ଜଟିଳ ହେଉଛି ବିଧାୟକ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ବିବାଦ || BALASORE NEWS

Sdílet
Vložit
  • čas přidán 11. 09. 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    CZcams: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS
    Contact - 7978697833

Komentáře • 340

  • @litunahati1447
    @litunahati1447 Před měsícem +14

    ବିଧାୟକ ଠିକ୍ କରିଛନ୍ତି ସରକାରୀ ମେଡିକାଲ ରେ ପ୍ରସବ ହେଉ ନାହିଁ

  • @bijoyapriyadarsinidash922
    @bijoyapriyadarsinidash922 Před měsícem +13

    ସବୁ ବିଧାୟକ ମାନେ ଏମିତି ହେବା ଦରକାର ଭଲ ହେଇଚି

  • @JogeswarMajhi-lt7hj
    @JogeswarMajhi-lt7hj Před měsícem +11

    ଏ ଡାକ୍ତର ବହୁତ୍ ଚାଲାକ୍,,,ଭଲ କାନ୍ଦିବା ଅଭିନୟ କରୁଛି

  • @Kiila-b9p
    @Kiila-b9p Před měsícem +10

    ଲୁଟେରା ଡାକ୍ତର ଙ୍କ ଆସାଂବଧାନିକ ମେଳି, ଭିଜିଲାସନ୍ସ ରେ ରିପୋର୍ଟ କରନ୍ତୁ,,

  • @kuanrtudu9960
    @kuanrtudu9960 Před měsícem +80

    ଡାକ୍ତର ମାନେ ସବୁବେଳେ ଗରିବ ନିରୀହ ରୁଗିଁଙ୍କୁ ଲୁଟ୍ କରନ୍ତି । ଏଇଟା ସବୁ ଡାକ୍ତରଖାନାରେ ହୁଏ ।

  • @PadmalochanBhoi-m9o
    @PadmalochanBhoi-m9o Před měsícem +29

    Good job M L A sir

  • @basantarout9538
    @basantarout9538 Před měsícem +12

    ଡାକ୍ତର ଙ୍କ ବ୍ୟବହାର କୋଉଠି କୌଣସି ମେଡିକାଲ ରେ ଭଲ ନୂହେଁ... ମୁଁ ନିଜେ ଦେଖିଛି ତେଣୁ ବିଧାୟକ ଯାହା କହିଛନ୍ତି ବିଲକୁଲ ଠିକ୍.. ଏ ଡାକ୍ତର roll କରୁଛି 😄😄

  • @ganeshramsahu5011
    @ganeshramsahu5011 Před měsícem +11

    ଡାକ୍ତର ବହୁତ ନାଟକ କରୁଛି

  • @ajayakumarb957
    @ajayakumarb957 Před měsícem +46

    ମିଡ଼ିଆ ଆଗରେ ମିଛ କାନ୍ଦଣା 😂😂 ଇଏ ଡାକ୍ତର ବହୁତ ଚାଲାକ୍।

  • @iswarchandramohanty4647
    @iswarchandramohanty4647 Před měsícem +29

    MLA sir is absolutely RIGHT , go ahead sir , God bless you ,

  • @tulsirammajhi3022
    @tulsirammajhi3022 Před měsícem +9

    ବିଧାୟକ ପଣ୍ଡା ବହୁତ ସୁନ୍ଦର କାମ କରୁଛନ୍ତି।

  • @user-he2zn9qk7x
    @user-he2zn9qk7x Před měsícem +3

    ସଠିକ ପଦକ୍ଷେପ ଗ୍ରହଣ କରାଯାଇ ବିଧାୟକ ସାଆରେ 🎉🎉🎉🎉

  • @narayanadash552
    @narayanadash552 Před měsícem +4

    ବିଧାୟକ, ଠିକ, କରିଛନ୍ତି, ଏଡାକ୍ତ ର, ମିଛ, କହୁଛନ୍ତି, କୁମ୍ଭୀର, କାନ୍ଦଣା,

  • @PiyushKumar-mq2mx
    @PiyushKumar-mq2mx Před měsícem +5

    ଡକ୍ଟର କୁ, ତୁରନ୍ତ,ଅଟାଯାଉ

  • @pratapjena1193
    @pratapjena1193 Před měsícem +19

    ତ ନାମ ରେ ବହୁତ ଅଭିଯୋଗ ଅଛି

  • @purnaodisha5712
    @purnaodisha5712 Před měsícem +3

    ଠିକ୍ କଥା କହିଛନ୍ତି ସରକାର ଏମାନଙ୍କୁ ଦଣ୍ଡିତ କରାଇବାରେ ସଫଳ ଧନ୍ୟବାଦ ମୋହନ ସରକାର

    • @purnaodisha5712
      @purnaodisha5712 Před měsícem

      ନୟାଗଡ଼ ଜିଲ୍ଲାର ଏଭଳି କେତୋଟି ପ୍ରଶ୍ନ ଅଛି

    • @purnaodisha5712
      @purnaodisha5712 Před měsícem

      ସରକାର ଦେଇଥିବା ପ୍ରସ୍ତାବ ଠିକ୍

  • @bijoyapriyadarsinidash922
    @bijoyapriyadarsinidash922 Před měsícem +3

    ସବୁ ବିଧାୟକ ମାନେ ଏମିତି ହେବା ଦରକାର

  • @amohapatra123
    @amohapatra123 Před měsícem +8

    Support MLA

  • @kalicharanpanda4079
    @kalicharanpanda4079 Před měsícem +5

    Good MLA sir. ❤❤❤❤

  • @Odiajhia6969
    @Odiajhia6969 Před měsícem +11

    ସିମୁଳିଆ markona ଡାକ୍ତରଖାନା ଠୁ ମୋ ଘର 9 km ମୁଁ ଅନେକ ଥର ଯାଇଛି ଆଉ ଭଲ ରେ ଜାଣିଛି ସେ ଡାକ୍ତର କୁ ସତରେ ହାରାମି ଡାକ୍ତର ଜଣେ । ମୁଁ କେତେ ଥର ନିଜେ ହଇରାଣ ହେଇଛି କାହାକୁ ବିଶ୍ଵାସ ନ ହେଲେ ବି ସତ ।। କେବେ ଯଦି କେହି ଯିବେ 5 ମିନିଟ ରେ ରେଫର୍ ଭଦ୍ରକ ମେଡିକାଲ । ପାଖ ରେ ଥିବା ପ୍ରାଇଭେଟ୍ ନର୍ସିଂହୋମ ରେ duty time ରେ ଥେଇ ଥେଇ ହେବା ସତ୍ୟ

  • @DhaneswerSahu-x2b
    @DhaneswerSahu-x2b Před měsícem +7

    Very good mla sar 🙏🏾🙏🏾

  • @akshorts2153
    @akshorts2153 Před měsícem +10

    ଏ ଘଟଣା ରେ କଣ ଘଟିଛି ତାର ସତ୍ୟତା ତ ଜଣା ନାହିଁ କିନ୍ତୁ ........ସରକାରୀ ଡାକ୍ତର ମାନେ ଟଙ୍କା ପାଇଁ normal pecent କୁ segering pecent କହି ପ୍ରାଇଭେଟ୍ ହସ୍ପିଟାଲ୍ କୁ pecent ପଠାନ୍ତି ଆଉ ଅଲଗା ସମୟ ରେ ସେଠି ଯାଇ ଅପରେସନ କରନ୍ତି ଆଉ ଟଙ୍କା କମାନ୍ତି

  • @samarmohapatra-jr3ne
    @samarmohapatra-jr3ne Před měsícem +14

    ବୃଦ୍ଧ ବ୍ୟାଘ୍ର ବୁଢ଼ା ହେଲେବି ପୂର୍ଵର ଶିକାର ଭୁଲିପାରୁନି

  • @MUNNAVOLGER
    @MUNNAVOLGER Před 15 dny

    ଆମ ନୀଳଗିରି ହସ୍ପିପିଟାଲ ଏମିତିକା ଚାଲିଛି

  • @madhabdash985
    @madhabdash985 Před měsícem +6

    ଭଲ କରିଛନ୍ତି ସାର ସବୁ ଅଫିସ୍ ଭିତରେ ଏମିତି ବୁଝିଲେ ବହୁତ ଭଲ ହେବ ସବୁ ଖାଇ ଖାଇ ଅଛନ୍ତି ବିଜେଡି ସମୟରେ

  • @manoranjanpanda5536
    @manoranjanpanda5536 Před měsícem +12

    ଏ ଡାକ୍ତର ମହାଚାଲାଖ, ତୁରନ୍ତ ୟାକୁ ଵିଦାକର,

  • @a.r.sgamer4051
    @a.r.sgamer4051 Před měsícem +27

    ଭିଜିଲାନ୍ସ ତଦନ୍ତ କରାଅ ଡାକ୍ତରମାନେ କେତେ ଫୁଟାଣି ମାରୁଛନ୍ତି

  • @rabindrarout7824
    @rabindrarout7824 Před měsícem +9

    MLA Sir Right Katha

  • @rajeshkumardas168
    @rajeshkumardas168 Před měsícem +12

    Monthly final କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ l

  • @er.subhamsenapati2945
    @er.subhamsenapati2945 Před 18 dny

    ଏ ଡାକ୍ତର କୁ suspend କରାଯାଉ

  • @soulkiller9197
    @soulkiller9197 Před měsícem +5

    Mla lokpratinidhi bhali nuha gunda bhali behave karuchanti

  • @uttamsethi3719
    @uttamsethi3719 Před 28 dny +2

    ଡାକ୍ତର ବାବୁ ଜାତର ପାଟି ଯାଇ ଭଲ କରି ଵ

  • @sulaimanrahman8657
    @sulaimanrahman8657 Před měsícem +2

    ସରକାର କାହିଁକି ଘରୋଇ ଚିକିତ୍ସା ବନ୍ଦ କରୁନାହାନ୍ତି, ଏତେ ମେଡିକାଲ କଲେଜ ଖୋଲିବାର ଆବଶ୍ୟକତା କଣ ଥିଲା, ଏତେ ଡାକ୍ତର ବାହାରିବା ପରେ କଣ ଚାଷ କରିବେ, ସମସ୍ତଙ୍କୁ କଣ ଚାକିରୀ ଦେଇ ପାରିବେ, ଘରୋଇ ଚିକିତ୍ସା ଶୀଘ୍ର ବନ୍ଦ କରା ଯାଉ

  • @RANJANKUMAR-jb1xw
    @RANJANKUMAR-jb1xw Před měsícem +1

    ସାର୍ ଆପଣ ଠିକ୍ କହୁଛନ୍ତି ଏମିତି ହିଁ କରୁଛନ୍ତି ଡାକ୍ତର ମାନେ ଜୟ ଜଗନ୍ନାଥ

  • @adityabehera8257
    @adityabehera8257 Před měsícem +4

    Doctor gote emotional play kariki sympathy neba pain chahunchi aau

  • @khagendraparida494
    @khagendraparida494 Před 24 dny

    MLA ଠିକ କହିଛନ୍ତି କାରଣ ଏଡ଼କ୍ଟର ଟଙ୍କା ପାଇଁ ଲୋକକୁ ଲୋଟିବେ ଆଉ privet ହସ୍ପିଟାଲ ଖୁଲି ଟଙ୍କା ଏନକାମ କରୁଛ

  • @gayadharmtbehera7113
    @gayadharmtbehera7113 Před měsícem +4

    Good job MLA sir

  • @SaiBaba_Creations
    @SaiBaba_Creations Před měsícem +8

    ବିଲରେ ଯାଇ ହଳ କର ଡାକ୍ତର ହବା ଦରକାର ନାହିଁ 👍👍

    • @odishaclasses9976
      @odishaclasses9976 Před měsícem +1

      To bopa taku doctor kariethila...

    • @defenceintel
      @defenceintel Před měsícem +1

      ​​@@odishaclasses9976 ଆମ ବାପା ତାଙ୍କୁ ଡାକ୍ତର କରି ନାହାନ୍ତି. ହେଲେ ଆମ tax ପଇସାରେ ସେ ଦରମା ନେଉଛନ୍ତି. ପଇସା ଦେଉଛୁ ମାନେ ଆଦାୟ କରିବାର ହକ ଅଛି..

  • @hareshchandranaik8065
    @hareshchandranaik8065 Před měsícem +1

    Good MLA

  • @user-de9qe7er3z
    @user-de9qe7er3z Před měsícem +17

    Doctors ମାନେ paisa କାମବାରଲାଗି pacent manku ବହୁତ ହଇରାଣ କରୁଛନ ତାକୁ pitbar କଥା

  • @AjayKumar-ot2ul
    @AjayKumar-ot2ul Před měsícem +3

    Good ML Nana

  • @nimaicharanmajhi8366
    @nimaicharanmajhi8366 Před 25 dny

    Best bidhayak sir। ଉଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ବିଧାୟକ ମାନେ ଏହି ପରି ହେଲେ ରୋଗୀ ମାନଙ୍କର କଲ୍ୟାଣ ହେବ।

  • @suniladas955
    @suniladas955 Před 25 dny

    ଆପଣ ଜଣେ ଡକ୍ଟର ଙ୍କୁ କୋହିଲେ ହେବ ନାହିଁ। ଏ ବହୁତ ପୁର୍ବରୁ ଚାଲି ଆସୁଛି। ଅପୋଣ ଆଜି ଜାଣିଲେ? ଭୋଦ୍ରୋ ଭାବେ ବୁଝାନ୍ତୁ।

  • @MrChinmaya-ds4fg
    @MrChinmaya-ds4fg Před měsícem +4

    Great mla

  • @pabitrarout5835
    @pabitrarout5835 Před 25 dny

    ପ୍ରଥମେ ଘରୋଇ ଡାକ୍ତରଖାନା ବନ୍ଦ କରାଯାଉ, ଭିଜିଟ କର, ସରକାରୀ ଦେହରକ୍ଷୀ ସହିତ ଦେଶୀ ଗୁଣ୍ଡା କଣ ଦରକାର, ତମେ ସତ କହୁଛ ଡାକ୍ତର ମିଛ କହୁଛି, ତୁମେ ବିଧାୟକ ହିସାବରେ ଶାଳୀନତା ରହିବା ଦରକାର, ଯଦି ଏତେ କ୍ଷମତା ମିଳିଛି ଆକ୍ସନ ନିଅ ବିଜେଡି କଣ କଲା, ବିଜେଡି ନାଁ ନ ଆସିଲେ ବିଜେପି ନେତା କଥା କହି ପାରିବେ ନାହିଁ, ବିଜେଡି ନାଁ ରେ ନିଜର ପାରିବାର ପଣିଆ କୁ ଲୁଚାଉଛ

  • @dasjagandas6532
    @dasjagandas6532 Před měsícem +3

    Simulia hospital re emati bahut din agaru hi chalichi sir sudden action

  • @rohitakishan2870
    @rohitakishan2870 Před měsícem +3

    Sabu nursing home re kou doctor mane dekhuchanti first tadanta kara jaou

  • @stalinpaikray8107
    @stalinpaikray8107 Před měsícem

    ଡବଲ ସରକାର ଡବଲ ଇଂଜିନି ସରକାର ନିତି

  • @ramv6583
    @ramv6583 Před 24 dny +1

    Right ml padhma lochana panda good distinction between

  • @saritajena8845
    @saritajena8845 Před 20 dny

    Good job MLA of Simulia...

  • @bajunath3828
    @bajunath3828 Před měsícem +2

    ଡାକ୍ତର ସଵୁ ପେସେଡକୁ ନିଜ ବସାକୁ ଚାଲ ଦେଖିବି

  • @user-xb3es1ll8e
    @user-xb3es1ll8e Před 25 dny

    ନବୀନ ପଟ୍ଟନାୟକଙ୍କ ନାମ ଧରୁଛ ତମ ଭାଷା ଓ ଅଚ ରଣ ଠୀ କ୍ କ ର

  • @jitendratripathy9515
    @jitendratripathy9515 Před 27 dny

    MLA ଙ୍କର ଏଇଟା good job

  • @debasisbiswal8880
    @debasisbiswal8880 Před měsícem +1

    ଖାଲି ମିଛ କାନ୍ଦ। ଆଜିକାର ଡାକ୍ତର ଆଉ ସେବା ନୁହଁ କେବଳ ଟଙ୍କା ପାଇଁ କାମ କରୁଛନ୍ତି। ଯଦି ସେମାନେ ସେବା କରୁଛନ୍ତି ତେବେ duty ସମୟରେ ଅନ୍ୟ ଆଡ଼େ କିପରି ରୋଗୀ ଦେଖୁଛନ୍ତି ।l?

  • @Sabanahansdahbi1bu
    @Sabanahansdahbi1bu Před měsícem +6

    Tihik heichi maghiya doctor ah ur I chopol ma do dorkarthila

  • @manojmohanty8885
    @manojmohanty8885 Před měsícem +4

    Simulia Dr kebe dekhinati rugiku kahuchanti bhadrakh neijao

  • @anonymousan5063
    @anonymousan5063 Před měsícem +2

    He should leave the job immediately and go to foreign country where he will be treated as GOD .

  • @bansisabar565
    @bansisabar565 Před měsícem +2

    Mla sir right katha koichanti

  • @srikantajen3983
    @srikantajen3983 Před měsícem +8

    Super hero AML

  • @uvapatnaik9346
    @uvapatnaik9346 Před 26 dny

    ଏମ୍ ଏଲେ ଏ ବାହାର କରି ଦେବା ଉଚିତ୍।

  • @swarnamohanty3121
    @swarnamohanty3121 Před 26 dny +1

    OMSA will take care of MLA

  • @soulkiller9197
    @soulkiller9197 Před měsícem +2

    Dr Fake certificate delani boli ete jatra

  • @bhaktabandhumohanta3147

    M.l.a.ଠିକ୍ କଥା କହିଲେ।

  • @gaurangasahu1453
    @gaurangasahu1453 Před měsícem

    Good action MLA sir

  • @er.subhamsenapati2945
    @er.subhamsenapati2945 Před 18 dny

    ଏ ଡାକ୍ତର ବିଜେଡି ଚମଚା

  • @basudevsahoo8182
    @basudevsahoo8182 Před měsícem

    ବ୍ୟବହାର ଭଲ କରି, ଆଇନ ଅନୁଯାୟୀ ବିଧାୟକ କାର୍ଯ୍ୟ କଲେ ଭଲ l

  • @phalguninaik6751
    @phalguninaik6751 Před měsícem

    ପଇସା ଖାଉଛ କହିଲେ press କନଫରେନ୍ସ

  • @laxmipriyapadhan6695
    @laxmipriyapadhan6695 Před měsícem

    THAT DOCTOR SHOULD RESIGN FROM HIS SERVICE.

  • @Krishna-fj8ch
    @Krishna-fj8ch Před měsícem +1

    padmalochan panda 🎉🎉🎉🎉🎉🎉 super MAL

  • @jagannathsing1211
    @jagannathsing1211 Před měsícem +2

    Suport mla ll

  • @sridharabehera7008
    @sridharabehera7008 Před 28 dny

    M. L A Right

  • @bhimasenjena9364
    @bhimasenjena9364 Před 27 dny

    Thank you padunana

  • @sarojpanigrahi3574
    @sarojpanigrahi3574 Před měsícem +3

    Doctor ta acting karuchi

  • @suchidigital9582
    @suchidigital9582 Před měsícem +1

    ପଇସା ଖାଇବା କମିଗଲା ତ -- ଫାଟିଲା

  • @ghasiramsandha7833
    @ghasiramsandha7833 Před 29 dny +1

    ସଳା ଖରାପ ରେ ବହୁତ ଭଲ ନାଟକ କରି ଯାଣିଛି ଡାକ୍ତର

  • @EtishriMohanty-s2g
    @EtishriMohanty-s2g Před měsícem +2

    Nice m l sir

  • @ranjitjena1620
    @ranjitjena1620 Před 25 dny

    JayJaganntha Padu Nana right ✅ kahichnti

  • @sureshchpanda877
    @sureshchpanda877 Před měsícem

    Doctor organisation should be banned

  • @PramodParida-uv7hy
    @PramodParida-uv7hy Před měsícem +1

    Good m l a

  • @rameshchandrakhuntia2927

    ବିଧାୟକ କଣ ଭଗବାନ ହେଲେକି

  • @diptisatpathy2799
    @diptisatpathy2799 Před měsícem +3

    BJP sabuthu chora

  • @prashantabehera5715
    @prashantabehera5715 Před 17 dny

    BJP BJP❤❤❤❤

  • @er.subhamsenapati2945
    @er.subhamsenapati2945 Před 18 dny

    ଏଇ ଡାକ୍ତର ନୁହଁ ଫାଲତୁ

  • @bijoyapriyadarsinidash922
    @bijoyapriyadarsinidash922 Před měsícem

    BJD ବୋଲି ଭାବୁଛନ୍ତି ସେମାନେ

  • @amarendradas7537
    @amarendradas7537 Před 25 dny

    ଏ ମାଗିଆ Dr

  • @santoshswain753
    @santoshswain753 Před měsícem +2

    Are vigilance lagao jomane tame mla mane kain murkha vali byabahar karuchha apana jane jane reputed peroson boli bhuli jauchhanti

  • @patitakumarchoudhury9855

    ସମ୍ବିଧାନ ଚୋର କାହାକୁ କହିବା??

  • @user-uk9cv2fe9h
    @user-uk9cv2fe9h Před měsícem

    MLA sir right

  • @bijoyapriyadarsinidash922
    @bijoyapriyadarsinidash922 Před měsícem

    Doctor ta ରୋଲ୍ କରୁଚି

  • @pradhanamulya84
    @pradhanamulya84 Před měsícem +3

    ଭିଜିଲାନ୍ସ ଚଢ଼ାଉ କରି ଦିଅ, ବହୁତ ବେଆଇନ ମାଲ ଥିବ

  • @jayakrushnarana4501
    @jayakrushnarana4501 Před 27 dny

    M L A is Right

  • @sureshchpanda877
    @sureshchpanda877 Před měsícem

    You should be arrest

  • @suniladas955
    @suniladas955 Před 25 dny

    ଆପଣ ଙ୍କୁଚିହ୍ନିବା କୋଣ ଦରକାର । ଅପୋନ? Bhodro ଭାବେକୁହନ୍ତୁ b j d, b j d କାହିଁକି କୋହୁଛନ୍ତି। ରାଜନୀତି କରୋନ୍ତୁ ନାହିଁ।

  • @masterscience9490
    @masterscience9490 Před měsícem

    arguement ର ଭିନ୍ନ ଦିଗ ରହିଛି l ଏକ ତରଫା ନିଷ୍ପତି ନେବା ଠିକ ନୁହଁ. କିଛି ପ୍ରମାଣ ବିନା ଭୁଲ କାହାର କହିବା ଠିକ ନୁହଁ କାରଣ ଜଣେ ଡ଼କ୍ଟର ର behave ଦେଖି world ସାରା ଡ଼କ୍ଟର ଙ୍କୁ ମାପିବା ଠିକ ନୁହଁ ନହେଲେ ରୋଗୀ ଭଲ ହେଉଛନ୍ତି କିପରି କଣ ସମସ୍ତଏ ଧନୀ ହେଇ ଗଲେଣି ନା ଗରିବ କୁ ରୋଗ ହେଉନି? କଣ Mla Mp ra family members Govt. re treatment heuchhanti ki? kanhiki nuho. anek karana achhi... iea Mla dekheihauni boli kemiti kahiba amae anek mla nka dagi report murder case vote bele tanka, mada bantiba kan dekhine na tankae kharcha nakari Mla heijaichhi. jau chamcha mane ta saha aasithile kan sabu dina ta saha thile na rahibe tikae power ki mada nahele gotae biriany lagi kukura vali boluchhanti para.

  • @maheshwardas310
    @maheshwardas310 Před měsícem

    BJP ପତନ ହେବ

  • @banditabarik2872
    @banditabarik2872 Před měsícem

    MLA sir is 💯 percent right 👍.Ebe state re emiti maximum medical re doctors mane government medical re na dekhi nursing home mana nka re Tanka nei treatment karuchhanti.Tenu sabu MLAs mane emiti nija area medical re surprise checking karantu.

  • @with_Ratikanta
    @with_Ratikanta Před měsícem

    ୟାକୁ ମାଡ଼ ହବl ଦରକାର 😂

  • @prabhatibarik4568
    @prabhatibarik4568 Před měsícem

    Right. Amane. Choro. Sabu

  • @Screativ
    @Screativ Před měsícem

    M LA good person

  • @Sankirtanpunji-td4qg
    @Sankirtanpunji-td4qg Před měsícem

    Panda...sar..is..right