Sundara Mo Odisha Bhuin | Utkal Divas Special | Pabitra Pattanaik | Lalit Narayan Rath | Lubun Tubun

Sdílet
Vložit
  • čas přidán 20. 08. 2024
  • Sundara Mo Odisha Bhuin...
    Concept- Shyama Prasad Mishra
    Singers
    (Male)
    Bishnu Kabi
    Swayam Padhi
    Satyajeet
    Sashank
    Tarique Aziz
    M Basudev
    Female
    Antara
    Sohini
    Arpita
    Lopamudra
    Sweta Mishra
    Jagruti
    Music By- Pabitra Pattanaik
    Lyrics- Lalit Narayan Rath
    Directed By- Lubun Tubun
    Project Coordinator(Tarang Music)- Jonabinash
    Tarang Music Productions
    #SundaraMoOdishaBhuin #AmaOdishaBhuin #UtkalDivasSpecial #UtkalDivas2021 #LubunTubun
    _
    #TarangMusic is the no. 1 music channel in Odisha.
    SUBSCRIBE to Tarang Music channel:
    bit.ly/TarangMu...
    Like us on Facebook
    / tarangmusic
    Circle on G+
    plus.google.co...
    Follow us on Twitter
    / tarangmusic
    Follow us on Instagram
    / tarangmusicodisha
    Visit our website for further details: www.tarangmusi...

Komentáře • 402

  • @tapankumarnayak4950
    @tapankumarnayak4950 Před rokem

    ଓଡ଼ିଆ କଣ୍ଠଶିଳ୍ପୀ ମାନେ ଏକ ସୁନ୍ଦର୍ ଗୀତ ଉପସ୍ଥାପନା କରିଛନ୍ତି ଜୟ ଜଗନ୍ନାଥ ❤ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଆ ପ୍ରତି ଏମିତି ଭଲ ପାଇବା ଥିବାରୁ ଆମ ସଂସ୍କୃତି ପରମ୍ପରା କୁ ସୁନ୍ଦର୍ ଭାବରେ ଦର୍ଶାଇ ଥିବାରୁ❤

  • @janmejaymohanta6608
    @janmejaymohanta6608 Před 3 lety +65

    ସମସ୍ତଙ୍କୁ ଉତ୍କଳ ଦିବସର ଅଭିନନ୍ଦନ...ବନ୍ଦେ ଉତ୍କଳ ଜନନୀ.... ସୁପର ଠୁ ବି ଉପର....ଆମ ଓଡ଼ିଶା ଭୂଇଁ....ମନ ପ୍ରଫୁଲ୍ଳ୍ଳୀତ ହେଇଗଲା ସକାଳୁ ଏ ଗୀତ ଶୁଣିକି...ବନ୍ଦେ ଉତ୍କଳ ଜନନୀ 🙏🙏🙏

  • @munamallik3986
    @munamallik3986 Před 3 lety +13

    ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ ।
    ମୁ ଓଡିଆ ଭାରି ବଢିଆ ।

  • @odiavlogsashukishu6347
    @odiavlogsashukishu6347 Před 3 lety +14

    ଆରେ ଆମ ଓଡ଼ିଶା ରେ ଏତେ History ଅଛି ଯେ song ମାଧ୍ୟମରେ କହିବା ସଂଭଵ ନାହିଁ 🥰👍

  • @debdharpanda.
    @debdharpanda. Před 3 lety +2

    ଆମେ ସମସ୍ତେ ଆମର ସମସ୍ତ ସୁନ୍ଦର ଅଭିନେତା ଏବଂ ଅଭିନେତ୍ରୀ, ଗାୟକ ଏବଂ ଓଡିଆ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗର୍ବିତ | U ସମସ୍ତେ ଆମର ଭାଷା, ସଂସ୍କୃତି ଏବଂ ସମ୍ପ୍ରଦାୟର ଅଗ୍ରଣୀ ଅଟନ୍ତି | ତେଣୁ ତୁମର କଠିନ ପରିଶ୍ରମ ଏବଂ ଚିତ୍ତାକର୍ଷକ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ |
    BANDE UTKAL JANANI 💐💐💐💐💐💐💐💐💐👏👏👏👏👏👏👏👏

  • @mysteriousmotivational2143
    @mysteriousmotivational2143 Před 3 lety +18

    ଉତ୍କଳ ଦିବସ ଉପଲକ୍ଷେ ମୋର ପ୍ରିୟ ଓଡିଶାବାସୀ ଙ୍କୁ ହାର୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।ଆଜି ଆମେ ଶପଥ ନେବା ଯେ ଆମ ଜାତିର ଟେକ ରଖିବା। ଜୟ ଜଗନ୍ନାଥ । ଜୟ ଓଡ଼ିଶା ।

    • @mysteriousmotivational2143
      @mysteriousmotivational2143 Před 3 lety +2

      @Rashmi ranjan Swain But after his dead odisha is devided.Again it is built by odia language name as Orissa.

    • @mysteriousmotivational2143
      @mysteriousmotivational2143 Před 3 lety

      @Rashmi ranjan Swain tq bro for your kind information if your opinion is for kapilenda deba.Then also mine kharabela.

    • @mysteriousmotivational2143
      @mysteriousmotivational2143 Před 3 lety

      @Rashmi ranjan Swain I understood your valuable comment.but want write a lyrics then it will publishing.

    • @swayamsouravdash704
      @swayamsouravdash704 Před 3 lety

      @Rashmi ranjan Swain not Turkish .it is Turkic of central Asia or present day Uzbekistan

  • @OPSC_OAS_AtoZ
    @OPSC_OAS_AtoZ Před 3 lety +2

    ମୁଁ ଓଡିଆ ମୋ ଭାଷା ବଢିଆ
    ଓଡିଶା ମୋ ଗର୍ବ
    ବାରମାସି ପର୍ବ
    ତରଙ୍ଗର ପ୍ରୟାସ
    ରଚିବ ଇତିହାସ //
    ହୃଦୟରୁ ଆନ୍ତରିକ ଧନ୍ୟବାଦ୍ ତରଙ୍ଗ ଚ୍ୟାନେଲ କୁ ଏ ଭଲି ଗୀତକୁ
    ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ଭେଟି ଦେଇଥିବାରୁ l
    ବନ୍ଦେ ଉତ୍କଳ ଜନନୀ 🙏

  • @prasanjit8466
    @prasanjit8466 Před 3 lety +17

    ବହୁତ ସୁନ୍ଦର ଉପସ୍ଥାପନା
    ଓଡିଆ କହିବା ଓଡିଆ ଲେଖିବା
    ଓଡିଆ ହେଇ ରହିବା ଓଡିଶା କୁ ଭଲ ପାଇବା

  • @sunitasahoo8977
    @sunitasahoo8977 Před 3 lety +5

    ହୃଦୟ ଛୁଆଁ ସଂଗୀତ ଟିଏ। 💟💟💟ଏହାର ପ୍ରତେକ ଧାଡ଼ି ଅତି ସୁନ୍ଦର।👌👌ଏହାକୁ ଶୁଣିଵା ମାତ୍ରକେ ଓଡିଶା ପ୍ରତି ରହିଥିବା ଭଲପାଇବା କୁ ପୁଣି ଥରେ ଜାଗ୍ରତ କରି ଦେଉଛି।many many Thanks and congratulations to all singer and producer for their hard work. 🙏🙏🙏..love you odisha..❤❤

  • @basistakanhar6667
    @basistakanhar6667 Před 3 lety +12

    ଦାରିଙ୍ଗବାଡିକୁ ଗୀତରେ ବ୍ୟାଖ୍ୟା କରାଯାଇଛି ବହୁତ ଭଲ ଲାଗିଲା ମୁଁ ଜଣେ କନ୍ଧମାଳବାସୀ । ଓଡ଼ିଶା ର ଯେତେଜଣ ଗୀତକୁ ନେଇ ମତାମତ ଦେଇଛନ୍ତି ସବୁ ଓଡ଼ିଆରେ ଲେଖିଥିଲେ ବହୁତ ଭଲ ଲାଗିଥାନ୍ତା ।

  • @babulmoharana3040
    @babulmoharana3040 Před 3 lety +31

    Garba re kuha mu odia ame sabuthu badhia..Bhai akhiru luha bahari asila mor. Kebe kalia ra dori lagiba jibi Odisha mu mo janma mati ku..thank you very much Tarang music for this wonderful song on occasion of Utkal diwas. A heartly love from Tamilnadu.

  • @SriramMovieMusic
    @SriramMovieMusic Před 3 lety +8

    ସୁନ୍ଦର ରଚନା । ସଙ୍ଗୀତ ହୃଦୟ ସ୍ପର୍ଶୀ । ସମସ୍ତଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ।

  • @user-xx7mh8zg6k
    @user-xx7mh8zg6k Před 4 měsíci

    ଆମେ ଓଡ଼ିଆ ପିଲା ❤👑 ଆମେ ଓଡ଼ିଆ ଭାରୀ ବଢିଆ ବନ୍ଦେ ଉକ୍ତଳ ଜନନୀ ❤❤🙏🙏🙏🙏

  • @Mansinag19
    @Mansinag19 Před 3 lety

    ବହୁତ ସମ୍ମାନ ଓ ଶୁଭେଚ୍ଛା ଏ ଓଡିଶା ର ସବୁଠୁ ସୁନ୍ଦର ଗୀତ ଏତେ ସପୂର୍ଣ୍ଣ ଓଡିଶା କୁ ଚିତ୍ରିତ କରିଛନ୍ତି ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓଡିଶା କୁ ଉପସ୍ଥାପନ କରିଛନ୍ତି. This is the perfect song for our orisha🙏🙏. ସୋନପୁର ରୁ ପ୍ରେମ ଓ ସମ୍ମାନ ❤❤❤🙏🙏 ଗ୍ରହଣ karantu❤❤🙏

    • @Mansinag19
      @Mansinag19 Před 3 lety

      ଜୟ ମା ସମଲେଶ୍ୱରୀ ଜୟ ଜଗନ୍ନାଥ ❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤

  • @meenuPrajapati143
    @meenuPrajapati143 Před 3 lety +7

    Utkala Bivasa Ra Hardhika Abhinandana . Ati Sundara Lyrics . Ati Sundara Composition . Sumadhura Kantha Silpi . Raja O Mana Basa Gurubara Line ta bahut bhla hoichi

  • @prashantkumarjain1463
    @prashantkumarjain1463 Před 3 lety +1

    nuakhai dhanujatra ra naa ku apananka geeta re sthan deba pai dhanyabad......jai koshal.....

  • @ommsairamkandhei8057
    @ommsairamkandhei8057 Před 3 lety

    ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ ଜଣାଉଛି,ମୋ ଓଡ଼ିଶା ସବୁଠୁ ସୁନ୍ଦର

  • @peaceoflife9331
    @peaceoflife9331 Před 3 měsíci

    ମୋ ଓଡିଶା ମୋ ଓଡ଼ିଆ ମହାନ।ଜୟ ଜଗନ୍ନାଥ 🙏🏻

  • @naikmanojkumar6968
    @naikmanojkumar6968 Před 3 lety

    ବହୁତ ସୁନ୍ଦର ଗୀତ ଆମ ଓଡ଼ିଶାର 🙏 🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏 🙏🙏

  • @Positivevibes-j9c
    @Positivevibes-j9c Před 3 lety +4

    ମୁଁ ଗର୍ବରେ କହେ ମୁଁ ଓଡ଼ିଆ... Thanks to Taranga music for such a wonderful song 👍👍🙏🙏

  • @sanatanpaleya882
    @sanatanpaleya882 Před 2 lety +1

    Vande Utkal Janine Jay Odisha 🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️👌👌👌👌👌👌👌👌👌👌👌👌👌👍👍👍👍👍👍👍👍👌👌👌👌👌

  • @FoodieSuhan
    @FoodieSuhan Před 3 lety +16

    ଅତି ସୁନ୍ଦର ଗୀତ😍❤....ସମସ୍ତଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା

  • @santanusahu983
    @santanusahu983 Před 3 lety

    Dhanyabad tarang chanel, emiti eka sundar upahar sangita swarupre samsta odia basi nku deithibaru...🥰

  • @Rosyparlourvlogs1234
    @Rosyparlourvlogs1234 Před 3 lety +4

    ଏହା ଏତେ ସୁନ୍ଦର ଯେ ମୁଁ ଏହାକୁ ବଚନ ରେ ପ୍ରକାଶ କରିପାରିବି ନାହିଁ, ଜୟ ଓଡ଼ିଆ

  • @manasimishra7243
    @manasimishra7243 Před 3 lety +1

    Ati sundar gita
    ବନ୍ଦେ ଉତ୍କଳ ଜନନୀ

  • @RajCreationAmmOdisha
    @RajCreationAmmOdisha Před 3 lety +1

    ଧନ୍ୟବାଦ ତରଙ୍ଗ ମିଉଜିକ
    ଜୟ ଜଗନ୍ନାଥ

  • @tapasbehera6906
    @tapasbehera6906 Před 3 lety

    Satare jie sundar gitaku utkala divas re bheti deichanti tanku mora chira namaskar.......🙏🙏🙏🙏

  • @anilpurohit3668
    @anilpurohit3668 Před 3 lety +1

    ସୁନ୍ଦର ଉପସ୍ଥାପନା, ଏହି ସ°ଗୀତ ମାଧ୍ୟମରେ ଓଡ଼ିଶାର ମହତ୍ତ୍ଵକୁ ପ୍ରତିପାଦନ କରାଯାଇଥିବାରୁ ସମଗ୍ର ଓଡ଼ିଶାବାସୀ ଗର୍ବିତ।ସ°ଗୀତଟି ହୃଦୟସ୍ପର୍ଶୀ ହୋଇପାରିଛି ।କାରଣ ସୁନ୍ଦର ଭାବରେ ଗୀତଟିକୁ ରଚନା,ସ୍ଵରସ°ଯୋଜନା ତଥା କଣ୍ଠଦାନ କରାଯାଇଛି। ବନ୍ଦେ ଉତ୍କଳଜନନୀ ।।

  • @anilkumard2304
    @anilkumard2304 Před 3 lety +3

    ସମସ୍ତେ ଅତି ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି।।

  • @pinarout9689
    @pinarout9689 Před 3 lety +9

    ସବୁଠାରୁ ଭଲ ଆମ ଓଡିଶା ଭୂମି 🙏🙏

  • @anilkumard2304
    @anilkumard2304 Před 3 lety +6

    ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ସ୍ନେହଭରା ଶୁଭେଚ୍ଛା।।

  • @ajayasahoo9934
    @ajayasahoo9934 Před 3 lety +3

    Aam odisha bhuin.. bande utkal janani..

  • @sidharthpanigrahi4588
    @sidharthpanigrahi4588 Před 3 lety

    Satare mo odisha Bohut bohut sundar 🙏

  • @prin122
    @prin122 Před 3 lety +2

    ଏହି ଗୀତଟି ବେଶ ହୃଦୟ ସ୍ପର୍ଶୀ |

  • @rojalinnayak8915
    @rojalinnayak8915 Před 3 lety +1

    ବନ୍ଦେ ଉତ୍କଳ ଜନନୀ 🙏🙏🙏

  • @santoshnayak3586
    @santoshnayak3586 Před 3 lety +2

    ଅତି ମନକୁ ଛୁଇଁବା ପରି ଗୀତ ଟିଏ

  • @pravasnayak974
    @pravasnayak974 Před 3 lety +4

    I ❤️ Odisha , happy Utkal divasa
    Nice song

  • @beherabenudhar7
    @beherabenudhar7 Před 3 lety +1

    ବନ୍ଦେ ଉତ୍କଳଜନନୀ 🙏

  • @arjunroul4848
    @arjunroul4848 Před 3 lety +1

    I'm speechless.....

  • @odiaboy01
    @odiaboy01 Před 3 lety +8

    Thanks Tarang musics for this song.

  • @satyashibapanda3721
    @satyashibapanda3721 Před 3 lety

    Great.. Composition..
    Bandhe utkal janani.

  • @sanjaykumarparida6074
    @sanjaykumarparida6074 Před 3 lety +1

    Super se uper

  • @soubhagyamishra6899
    @soubhagyamishra6899 Před 3 lety +5

    Best song all time. Thank you tarang ,music director,singers,lyricist,choreographer and all teams to present this extraoridinary song to us. Sundar mo odisha bhuin🙏

  • @RBM-B
    @RBM-B Před 3 lety +1

    ବନ୍ଦେ ଉତ୍କଳ ଜନନୀ 🙏🙏

  • @Odiaboy-Dev
    @Odiaboy-Dev Před 3 lety +31

    ଉତ୍କଳ ଦିବସ ରେ ଏହି ହୃଦୟ ସ୍ପର୍ଶୀ ସଂଗୀତ ଉପସ୍ଥାପନା କରିଥିବାରୁ ତରଙ୍ଗ ମ୍ୟୁଜିକ କୁ ଅଶେଷ ଧନ୍ୟବାଦ.. ଲୁବୁନ ଟୂବୁନ ଭାଇ ଙ୍କୁ ବି ଧନ୍ୟବାଦ ଏମିତି ଗୀତ ଆଗକୁ ଆହୁରି ନେଇଆସନ୍ତୁ 🙏

  • @prasantasingh8696
    @prasantasingh8696 Před rokem

    😍 ati sundara

  • @swetanshusekharbarik9138

    Emiti song!!!! Na mo!!!! Wow..

  • @learnaboutsomethingnew6418
    @learnaboutsomethingnew6418 Před 3 lety +51

    I can't explain my pleasure for this wonderful song. fantastic song really speechless.Happy Utkal Divas all of you.

    • @tanujabai4505
      @tanujabai4505 Před 3 lety

      ଏସବୁ ଓଡ଼ିଆ ରେ ଲେଖି ଥିଲେ ହେଇ ନ ଥାନ୍ତା 😡।

    • @learnaboutsomethingnew6418
      @learnaboutsomethingnew6418 Před 3 lety +1

      ଏହା ଉତ୍କଳ ଦିବସ ଥିଲା କିନ୍ତୁ ଓଡ଼ିଆ ଭାଷା ଦିବସ ନଥିଲା ।

    • @tanujabai4505
      @tanujabai4505 Před 3 lety +1

      @@learnaboutsomethingnew6418 ଉତ୍କଳ ଦିବସରେ ଉତ୍କଳ ର ନିଜ ଓଡ଼ିଆ ଭାଷା ରେ ନ ଲେଖିଲେ ସେଟା ଉତ୍କଳ ଦିବସକୁ ସମ୍ମାନ ଦେବନି।

    • @learnaboutsomethingnew6418
      @learnaboutsomethingnew6418 Před 3 lety +1

      @@tanujabai4505 ଆମେ ଓଡ଼ିଶାର ଲୋକେ ଓ ଆମ ଭାଷା ଓଡ଼ିଆ ଆମେ ଏହାକୁ ସବୁବେଳେ ବ୍ୟବହାର କରୁଛୁ। ଇଂରାଜୀରେ ଲେଖିଲେ ତାହା ମାନେ ନୁହେଁ ଯେ ଆମେ ଓଡ଼ିଆ ଭାଷାକୁ ସମ୍ମାନ ହେଉନି। ଦୟାକରି ମୋର ଲେଖିବାର ଅର୍ଥକୁ ବିକୃତ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

  • @biswanathsahoo2888
    @biswanathsahoo2888 Před 3 lety +6

    This is the ODISHA'S SOULFUL heartiest love song for SPECIAL UTKALA DIVAS.Bande UTKALA JANANNI.👍👍👍👍👍👍💋💋💋💋💋

  • @sujithnaik182
    @sujithnaik182 Před 3 lety +1

    ସୁନ୍ଦର ମୋ ଓଡ଼ିଶା ଭୂଇଁ 👍🏾👍🏾👍🏾,👌👌👌👌❤️❤️❤️🙏🙏🙏

  • @kiranpubg
    @kiranpubg Před 2 lety

    I love my Odisha 🥰🥰❤️
    ମୋ ଓଡ଼ିଶା ମୁଁ ଓଡ଼ିଆ 🥰🥰🙏🙏

  • @subhalisatripathy9276
    @subhalisatripathy9276 Před 3 lety

    ଖୁବ୍ ସୁନ୍ଦର। ମାଟି ର ଆତ୍ମୀୟତା।

  • @anandmahakur957
    @anandmahakur957 Před 2 lety

    Bahut badhia👌👌

  • @pratyushamohapatra1030

    Nice...wow great....👌👌👌EMITI song kariba katha 👌👌👌👍

  • @sarmisthadalai4800
    @sarmisthadalai4800 Před 3 lety +1

    Ame odia vari vadhia..
    Nice song❤️

  • @tikchanbhoi6948
    @tikchanbhoi6948 Před 3 lety +2

    ସବୁଠୁ ବଢିଆ ଆମ ଓଡ଼ିଆ 🇮🇳

  • @k.kprusty4794
    @k.kprusty4794 Před 3 lety

    Ati sundar gita 👌 mo odisha

  • @__-gv2tg
    @__-gv2tg Před 3 lety

    Aame Odia Bhari Badhia....Vande Utkala Janani....Happy Utkala Divasa

  • @alearnerbychoice3489
    @alearnerbychoice3489 Před 3 lety

    This is the best song than all other songs published during this april 1 utkal divas

  • @pratibharoy7598
    @pratibharoy7598 Před 3 lety +3

    What a beautiful song.Evergreen👌

  • @rasmi_ranjan_jally
    @rasmi_ranjan_jally Před 3 lety

    Governor nka odia talking bahut badhiya 👌👌👌👌

  • @anubhavfanprasanna3474
    @anubhavfanprasanna3474 Před 3 lety +1

    ଜୟ ଓଡିଶା ଜୟ ଜଗନ୍ନାଥ 🙏🙏

  • @nasniroj
    @nasniroj Před 3 lety +3

    Very good music ❤❤ Happy utkal divas

  • @biswajitsethi7008
    @biswajitsethi7008 Před 3 lety +1

    ବହୁତ ସୁନ୍ଦର...❤️❤️❤️
    ଜୟ ଜଗନ୍ନାଥ🙏🙏🙏

  • @satapathyvoicetuneentertai6440

    Ati sundar...❤❤❤❤

  • @sagarikamohanty2094
    @sagarikamohanty2094 Před 3 lety +4

    🙏❤️ ବନ୍ଦେ ଉତ୍କଳ ଜନନୀ ❤️🙏

  • @REFRESH_ZONE
    @REFRESH_ZONE Před 3 lety +5

    Wonderful song... Excellent..Heartly Thanks Taranga Music🙏🙏🙏🙏

  • @swetaleenamahana3540
    @swetaleenamahana3540 Před 3 lety +3

    Proud to be an Odia. Jay Ho Odisha...

  • @chaitanyamalik6326
    @chaitanyamalik6326 Před 3 lety +1

    ଧନ୍ୟ ବାଦ ତରଙ୍ଗ ମ୍ୟୁଜିକ

  • @prakas029
    @prakas029 Před 2 lety

    ଖୁବ୍ ସୁନ୍ଦର 😘😘😘 ଏକ ଥରକେ ମନଛୁଆଁ।।

  • @satyaartcreations8186
    @satyaartcreations8186 Před 3 lety

    Wow Sundar upstapana Gita madhyam re ama parampara sanskrit Bhasa chaichalana parba parbani Kala nrutya Sampurna utkala Ku dekhibaku pauchi many many thanks tarang music all singers editor music director musicians

  • @anantacharanmishra8439
    @anantacharanmishra8439 Před 3 lety +2

    ବନ୍ଦେ ଉତ୍କଳ ଜନନୀ.

  • @deepakkumarsamantaray9933

    ଅତି ସୁନ୍ଦର 👌👌👌👌

  • @pandaapramita5212
    @pandaapramita5212 Před 3 lety +1

    Happy utkal dibas

  • @anilkumard2304
    @anilkumard2304 Před 3 lety +1

    ଆମ ଓଡ଼ିଆଙ୍କ କଥାଓ ଗାଥା।।

  • @subodhmallik6782
    @subodhmallik6782 Před 3 lety +1

    ବହୁତ ସୁନ୍ଦର ଗୀତ ସାଙ୍ଗକୁ ପୋଷାକରେ ମୋନ ଲାଖିଗଲା,ଏ ଗୀତ ପାଇଁ ଯେ କେହି ମଧ୍ୟଗର୍ବ ଅନୁଭବ କରିବ,,ଜୟ ଜଗନ୍ନାଥ,,🙏🙏🏻🙏

  • @lizashreepriyadarshiniseth9481

    It's soulful. They tried to unite every details of tradition and culture of Odisha. This effort is really commendable.

  • @bijaymishra6797
    @bijaymishra6797 Před 2 lety

    Bande UTKAL JANANI beautiful super many many thanks sir jai jagannath thanks to all Taranga music 🎶

  • @biswanathsahoo2888
    @biswanathsahoo2888 Před 3 lety +3

    Mun odia boli garva karuchhi...ae Matilda ODISHA ae jati ODIA.I LOVE MY ODISHA,BANDE UTKAL JANANNI.🙏🙏🙏🙏🙏🙏🙏🦵

  • @satyabhai5067
    @satyabhai5067 Před 3 lety +1

    Bande Utkal Divas

  • @laxmibehera8307
    @laxmibehera8307 Před 3 lety +2

    Happy utkala dibas

  • @ramabhai
    @ramabhai Před 3 lety +1

    ସର୍ବୋତ୍ତମ ସୃଷ୍ଟି

  • @nirakardas8088
    @nirakardas8088 Před 2 lety +8

    I love my Odisha. Bande Utkal Janani. Thank you all of you for making such a lovely song.🙏

  • @subhasisparhi9325
    @subhasisparhi9325 Před 3 lety

    Just wow. Great composition

  • @Damayantibhoi-iu9qk
    @Damayantibhoi-iu9qk Před 2 měsíci

    Bande utkala janani, l love lndia

  • @sweetworldwithpayal833

    Fabulous...Mo Odisha

  • @krishnasumant6626
    @krishnasumant6626 Před 3 lety

    Thank u Tarang music.Ete sundar music. Very very nice

  • @bidyadharamahanta8622
    @bidyadharamahanta8622 Před 3 lety +9

    Happy utkala dibasa. 😀sweet song __ really we feel proud of odisha

  • @sanjibkumarpatra8226
    @sanjibkumarpatra8226 Před 3 lety

    ନା ଶିମିଳିପାଳ,ନା ଶ୍ରୀରାମଚନ୍ଦ୍ର ଭଂଞ୍ଜଦେଓ,ନା ଛଉ,ନା ଆଦିବାସୀ ନାଚ କିଛିବି ସ୍ଥାନ ପାଇଲାନି ତେଣୁ ଏ ସୁନ୍ଦର ଓଡିଶା କେମିତି ହେଲା ? ସବୁଠାରୁ ବଡ ଜିଲ୍ଲାକୁ ଅଣଦେଖା ଶୁଭଙ୍କର ନୁହେଁ,ଇଏ ବଡ ଅସୁନ୍ଦର ମଧ୍ୟ - ଲଜ୍ଜ୍ୟା ।

  • @rashmikar3699
    @rashmikar3699 Před 3 lety

    Sundar gita,mu aji odia boli nijaku garba karuchi🙏🙏🙏🙏pranam Odisha

  • @S.Mishra827
    @S.Mishra827 Před 3 lety +1

    Fantastic...Aama Odisha bhuin satare pabitra bhumi...🙏🏻

  • @bhagyashreesahoopihu4645

    Bande Utkal Janani 💞💞

  • @chikenswain9187
    @chikenswain9187 Před 3 lety

    Thanks tarang music 🌹🌹🌹 happy utkala dibasa nice sang

  • @harishprashanthhari5929

    Happy independence day 🇮🇳🇮🇳 all timku 🇮🇳🇮🇳jay hind 🇮🇳🇮🇳 bande mataram 🇮🇳🇮🇳 beautifull song ❤❤❤❤😊😊🇮🇳🇮🇳🇮🇳🇮🇳

  • @jayantimahanta697
    @jayantimahanta697 Před 3 lety

    Ame odia ama bhasa sabuthu badhia ❤️❤️

  • @premrajmahakur6582
    @premrajmahakur6582 Před 3 lety +2

    Proude to my Utkal bhumi....🙏

  • @gyanarnamishra2578
    @gyanarnamishra2578 Před 3 lety +4

    Excellent music,lyrics & singing & choreograph. Superb team work.congrats to TARANG MUSIC to present oriya cultures & traditions nicely in the song.Bande utkal Jajani.

  • @worldtechprojects9181
    @worldtechprojects9181 Před 3 lety +3

    Happy utkal divas

  • @Rosyparlourvlogs1234
    @Rosyparlourvlogs1234 Před 3 lety +2

    ଉତ୍କଳ ଦିବସ ର ଶୁଭେଚ୍ଛା ସମସ୍ତଙ୍କୁ

  • @ariyaanjana..5187
    @ariyaanjana..5187 Před 3 lety +1

    Bhut sundr song ...vandy utkal janani...🙏🙏🙏🙏