ଆଜି ହିଁ ଚଲାନ୍ତୁ John Deere 5045D Power Pro 4WD || John Deere 5045D Power Pro 4WD Walk Around.

Sdílet
Vložit
  • čas přidán 26. 08. 2024
  • ପି.ଜି.ଏଲ୍ ଏଗ୍ରୀଟେକ ହେଉଛି ଓଡ଼ିଶାର ଅଗ୍ରଣୀ ଜନ ଡିୟର ଟ୍ରାକ୍ଟର ଶୋରୁମ । ଛଅ ବର୍ଷ ଧରି ଓଡ଼ିଶାର ଗ୍ରାହକ ମାନଙ୍କୁ ସେବା ଯୋଗାଉଥିବା ଏହି ଶୋରୁମ ୧୨୦୦ ରୁ ଅଧିକ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ସହ ବିଶ୍ୱାସ ଭାଜନ ହୋଇ ପାରିଛି ।
    ଏହି ଶୋରୁମ ନିଜ ଗ୍ରାହକ ମାନଙ୍କ ଘରକୁ ଯାଇ ହିଁ ସେବା ଯୋଗାଇ ଦେଇଥାଏ ।
    ଏହି ଭିଡ଼ିଓରେ ଆମେ ଜନ ଡିୟର କମ୍ପାନୀର ୫୦୪୫ଡ଼ି - ୪ ଡବ୍ୟୁ.ଡ଼ି ମଡେଲର ସମସ୍ତ ଟିକନିକ ତଥ୍ୟ ସହ ଗୁଣବତ୍ତା ବାବଦରେ ଆଲୋଚନା କରିଛୁ ।
    ଉପହାର :
    ଜନ ଡିୟର କମ୍ପାନୀର ଯେକୌଣସି ଟ୍ରାକ୍ଟର କ୍ରୟ ଉପରେ ପି.ଜି.ଏଲ୍ ଏଗ୍ରିଟେକ ଦେଉଛି ୧୦୦ ଗ୍ରାମର ରୂପା ମୁଦ୍ରା ଉପହାର / ମାଗଣା ।
    ସର୍ତ୍ତାବଳୀ: ୧୫ ନଭେମ୍ବର ପର୍ଯ୍ୟନ୍ତ ଏହି ଅଫର ବଳବତ୍ତର ରହିବ।
    ପି.ଜି.ଏଲ୍ ଏଗ୍ରିଟେକ ଯୋଗାଯୋଗ:
    ଅଧିକ ବିବରଣୀ କିମ୍ବା ମାଗଣା ଡେମୋ ପାଇଁ ଯୋଗାଯୋଗ କରନ୍ତୁ । ୭୭୮୮୦୦୧୦୯୮ , ୮୧୧୪୩୭୩୨୩୩
    ଶୋରୁମ ଠିକଣା : ପ୍ଲଟ ନମ୍ବର- ୫୦୯ , ରସୁଲଗଡ଼ ଛକ , ଭୁବନେଶ୍ୱର - ୭୫୧୦୧୦ , ଓଡ଼ିଶା
    ଆମ ଶାଖା- ଭୁବନେଶ୍ୱର , ପୁରୀ , ଖୋର୍ଦ୍ଧା , ପିପିଲି, ବାଣପୁର
    ଆମ ସହ ଯୋଡ଼ି ହୁଅନ୍ତୁ: www.pglagritec...
    ଇମେଲ: jdsales@pglgroup.in
    Google My Business: g.page/r/CQ4O1...
    Facebook: / pglagritechbhubaneswar
    Instagram: / pgl_agritech
    CZcams Channel:
    • PGL AgriTech
    -----------------------------------------------------------------------
    -----------------------------------------------------------------------------
    #johndeere #tractor #review
    This video is an influencer marketing work in association with viral since (A unit of Nezler Technologies)
    To promote your brand with us call us at 9937342453
    Or visit: www.viralsince...

Komentáře • 81