Argus Big Breaking Live | ବଲ୍ଲେ ବଲ୍ଲେ ପରେ ଧ୍ରୁବଙ୍କ ହୋଟେଲ ସ୍ୱାଦ ! | 03 July 2024 | Argus News

Sdílet
Vložit
  • čas přidán 1. 07. 2024
  • Argus Big Breaking Live | ବଲ୍ଲେ ବଲ୍ଲେ ପରେ ଧ୍ରୁବଙ୍କ ହୋଟେଲ ସ୍ୱାଦ ! | 03 July 2024 | Argus News
    #argusnews #argusbigbreaking #odianews #odishanews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 391

  • @mrsatyabratanayak1433
    @mrsatyabratanayak1433 Před 2 dny +90

    ଠିକ୍ ସବୁ ବିଜେଡି ବିଧାୟକ ଏହିପରି ଯାଆଚ୍ ହେଉ

    • @bijulisahoo9462
      @bijulisahoo9462 Před 2 dny +4

      Ki nama deichha re swad😊😊😊😊😊😊😊

    • @gurucharanbarik7817
      @gurucharanbarik7817 Před 2 dny +2

      ଧୂରବା ସ୍ୱାଦ, ଚାଖିବାକୁ କ୍ରାଇମ ବ୍ରାଞ୍ଚ. 😂😂😂😂😂😂😂😂😂

    • @baikunthabehera3971
      @baikunthabehera3971 Před 2 dny +1

      mohan bhasanha & sakhyat karisarantu .pramanha nasta sarile jancha heba

    • @baikunthabehera3971
      @baikunthabehera3971 Před 2 dny

      ​@@bijulisahoo9462amane aau jubatti .jhia .budhhi nku aau rakhibani

    • @narendrahembram4495
      @narendrahembram4495 Před 2 dny

      Aage Jial Pare Bichar ...

  • @srikantakumarhota6134
    @srikantakumarhota6134 Před 2 dny +66

    ଜଙ୍ଗଲ ଜମି ଉପରେ ଯଦି ହୋଟେଲ ହୋଈଥିବ, ସେହି ହୋଟେଲ୍ କୁ ତୁରନ୍ତ ଭଙ୍ଗାଯାଉ। ଭାଙ୍ଗିବା ଖର୍ଚ , ଓ ଭଡା ମଧ୍ୟ ଆଦାୟ କରିବା ସହିତ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯାଉ।

  • @sabitaprusty8035
    @sabitaprusty8035 Před 2 dny +54

    ଜଂଗଲ ମାଡି ବସିଲେ ଲୋଭ ପ୍ରବଳ, ବନ୍ୟଜନ୍ତୁ ମାନେ କିପରି ହୀନସ୍ତା ହେଉ ଛନ୍ତି। ଗାଁ ଗଣ୍ଡା ରେ ପଶୁଛନ୍ତି। ଜୟ ଜଗନ୍ନାଥ।

  • @ManojBerera
    @ManojBerera Před 2 dny +42

    ଏମିତି ଥିଲା❤❤ନବିନ ଓଡିଶା❤❤❤❤ବା ବା ରେ ଉଲକ ❤❤ମାନଏ

    • @diptiskumarbal3778
      @diptiskumarbal3778 Před 2 dny +1

      Bjp odissa dekhile difference Jani pariba . A news channel re bjd charda bhai au kichi news dekhichanti ki

    • @worldmoviesstar2.0
      @worldmoviesstar2.0 Před 2 dny

      Tothapi kichhi luko nabin nko gandi pichha chhadi nahanti 😂😂😂😊

  • @jchoudhury274
    @jchoudhury274 Před 2 dny +71

    ଓଡ଼ିଶା ରେ ସବୁ BJD ନେତା ଙ୍କ କେଳେଙ୍କ l ରି

  • @ramanayak3052
    @ramanayak3052 Před 2 dny +48

    CBI/ED କୁ ଦିଆଯାଉ

  • @sabitaprusty8035
    @sabitaprusty8035 Před 2 dny +37

    ସବୁ ଜିନିଷ ର ସ୍ବାଦ ବାହାର କରା ଯା ଉ ଛି। । କିପରି କାର୍ଯ୍ଯ କାରି କରା ଯା ଉ ଛି, ସମୟ କହିବ। ଜୟ ଜଗନ୍ନାଥ।

  • @benudharpatra9256
    @benudharpatra9256 Před 2 dny +117

    🎉 ନବୀନ ପଟ୍ଟନାୟକ ଙ୍କୁ ଏ ବିଷୟରେ କିଛି ଜଣା ନ ଥିଲା ,କାରଣ ନବୀନ ନିବାସ ରେ ଖାଇ ପିଇ ଆରାମରେ ଥିଲେ ।

  • @jnanashreerout7685
    @jnanashreerout7685 Před 2 dny +44

    ସଳା ଧୁରବ ସାହୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ। ଆଜୀବନ ଜେଲ ଦଣ୍ଡ ଦିଆଯାଉ।

  • @trilochanpatnaik6321
    @trilochanpatnaik6321 Před 2 dny +20

    BJD ସରକାର ଯଦି ଆଉ ପାଞ୍ଚ ବର୍ଷ ଶାସନ କରି ଥାଆନ୍ତା ପାଣ୍ଡିଆ guidance ରେ ତେବେ ସମଗ୍ର ଓଡିଶା ପଞ୍ଚାୟତ ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ଓଗେର ସବୁ ବଙ୍ଗଳା ର ସୋନା ଗାଛି ହୋଇଯାଇ ଥାଆନ୍ତା। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାବାସୀ ରକ୍ଷା ପାଇଲେ।

  • @niranjannayak9962
    @niranjannayak9962 Před 2 dny +20

    ରେଡ୍ କରାଯାଉ ଓ CBI ତଦନ୍ତ କରାଯାଉ ଓ ବାଲି ମାଫିଆ ପ୍ରତାପ ଦେବ ଆଳି MLA କୁ ଜେରା କରାଯାଉ

  • @ashokkumarpal596
    @ashokkumarpal596 Před 2 dny +24

    କିଛି ରଖିଲେନି ,ଜଙ୍ଗଲ ଜମି ,ମସାଣି ,ସରକାରୀ ଜମି ସବୁ ମାଡ଼ିବସିଲେ .

  • @user-sl1rs9ij8y
    @user-sl1rs9ij8y Před 2 dny +22

    ଅତି ଶୀଘ୍ର ହୋଟେଲ ଭାଙ୍ଗି ଖେଳ ପଡିଆ କରନ୍ତୁ

  • @bipinimallickbipini6793
    @bipinimallickbipini6793 Před 2 dny +12

    ଆମର. ଦେବୀ. ଏ. ବେଆନି ବିଲୀନ୍ଦିଙ୍ଗୀ. ଭଙ୍ଗା ଯାଉ.

  • @saradasahoo2409
    @saradasahoo2409 Před 2 dny +24

    ବହୁତ ସୁଖରେ ଅଛରେ ବିଜେଡି ବେଧାୟକ ମାନେ

  • @prakashmahapatra2182
    @prakashmahapatra2182 Před 2 dny +22

    ଏ ସବୁ ଚବିଶ ବର୍ଷ ର ନିର୍ମଳ ଶାସନ. ଲଜ୍ୟା ନାହିଁ.

  • @m.ranjan7320
    @m.ranjan7320 Před 2 dny +19

    ହୋ ହୋ ବହୁତ ସୁନ୍ଦର ଖବର ଓଡ଼ିଶାର ଜନତା ଆପଣ ମାନେ ଖୁସି ତ , ରଙ୍ଗଶାଳା ଚାଲୁଅଛି କ'ଣ ବୁଝି ହେଉନି ସ୍ୱାଦ ହୋଟେଲ ରେ । ବିଜେଡି ନେତା ମନ୍ତ୍ରୀ ରଙ୍ଗଶାଳା ମଧୁଶାଳା ଖଟିଆ ସେବା ହେଉଥିଲା ବିଜେଡି ଲୋକ ଭାରି ଖୁସିରେ ଆଉ 😂😂😂😂😂😂

  • @user-rk2ig9zk3q
    @user-rk2ig9zk3q Před 2 dny +7

    ଅତି ଶୀଘ୍ର ଯାଞ୍ଚ ହଉ ଧ୍ରୁବ ସାହୁ ହୋଟେଲ

  • @amarbag5933
    @amarbag5933 Před 2 dny +11

    ଘର ଦେଖାଇଲେ କିଛି ହେବନି AFR ଦିଅ

  • @brajakishorepadhi4022
    @brajakishorepadhi4022 Před 2 dny +9

    ସବୁ ବିଶ୍ବସ୍ତରିୟ ମାଆ ଗିହା ନବୀନ ବିଜେଡି ଦଳ ରେ। ଯେତକ ଏମପି, ଏମଏଲ, ଚେୟାର ମେନ୍, ମୁଖମନ୍ତ୍ରୀ ନବୀନ, ବିଜେଡି ବାଚସ୍ପତି,ସବୁ ଗୁଡାକ। ମା ଗିହା କଂ ସରଦାର ଘୋଡା ଗେହି ପୁଅ ନବୀନ ପଟ୍ଟନାୟକ।

  • @bimbadharjena1572
    @bimbadharjena1572 Před 2 dny +7

    କେନ୍ଦ୍ରାପଡ଼ାବାସୀ ଓ ସାରା ଓଡ଼ିଶାବାସୀ ଆମର ପ୍ରିୟ ନବୀନବାବୁଙ୍କ ସ୍ୱଚ୍ଛ ଶାସନର ନମୂନା ଦେଖନ୍ତୁ ବିଜେଡ଼ି ସରକାର ସାରା ଓଡ଼ିଶାବାସୀ ମୋ ପରିବାର କହି ଓଡ଼ିଶାବାସୀଙ୍କର କେତେ ହିତ ସାଧନ କରୁଥିଲେ ଏହା ତାର ଜ୍ୱଳନ୍ତ ଉଦାହରଣ ।

  • @sanjayakumargachhayat9026

    ଏହି ସବୁ କାରଣରୁ ବୋଧେ ଇଶ୍ଵର ନବୀନ କୁ ପୁରାତନ କରିଦେଲେ। ପ୍ରକୃତରେ ଜଣେ ମୃତ ମଣିଷ ଥିଲା ଆମର ମୁଖ୍ୟମନ୍ତ୍ରୀ।

  • @ramakantadas7606
    @ramakantadas7606 Před 2 dny +5

    ଶିଘ୍ର ସେଘରଭଙ୍ଗାଯାଉ ସେଠାକାରତହସିଲଦାରଓପୋଲିସିକୁଚାକିରିରୁବାହାରକରିଦିଆଯାଉ

  • @nibedanamusic7718
    @nibedanamusic7718 Před 2 dny +19

    ତୁମେ ଯେତେ ଭୁକିଲେ କଣ ହବ ସରକାର ତ ଚୁପ୍

    • @ratnakarmohapatra4634
      @ratnakarmohapatra4634 Před 2 dny +1

      Right

    • @RPM_Arunabh
      @RPM_Arunabh Před 2 dny

      ସରକାର ଭୁଆଁ ବୁଲାଉଛନ୍ତୁ ଜାଣିପାରୁନ କେହି . କେନ୍ଦ୍ରରେ ମୋଦୀ ଙ୍କୁ ସଂସଦ ରେ ବିରୋଧୀ କଥା କୁହାଇ ଦଉ ନାହାନ୍ତି I ଧର୍ମେନ୍ଦ୍ରଙ୍କ ଚାକିରି ଯିବା ଉପରେ 😅I ଏ ସବୁ ନିଉଜ୍ କେବଳ ଆମ ମାନଙ୍କ ଆଖିରେ ଧୂଳି ଆଉ କିଛି ନୁହେଁ | ଚକା ଆଖି ସବୁ ଦେଖୁଛି I

  • @prashantarana3844
    @prashantarana3844 Před 2 dny +6

    ବାଲେଶ୍ବର ଜିଲ୍ଲା ବହାବଲ୍ ମୁହାଣ ଏବଂ ଦୁବ୍ଲାଗଡି ରେ ସରକାରୀ ଜମିରେ ବେଆଇନ ଭାବେ ତେଣ୍ଟ kemp ଗଢି ଉଠିଛି ଦେଖନ୍ତୁ ।ସେଠାରେ ବଙ୍ଗୀୟ ଯୁବକ ଏବଂ ଯୁବତୀ ମାନଙ୍କ କଳା କାରନାମା ଦେଖି ଆସନ୍ତୁ

  • @sabitaprusty8035
    @sabitaprusty8035 Před 2 dny +20

    ପ୍ରେମ ନିଶା ଅଟେ ଗଭୀର ପାଣି ଲୋକ ଲୋଚନ ରେ ଏବେ ପାରିଲେ ଜାଣି। ପ ଇ ସା ଖାଇ କରିଲେ ଖୋଳ, ନୂଆ ସରକାର ପା ଇଁ ରଖିଲେ ଝୋଳ। ସବୁ କଥା ର ସମାଧାନ ଧୀରେ ଧୀରେ ସମୟ କରିବ। ଜୟ ଜଗନ୍ନାଥ।

  • @chandankumarnaik4456
    @chandankumarnaik4456 Před 2 dny +5

    ପ୍ରଥମେ ନବୀନ ପଟ୍ଟନାୟକ କୁ ଆରେଷ୍ଟ କରାଯାଉ ୨୫ ବର୍ଷରେ କଣ୍ ମଦ ପିଇ କି ଶୋଇଥିଲା କି ବାଳ ମୁଖ୍ୟମନ୍ତ୍ରୀ ନବୀନ ଛି

  • @surenmagar9736
    @surenmagar9736 Před 2 dny +6

    ବିଜେଡି ର ସବୁ ବିଧାୟକ କେଲେ ଙ୍କାରି

  • @tankadharsabar1656
    @tankadharsabar1656 Před 2 dny +4

    ଯେତେ BJD ନେତା ଙ୍କୁ ଯାଞ୍ଚ କରନ୍ତୁ କାହିଁକି ନିଜ ର କରିଥିବା ସବୁ ଜମି ଆଉ ଘର ଦ୍ବାର dhaba and restrurant check କରନ୍ତୁ ମୋହନ sir very good rules

  • @arunakumarpattanayak8193
    @arunakumarpattanayak8193 Před 2 dny +13

    କଉ ବିଧାୟକ ଉପରେ ଆକ୍ସନ ନିଆଯାଉ ନାହିଁ,ଦେଖେଇଲେ କଣ ହେବ

  • @biprapriya
    @biprapriya Před 2 dny +4

    ସର୍ବ ପ୍ରଥମେ ସେହି ଅଞ୍ଚଳ ର ସରକାରୀ ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

  • @madhabanandacomedy
    @madhabanandacomedy Před 2 dny +1

    ହା ହା ହା ହା......ଗଲା ..ସୁର୍ଯ୍ୟ ପୁରା ଅନ୍ଧାର ହୋଇଗଲା...ସକାଳ ଆଉ ହେବନି...

  • @gitanjalinath3030
    @gitanjalinath3030 Před 2 dny +2

    ନିଜ ପିତୃପୁରୁଷ ଅର୍ଜିତ ସମ୍ପତ୍ତି ଗୁଡ଼ାତ. ସବୁ ଜଙ୍ଗଲ ଗୋଚର ମାଡିବସି ନିଜ ଫାଇଦାରେ କେମିତି ବଡ଼ଲୋକ ହେବେ. ଜନତା ଗରିବ ହେଇଯାନ୍ତୁ ପଛେ ଏମାନେ କେମିତି ଖାଲି ରୋଜଗାର କରିବେ. ମୂର୍ଖ ଲୋକମାନେ ଆଙ୍କର କଣ ଦେଖି ଭୋଟ ଦେଉଛନ୍ତି ଟିକେ କହିବେ କି

  • @sarojinipal5098
    @sarojinipal5098 Před 2 dny +2

    ସବୁ ବଙ୍ଗଳାକୁ ସରକାରୀକରଣ କରାଯାଉ l ଯାହା ଦେଶର କାମରେ ଲାଗୁ l

  • @arabindabiswal7609
    @arabindabiswal7609 Před 2 dny +1

    ଜଲ୍ଡିଭଙ୍ଗଜଉ ସ୍ଵାଦ ନବୀନ ବାବା ଦେଇଛନ ❤ନବୀନ ବାବୁ ଗୋଟିଏ କତୁନ

  • @gajendrasethi8795
    @gajendrasethi8795 Před 2 dny +1

    ଅନ୍ୟାୟ ଅନିତୀ ଯେତେବେଳେ ଶୀର୍ଷରେ ପହଂଚେ ଜଗନ୍ନାଥ ସହି ପାରନ୍ତିନି. ଚକା ଆଖି ସବୁ ଦେଖୁଛି. ସମୟ ଆସିଲେ ତାଂକର ଲୀଳା ଦେଖାଇବେ.

  • @ajaykumar-xt9ox
    @ajaykumar-xt9ox Před 2 dny +2

    Sabu jaanch heu Argus news nku bahut bahut thanks 👍

  • @surendrabadamundi7275
    @surendrabadamundi7275 Před 2 dny +2

    ବିଜେଡ଼ି ର ଏମିତି କା ନେତା ମାନଙ୍କ ପାଇଁ ଏବେ ବିଜେଡ଼ି ବିରୋଧୀ ଦଳ ରେ ରହିଛି,

  • @somanathkhara8368
    @somanathkhara8368 Před 2 dny +2

    ବୋଲେ ବୋଲେ ପରେ ଦ୍ରୁବଙ୍କ ହୋଟେଲ ସ୍ଵାଦ ହେଲା କେବଳ ମଦ।

  • @susantmalik1872
    @susantmalik1872 Před 2 dny +6

    Hotel bhangi khela padiaa bana jau dhany bad Argus news.

  • @user-gj6hd9gy4q
    @user-gj6hd9gy4q Před 2 dny +3

    Bahut bahut bahut antarsra Dhanyabad Argus news

  • @Arnov389
    @Arnov389 Před 2 dny +2

    ଏଥି ପାଇଁ ୨୪ ବର୍ଷ ପରେ ବି ଓଡ଼ିଶାର ଉନ୍ନତିର ହେଇପାରି ନାହିଁ,BJD-କେଳେକାରୀNo-1

  • @bijaypanda1843
    @bijaypanda1843 Před 2 dny

    ସବୁ ଖୋଳା ଯାଉ ଜନସାଧାରଣ ଜାଣିବା ଦରକାର 🙏ଜୟ ଜଗନ୍ନାଥ

  • @pratisekdash4461
    @pratisekdash4461 Před 2 dny +2

    Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌻🌻💞💞💞🌹🌹🌹🌹🌹🌹🌹🌹🌹

  • @harekrushnabehera3138
    @harekrushnabehera3138 Před 2 dny +1

    BJD Jindabad.ଆମ ଓଡ଼ିଶା ନବୀନ ଓଡ଼ିଶା । ନେତା ହେବା ଏମିତି ।

  • @user-rk2ig9zk3q
    @user-rk2ig9zk3q Před 2 dny +1

    ଧ୍ରୁବ ସାହୁ ହୋଟେଲ ଶୀଘ୍ର ସିଲି ହଉ ନ ହେଲେ ସବୁ ଜିଁସ ବୋହିନେଇଯିବ

  • @rabiparida9482
    @rabiparida9482 Před 2 dny +2

    ଆଗେ ସେ ଅଂଚଳ ର ଜଂଗଲ ବିଭାଗର ଅଫିସର ମାନଂକୁ ଗିରଫ କରାଯାଉ ଦେଖି ବେ କେତେ କେତେ ବଡ ବାବୁ ସାମ୍ନା କୁ ଆସିବେ। ଯଦି କିଏ ଶୁଆ ପକ୍ଷୀ ଟିଏ ପାଳିଲା ଜଂଗଲ ବିଭାଗ ତା ଘରେ ପଶିବାକୁ ଦୁଇ ମିନିଟ୍ ଲାଗୁଛି ଏ ବେଳକୁ--------

  • @manojjena2579
    @manojjena2579 Před 2 dny +1

    ଆଗରୁ କିଛି ହେଉନଥିଲା ଏବେ କାହା ଘର କାହା ଢ଼ାବା ସବୁ ସେଇ ଭଙ୍ଗା ଭଙ୍ଗୀ ବହୁତ୍ ହେଉଛି 😅

  • @trilochansi7852
    @trilochansi7852 Před 2 dny

    ସେଇଥିପାଇଁ ଅର୍ଚ୍ଚନା ନାଗ୍ ଘଟଣା ଏବେ ଚୁପ୍ ରହିଛି !!!

  • @prakashpaikaray9051
    @prakashpaikaray9051 Před 2 dny +1

    ବାବା ମାନଙ୍କ କେଳେଙ୍କରି ପରେ ନେତାଙ୍କ କେଳେଙ୍କାରି l ଧନ୍ୟ BJD

  • @ranjayarout4523
    @ranjayarout4523 Před 2 dny +2

    Jay Shree Ram Jay Shree Ram Jay Shree Ram Jay hind

  • @minutesaboutShantikunjbyDSLenk

    ସବୁ ପୂର୍ଵ ବିଧାୟକ କୁ ଧରନ୍ତୁ..

  • @premchandmahanta9398
    @premchandmahanta9398 Před 2 dny +1

    ଓଡିଶାରେ ବିଜେଡି ନେତା ଓ ମନ୍ତ୍ରି 5ଟି ର ବିକାଶ ସାଧାରଣ ଲୋକ ପାଇ ଖାଲି ଭୋଟ ସମୟରେ ଲଲି ପଫ୍

  • @pintukhuntiakattarhindurss3697

    Rajanghar lokanka ku letiki .... dhruv crorepati

  • @bhabanemallick1801
    @bhabanemallick1801 Před 2 dny +1

    Thanks. To. Argus

  • @chittasahoo3236
    @chittasahoo3236 Před 2 dny

    ନବୀନ ସବୁ ଜାଣି ଥିଲା ସେ ଓଡ଼ିଆ ଙ୍କୁ ବରବାଦ କରିବାକୁ ଯୋଜନା ରହିଥିଲା ଯାହା ନବୀନା ହାରିବା ପରେ ସବୁ ସାମ୍ନା କୁ ଆସିଲା ଆପଣ ମାନେ ଖୁସିତ

  • @sanu3983
    @sanu3983 Před dnem +1

    ନବୀନ ପଟ୍ଟନାୟକ ଓ ସମସ୍ତ BJD ନେତାମାନେ ସବୁ ପରମ ମାଗିହା ସବୁ BJD ମାଗିହେ ଜେଲରେ ସଢିବେ

  • @user-fq5gb9ep9e
    @user-fq5gb9ep9e Před 2 dny +1

    ସବୁଆଡେ B J D ଦଳ ଏୟା କରି ଛନ୍ତି ।

  • @prananathpati9976
    @prananathpati9976 Před 2 dny +1

    ମୋହନ ମାଝି ଚୁପ୍ ରହିବାର କାରଣ କଣ? ମୋଦି ଅଟକେଇ ରଖିଛି କି? ତଦନ୍ତ କାହିଁକି ହେଉନି? ସମୟ ଗଡେଇବାର କାରଣ କଣ?

  • @BalaramPradhan-wr4eu
    @BalaramPradhan-wr4eu Před 2 dny +1

    ବେଡ଼ା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ,

  • @suryanarayansahu5375
    @suryanarayansahu5375 Před 2 dny

    MLA MP Minister ନଜାଣି କିଛି ହୁଏନାହିଁ।ଜୟ ଭାରତ ମାତା।

  • @abhimanyurout4574
    @abhimanyurout4574 Před 2 dny

    ଏମାନଙ୍କ ଉପରେ,କଡ଼ା ପଦେଖେପ,ନିଆଯାଉନି,ନହେଲେ,ସେମାନେ,କିପରି,ସେଘରୁ,ଜିନିଷ, ହଟାଇନେଉଛନ୍ତି,ପ୍ରମାଣ,ତଥ୍ୟ,ସୂନ୍ୟହେଉଛି,ସରକାର,କଣକରୁଛି

  • @SasmitaMalik-zl8rv
    @SasmitaMalik-zl8rv Před 2 dny +1

    ଧୂର୍ଵ ତ ଖାଲି ନୂଆ ନୂଆ ସ୍ତ୍ରୀ ମାନଙ୍କୁ ନେଇ ରାତି କାଟୁଥିଲା ବେଆଇନି କାର୍ଯ୍ୟ n କରିଥିଲେ ଟଙ୍କା କଉଠୁ ଆଣି ଦେଇଥାନ୍ତା ସେ ତରୁଣୀ ମାନଙ୍କୁ ଛି ତାକୁ ପୁଣି ଲୋକ ମାନେ ଜିତାଇଛନ୍ତି ଲଜ୍ୟା କର କଥା

  • @satyachayaentertanment1870

    ଏଇ ରିପୋର୍ଟଏର ମାନଙ୍କୁ କିଛି ଦେଖାଯାଉନି ଲୋକେ ଭୋକ ଉପାସ ରେ ମଲେଣି ଭତ୍ତା ଟଙ୍କା ବଢ଼ୁନି କାହିଁକି ସେଇଟା ଦେଖାଉନ ଏ ରିପୋର୍ଟର ବହୁତ ଖଟିଆ ସେବା କରିଛି ଲାଗୁଛି

  • @debendranarayandash9040

    ଏ ହେଉଛି ନବୀନ ଓଡିଶା ବଲ୍ଲେ ବଲ୍ଲେ ବିଜେଡି ବଲ୍ଲେ ନବୀନ ବଲ୍ଲେ ବଲ୍ଲେ ବିଜୁ ବାବୁଙ୍କ ଅଯୋଗ୍ୟ ସନ୍ତାନ ନବୀନ ବଲ୍ଲେ ବଲ୍ଲେ

  • @suryanarayansahu5375
    @suryanarayansahu5375 Před 2 dny

    ଏପରି ଆହୁରି ଦେଖନ୍ତୁ ଜ୍ଞାନମଣ୍ଡଳ ପ୍ରସ୍ତୁତି ବିଧି ଗୋପନୀୟ ତଥ୍ୟ।

  • @pramodbisoyi3332
    @pramodbisoyi3332 Před 2 dny

    ମାନ୍ୟବର ମୋହନ ମାଝୀ...... ଏ ସବୁ ଗେଣ୍ଡା ମାନଙ୍କୁ ଜେଲରେ ଭର୍ତ୍ତି କାରନ୍ତୁ 🙏

  • @laduliparida
    @laduliparida Před 2 dny

    ଆମ ଓଡ଼ିଶା ନବୀନ ଓଡ଼ିଶା, କୁଆଡେ ଗଲେ ନମ୍ବର 1ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଖଣି ସବୁ ଖାଇ ନମ୍ବର 1

  • @bipinbiharinayak5973
    @bipinbiharinayak5973 Před 2 dny +2

    B D O involved please arrest first bdo

  • @kunimallick6543
    @kunimallick6543 Před 2 dny

    St /sc କୁ ଜଙ୍ଗଲ ଜମି ଦିଆ ଯାଉନାହିଁ। MLA ମାନକୁ ଦିଆ ଯାଇଛି ।ତୁରନ୍ତ ଦୃବ ବାବୁ ଙ୍କୁ ହଟାନ୍ତୁ ।

  • @bibhutidipa
    @bibhutidipa Před 2 dny +1

    Sab vyakti mein nyaay chahie❤

  • @Shibacharan4052
    @Shibacharan4052 Před 2 dny +1

    KAJAL PANDA ଏସବୁ କଣ କିଛି କୁହ?

  • @user-kl3ud7wj1i
    @user-kl3ud7wj1i Před 2 dny +1

    ମୁଁ। ସବୁ ବବେଳେ argush time କୁ ଧନ୍ୟବାଦ ଦେବୀ perfect news ଦେଇ ଥିବାରୁ।but କିଛି ନେତା ଏବେ ବି ଅଚନ୍ତି ତାଙ୍କୁ ଫୋକାସ କର।
    ଆଉ ଗୋଟେ କଥା କହିବି ତମେ ଯଦି ପ୍ରକୃତରେ ଲୋକଙ୍କ ମନକଥା ବୁଝୁଛ । ତେବେ ଗୋଟେ କଥା କହିବି ତାକୁ ଫୋକୋଷ କରିବ। Bjp,bjd,con ଯିଏ ବି ହଉ ସବୁବେଳେ ଘୋଟଲା କରୁ ଛନ୍ତି।
    ଯାହାର ବିଜୁ ପକ୍କାଘର,କି ପ୍ରଧାନମନ୍ତ୍ରୀ ଆବାସ,ଇନ୍ଦ୍ରଆବାସା ହଉ ସରପଞ୍ଚ ,ବିଡିଓ 20000ନଉଛନ୍ତି କାହିଁକି,? ପ୍ରତି ଟି ଘରେ ତର୍ଜମା କର। ମୁଁ ନିଜେ ଦେଇଛି ।ମୋ ନାଁ ମନୋରଞ୍ଜନ ରାଉତ ।
    ଅଟ -anjira
    Po-olhana
    Block -kanasha
    Dist -puri
    Pin-752019
    Dau ଅଛି ରେକର୍ଡ କର

  • @suryanarayansahu5375
    @suryanarayansahu5375 Před 2 dny

    ସରକାର କ'ଣ ମନ ଇଛା କରିବେ। ସେଥିପାଇଁ ଭୋଟ ହାତେଇବା ପାଇଁ ବେସରକାରୀ କାର୍ଯ୍ୟା କରିବେ। ଏହା କ'ଣ ସମାଜର ଉନ୍ନତି କରାଯାଉଛି। ଆରେ ଭାଇ ଏହା ଗଣତନ୍ତ୍ରର କଣ୍ଠରୋଧ କରି। ବାପାର ସଂପତ୍ତି --------?

  • @TapanroseBTR
    @TapanroseBTR Před 2 dny +1

    ଅରୁଣ ସାହୁ କଥା ଟିକେ କୁହ....

  • @minutesaboutShantikunjbyDSLenk

    Building ଭାଙ୍ଗି ନ ଦେଇ ଅନାଥ ଆ ଶ୍ର ମ କରନ୍ତୁ

  • @debasismohanty1988
    @debasismohanty1988 Před 2 dny +1

    Forest department ku socuse notice magajau. Eviction emidiately karajau😊😊

  • @rabindrakumarsahu8649
    @rabindrakumarsahu8649 Před 2 dny +1

    Request reporter to make interview with Ex C.M and answer to aware to public

  • @kshirodkumarbehera5105

    ଧ୍ରୁବ ଭଳି ପଚିଶ ବର୍ଷ ରେ ଓଡ଼ିଶା ଖୋଳ ତାଡ଼ ହେଲେ ଅନେକ ଧ୍ରୁବ ବାହାରକୁ ଆସିପାରିବେ।

  • @jayanarayanpadhan3384
    @jayanarayanpadhan3384 Před 2 dny +1

    Naveen bhabamurti dekhai pacha pate Rakshyash chela.
    Wa re Odisha

  • @bhubanewardharua9631

    ସୁନ୍ଦର ପଦକ୍ଷେପ l

  • @prajnangaming9671
    @prajnangaming9671 Před 2 dny +1

    Time heals the injuries. Absolute power paves the way to absolute corruption.

  • @rabindranathmaharana334
    @rabindranathmaharana334 Před 2 dny +1

    ଅଧର୍ମ ବିତ ବଢ଼େ ବହୁତ
    ଗଲା ବେଳେ ଯାଏ ମୂଳ ସହିତ l😂

  • @niranjanmaity8227
    @niranjanmaity8227 Před 2 dny +1

    ସବୁ ଶଳା ଚିଟଫଣ୍ଡ ଟଙ୍କା ର ଖେଳ....

  • @nababarika4028
    @nababarika4028 Před 2 dny +1

    Inquiry should be made by concern authorities District administrators and Forest department

  • @rabindrakumarsahu8649
    @rabindrakumarsahu8649 Před 2 dny +1

    Curpit should be punished after proper enquiry

  • @manojkumarsahoo4502
    @manojkumarsahoo4502 Před 2 dny

    Thank you Argus news 🙏

  • @user-lc3bh2dn7c
    @user-lc3bh2dn7c Před 2 dny

    ଆହୁରି ଅଛି ଜଙ୍ଗଲ ଜମି ରେ ବଡ଼ ବଡ଼ କୋଠା ଯାଜପୁର

  • @ajitkumar332
    @ajitkumar332 Před 2 dny +1

    ଶଳା ସାରଥୀ ଠାରୁ ବି ବଳି ଗଲ

  • @chhabindramansingh73
    @chhabindramansingh73 Před 2 dny

    କଣ ପ୍ରଥମେ ଯାଜପୁର ଧର୍ମ ଶାଳାରୁ ଆରମ୍ଭ ହୋଇ, କଟକ ଦେଇ ଗଞ୍ଜାମ ଗଜପତି ଦେଇ ସାରା ଓଡିଶା ଵ୍ୟାପୀବକି, ଵଲେ ଵଲେ

  • @raghunathsahoo3490
    @raghunathsahoo3490 Před dnem

    ସେତେ ବେଳେ ଯୋଉଆଫିସାର ଥିଲେ ତାଙ୍କୁ ଆଗେ ଧର

  • @BiswanataBarik
    @BiswanataBarik Před 2 dny +1

    ED କୁ ଦିଆଯାଉ 😂😂😂😂😂

  • @sonusudam1546
    @sonusudam1546 Před 2 dny

    ସବୁ ମୂର୍ଖ ଲୋକ କୁଆଡେ ଗଲେ ନବୀନ କୁ no1 ମୂର୍ଖ ମନ୍ତ୍ରୀ ବୋଲାଉଥିବା

  • @advditaribiswal2646
    @advditaribiswal2646 Před 2 dny

    Argus tv is the only to bring the real facts about the culprit.

  • @nirmalkumarbehuria6411
    @nirmalkumarbehuria6411 Před 2 dny +1

    ଖଜୁରୀ ଗଛ
    BJD ଦଳ ର କି ଗୁଣ ଗାଇବୁ
    ମୂଳରୁ ପାହାଚ ପାହାଚ
    ସବୁ ଖାଇ ଖୋଳ କରି ଅଠା ବଳିବା ଟା ସହଜ

  • @jaydhanraj8864
    @jaydhanraj8864 Před 2 dny

    ସରକାର କଣ କିଛି କରି ପାରୁ ନାହାନ୍ତି ??? ତ ପାୱାର ରେ ଥାଇ କି ମୂଲ୍ୟ ???

  • @SWAINSAMIRRANJAN
    @SWAINSAMIRRANJAN Před 2 dny

    Like King and like subject।

  • @hemsagarsahu4412
    @hemsagarsahu4412 Před 2 dny

    ନବୀନ ପଟ୍ଟନାୟକ ମଦ ପିଇ ଶୋଇଥିଲା,ପାଣ୍ଡିଆନସ୍ବାଦ ଢାଵାରେ ଖାଉଥିଲା,ଅଫିସରମାନେ ଭୟ କରୁଥିଲେ, ସେଥିପାଇଁ ଏକ୍ସନ୍ ନେଲେ ନାହିଁ ।

  • @ashokkumarbhuyan3937
    @ashokkumarbhuyan3937 Před 2 dny

    କି ଗୁଣ ଗାଇବି ଖଜୁରୀ ଗଛ ର ମୂଳରୁ ପାହାଚ ପାହାଚ,କଣ ହେଉଛି ଜନତା ଦେଖୁଛନ୍ତି

  • @deviprasadmishra6563
    @deviprasadmishra6563 Před 2 dny

    ତଦନ୍ତ କରାଗଲେ ଗତ 24 ବର୍ଷ ମଧ୍ୟରେ ଶହ ଶହ ବେଆଇନ କାର୍ଯ୍ୟକରାଯାଇ ଏଭଳି ଘୃଣ୍ୟ କାର୍ଯ୍ୟ ନିମନ୍ତେ ବେଆଇନ କାର୍ଯ୍ୟ କରାଯାଇଛି। ସମସ୍ତ ବିଜେଡି ନେତାଙ୍କୁ ତଦନ୍ତ କରାଗଲେ ବହୁ ତଥ୍ୟ ସାମ୍ନାକୁ ଆସିବ