||କବି ସମ୍ରାଟଙ୍କ ରଚିତ ରୀତି ଯୁଗର ଅନନ୍ୟ କାବ୍ୟ ଲାବଣ୍ୟବତୀ||labanyabati written by kabi samrat||

Sdílet
Vložit
  • čas přidán 5. 09. 2024
  • #କବି_ସମ୍ରାଟ #ଉପେନ୍ଦ୍ର_ଭଞ୍ଜ #କାବ୍ୟ_ଲାବଣ୍ୟବତୀ #ଵୀର_କଳିଙ୍ଗ
    ଓଡ଼ିଆ ସାହିତ୍ୟ ରୀତିଯୁଗର ସର୍ବପ୍ରମୁଖ କବି ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କାବ୍ୟଶାସ୍ତ୍ର ଓ ଅଳଙ୍କାରଶାସ୍ତ୍ର ନିୟମାନୁସାରେ ଶବ୍ଦପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ କବିତା ଲେଖିଥିବାରୁ କବି ସମ୍ରାଟ ଭାବେ ପରିଚିତ । ଏହାଙ୍କ ସବୁଠୁ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଇଷ୍ଟଦେବତା ରାମଙ୍କୁ ସମର୍ପିତ ବୈଦେହୀଶ ବିଳାସ ନାମକ ରାମକାବ୍ୟ । ଏହା ଛଡ଼ା ଅନେକ ଚଉପଦୀ, କେତେକ ଚଉତିଶା ଓ ଜଣାଣ ମଧ୍ୟ ରଚନା କରିଛନ୍ତି। କବି ସମ୍ରାଟ ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କ ଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।
    ରୀତି ଯୁଗୀୟ କାବ୍ୟ ଓ କବିମାନଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚେଇରଖିବା ପାଇଁ ଆମର ଏ ଛୋଟିଆ ପ୍ରୟାସ। ଏହି ଅଧ୍ୟାୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଲୋକପ୍ରିୟ କାବ୍ୟ "ଲାବଣ୍ୟବତୀ" ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଆଗକୁ ମଧ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବିଭିନ୍ନ କାବ୍ୟ, କବିତା,ଚଉପଦୀ ଓ ଚଉତିଶା ଇତ୍ୟାଦି ପ୍ରକାଶ ପାଇବା ସହିତ ଓଡ଼ିଶାର ରୀତି ଯୁଗୀୟ ବିଭିନ୍ନ କବିଙ୍କର ଜୀବନି ଓ ସେ ଲେଖିଥିବା ବିଭିନ୍ନ କାବ୍ୟ, କବିତା,ଜଣାଣ,ଚଉପଦୀ ଓ ଚଉତିଶା ଇତ୍ୟାଦି ପ୍ରକାଶ କରାଯିବ।
    ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
    ||ଧନ୍ୟବାଦ||
    ••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
    ନିର୍ଦ୍ଦେଶନା- ଆଫ଼ତାବ୍ ହୋସେନ
    ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
    କ୍ୟାମେରା- ରୋହନ ମହାପାତ୍ର
    ଏଡିଟିଙ୍ଗ- ରୋହନ ମହାପାତ୍ର
    ସହଯୋଗ- ଵୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
    ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
    ଆମ ଓ୍ବେବସାଇଟ: virkalinga.in/
    ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
    ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- ... 👈 କ୍ଲିକ୍ କରନ୍ତୁ।
    ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
    ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- Ka... 👈 କ୍ଲିକ୍ କରନ୍ତୁ।
    ଆମକୁ ମେଲ୍ କରନ୍ତୁ- virkalinga@gmail.com
    ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
    ସୌଜନ୍ୟ- ବୀର କଳିଙ୍ଗ
    ••••••••••••••••••••••••••••••••••••••••••••••••••••••••••••••••••••••••••
    #Riti_juga #labanyabati #kabi_samrat #Upendra_bhanja #birabara #କବି_ସମ୍ରାଟ #ଶ୍ରେଷ୍ଠ_କବି #ଉପେନ୍ଦ୍ର_ଭଞ୍ଜ #ରୀତି_ଯୁଗ #କାବ୍ୟ #ରୀତି_ଯୁଗୀୟ_କବି #ବୀରବର #ଓଡିଆ_କାବ୍ୟ #ଓଡିଆ_କବିତା #ଓଡିଆ_କବି#Chilika_lake#ଚିଲିକା_ହ୍ରଦ#Vir_kalinga #ଵୀର_କଳିଙ୍ଗ #ଚିଲିକା #ହ୍ରଦ #କାଳୀଜାଇ #kalijai #odisha_tourist #ଓଡିଶା_ପର୍ଯ୍ୟଟକ #odisha #ଓଡିଶା#tourism_palce_odisha#ପର୍ଯ୍ୟଟନ_ସ୍ଥାନ_ଓଡିଶା#ଓଡି଼ଆ_ନବବର୍ଷ #ପଣାସଂକ୍ରାନ୍ତି#ମହାବିଷୁବସଂକ୍ରାନ୍ତି#odia_kabita#odia_kabi_o_kabita#jadumani_kabita#jadumani_rahasya#kabi_jadumani#jadumani_mahapatra #jadumani #rahasya #jadumani_rahasya #ଯଦୁମଣି_ମହାପାତ୍ର #ଯଦୁମଣି_ରହସ୍ୟ #ଭଞ୍ଜ#କବି_ସମ୍ରାଟ#ଉପେନ୍ଦ୍ର_ଭଞ୍ଜ#kabi_samrat_upandra_bhanja#jayjagannath #puri #jagannath#virkalinga #odisha#Utkal_Dibasa2020 #ଉତ୍କଳ_ଦିବସ #virkalinga #odisha #kalinga #kalinga_bir #utkal #kabi#Utkal_Dibasa2020 #ଉତ୍କଳ_ଦିବସ #virkalinga #odisha #kalinga #kalinga_bir #utkal #kabi #utkal_divash2020
    #lalita_madhab #nila_madhab #kantilo ##jayjagannath #puri #jagannath#virkalinga #odisha#odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr #chilika#chilika_hrada #winter_season #kalijai #kalijai_tample#holi #dolaparba #dolapurnima #jagannath #dolabedi #dolajata #srimandira #rathyatra #puri #ହୋଲି #ଦୋଳପୂର୍ଣ୍ଣିମା #ଶ୍ରୀମନ୍ଦିର #ଦୋଳଯାତ #ଦୋଳବେଦୀ #ଦୋଳଗୋବିନ୍ଦ #ପୁରୀ#ଫଗୁଦଶମୀ #phagudasami#jayjagannath #puri #jagannath#virkalinga #odisha
    #odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr
    #village, #bhuban#largestvillage#villagers #odissidance, #performance, #dance, #culture, #odissi, #oldestdance#bhubaneswar#bbsr#Ranabhuin #Ranapur #Vir_kalinga #Nayagrth #ରଣଭୂଇଁ #ରଣପୁର #ଵୀର_କଳିଙ୍ଗ #maninageswari #maninaga #asura_kumari #ନୟାଗଡ଼ #ମଣିନାଗେଶ୍ବରୀ #ମା_ମଣିନାଗ #ଅସୁର_କୁମାରୀ

Komentáře • 104

  • @djniranjanremix5035
    @djniranjanremix5035 Před 9 měsíci +2

    ସାର୍ ନମସ୍ତେ , ଆଜିର ସମୟ କାହିଁକି ଏହି ପରି କବି ମନେ ମିଳୁ ନାହାଁନ୍ତି। ଆଉ ଗୋଟେ କଥା ସେମାନେ ଙ୍କୁ ଆମେ ଆଦି ଭୌତିକ ଶକ୍ତି ପ୍ରାପ୍ତି ଦ୍ଵାରା ସିଏ ଏହି ପରି କବି ହୋଇପାରିଛନ୍ତି ବୋଲି କହି ।ଆମେ ଆଜିର ଦିନ ର ଯୁବ ପୀଢ଼ି ଙ୍କୁ ଭୟ ମନ ରେ ସୃଷ୍ଟି କରୁ ନାହାନ୍ତି ତ।

  • @harapriyarani
    @harapriyarani Před 7 měsíci

    ଅତି ସୁନ୍ଦର ଉପସ୍ଥାପନା
    ପ୍ରଶଂସନୀୟ✨🌟💫

  • @debasismohapatra2881
    @debasismohapatra2881 Před 3 lety +3

    ବିଦଗ୍ଧ ଚିନ୍ତାମଣି ଓ ରସକଲ୍ଲୋଳ କାବ୍ୟର ମଧ୍ୟ ସମୀକ୍ଷା କରାଯାଉ

    • @VirKalinga
      @VirKalinga  Před 3 lety +1

      ନିଶ୍ଚିତ ଭାବରେ କରାଯିବ।

  • @ganeshpanigrahi5258
    @ganeshpanigrahi5258 Před 3 lety +4

    ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଶଂସା କରିବା ପାଇଁ ମୋ ପାଖରେ ଭାଷା ନାହିଁ...
    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ...
    ଜୟ କଳିଙ୍ଗ ଭାରତୀ...
    ଜୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ...

    • @VirKalinga
      @VirKalinga  Před 3 lety +1

      ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @damodartripathy8027
    @damodartripathy8027 Před 11 měsíci +1

    Thank you sir wish your Antilles.

  • @bhagwannayak8611
    @bhagwannayak8611 Před 4 lety +3

    ସାର୍ଥକ ପ୍ରୟାସ। ଅଭିନନ୍ଦନ।

  • @odiatech5648
    @odiatech5648 Před 8 měsíci

    Salute this teacher

  • @sssabanlimmaofficials
    @sssabanlimmaofficials Před 20 dny

    ❤❤❤

  • @rakeshswain7345
    @rakeshswain7345 Před 4 lety +7

    Purna sir you are the best person having a golden heart i have ever come across.you the on who can make all the old memories of literature bright and beautiful .i love listening to you about odia litreature .

    • @VirKalinga
      @VirKalinga  Před 4 lety +1

      ବହୁତ ବହୁତ ଧନ୍ୟବାଦ।🙏

    • @satyanarayanpanda3990
      @satyanarayanpanda3990 Před 3 lety

      Extraordinary memories vividly described is praiseworthy versatile genuine as I cannot but praise you sir it is a great inspiration to us

  • @aftabhossen6586
    @aftabhossen6586 Před 4 lety +3

    ଜଏ।

  • @ajaykumarsahoo1156
    @ajaykumarsahoo1156 Před 4 lety +2

    ଅତିବ ଆକର୍ଷଣୀୟ ଆପଣଙ୍କ ଉପସ୍ଥାପନ ଶୈଳୀ 🙏🙏

    • @VirKalinga
      @VirKalinga  Před 4 lety +1

      ଧନ୍ୟବାଦ 🙏
      ଏମିତି ଦେଖୁଥାନ୍ତୁ‌।

  • @ranurath1
    @ranurath1 Před 3 lety +3

    ଅତୀ ସୁନ୍ଦର ଉପସ୍ଥାପନା 🙏🏻

    • @VirKalinga
      @VirKalinga  Před 3 lety +2

      ଧନ୍ୟବାଦ।

    • @73Mina_
      @73Mina_ Před 2 lety

      I feel proud to see a professor from our dist. is so eloquent n vocal in Bhanja sahitya. I also enjoy his singing of champu/chhands with its meaning. He must have been a teacher par excellence. 🌹🌹🙏🙏

  • @krushnasahu7514
    @krushnasahu7514 Před rokem +1

    👌.

  • @creativeartistabode8579
    @creativeartistabode8579 Před 3 lety +2

    ପ୍ରଣାମ 🙏
    ଆପଣଙ୍କର ଆଲୋଚନା ଖୁବ୍ ସୁନ୍ଦର, ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇପାରିଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @prashantkumardash5793
    @prashantkumardash5793 Před 10 měsíci

    ଆପଣଙ୍କୁ ସାଦର ପ୍ରଣାମ ମହାଶୟ, 🙏

  • @ommprasad123
    @ommprasad123 Před 4 lety +3

    Jay Jagannath

    • @VirKalinga
      @VirKalinga  Před 4 lety +1

      ଜୟ ଜଗନ୍ନାଥ ମହାପ୍ରଭୁ।

  • @indiangeographydebendrabeh857

    Upendra Bhanja Long live

  • @dusmantabehera8782
    @dusmantabehera8782 Před 2 lety +1

    ସାର୍, ନମସ୍କାର ଆପଣଙ୍କ ଦ୍ଵାରା ଉପସ୍ଥାପନ ହୋଇଥିବା ଲାବଣ୍ୟବତୀ ର ପ୍ରତ୍ୟେକ ଛନ୍ଦ ଅତି ସୁନ୍ଦର, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ଉପସ୍ଥାପନା କଲେ ପାଠକ/ପାଠିକା, ଶ୍ରୋତା ବନ୍ଧୁ ମାନେ ବହୁ ମାତ୍ରାରେ ଉପକୃତ ହୁଅନ୍ତେ।

  • @MrNeelamadhab
    @MrNeelamadhab Před 4 lety +2

    ଚମତ୍କାର ଉପସ୍ଥାପନ।🌺🌺👌👍

  • @sabitamahapatra9366
    @sabitamahapatra9366 Před 3 lety +2

    Atisunndara

  • @niradkumarsahoo1895
    @niradkumarsahoo1895 Před 10 měsíci

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୁ ପ୍ରଚାର ପ୍ରସାର ସୁନ୍ଦରଭାବେ କରୁଥିବାରୁ ଆପଣଙ୍କୁ ଆନ୍ତରିକତାର ସହିତ ସୁଭେଚ୍ଛା ଅଭିନନ୍ଦନ ସତତ ପ୍ରଣାମ

  • @rupalimeher4155
    @rupalimeher4155 Před 4 lety +2

    ଅତି ସୁନ୍ଦର 👌👌

  • @radheshyamsahucreation7621

    Bahut bahut sundar aalochana sir... Juhaar sir!!

  • @sibaram456
    @sibaram456 Před 3 lety +1

    ପ୍ରଣାମ ସାର।ଅତି ଚମତ୍କାର ବର୍ଣ୍ଣନା

  • @prasannadihudi143
    @prasannadihudi143 Před 3 lety +1

    ସୁନ୍ଦର ପ୍ରୟାସ ଆପଣଙ୍କ ।🌹🙏🌹

  • @chandanbehera3989
    @chandanbehera3989 Před 3 lety +1

    ଖୁସି କରିଦେଲେ ସାର୍।

  • @banacreationbc344
    @banacreationbc344 Před rokem +1

    ଅଥି ସୁନ୍ଦର ବର୍ଣନା 🙏🙏🙏🙏🙏

  • @theslaveofscience6629
    @theslaveofscience6629 Před 4 lety +3

    🤗🤗🤗🤗🤗🤗

  • @sarojpradhan2125
    @sarojpradhan2125 Před 10 měsíci

    Jay sanatani

  • @iitphd
    @iitphd Před 3 lety +1

    ଆରମ୍ଭରୁ ଯେଉଁ କଦର୍ଯ୍ୟ ଶବ୍ଦ ଆସୁଛି ତାକୁ ବନ୍ଦ କରିବାକୁ ଅନୁରୋଧ.

    • @VirKalinga
      @VirKalinga  Před 3 lety +1

      ଧନ୍ୟବାଦ।
      ଆପଣଙ୍କ ମତକୁ ବିନମ୍ର ଭାବେ ଗ୍ରହଣ କଲୁ।ସୁଧାରିବୁ।

  • @prabhashchandratoltia2086

    ମୋର ଗୋଟେ ଅନୁରୋଧ ଆଜ୍ଞା କେଉଁ ଛନ୍ଦ କୁ କେମିତି ଗାନ କରିବା କଥା ଗୋଟେ ଗୋଟେ ଉଦାହରଣ ଦେଇ video କରନ୍ତୁ

    • @VirKalinga
      @VirKalinga  Před 3 lety +1

      ନିଶ୍ଚୟ କରିବୁ।

  • @priyankabehera6293
    @priyankabehera6293 Před 4 lety +2

    🙏🏻🙏🏻🙏🏻🙏🏻

  • @sagarkumarbehera3763
    @sagarkumarbehera3763 Před 4 lety +2

    Jay jaganntha

    • @VirKalinga
      @VirKalinga  Před 4 lety +2

      ଜୟ ଜଗନ୍ନାଥ ମହାପ୍ରଭୁ।

  • @sradhasamratcreation5378
    @sradhasamratcreation5378 Před 4 lety +3

    🙏♥️🙏

  • @korajena9463
    @korajena9463 Před 3 lety +3

    So charming

  • @odiasahitya9571
    @odiasahitya9571 Před 3 lety +2

    ଯେଉଁ ଆଙ୍ଗୁଠିରେ dislike କରାଯାଉଛି ଏହି video କୁ ସେ ଆଙ୍ଗୁଠି ଭାଙ୍ଗି ଯାଉ

  • @swagat5087
    @swagat5087 Před 3 lety +2

    🙏🙏🙏

  • @shankarpatra9890
    @shankarpatra9890 Před 2 lety +1

    🙏sir

  • @pramodrout2483
    @pramodrout2483 Před rokem +2

    ଏ ବହି ସବୁ ମିଳି ପାରିବ କି ????

  • @AdityaPeopleForSeva
    @AdityaPeopleForSeva Před 4 lety +3

    ଆଗକୁ ବଢ଼ି ଚାଲ ଭାଇ

    • @VirKalinga
      @VirKalinga  Před 4 lety +2

      ଧନ୍ୟବାଦ।🙏🙏🙏

  • @biswapratapbehera4520
    @biswapratapbehera4520 Před 4 lety +2

    Continue sir please 🙏

    • @VirKalinga
      @VirKalinga  Před 4 lety +1

      ଦେଖନ୍ତୁ,୪ ଏପିସୋଡ୍ ଯାଏଁ ହୋଇଛି।
      ଏହାକୁ ଆମେ ଚାଲୁ ରଖିବୁ। ଆପଣଙ୍କୁ ଦେଖିବାକୁ ଅନୁରୋଧ।

  • @sitakantahotta6261
    @sitakantahotta6261 Před 2 lety +1

    Very lively presentation!

  • @kshirodkumarnayak3128
    @kshirodkumarnayak3128 Před 4 měsíci

    Sir namaskar, bahut sundara lagila . Ehi alochanati motey 1979-81 masihara smruti ku jagrata kala.
    Ravenshaw (saandhya college) ra guru Panchanana Pati ebaun Dr. Dolagovinda Shastree Sir amaku
    ei ritijugiya kabya padhauthiley. Namaskar.

  • @yudhisthirabehera2993
    @yudhisthirabehera2993 Před rokem +1

    Sir namaskar, apana retired kaleni ki achhanti,odia chair sthapana pare odia bhasare unnati heba nischaya, apanamananka sahajya sahajog ekanta jaruri.

  • @mukeshrana8796
    @mukeshrana8796 Před 3 lety +1

    Sir upendra bhanja nka kavya ra keun chhanda ku kivali raagare gayana karajiba... Video banantu

    • @VirKalinga
      @VirKalinga  Před 3 lety +1

      କରିବୁ କିନ୍ତୁ ସମୟ ଲାଗିବ।

  • @rabindrabhatra1420
    @rabindrabhatra1420 Před 3 lety +1

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ରଚିତ ମଧ୍ୟଯୁଗୀୟ କାବ୍ୟ ବିଷୟରେ କହିବେ ଦୟାକରି

  • @dasharathabenia5563
    @dasharathabenia5563 Před 3 lety +1

    Rama sits nka madhusajya tike bujhantu Sir (Gita fitichhi bandana sahite beni

  • @jyotirekhanath2395
    @jyotirekhanath2395 Před 3 lety +2

    ସାର🙏... ପ୍ରଥମ ଛାନ୍ଦ ର ସମସ୍ତ ପଦ ଗୁଡିକୁ କ୍ରମାନୁସାରେ ବର୍ଣନା କରନ୍ତୁ...

    • @VirKalinga
      @VirKalinga  Před 3 lety +1

      ଠିକ୍ ଅଛି। ଧନ୍ୟବାଦ

    • @positivevibes6427
      @positivevibes6427 Před 3 lety

      Han agyan sampurna barnana prathama chanda ru sesa Chanda Sabu chanda sampurna barnanaa karibaku anurodh🙏

  • @pradoshkumar4969
    @pradoshkumar4969 Před 3 měsíci

    Sir Bijulibati kabya ra Kabinka nama kana tike kahibe ???

  • @SAROJKRISHNASHADANGI
    @SAROJKRISHNASHADANGI Před měsícem

    Competition karanti

  • @littlestar1589
    @littlestar1589 Před 4 lety +2

    Full chapter sir

  • @nirmalsahu7204
    @nirmalsahu7204 Před 3 lety +1

    SIR APANA KENU GAA RA

  • @chaitanyameher4356
    @chaitanyameher4356 Před 3 lety +1

    sir ସାହିତ୍ୟ ଅର୍ଥ କୁ ଟିକେ ସରଳ ଭାଷାରେ ବୁଝେଇଲେ ଭଲ ହେଇଥନ୍ତା

  • @rabinarayan8882
    @rabinarayan8882 Před 3 lety +1

    Sir Odia sahiysangita. Barnanachamtakar bartaman samayre nihati darkar puni Odia bachiba pranam 🙏

  • @soubhagyaranjannayak2280
    @soubhagyaranjannayak2280 Před 4 lety +2

    Jay Jagannatha

    • @VirKalinga
      @VirKalinga  Před 4 lety +1

      ଜୟ ଜଗନ୍ନାଥ ମହାପ୍ରଭୁ