.search.123 Před 3 měsíci

    ସତ ନା ମିଛ. ଏହା ଭୋଟ ପାଇଁ ନୁହେଁ ତ

  • @user-ff2mb9bj5d
    @user-ff2mb9bj5d Před 3 měsíci +1

    Kemiti miliba re
    Kahuna Ac no send karibiki

  • @jagdishnag6112
    @jagdishnag6112 Před 3 měsíci +1

    Kipari apply karibu .

  • @kartik-igcs
    @kartik-igcs Před 3 měsíci

    ଓଡିଶା ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ଲାଗୁ କରୁଛନ୍ତି!

  • @kalicharanbehera4313
    @kalicharanbehera4313 Před 3 měsíci

    How to apply

  • @HiteshKumarMallick
    @HiteshKumarMallick Před 3 měsíci

    ଯେ କୌଣସି ବ୍ୟାଙ୍କ / ଆର୍ଥିକ ପ୍ରତିଷ୍ଠାନରେ ଡିଫଲ୍ଟର୍ କିମ୍ବା କେନ୍ଦ୍ର / ରାଜ୍ୟ ସରକାରୀ ଯୋଜନାରୁ ସମାନ ଉଦ୍ଦେଶ୍ୟରେ ବକେୟା loan ଣ ପାଇବା |

  • @user-pg4sd3un2w
    @user-pg4sd3un2w Před 2 měsíci +1

    Kebe kebe dobo doba doba kohi time borbad lastre dobonahni

  • @dambarudharbehera3426
    @dambarudharbehera3426 Před měsícem

    Loan kebe miliba

  • @shibajayapuria1068
    @shibajayapuria1068 Před 3 měsíci

    Apply kebhe ru heba

  • @rammahankuda5834
    @rammahankuda5834 Před měsícem

    କହିଲେ ହବନି କରିକି ଦେଖାଇଲେହେବ

  • @swarupmandal7589
    @swarupmandal7589 Před 3 měsíci

    kebe tharu apply hebo

  • @rahulbacheli
    @rahulbacheli Před 3 měsíci

    How to apply this loan

  • @anantarammajhi354
    @anantarammajhi354 Před 2 měsíci

    Kete dino bitore milibo

  • @niranjanpatra84
    @niranjanpatra84 Před 3 měsíci +1

    Vote bank policy 😂😂 Odisha re chora tautor bahuta hoigalani.

  • @jogeshmajhi4596
    @jogeshmajhi4596 Před 3 měsíci

    Ducuments kana lagib

  • @kartik-igcs
    @kartik-igcs Před 3 měsíci

    ଓଡିଶା ର ଅଠର ରୁ ଚାଳିଶ ବର୍ଷ ବୟସ ର ଯୁବକ ମାନଙ୍କୁ ବେପାର କରିବା ପାଇଁ ଏକ ଲକ୍ଷ ଟଙ୍କା ର ବିନା ସୁଧ ରେ ଋଣ!

  • @kartik-igcs
    @kartik-igcs Před 3 měsíci

    ସ୍ୱୟଂ ଯୋଜନା ରେ ସାମିଲ ହେବାକୁ ଥିବା ଯୁବକ ମାନେ ନିଜକୁ ଓଡିଶା ର ବିକାଶ ରେ ସାମିଲ କରିବେ!

  • @mr.sankar4690
    @mr.sankar4690 Před 3 měsíci

    apply kebetharu start haba

  • @ExcitedBoatLake-pf2qs
    @ExcitedBoatLake-pf2qs Před 3 měsíci +1

    Bank loan dabani ae jemiti M GHARA loan

  • @user-gd8kj6xw3y
    @user-gd8kj6xw3y Před 3 měsíci

    Lone paiba pai kn karibaku padib

  • @motilalsahoo8519
    @motilalsahoo8519 Před 3 měsíci

    Kau Bank lone deba se Katha kahilani.moghar jojana jaha hela yebi semiti haba.ye bhoot chal.

  • @balarambhol7813
    @balarambhol7813 Před 3 měsíci

    ମୁଁ ତ କିଛି କାମ କରୁନି ମୁଁ ରୁଣ ଆଣିଲେ କେମିତି ସୁଜିବି

  • @jyotiprakashdash8940
    @jyotiprakashdash8940 Před 3 měsíci +1

    Mg government agaru soithila election asile khali yojana

  • @SEEMARANIKUMAR-cf6qg
    @SEEMARANIKUMAR-cf6qg Před 3 měsíci

    Age -45 hele hebani?

  • @srinibashsahu9070
    @srinibashsahu9070 Před 3 měsíci

    Deba jadi 50 lkhs loan diya tahale kichi invest karikii income kariheba

  • @TahasilKalata-uy1pw
    @TahasilKalata-uy1pw Před 3 měsíci

    Student can applicable this scheme

  • @bikashpractical5446
    @bikashpractical5446 Před 3 měsíci

    Election asile sabu jojana baharuchi.election sarigale kichi nahi. Sarakar loka seba karunahati. Tanka swartha purana pai lobha dekheuchati.rajya sudhuri baku hele nijara swartha nathiba mukyamantri darkar.🙂

  • @sangramprasad1542
    @sangramprasad1542 Před 3 měsíci

    ଆମ ୫ଟି ସଚିବ ଯାହା କୁହନ୍ତି ତାହା କରିକି ଦେଖନ୍ତି

  • @karambehara8771
    @karambehara8771 Před 3 měsíci

    Kemite karama aplay

  • @anilnaikbb8085
    @anilnaikbb8085 Před 3 měsíci

    Kauti miliba 100000 loan kuhantu agya

  • @Localadda469
    @Localadda469 Před 3 měsíci

    ଜନତାଙ୍କୁ ଆଉ ଚୁତିଆ ବନା, UP ରେ ସବୁ କେବେଠୁ ହେଇଚି

  • @raj-stayl9796
    @raj-stayl9796 Před 3 měsíci

    Kybal vote naba pae kichi kajyakari nuhy

  • @dharitri.samal.
    @dharitri.samal. Před 3 měsíci

    Odisha youth pila nka pi kichi post na bhariki kariki, post sabu bikri kariki ,,,vote plan sabu

  • @user-sw1pq4is6pbipin
    @user-sw1pq4is6pbipin Před 3 měsíci

    Kichi milebanae

  • @rajofficial899
    @rajofficial899 Před 3 měsíci

    👏👏👏

  • @jagmohanbehera1621
    @jagmohanbehera1621 Před 3 měsíci

    1 Lakh re heijibo
    Ete Dina hela kauthi thilo
    😔

  • @Vlogger99323
    @Vlogger99323 Před 3 měsíci

    Job kebe daba

  • @kunijena4227
    @kunijena4227 Před 3 měsíci

    🙏

  • @paputandi9317
    @paputandi9317 Před 3 měsíci

    Bank loan daba ta.na thaki daba

  • @GourangaMohanty-vx4ku
    @GourangaMohanty-vx4ku Před 3 měsíci

    ମୁଖ୍ୟ ମନ୍ତ୍ରୀ ଯଦି ଖରାପ ଭୋଟ ଦଉଛିକିଏ