Chinha Batare Achinha Jhia | Odia romantic | Babul Supriya | Samir | Pram Anand | Sabitree Music

Sdílet
Vložit
  • čas přidán 29. 08. 2024
  • Melodious odia romantic song titled Chinha Batare Achinha Jhia ti from albom Malli Phula Gajara. Singer - Babul Supriya. Lyricist - Arun Mantri. Artist - Samir & Alina. It's a one of most papular song in odisha musical Market.
    Title:Chinha Batare Achinha Jhia
    Singer: Bollywood Singer Babul Supriya
    Album: Malli Phula Gajara
    Lyricist: Arun Mantri
    Music By : Prem Anand
    Artist : Alina & Samir
    Music Label: Sabitree Music
    #sabitreemusic #BabulSupriyo #ChinhaBatare #oldisgoldsongs
    #odiaromantic
    For more Superhit Odia Videos, Plz Subscribe to our Channel
    / sabitreemusicodia

Komentáře • 870

  • @pehchanparesh3180
    @pehchanparesh3180 Před 2 lety +78

    ଏବେ ବି ମୋ ଫୋନ୍ ରେ ସବୁ ପୁରୁଣା ପୁରୁଣା ଆଲବମ ସାଇତି ରଖି ଶୁଣେ ।। ହେଇପାରେ ଆଜିକାଲି ପିଲା ପସନ୍ଦ ନ କରି ପାରନ୍ତି କିନ୍ତୁ ମୋ ପାଇଁ ସେ ଗୀତ ନଥିଲା ପିଲା ଦିନ ମନେ ପକେବାର ସ୍ମୃତି ଥିଲା ❤️❤️❤️....କି feel କି lirycs କି acting ସତରେ ଫେରିଯାନ୍ତା କି ମୋ ପିଲାଦିନ 😫

  • @rakeshsahoo144
    @rakeshsahoo144 Před 2 lety +40

    ସେତେବେଳେ 2000-2005 ଓଡିଆ ଆଲବମ ଗୀତର ଯେଉଁ ଭଲ ପାଇବା ଥିଲା ଆଜିର ଗୀତ ରେ ଆଉ ସେ ନାହିଁ ।

    • @dibya63
      @dibya63 Před 3 měsíci

      କିଏ କହିଲା ଆଜିର ଗୀତ ରେ ନାହିଁ, human sagar, kuldeep, mantu churia, ଅମାନଂକର କୋଉ gotia ଗୀତ ତ ଖରାପ ନାହିଁ, milion milion view ତାଙ୍କ ଗୀତରେ ଯାଉଛି କେମିତି

    • @sagarsir6320
      @sagarsir6320 Před 2 měsíci

      Balle balle hotel bali

    • @TapanDas-ip4gz
      @TapanDas-ip4gz Před 27 dny

      Right

    • @TapanDas-ip4gz
      @TapanDas-ip4gz Před 27 dny

      ତମେ ଯାହା କୁହ ଯେତେ ବି ସିଙ୍ଗର ଆସିବେ କିନ୍ତୁ ପୁରୁଣା ଗୀତ ଆଉ ପୁରୁଣା ସିଙ୍ଗର ଙ୍କ ପରି କିହିବି ହେଇ ପାରିବେନି ହିମଂଶଗର ଯୋଉ ବାଳ ଗୀତ ଗାଉଛି ସମସ୍ତେ ଜାଣନ୍ତି, old is gold, best babul supriyo, best srikant gontam

    • @651563
      @651563 Před 12 dny

      ​@@dibya63😂😂😂😂😂

  • @gobinda2728
    @gobinda2728 Před 2 lety +81

    ଯେତେ ମନ ଦୁଃଖ ଥିଲେ ମଧ୍ୟ ଏ ଗୀତ ଶୁଣିଲେ ମନ ହାଲକା ହେଇଯାଏ .. ଆଉ ପ୍ରଥମ love କଥା ମନେ ପଡେ ... Miss you 😔😔😔 ... କୁନୁ + ରାନୁ..... ରାନୁ miss You

  • @deepakkumarbarik5667
    @deepakkumarbarik5667 Před 7 měsíci +89

    ଏଇ ମନ ଛୁଆଁ ଗୀତ ଟି 2024 ରେ କିଏ ଶୁଣୁଛ

  • @collectioncorner7679
    @collectioncorner7679 Před 2 lety +179

    ଏ ସମୟର ଗୀତ ପୁରୁଣା ସମୟକୁ ପୁଣି ଫେରେଇ ନେଇଯାଏ...ବଞ୍ଚିଥିବା ପର୍ଯ୍ୟନ୍ତ ଭୁଲି ହେବନି...💕

  • @sujatasbarsa7938
    @sujatasbarsa7938 Před 3 lety +64

    ସତ ରେ ଏ ଗୀତ ସହ ଜଡିତ ପିଲାବେଳ ର ସେଇ ସ୍ମୃତି ମନେ ପଡିଯାଏ ଆଜି ଖୁବ୍ ଆନନ୍ଦଦାୟକ ❤️❤️❤️❤️

  • @jayaprakashbehera7523
    @jayaprakashbehera7523 Před rokem +16

    Always Fav ❤️
    ଆଜି ବି ଏ ଗୀତ ଶୁଣିଲେ ନୂଆ ପରି ଲାଗେ
    ମନ କୁ ଛୁଇଁ ଲା ପରି ଗୀତ

  • @user-py1kz7oy2c
    @user-py1kz7oy2c Před 10 měsíci +9

    ସେତେବେଳର ଗୀତ ବହୁତ୍ ଭଲ ଲାଗୁଥିଲା
    ଆଉ ଆଜି ବି ସେଇ ଗୀତ ଶୁଣିଲେ ପଛ ଦିନକୁ ଫେରିଗଲା ଭଳି ଅନୁଭବ ହୁଏ...ଆଗରୁ ବହୁତ୍ ସୁନ୍ଦର ଗୀତ ଲେଖା ହେଉଥିଲା ଆଉ ଶୁଣିବାକୁ ବି ବହୁତ ମନ ହେଉଥିଲା.. ଆଉ ଏବେକାର ଗୀତ କିଛି ବି ଭଲ କରୁନାହାନ୍ତି ଶୁଣିବାକୁ ଭଲ ଲାଗୁନି....OLD IS GOLD❤❤❤

  • @sishirnaik1866
    @sishirnaik1866 Před 5 lety +658

    ସେତେବେଳେ ଏ ଗୀତ ଶୁଣିବାକୁ ବହୁତ ଭଲ ଲାଗୁ ଥିଲା ଓ ଏବେବି ଭଲ ଲାଗୁଛି ହେଲେ ସେ ବେଳର ଗୀତ ଓ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ କିଏ ତୋ ଆମ ପାଖରେ ଅଛନ୍ତି ଓ କିଏ ତୋ ଆମୋକୁ ଛାଡ଼ି ଚାଲିଗଲେଣି I love you All

  • @kaibalyadash2173
    @kaibalyadash2173 Před 4 lety +71

    ଏତେ ସୁନ୍ଦର ଗୀତ ମନ ଛୁଇଁଗଲା❤️❤️

  • @surendrabag750
    @surendrabag750 Před 4 lety +12

    ମୁଁ ନିଜକୁ ଗର୍ବିତ ଯେ ଏହି ସମୟରେ ଏତେ ସୁନ୍ଦର ଗୀତ ଗୁଡ଼ିକ ଥିଲା ମୋ ସମୟରେ,,, missing that moment ।,babulsuprio love u

  • @user-io5ok6my5x
    @user-io5ok6my5x Před 10 měsíci +6

    ଏହାକୁ ହିଁ କହନ୍ତି Old is Gold ❤️❤️ ଆଜି ବି ଏହି ଗୀତକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି

  • @aliyambhuyan8142
    @aliyambhuyan8142 Před 2 lety +20

    ମତେ ମନେ ପଡେ ପଛ ଦିନ କଥା , ଯେତେବେଳେ ମୁଁ old song 🎵🎵ଦେଖେ 😊☺☺love ❤❤u all

  • @sibanimahapatra4117
    @sibanimahapatra4117 Před 2 lety +26

    2004 ra ei 🎵songs. Very beautiful❤❤. Ebe bi mo hrudaya re achhi. Elina mora very favorite album heroine.

  • @futureodia1611
    @futureodia1611 Před 7 měsíci +7

    ଯେତେ ଦିନ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି ସେତେ ଦିନ ଏ ଗୀତ ମଧ୍ୟ ସମସ୍ତେ ଶୁଣି ଆନନ୍ଦ ଅନୁଭବ କରୁଥିବେ...

  • @santrusreema112
    @santrusreema112 Před 2 lety +4

    ଏ ସମୟ ର ଗୀତ ରେ ସ୍ୱର ସଙ୍ଗୀତ ଏବଂ ଅଭିନୟ ଉଚ୍ଚ କୋଟୀର । ଏ ଗୀତ ଶୁଣିଲେ ମୁଁ ପୁରୁଣା ଦିନ କୁ ଫେରିଯାଏ । ଏ ସମୟ ରେ ଅଭିନେତ୍ରୀ ମାନେ ସୁନ୍ଦରୀ ଥିଲେ , ନାଗ୍ନତ। ନଥିଲା👍

  • @sripatimohanty2015
    @sripatimohanty2015 Před 4 lety +68

    ଆପଣ ମାନେ ବହୁତ ସୁନ୍ଦର ଆଧୁନିକ ଗୀତ ଛାଡିବେ ମତେ ପୁରୁଣା ଗୀତ ଭଲ ଲାଗେ

    • @ronnikronnik104
      @ronnikronnik104 Před 4 lety

      tame 90s ra ki

    • @mukti664-r4z
      @mukti664-r4z Před 3 lety

      ହଁ ୯୦ଦଶକ ର ସଂଙ୍ଗୀତ ଶୁଣିବାକୁ ଭଲ ଲାଗେ ଆଉ ମନେ ପଡ଼ିଯାଏ ସେଇ ପିଲାଦିନ ସ୍ମୃତି😥😥

    • @lalindrabhoi249
      @lalindrabhoi249 Před 3 lety

      Mu b Sabubele puruna album sune

  • @KPLTV
    @KPLTV Před 3 lety +39

    The legendary song steel hit in 2021..😍

  • @anilkumarmallik8478
    @anilkumarmallik8478 Před 3 lety +60

    ପୁଣି ଆଉ ଥରେ ପୁରୁଣା ଏ ଗୀତ ସହ ପୁରୁଣା ଦିନ ପେରି ଆସନ୍ତା ତ କେତେ ଭଲ ହୁଅନ୍ତା

    • @sibananda.mahanta
      @sibananda.mahanta Před 7 měsíci

      Mu bi chahen Bhai love you all

    • @reetusrebarik7760
      @reetusrebarik7760 Před 4 měsíci

      Definitely come back kariba

    • @soumyadas6066
      @soumyadas6066 Před 3 měsíci

      Right

    • @kumarmitanofficial9631
      @kumarmitanofficial9631 Před 3 měsíci

      ପୁରୁଣା ଗୀତ ସିନା ଫେରିଆସି ପାରିବ, ହେଲେ ସେ ପୁରୁଣା ଦିନ କି ସେ ପୁରୁଣା ନାୟିକା ଆଉ କେବେବି ଫେରିବ ନାହିଁ. ମୁଁ ବି ବହୁତ miss କରୁଛି ସେ ଦିନ ଆଉ ସ୍ମୃତି ସବୁ

    • @GaneshDas-rl7hs
      @GaneshDas-rl7hs Před 3 měsíci

      Right katha bhai

  • @SureshNayak-ok2ds
    @SureshNayak-ok2ds Před 4 lety +33

    Ae gita ti jete sunilebi nua nua lage 👌👌my old memories 🎶song🎸🎸🎻🎸

  • @rksofm
    @rksofm Před 3 lety +42

    Missing album era of odisha..
    2000-2009

  • @kaibalyabaral1822
    @kaibalyabaral1822 Před 5 lety +82

    Golden period of odia albums .....
    Request to Production House ..plz Remake this type of song again...

    • @devraazbarik1833
      @devraazbarik1833 Před 5 lety +1

      Satare bohut bhala huanta.....

    • @sankarsenapati7876
      @sankarsenapati7876 Před 3 lety

      Ha satare

    • @Politics78900
      @Politics78900 Před 2 lety

      I also requesting them to back again those songs , the soul of ODIA album industry , when I heard these songs , I back to my old days ................
      Really that was the golden period of ODIA album.....

    • @vlogger2332
      @vlogger2332 Před 2 lety +2

      Remake na hau brother.remake hele human sagar ki aau kehi eve ka singer gaibe.jauta ki se maja lagibani sunibaku jaha original gita re maja laguchi

    • @pdlite4101
      @pdlite4101 Před 2 lety +1

      Ebe bi bhala gita hauchhi ...kintu bhala gita Sankhya tike kamijaichhi..

  • @rkdtoka6385
    @rkdtoka6385 Před 3 lety +24

    ବାବୁଲ ସୁପ୍ରି୍ୟୋ ଓଡ଼ିଆ ଆଲବମ ଜଗତର ବାଦଶାହ

  • @malayakumarbiswal5445
    @malayakumarbiswal5445 Před 7 měsíci +3

    ଏହି ଗୀତଟି ହୃଦୟ ସ୍ପ୍ରସି ଧନ୍ୟବାଦ୍ ବାବୁଲ ସୁପ୍ରୀୟ ସାର

  • @pradeepkumarpkp1360
    @pradeepkumarpkp1360 Před 3 lety +25

    Babul Supriyo best singer very soothing voice, today's singer can't match his level of singing

  • @SDnayak07
    @SDnayak07 Před 5 lety +31

    Sate Bale loka nkara mind makeup vla thila vla gita jmt music semt aau voice super thila abe loka kharap hale kharap gita kharap vdo. Income pai ijat bikri kari dauchanti Film industry .really i love Old is the gold. I really salutes

  • @Kituparaja
    @Kituparaja Před 5 lety +34

    Old is Gold ..Album ..👍🎸
    Jaha ki Ajikali This type Odia Cinema re hehunahi....

    • @shaktisekhardash118
      @shaktisekhardash118 Před 2 lety

      Ajikali gita ra kichhi bi meaning nahin.
      Odia, English, hindi langage mix kari deuchhanti.

  • @r.naik.haribol
    @r.naik.haribol Před měsícem

    ହଇରେ ସମୟ ସେଦିନ କେତେ ମଜା ଲାଗୁଥିଲା ଏଭଳି ଗୀତ କୁ ନୂଆ ନୂଆ ପିଲାଳିଆମୀ ମୋନ କେତେ ଆନନ୍ଦ ଲାଗେ l ଆଜି ଏ ଗୀତ ଶୁଣିଲେ ଲାଗେ କାସ ସେ ସମୟ କୁ ଫେରି ଯାଆନ୍ତି 😔

  • @akshayakumar8712
    @akshayakumar8712 Před rokem +2

    So Beautiful Song ❤️💝❤️ ଅତି ସୁନ୍ଦର ଗୀତଟି ମନକୁ ଛୁଇଁଲା ଭଳୀ ଗୀତଟି 💝💖💝💖

  • @pkstar158
    @pkstar158 Před 2 lety +1

    Pura odia.... Bohut sundor gito te
    Aji.. Bi sunile mono khusi heijae..... Emiti gito ebe auu nahin....

  • @prakashbiswalbhadrak5460
    @prakashbiswalbhadrak5460 Před 5 lety +82

    ମୁଁ ଚାହୁଁଛି ଏହି ପୁରାତନ ଗୀତ ଆଉ ଥରେ ପୁନର୍ବାର ହ‌ଉ

  • @LALITENDU
    @LALITENDU Před měsícem

    ଏ ଗୀତ ଶୁଣିଲା ପରେ ପୁରୁଣା କଥା ସବୁ ମନେ ପୋଡ଼ିଯାଏ ❤❤❤

  • @mansi_1dec
    @mansi_1dec Před 5 lety +149

    ସେତେବେଳେ ପ୍ରକୃତ ରେ ଅଭିନୟ ଥିଲା setebelara heroine mane ବାସ୍ତବରେ sundar ଥିଲେ ନଗ୍ନ ନଥିଲେ, ଆମେ ଆପଣକୁ miss କରୁଛୁ ଏଲିନା mam ଆଉ ସମୀର ଭାଇ

  • @mr.soumya8368
    @mr.soumya8368 Před rokem +55

    Babul Supriyo is the emotion of 90s kids ❤️

  • @NarendraSingh-sz1df
    @NarendraSingh-sz1df Před rokem +4

    2023 ଜଉ ଲେଜେଣ୍ଡ ମାନେ ଏଇ ଗୀତ ଶୁଣୁଛନ୍ତି ସେଇମାନେ like କରନ୍ତୁ 👍❤🥰 old is gold ❤️🥰 love this song

  • @user-jg4bk9vy9o
    @user-jg4bk9vy9o Před 8 měsíci +1

    ଗୀତ ଶୁଣି ଲାଗୁଛି ଆଯିବି ତ ମନରେ ମୋ ପାଇଁ କଛି ଅଛି ,ଯାହା କୁ ସେ କହି ପାରୁନି ❤❤

  • @SURYA1997
    @SURYA1997 Před rokem +2

    ପୁରୁଣା ଗୀତ ଶୁଣିଲେ ମୋ ପ୍ରଥମ ପ୍ରେମ କଥା ମନେ ପଡେ.....

  • @kumarkumar-bs8qq
    @kumarkumar-bs8qq Před 2 měsíci

    କେତେ ଭଲ ସେ ପୁରୁଣା ଦିନ ଆଜି ମନେ ପଡିଲେ ଆଖିରୁ ଲୁହ ଆସି ଯାଉଛି.. କେବେ ଭୁଲି ହବନି 🫡🫡🫡....🙏🙏🙏

  • @lijupradhan3037
    @lijupradhan3037 Před 7 měsíci +1

    ପିଲା ଦିନ ତଥା ସ୍କୁଲ୍ ଦିନର ଅନେକ ଅଭୁଲା ସ୍ମୃତି ଏ ଗୀତ ସହ ଯୋଡ଼ି ହୋଇ ରହିଛି

  • @hinapradhan4273
    @hinapradhan4273 Před 8 měsíci +2

    ଅତି ସୁନ୍ଦର ସଙ୍ଗ ଟିଏ ❤❤

  • @sudarshanbehera5748
    @sudarshanbehera5748 Před 2 lety +1

    ପୁରୁଣା ସ୍ମୃତି ମନେପକାଇ ଦେଉଛନ୍ତି ଏ ସୁନ୍ଦର ଗିତ ଟି❤️❤️❤️❤️❤️

  • @MsTatasasa
    @MsTatasasa Před 4 lety +35

    A nostaglic composition... Cannot be faded till ages....

  • @govindsaroj6037
    @govindsaroj6037 Před 4 lety +28

    Prem Anand always evergreen...

  • @a4dharuaclicks920
    @a4dharuaclicks920 Před 6 lety +14

    Miss Those Days Yaar kana din thila kana memorable Tyms

  • @dilipsahu8054
    @dilipsahu8054 Před 4 lety +20

    We lost our very important times those days

  • @ameeyasamal681
    @ameeyasamal681 Před 4 lety +2

    Ehi song dekhile College life bahut manepade. Heart ku chhuin jae

  • @jairaj8085
    @jairaj8085 Před 4 lety +13

    🔐 down re kia kia sunucho hit like

  • @priyambadamishra7687
    @priyambadamishra7687 Před 6 lety +16

    Old is always gold & melodious 😍😍😍😍😍😍

  • @munathewriter1234
    @munathewriter1234 Před rokem +1

    ଅର୍ଚ୍ଚିତା ଦେଖିବା ପାଇଁ ଭଲ ଯେ ହେଲେ ଉଧଣ୍ଡି ଆଉ ଚେଗିନି ଆଉ ବେଶ୍ୟା କହିଲେ ବି ଅତୃପ୍ତି ହେବ ନାହିଁ କାରଣ ବର୍ଷା ଦେଖିବା ପାଇଁ ଇଆ ଠାରୁ ସୁନ୍ଦର୍ ବହୁତ ସୁନ୍ଦର୍ ଆଉ ତାର ଶରୀର ଯେମିତି ସୁନ୍ଦର ତା ପ୍ରକୃତ ଚରିତ୍ର ବି ସେମିତି ହେଲେ ଅର୍ଚ୍ଚିତା ବହୁତ୍ ଅସଭ୍ୟ ହିରୋଇନ୍ ଆଉ ଚରିତ୍ର ହୀନ ସେଇଥି ପାଇଁ ଦିତ୍ୟ ବିବାହ କରିଥିବା ହିରୋ ସଭ୍ୟାସଚି କୁ ବାହା ହେଲା haa haaaaaaaaaàa 😜😜😜🤪😜 ବିବାହ ମାନେ ନୁହଁ characterless Ku ବାହା ହୋଇ ଜିବନ କୁ ନଷ୍ଟ କରିବା ok

  • @sagardas4098
    @sagardas4098 Před 3 lety +3

    Evergreen song my favorite
    Babul Supriyo my favorite singer Love u Babul Supriyo

  • @ranjitpalatasingh6648
    @ranjitpalatasingh6648 Před 2 lety +1

    ଆଜି କାଲି କ। ପିଲା ଏ ଗୀତ ର emotion ବୁଝିବେ ନାହିଁ ସେମାନେ foreign culture ku follow କରୁଛନ୍ତି

  • @ergyanaranjanpintu1573
    @ergyanaranjanpintu1573 Před 2 lety +1

    Sabitri music all album super hit.
    Also movie super hit.
    Sahar jaluchi,
    Samaya kheluchi chaka bhaunri,
    To akhi mo Aina,
    Tu eka ama Saha bharasa.

  • @bhaskarbehera5443
    @bhaskarbehera5443 Před měsícem

    ଏ ସବୁ ପୁରୁଣା ଗୀତ ମନ ଦୁଃଖ ଥିଲେ ବି ମନଟା ଖୁସି କରିଦିଏ

  • @tapaswinipatra6904
    @tapaswinipatra6904 Před 4 lety +2

    Mo childhood ra song...but mu aji b sunibaku vala pae ....bohut badhia lage ...Babul suprioy hv a amazing voice ...😁

  • @bikrambehera6922
    @bikrambehera6922 Před 4 lety +4

    Nice romantic song by Babul Supriyo

  • @arvindbehera1113
    @arvindbehera1113 Před 3 měsíci

    In each Odia song, Babul Supriyo's expressive voice conveys profound emotions, creating a heartfelt connection with listeners.❤

  • @janmejayanayak4113
    @janmejayanayak4113 Před 4 lety +8

    It's best music editing .this period golden period of odia music industry .any one listen many as song feal super cool..........if I God any miracle power and return past for feel better ........

  • @manasrsnjanbehera5577
    @manasrsnjanbehera5577 Před rokem +1

    ପିଲା ଦୀନ ପ୍ରେମ କଥା ମନେ ପଡ଼ିଲା,, ଛାତି ଧକ୍ ଧକ ହେଇଗଲା,,

  • @jitendrasahoo8803
    @jitendrasahoo8803 Před 5 lety +15

    Aama belara gita kete sundar thila 👌👌

  • @rinkustatusguru5749
    @rinkustatusguru5749 Před rokem +4

    Babul Suprio is my favourite singer forever 🙏🙏🙏

  • @karnarana4016
    @karnarana4016 Před 18 dny

    Old is gold bro Mane padijae puruna katha Gita suni

  • @ajayabehera2188
    @ajayabehera2188 Před 5 lety +4

    Bahut sundar ea music voice bahut sundar songs My favourite

  • @rajuganik1643
    @rajuganik1643 Před rokem +1

    ବହୁତ ସୁନ୍ଦର ଗିତ---😊👌

  • @sumantakumarnathi929
    @sumantakumarnathi929 Před 2 lety +1

    ଏତେ ସୁନ୍ଦର ଗୀତ ମନ ଛୁଇଁ ଯାଉଛି
    ଜୟ ଜଗନ୍ନାଥ

  • @sangitamahapatro2903
    @sangitamahapatro2903 Před 4 lety +7

    Beautiful song as always....my favourite...

  • @anilprabhakargouda5231
    @anilprabhakargouda5231 Před 3 měsíci

    yesterday = "yes tera day" , thought process, root of life, memory of the time, time line of the mood etc..... there are lots of word i cant speak ..... its all evergreen

  • @myodisha678
    @myodisha678 Před rokem +16

    At that time, Babul Supriyo was the king of Odia Album industry 🎧🎧🎧

  • @user-zl7ho5yr6t
    @user-zl7ho5yr6t Před 3 měsíci +1

    ପୁରୁଣା ଗୀତ ସୁଣିବା ଟା ଟିକେ ନିଆରା ହୋଇ ଥାଏ

  • @deepaknk9257
    @deepaknk9257 Před rokem

    ଏଇ ଗୀତଟି ଶୁଣିବା ପରେ ଲାଗୁଛି ମୋ ପାଇଁ ବି କିଏ ଗୋଟେ ଅପେକ୍ଷା କରିଥିବା 😊 2:23

  • @jenavlogger90
    @jenavlogger90 Před 2 měsíci

    ପୁରୁଣା ସ୍ମୃତି ତାଜା ହେଇଗଲା

  • @winnieenayak
    @winnieenayak Před 11 dny

    Evergreen song of Odisha ❤❤

  • @kodandareddy4984
    @kodandareddy4984 Před 2 lety +1

    ଏମିତି ଗୀତ ଆଉ ଆସିବ ନାହିରେ ଭାଇମାନେ ଏବେ sabu ଗୀତ ବେକରିଆ

  • @sisirasahu7817
    @sisirasahu7817 Před rokem +4

    In every situation u feel better when U listen these golden period song even better than today's song👌👌👌👌👌👌👌👌

  • @x_suman__sk.004
    @x_suman__sk.004 Před 2 lety +2

    Babul Supriyo talented singer

  • @rajeosh
    @rajeosh Před 7 měsíci

    Bahi Purna odia album Gita re jou maza kouthi milibani 🎉❤❤❤❤

  • @MrKumar-fh9hc
    @MrKumar-fh9hc Před 2 lety

    ଏତେ ପୁରୁଣା ଗୀତ ହେଲେ ବହୁତ୍ ହୃଦୟ ସ୍ପର୍ଶୀ l ଆଉ ଥରେ କାସ ଫେରିଆସନ୍ତା କି ସେ ପିଲାଦିନ l❤️❤️❤️❤️❤️❤️❤️

  • @ruturajabasanta7900
    @ruturajabasanta7900 Před 3 lety +1

    Nua kahanira nua nayika .super song

  • @dinabandhumahakud6697
    @dinabandhumahakud6697 Před 5 lety +10

    Always my favorite.

  • @jitendrakumaralwayswhite8709

    Babul Supriyo every odia song feels like sung by me. Like own song ❤

  • @santoshbehera8616
    @santoshbehera8616 Před 5 lety +4

    Babul supryio heart touching voice

  • @abhayamohanty8622
    @abhayamohanty8622 Před rokem +1

    Avula memory.dont forget it.babul da super singer.

  • @balaramsahoo3519
    @balaramsahoo3519 Před rokem

    ଏଇ ଗୀତ 2023 re super hit❤❤❤❤❤

  • @gangarambindhani5235
    @gangarambindhani5235 Před 2 lety

    Mu ditiyo srenire podhu thili. Kanak prabha Mahanta didi ei gitoku suni class re kohu thile bohut bodhia gitota. Mu kanak didi nku 2008 ru auu dekhini. Se mote bohut vol Pau thile. I miss her. Se ebe kou school re ochhonti Janini. She is very very careful teacher.

  • @surjyapanda7674
    @surjyapanda7674 Před rokem +1

    Best Voice of Babul supriyo 👌

  • @tapanpanda5870
    @tapanpanda5870 Před 5 lety +25

    The real definition of sweet music

  • @PravatBarik-rw4ou
    @PravatBarik-rw4ou Před měsícem

    Jete dekhilebi sabu bele bhala lage old is gold

  • @chinmayapodh9233
    @chinmayapodh9233 Před 5 měsíci

    ଯେତେ ପୁରୁଣା ହେଲେ ବି ସତ ଆହୁରି ନୂଆ ଲାଗେ

  • @Prakashnayak-zw5fo
    @Prakashnayak-zw5fo Před měsícem

    Kie kie sunucha july 17 2024 re
    Like kara

  • @Smruti_Acharya
    @Smruti_Acharya Před rokem +1

    Woow...Heart touching song

  • @monymishra6537
    @monymishra6537 Před 6 lety +4

    sameer sir really super song

  • @abinashdalei4840
    @abinashdalei4840 Před rokem

    My favorite singer Babul Supriyo 👍👍👍👍. I like all odia songs sings by B S.

  • @AswinikumarSethi-qx1hz
    @AswinikumarSethi-qx1hz Před rokem +1

    Aei gita bahut sundar bhala achhi

  • @rajatkumar1873
    @rajatkumar1873 Před 2 lety

    ମୋ ପିଲା ବେଳ ଗୀତ ସୋ ମନ କିଣି ନିଏ ❤️❤️❤️

  • @tapanmishra1655
    @tapanmishra1655 Před 2 lety

    Pila dina ra smruti sabu mane padi jae ehi Gita guda sunile.... forever 💚💚 green song

  • @balrampradhan5283
    @balrampradhan5283 Před 4 lety

    Odisha. ଗଞ୍ଜାମ. ଓଡ଼ିଆ. ସାଙ୍ଗ.🍁

  • @debashishray2036
    @debashishray2036 Před 2 měsíci

    2004 is best.
    I am a big Fan of Bibhu Kishore Sirji.

  • @kumarswadhinbapun
    @kumarswadhinbapun Před 5 lety +7

    Babul supriyo my heart...i love u dada..ky voice he.

  • @gkhandei2973
    @gkhandei2973 Před 2 lety

    ଏଇ ଗୀତ ସବୁ ବେଳେ ନୂଆ ଲାଗେ...

  • @kesharikumar188
    @kesharikumar188 Před 2 lety +1

    Wow wonderful song...

  • @aryavidos8446
    @aryavidos8446 Před 2 lety

    ବାବୁଲ ସୁପ୍ରିୟୋ ମୋର ପ୍ରିୟ କଣ୍ଠ ଶିଳ୍ପୀ .