ଚାଇନା ଲୋକ କଣ୍ ପାଇଁ ଖେଳନ୍ତି ନାହିଁ CRICKETE || Congratulation team India

Sdílet
Vložit
  • čas přidán 29. 06. 2024
  • ଚାଇନା ଲୋକ କଣ୍ ପାଇଁ ଖେଳନ୍ତି ନାହିଁ CRICKETER || Congratulation team India #mutraveller
    #travel #labahansda

Komentáře • 870

  • @madheiyogendra
    @madheiyogendra Před 4 dny +343

    ମୟୂରଭଞ୍ଜ କିଏ କିଏ ଦେଖୁଛ ଲବ ଭାଇ ପାଇଁ ଗୋଟେ ❤ ହେଇଯାଉ

  • @Madhaba_Dora
    @Madhaba_Dora Před 4 dny +82

    IND 🇮🇳 T20 World Cup ଜିତିଗଲା , ସେଥିପାଇଁ ସମସ୍ତେ ଲାଇକ୍ କର 👍👍👍👍👍👍

    • @user-kv7rb6tg7h
      @user-kv7rb6tg7h Před 4 dny

      China jo dino cricket khelibo. Sabu desho. Se dino chini bikibaku poleibo

    • @statusloveskanha2918
      @statusloveskanha2918 Před 3 dny +2

      ତୁ ମେନ୍ଧାଗିହା ଏତେ ଦିନ କୁଆଡେ ଯାଇଥିଲୁ 😂

    • @DebadattaKumbha-bp5jg
      @DebadattaKumbha-bp5jg Před 3 dny

      😂😂​@@statusloveskanha2918

    • @BholeswarParida
      @BholeswarParida Před 2 dny +1

      ଭାଇ ତୁ ଗୋଟେ youtub ହ ହେଲା ଭଲ ହବ 😅😅

  • @nk_creations4694
    @nk_creations4694 Před 4 dny +155

    ଓଡ଼ିଶା ରେ ଯେତେ youtubers ଆଉ ବ୍ଲଗରସ୍ ଅଛନ୍ତି ତାଙ୍କ ଠାରୁ ଲବ ଭାଇ ହେଉଛନ୍ତି ୟୁନିକ୍ ଆଉ ବହୁତ୍ intresting ......
    Love from 📍📍KERALA 🥰

  • @kumarajayofficial
    @kumarajayofficial Před 4 dny +77

    ଲବ ଭାଇ ଚାଇନା ରେ ସ୍କୁଲ କଲେଜ ପିଲାଙ୍କୁ କେତେ🤔🤔🤔 Advance Technology ରେ ପାଠ ପଢା ହେଉଥିବ || ଗୋଟିଏ Request Education video କରିବା ପାଇଁ ଜାଣିବାକୁ ଇଚ୍ଛା କରୁଛି।। ଲବ ଭାଇ ଚାଇନା ରେ Advance Train, Advance Technology ବହୁତ ସବୁ ସହରରେ ଦେଖି ବାକୁ ପାଇଲି, ଆଉ ମତେ ବହୁତ ଭଲ ଲାଗିଲା, ଆଉ ଅଧିକ ଦେଖିବା ପାଇଁ ଇଚ୍ଛା କରୁଛି💔💔💔💔💔💔💔💔💔💔😭😭😭😭😭😭♥️♥️♥️♥️♥️♥️👍👍👍👌👌💯❤❤❤❤❤❤

  • @ROSTER232
    @ROSTER232 Před 4 dny +62

    ଧନ୍ୟବାଦ୍ ଲବ ଭାଇ ତମ ପାଇଁ ଚାଇନା ର ସବୁ ଜାଗା ଦେଖି ପାରୁଚୁ ଲୋଭ ଉ ଲବ ଭାଇ

    • @purnatiria237
      @purnatiria237 Před 4 dny +1

      Anya channel re video pakao ki nahin hele ମୁଁ Traveller re Sabudina video asuchhi bahut bhala laguchhi... Thank you so much Laba Bhai ...

  • @anupamadas6512
    @anupamadas6512 Před 4 dny +7

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗୁଛି । ଖାଇବା ଓ ପିଇବା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ନିଜର ଦେହ ପ୍ରତି ଯତ୍ନ ନେବା ଉଚିତ୍ ।

  • @SLF__RAJESH
    @SLF__RAJESH Před 4 dny +121

    କେବକ ଲବ ଭାଈ Fans ଲାଇକ୍ କର ଜୟ ଜଗନ୍ନାଥ ❤😊

  • @user-pn6kk5dx9f
    @user-pn6kk5dx9f Před 4 dny +20

    india world Cup jitila kia kia khusi achha 😉😇😍

    • @user-ss4oe7no2v
      @user-ss4oe7no2v Před 4 dny +1

      Bhaiya gali mot Dena😂 India won by 7 runs 🗣️ thala for a reason 😜😅

  • @Madhaba_Dora
    @Madhaba_Dora Před 4 dny +21

    ଯେଉଁମାନେ ଲବ ଭାଇଙ୍କ ବ୍ଳୋଗ୍ ଭିଡିଓ ଦେଖିବାକୁ ପସନ୍ଦ କର ❤️....👍👍👍1M Coming Soon 🎉 Adv Congratulations 🎉🎉🎉🎉🎉🎉🎉🎉

  • @benudharabehera5021
    @benudharabehera5021 Před 4 dny +26

    ଲବ ଭାଇ ଆପଣଙ୍କୁ ମୋର ପ୍ରଣାମ 👏ବହୁତ ଭଲ ଭ୍ରମଣ କରୁଛନ୍ତି ଆପଣ ଟିକେ ଶ୍ରୀଲଙ୍କା କୁ ଯିବେ ଯଦି ଭାଇ ହୁଅନ୍ତା

  • @Naranmarndi46
    @Naranmarndi46 Před 4 dny +37

    ଚିନ ଦେଶ ର ବିଚାର ଧାରା ନାସ୍ତିକ ଅଟେ।
    ଦେଶ ବିକାଶ କରିବା କୁ ହେଲେ ଅନ୍ଧ ନ ହୋଇ ନାସ୍ତିକ ଓ ତର୍କ ଶିଳ ହେବାକୁ ପଡିବ ❤
    ଜୟ ଆଦିବାସୀ ❤
    ଜୟ ସଂବିଧାନ ❤

  • @hrudanandasankhua5824
    @hrudanandasankhua5824 Před 4 dny +7

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @hoknowledgeodisha
    @hoknowledgeodisha Před 4 dny +40

    ମୁଁ ବି ଦିନେ ଭାଇ ଭଳି vloger ହେବି ଆଜି ମୋର 4000 Subscribe Complete ହେଲା 🎉🎉

    • @alokkumarkhuntia9137
      @alokkumarkhuntia9137 Před 3 dny +1

      ଭାଇ ତମ ଭିଡିଓ ଦେଖିବାକୁ ବହୁତ୍ ଭଲ ଲାଗେ ତମ ପାଇଁ ଆମେ ସବୁ ଯେଗା ଦେଖି ପାରୁଛୁ i love you bro ଭଗବାନ ତମକୁ ଭଲରେ ରଖନ୍ତୁ 🙏🙏

    • @iamTrueINDIAN123
      @iamTrueINDIAN123 Před 2 dny

      Bhai blog chadi de..

  • @surendraguin6297
    @surendraguin6297 Před 4 dny +2

    ଜୟ ମା ତାରିଣୀ

  • @SHREYAGURUNG123
    @SHREYAGURUNG123 Před 4 dny +12

    Wow so nice❤

  • @ROSTER232
    @ROSTER232 Před 4 dny +21

    ମୁଁ ତମର ଗୋଟେ ବି ଭିଡିଓ ମିସ କରେନି
    ଭାଇ ମୋର ଗୋଟେ ଡ୍ରିମ୍ ଅଛି ତମ ସହ ଗୋଟେ ସେଲ୍ଫି ନେବି❤❤

  • @PILCHURAMBESHRA
    @PILCHURAMBESHRA Před 4 dny +2

    Laba Bhai National vlonger ...very nice

  • @chumukieating
    @chumukieating Před 3 dny +3

    India team T20 ୱାଲୋଡ଼ କପ ଜିତିଲା 🇮🇳 ଆପଣ ଙ୍କ ମତରେ ଶ୍ରେୟ କାହାକୁ ଦବ.. ମୋ ମତରେ team India କୁ 🇮🇳🇮🇳🇮🇳

  • @BramhanandaKanhar-tn5eh
    @BramhanandaKanhar-tn5eh Před 4 dny +10

    ଫାଷ୍ଟ ଲାଇକ ଲବ ଦାଦା ❤❤❤

  • @TheCrickDream_279
    @TheCrickDream_279 Před 4 dny +4

    Finally ମୁଁ comment କରିଥିବା ଜାଗା ZHANGJIAJIE, CHINA ରେ ଲବ ଭାଇ ପହଞ୍ଚି ଗଲେ So, thank you so much Laba vai🥰

  • @hemantabahera8047
    @hemantabahera8047 Před 4 dny +32

    ଶୁଭ ସକାଳ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤

  • @GotiMuktiAndolan_Odisha
    @GotiMuktiAndolan_Odisha Před 4 dny +4

    ଲବ ଙ୍କର ସମସ୍ତ ଭିଡିଓ ମୋତେ ଭଲ ଲାଗେ କାରଣ ସେଥିରେ ସୂଚନା ସହିତ ଶିକ୍ଷା ମଧ୍ଯ ଥାଏ

  • @G.PayalPriyadarshini
    @G.PayalPriyadarshini Před 4 dny +5

    ଭାଇ ଆଣ୍ଡାମଣିକୋବର୍ ଦୀପପୁନଜ କୁ କେବେ ଯିବ??😢😢😢😢😢

  • @rameshbesra2594
    @rameshbesra2594 Před 4 dny +4

    T20 World Cup...2024 champion... India....🎉🎉🎉 Congratulations 👏👏👏 to❤se... from jharkhand... Johar ✌️✌️✌️

  • @aadilifestyle7378
    @aadilifestyle7378 Před 4 dny +5

    ଜୟ ଜଗନ୍ନାଥ love from କେନ୍ଦ୍ରାପଡ଼ା❤❤❤

  • @kulamanipatra
    @kulamanipatra Před 4 dny +10

    Nice Shearing And Explore 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞

  • @user-yk7gh8sk3c
    @user-yk7gh8sk3c Před 4 dny +2

    Thakurmunda m.b.j love you Loba bhai

  • @narayanraha4267
    @narayanraha4267 Před 4 dny +4

    ଧନ୍ୟବାଦ୍ , ବହୁତ୍ ସୁନ୍ଦର୍ ହୋଇଛି ଏ video ତା .

  • @susantakumarnanda4875
    @susantakumarnanda4875 Před 4 dny +3

    I❤ ଲବ ହାଁସଦା ଭାଇ

  • @RinkuExperimentToys
    @RinkuExperimentToys Před 4 dny +18

    କାଲି ମୋର ଭାଇ collector promotion DM ହୋଇଯାଇଛି ମୁଁ ବହୁତ ଖୁସି ଅଛି ଜୟ ଜଗନ୍ନାଥ

  • @robikatbodakatbondha8612

    NICE VIDEO BHAI ❤❤

  • @Satyaopstatus
    @Satyaopstatus Před 4 dny +5

    Jay jaganatha swami . Love you Laba bhai

  • @ananthvarun9159
    @ananthvarun9159 Před 4 dny +8

    Moro past like rayagada district ru jai jagannath 🙏🙏👍👍👍

  • @NandakiswarMallick
    @NandakiswarMallick Před 4 dny +1

    ଜୟ ଶ୍ରୀଜଗନ୍ନାଥ ଲବବେଟା ଧନ୍ଯବାଦ ❤❤❤❤❤❤

  • @LaxmanNaik-e8w
    @LaxmanNaik-e8w Před 4 dny +2

    ଲୋବ ଭାଇ ବୋହୁତ ଭଲ ଲାଗିଲା ଭିଡ଼ିଓ Jay Jagannath 👏👏👏👏👏

  • @RaniPari-jt5rl
    @RaniPari-jt5rl Před 4 dny +9

    ଲବ ଭାଈ ଜୟ ଜଗନ୍ନାଥ ❤ ଭାଈ ଚାଇନା ର ପୋଲିସ କୁ ଦେଖାଅ କେମିତିକା ଆମେ ଦେଖିବୁ ❤😊

  • @tarashansdah5976
    @tarashansdah5976 Před 4 dny +5

    Jou Mane laba Bhai ra struggle pasand karucho gote like kara ❤❤❤

  • @littlequeenrakhi
    @littlequeenrakhi Před 4 dny +3

    ଆମ ଦେଶ ଓ ରାଜ୍ୟ ସରକାର ଓ ଜନତା କେବଳ ନିଜ ସୁବିଧା ହାସଲ ପାଇଁ ଉଦ୍ୟମ ଦେଶ ରାଜ୍ୟ ଉନ୍ନତୀ କିପରି ହେବ

  • @manojsamal737
    @manojsamal737 Před 4 dny +4

    ଜୟ ମା ଭଦ୍ରକାଳୀ

  • @ChhabiloJani
    @ChhabiloJani Před 4 dny +2

    ❤❤❤❤❤❤ଭାଇ ଭାଇ ଭାଇ ❤❤❤❤❤❤

  • @munanayak-4590
    @munanayak-4590 Před 4 dny +1

    Bhala video thila
    Laba bhai jay Gagannath

  • @user-dw3gq9yx7v
    @user-dw3gq9yx7v Před 3 dny +2

    ଭାଇ ଚାଇନା ଭିଡିଓ ଦେଖି ବହୁତ ଖୁସି ଭାଇ ଚାଇନାର ବେଙ୍ଗ,ସାପ ଖାଉଥିବାର ଦେଖାଅ❤❤

  • @subham1954
    @subham1954 Před 4 dny +7

    Good morning 🌅 ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ଏମିତି ସୁନ୍ଦର୍ ଭିଡିଓ ଆମକୁ ଦେଖାଉଥିବା ଅନେକ ଅନେକ ଧନ୍ୟବାଦ ❤❤❤❤❤

  • @JssardarLife
    @JssardarLife Před 4 dny +4

    Indian ICC T20 world cup winner 🏆🥇🥇🏆🥇

  • @user-dq8mx8te4t
    @user-dq8mx8te4t Před 4 dny +2

    I Love you India ❤👍

  • @rangalifestyle143
    @rangalifestyle143 Před 4 dny +4

    ବହୁତ ବହୁତ ଧନ୍ୟବାଦ ଭାଇ ତମ ଦେଇ ଆମେ ଚାଇନା ର ସବୁ ବିଷୟ ବସ୍ତୁ ଜାଣୁଛୁ 😊

  • @RahulRihanExpress
    @RahulRihanExpress Před 4 dny +5

    ଲବ ଭାଇ ବହୁତ ଭଲ ଲାଗୁଛି ନୂଆଁ ଭିଡ଼ିଓ

  • @sujatasujatamajhi
    @sujatasujatamajhi Před 4 dny +1

    ବହୁତ୍ ବଢିଆ ଲାଗୁଛି

  • @dhanirambeg7820
    @dhanirambeg7820 Před 4 dny +4

    ଲବ ଭାଇ ଯୁହାର 🎉🎉🎉🎉

  • @rabising8336
    @rabising8336 Před 4 dny +2

    Love you ଭାଇ ❤❤❤❤❤❤❤🎉🎉🎉🎉🎉🎉🎉

  • @dusmantarohidas1349
    @dusmantarohidas1349 Před 4 dny +5

    ଆଜି ମୋର ଜନ୍ମ ଦିନ 🙏☺️

  • @Satyaopstatus
    @Satyaopstatus Před 4 dny +6

    Cuttack ru kie kie dekhucha like kara .

  • @Ollywoodinstarellfans
    @Ollywoodinstarellfans Před 4 dny +4

    ଜୟ ଜଗନ୍ନାଥ 🙏, କୋଉ କୋଉ ମାନେ ପବିତ୍ର ରଥଯାତ୍ରା ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଗୋଟେ ଗୋଟେ ଲାଇକ କରନ୍ତୁ ❤❤❤❤❤❤❤❤❤❤❤

  • @balaramtudu977
    @balaramtudu977 Před 4 dny +1

    Super super

  • @GuduKalash-oi3em
    @GuduKalash-oi3em Před 4 dny +2

    Nayagarh 🙏🙏bhai

  • @sundarmohanmarndi7979
    @sundarmohanmarndi7979 Před 4 dny +2

    ବହୁତ ସୁନ୍ଦର ଭିଡିଓ 🎉🎉🎉🎉🎉

  • @ayeshanahak795
    @ayeshanahak795 Před 4 dny +1

    Jai Jagannath bhai 🙏

  • @MsRadhashyam
    @MsRadhashyam Před 4 dny

    ଧନ୍ୟବାଦ ଲବ ଭାଇ

  • @Srikantaofficial1431
    @Srikantaofficial1431 Před 4 dny +5

    Nice bhai ❤

  • @user-sb9yj9im4b
    @user-sb9yj9im4b Před 3 dny

    ଧନ୍ୟବାଦ୍ ଲବ ଭାଇ ଅତି ସୁନ୍ଦର ଭିଡିଓ ❤❤❤❤
    ଜୟ ଜଗନ୍ନାଥ 🙏🙏🙏

  • @KhagapatiSanta-fr5dd
    @KhagapatiSanta-fr5dd Před 4 dny +2

    Bahut sunder video bro 👍👍

  • @bdillipk
    @bdillipk Před 3 dny

    ବହୁତ ସୁନ୍ଦର ଜାଗା ଅଛି। ମନ ଖୁସି କରିଦେଲା

  • @Pintupuspalifestyle
    @Pintupuspalifestyle Před 4 dny +2

    ଭାଇ ମୁଁ ଦେବଗଡ଼ ଜିଲ୍ଲାର ଆପଣଙ୍କ ସବୁ ଭିଡ଼ିଅ ଦେଖେ ବହୁତ ସୁନ୍ଦର ଲାଗେ

  • @Trainjourney514
    @Trainjourney514 Před 4 dny +1

    Jay jagannath bhai

  • @chumukieating
    @chumukieating Před 4 dny +1

    china ର ଭିଡ଼ିଓ ମୋତେ ବହୁତ ଭଲ ଲାଗୁଛି ଆପଣ ଭିଡ଼ିଓ ସବୁବେଳେ ଦେଖୁଛି

  • @user-rl1qo6hd8f
    @user-rl1qo6hd8f Před 4 dny +1

    Gud morning 🌄💐
    Jai jagannath 🙏
    Nice video 👌

  • @K_Ram_Daa
    @K_Ram_Daa Před 4 dny +5

    ❤️ ଲବ ଭାଇ ପାଇଁ ଗୋଟେ 👍like ❤️💯ହେଇଯାଉ

  • @biswanathsahoo2888
    @biswanathsahoo2888 Před 3 dny

    My love 💓 💓 ❤ ❤❤❤laba hansda.....my nation ♥ ❤ 💖 💙 mo bhaarat.INDIA ♥ ❤ 💖 💙 💕 😄 ♥ LOVE ....T20 WC 🏆 🏆 🏆 🏆

  • @hoknowledgeodisha
    @hoknowledgeodisha Před 4 dny +5

    ଲବ ଭାଇ ପାଇଁ ଦିଲ୍ସେ ❤❤👍 ହୋଇ ଯାଉ

  • @monojbadyakar6671
    @monojbadyakar6671 Před 4 dny +2

    sagun Setah Johar...

  • @narayantripathynarayantrip2865

    Beautiful city 🏙️🏙️ trips to china safe travels 🧳🧳 happy journey God bless you

  • @swarnapravasahoo4258
    @swarnapravasahoo4258 Před 3 dny

    God bless uhh bro...mti aga ku jao

  • @PradipKumar-pr7nr
    @PradipKumar-pr7nr Před 4 dny +1

    ସୁପର ଭାଇ ଯମିଲା

  • @dilseswadhin9621
    @dilseswadhin9621 Před 4 dny +2

    ଲବ ଭାଇ fan ame travel ର fan 1:47

  • @Untalentedguy-fan_
    @Untalentedguy-fan_ Před 4 dny +2

    ଭାଇ ମୁଁ raighr umarkote ରୁ ନବରଙ୍ଗପୁର big fn

  • @pruthivirajnaik5908
    @pruthivirajnaik5908 Před 4 dny +2

    Congratulations team india❤

  • @samartarei
    @samartarei Před 4 dny +2

    ଆପଣଙ୍କ ନା ଆଜିଠାରୁ ଲଭ୍ ଭାଇ ନଟ ଲବ ଭାଇ😀

  • @KakrisoleYoutuber
    @KakrisoleYoutuber Před 4 dny +1

    ଭାଇ ବହୁତ ବଢିଆ ଜାଗା ମତେ ତ ଯିବାକୁ ଇଛା ହେଉଛି ଭାଇ ତୁମର ସହ କେବେ ନେଇ ଯାଅନା ଦୁଇ ଭାଇ ବୁଲି ବା ❤❤

  • @BRBBRAND777
    @BRBBRAND777 Před 3 dny +1

    Indian best traveling boy laba Bhai ❤❤

  • @user-yk3sv8jc8l
    @user-yk3sv8jc8l Před 4 dny +1

    Nice video bro

  • @ramachandranaik1132
    @ramachandranaik1132 Před 3 dny

    ଧନ୍ୟବାଦ ଲବ ଭାଇ 🌹🌹🌹

  • @manbodhgopal6372
    @manbodhgopal6372 Před 4 dny +1

    Jay jagannath laba bhai bahut khusire thao

  • @gajendraprasadsahu703

    Jeutha kuha jai sehi phalati.sabu ama desh pari semane bhi vegitable chasa karanti.... chaina re indian hotel miliba bahut kasta.. thank you laba..❤️❤️

  • @bibhumusictv691
    @bibhumusictv691 Před 4 dny +3

    Nice one video

  • @AkshayakumarSahu-cj5to
    @AkshayakumarSahu-cj5to Před 4 dny +1

    Nice video ❤❤❤

  • @Rinuuodia
    @Rinuuodia Před 3 dny

    ବହୁତ ବହୁତ ଧନ୍ୟବାଦ ଭାଇ

  • @DjRAJENDRAMIX
    @DjRAJENDRAMIX Před 4 dny +2

    Nice Vedio ❤❤

  • @dambrudharnayak7809
    @dambrudharnayak7809 Před 4 dny +2

    ନମସ୍କାର ଲବ ଭାଇ ❤❤

  • @JunushBanra123
    @JunushBanra123 Před 4 dny +2

    Wow really good looking bor Bala Bhai

  • @kilogram382
    @kilogram382 Před 4 dny

    Wow very interesting video.❤❤

  • @kumargunu4646
    @kumargunu4646 Před 4 dny +1

    Jay jagannath bhai ❤

  • @DebasmitaDebasmita-sr7mk

    Thanks vai💐

  • @bichitrasethi8736
    @bichitrasethi8736 Před 4 dny

    Mast vdo laba bhai

  • @vlogpagalchannel
    @vlogpagalchannel Před 4 dny +1

    Jay Odisha 🚩 jay jagannath 🙏🙏🙏🙏

  • @SaraSarasuyti-sz9mz
    @SaraSarasuyti-sz9mz Před 3 dny

    ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା

  • @sagarhaibru7036
    @sagarhaibru7036 Před 4 dny

    Very fantastic

  • @binapanimohapatra2879

    Jay Jagannath Laba bahut labour karuchha bahut kasta laguchhi tumaku dekhile tume na khai adha upas rahi deha kharap kari vlog banauchha god tumaku ete matra re help karantu tume agaku bahut bhalare ruha❤❤❤❤

  • @khirojbag7793
    @khirojbag7793 Před 4 dny

    Nice video laba bhai

  • @jhilirabikunipua607
    @jhilirabikunipua607 Před 3 dny

    Om Shanti ଲବ ଭାଇ ମୁଁ ନିଆଳୀ ରୁ ଦେଖୁଚି ଭିଡିଓ ଭଲ ଲାଗେ ଭିଡିଓ Om Shanti Shiv baba ତମକୁ ଭଲରେ ରଖୁ 🙏🙏❤️❤️💞

  • @worldallcartoon226
    @worldallcartoon226 Před 4 dny

    Nice amazing ❤