BJP alleges deep conspiracy by the ruling party against MLA Prashant Jagdev

Sdílet
Vložit
  • čas přidán 25. 05. 2024
  • #ଜଗଦ୍ଦେବଙ୍କୁ_ଗିରଫ_ନେଇ_ତେଜିଲା_ରାଜନୀତି
    ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି। ଘଟଣାର ୨୪ ଘଣ୍ଟା ପରେ ବି ସତ କଣ ପଦାକୁ ଆସିନଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ଏହାକୁ ଶାସକ ଦଳ ବିଜେଡିର ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି। ତାସହ ବିଧାୟକଙ୍କୁ ଶୀଘ୍ର ଖଲାସ କରାନଗଲେ କାଲିଠୁ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି।
    #Pratidin #Booth #BJP #Politics #Begunia #khordha #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 498

  • @amitakar948
    @amitakar948 Před 21 dnem +94

    ବିଜେଡି ବୋହୁତ ନାଟ କରିଛି ଏଥର ନାଟ ଛାଡ଼ିଯିବ

  • @satyabrataparida1925
    @satyabrataparida1925 Před 21 dnem +64

    CC TV କୁ ତୁରନ୍ତ ସାର୍ବଜନୀନ କର ।ତା ପରେ ମତାମତ ଦିଅ ।

  • @Zodnd1254
    @Zodnd1254 Před 21 dnem +65

    ସମର୍ଥକ ମାନେ cctv ଯାଞ୍ଚ ପାଇଁ ଆନ୍ଦୋଳନ କର

  • @raghumaninayak9593
    @raghumaninayak9593 Před 22 dny +109

    BJD ଦଳରେ ଥିଲାବେଳେ ସୁନା ପୁଅ ଏବେ BJP ଦଳକୁ ଆସିଲେ ଗୁଣ୍ଡା ବନି ଗଲେ,ଏହା ଏକ ପ୍ରାୟୋଜିତ ଘଟଣା

    • @jyotiranjankhadiratna
      @jyotiranjankhadiratna Před 21 dnem +2

      Right

    • @pratyushkhilar5170
      @pratyushkhilar5170 Před 21 dnem +2

      Jemiti anubhab,arindam, pradeep panigrahi,prasant jagdev, sabu bjd re thila bele chora,kritadas thile au ebe tame tanku bhagaban karidela😂😂😂😂😂

    • @raghumaninayak9593
      @raghumaninayak9593 Před 21 dnem +2

      ତାମିଲ ପ୍ରେମ ଆଉ କେତେ ଦିନ

    • @_mr___rajput
      @_mr___rajput Před 21 dnem

      ​@@pratyushkhilar5170 CHORA au krita dasa bhitare different bujhichha ?? Krita dasa na hoiki swabhiman ra saha dala chhadile bahu neta

    • @niranjansahoo7581
      @niranjansahoo7581 Před 21 dnem

      Bhai bjd para amiti karithila bali bjd dalru bida karidela

  • @prasantkudas3438
    @prasantkudas3438 Před 21 dnem +56

    ଦୁର୍ନୀତି BJD ସରକାର କିଛି ବି କରିପାରେ,

  • @girishmishra4049
    @girishmishra4049 Před 22 dny +102

    ଆରେ ଭୃଗୁ ତୁ ଟିକେ ତୋର ମା, ବାପା, ସ୍ତ୍ରୀ, ପିଲା କୁ ପଚାରେ ଯେ 23 ବର୍ଷ ଦଳରେ ଥିବା BJP କୁ ଛାଡ଼ି ତାମିଲ୍ ଗୁମାସ୍ତା ର ଗୋଲାମ ହେବାକୁ ମୁଁ ପସନ୍ଦ କରେ। ଏହା ମୁଁ ଠିକ୍ କରିଛି ନା ନାହିଁ ?

  • @anandanayak8464
    @anandanayak8464 Před 21 dnem +61

    Presiding officer ବୋଧେ ଲାଞ୍ଚ ନେଇ ଏମିତି କରିଥାଇ ପାରେ

  • @Vinood900
    @Vinood900 Před 22 dny +63

    CCTV କୁ edit କରିବା ପାଇଁ late କରାଯାଉଛି। ଓଡିଶା ପୋଲିସ ତାମିଲ୍ ପାଣ୍ଡ ର order ରେ ପକ୍ଷପାତିତା କରିଛି। ଓଡିଶା ପୋଲିସ ତାମିଲ୍ ପାଣ୍ଡ। ର କ୍ରୀତଦାସ ପାଲଟିଛି

    • @bijaykumarmishra7689
      @bijaykumarmishra7689 Před 22 dny +2

      CCTV footage tempering hebaro bahut asanka achhi turant forensic laboratory ku janch pain patha jau

    • @Vinood900
      @Vinood900 Před 21 dnem

      @@bijaykumarmishra7689 turant for କଣ। ସେଠି ଥିବା ପ୍ରତ୍ୟକ୍ଷଦର୍ଶୀ ଲୋକେ ମନା କରୁଛନ୍ତି। ପ୍ରଶାନ୍ତ ଜଗଦେବ ଙ୍କୁ ନିର୍ଦ୍ଦୋଷ କହୁଛନ୍ତି। ଏହା ତାମିଲ୍ ପାଣ୍ଡ BJD ର ଷଡ଼ଯନ୍ତ୍ର। ଆଉ ଓଡିଶା ପୋଲିସ୍ ପାଣ୍ଡ କ୍ରୀତଦାସ

    • @smrutirekhabehera7453
      @smrutirekhabehera7453 Před 21 dnem

      Tamil panda ra ki bihari kukuri ra ki godi ra Jana padi jibani ki

  • @Rastrabadi
    @Rastrabadi Před 21 dnem +37

    ଯଦି ପ୍ରଶାନ୍ତ ଜଗଦେବ ନିର୍ଦୋଷ ବୋଲି ପ୍ରମାଣ ମିଳେ ତେବେ ସେଠାକାର ପ୍ରିଯାଇଣ୍ଡିଙ୍ଗ ଅଧିକାରୀ ଏବଂ ଯେଉଁ ଥାନା ଅଧିକାରୀ ବିନା ତଥ୍ୟ ପ୍ରମାଣ ରେ ତାଙ୍କୁ ଆରେଷ୍ଟ କରିଛନ୍ତି ତାଙ୍କ ପାଇଁ କଣ ଦଣ୍ଡ ବିଧାନ ହେବ 🙄

    • @kumarbapi9960
      @kumarbapi9960 Před 21 dnem +5

      Tanku Landa କରି ଚୂନ କାଳୀ ବୋଳା ହେବା ଦରକାର,ବିଚ୍ ସଡ଼କ ରେ

    • @Bnbwq7133
      @Bnbwq7133 Před 21 dnem +2

      They will be dismissed from there job

    • @DutiKrushan
      @DutiKrushan Před 21 dnem

      ପିଯାଡ଼ିଙ୍ଗି ଅଫିସର ବିଜେଡ଼ି ଦଳରୁ ପଇସା ନେଇଛି ବୋଲି ସେ ଅଭିଯୋଗ କରିଥିଲେ ମାଗିଆ pulic ବିଜେଡ଼ି ଦଳ ପାଇଁ କାମ କରୁଛି ସେମାନଙ୍କୁ ତାଙ୍କ ପରିବାର ମାଆ ବିଆ ରେ ଗେଇବେ

    • @bhagbanbehera5601
      @bhagbanbehera5601 Před 17 dny

      ପବ୍ଲିକ୍ ସାମ୍ନାରେ SP, SDPO and ପ୍ରିଜାଇଡିଂ officer jagadev ra ଛାପ chatibe

  • @niranjanpanda8574
    @niranjanpanda8574 Před 21 dnem +41

    ଆନ୍ଦୋଳନ ଦରକାର।

  • @gobindachandraswain3060
    @gobindachandraswain3060 Před 21 dnem +4

    ଧର୍ମର ହେବ ଜୟ।

  • @anandanayak8464
    @anandanayak8464 Před 21 dnem +20

    Cctv footage clip ଦେଖାଯାଉ ଅଣଓଡ଼ିଆ ଚାଲ

  • @bbaburao-ic3bw
    @bbaburao-ic3bw Před 21 dnem +9

    CC Tv footage ସର୍ବସାଧାରଣ କରାଯାଉ ଲୋକ ଜାଣନ୍ତୁ କିଏ ଦୋଷୀ

  • @kumarasis5388
    @kumarasis5388 Před 21 dnem +14

    ପ୍ରଶାନ୍ତ ଜଗଦେବ ଙ୍କୁ ଜେଲ୍ ରୁ ବାହାର କରିବା ପାଇଁ ଗୋଟେ ବଡ଼ ଧାରଣ ର ଆନ୍ଦୋଳନ କରାଯାଉ

  • @sarojdalbehera5753
    @sarojdalbehera5753 Před 21 dnem +16

    OTV କୁ ବହୁତ କଷ୍ଟ ହେଉଛି

  • @user-fi7od7jz7f
    @user-fi7od7jz7f Před 21 dnem +14

    ସେ ମା ଗିହଁ ଅଫିସର ବିଜେଡି ଲୋକ ତାକୁ ଆଗ ହାଜତରେ ରଖିବା କଥା

  • @jaymuduli4583
    @jaymuduli4583 Před 21 dnem +12

    CCTV କୁଆଡେ ଗଲା

  • @dallydhala4796
    @dallydhala4796 Před 22 dny +11

    BJD ରେ ଥାଇ ସବୁ କ୍ରିମିନାଲ କଲ ସବୁ ପୁଣି ଗଲ BJP କୁ କଣ ଏଇଟା ଗଣତନ୍ତ୍ର ଶାସନ

    • @user-go9hq3jv2k
      @user-go9hq3jv2k Před 21 dnem

      Bhai Narendra Modi gote brand first janantu se kan chanhanti atit re atal bihari bachpayi nka saha hoithiba apamnan ra se pratishodh nebe au tankar sabu ichha ku se purab karibaku chhanti se kuhanti mun male mo pain kandibaku kie nahi mun desh pain mo family ku chhadi deichhi...bujhantu sansad ra sabu debate cover karantu automatic munda nuijiba au pranam karibaku badhya heba..

  • @debadutta3481
    @debadutta3481 Před 21 dnem +8

    ଆପଣଙ୍କର ଅଖା ନାହିଁ କି ବିରି ନାହିଁ ।

  • @ritesh.panipani4472
    @ritesh.panipani4472 Před 21 dnem +6

    ଏ ଗୋବର ପାତ୍ର ଲଜ୍ୟା ନାହିଁ...4ପରେ ତୋ ଅବସ୍ଥା କଣ ହେବ ଦେଖିବୁ

  • @amirkumardas6984
    @amirkumardas6984 Před 20 dny +1

    ବୁଥରେ ଥିବା ଅଫିସର ଙ୍କ ଠାରୁ ଆଗ ବୟାନ ନେବା ଦରକାର ଓ ପୋଲିସ୍ କର୍ମ ଚାରୀ ଙ୍କ ଠାରୁ ବୟାନ ନେବା ଦରକାର।

  • @Sudhir2288
    @Sudhir2288 Před 20 dny

    Thanks Brother

  • @ranajitjena4668
    @ranajitjena4668 Před 21 dnem +9

    ସବୁ ଟାଉଟର ଓଟିଭି ରେ ରୁଣ୍ଡ

  • @dibyaranjan7480
    @dibyaranjan7480 Před 21 dnem +3

    ଓଟିଭି କୁ ଭାରି ବାଦୁଛୀ।

  • @ajaybehera7357
    @ajaybehera7357 Před 21 dnem

    Thank you super

  • @narayanchandrabehera6466

    Right

  • @kirtanmahakudmahakud9220

    ପ୍ରକୃତ ସତ ଆସୁ ଏଥିରେ ଦୋସିକୁ ଦଣ୍ଡ ଦିଅନ୍ତୁ

  • @niharpalai3774
    @niharpalai3774 Před 21 dnem +3

    Se Police ku ହାଣି କୁକୁରକୁ ଖାଇବାକୁ ଦିଅ , ବିନା CCTV re kemiti arrest karila, Ta upare first legal action niajau, Se police pura team ku job ru ବହିଷ୍କାର କରାଯିବା ଦରକାର

    • @smrutirekhabehera7453
      @smrutirekhabehera7453 Před 21 dnem

      Apana ta supremecourt ra judge haba darkar jehetu sabu danda apana nk pakhare😂😂😂

    • @niharpalai3774
      @niharpalai3774 Před 21 dnem

      @@smrutirekhabehera7453 hailo to ଗାଣ୍ଡିରେ ଲାଗିଗଲା କାହିଁକି ଲୋ , ତୁ ସେମିତି ଚୋରଣି କିଲୋ

    • @smrutirekhabehera7453
      @smrutirekhabehera7453 Před 21 dnem

      @@niharpalai3774 to valia chora ki andh bhakt nuha lo

    • @smrutirekhabehera7453
      @smrutirekhabehera7453 Před 21 dnem

      @@niharpalai3774 tora kain lagi gala ki

    • @niharpalai3774
      @niharpalai3774 Před 21 dnem

      @@smrutirekhabehera7453 ଜାଣିନୁ କିଲୋ ସେଠି CCTV Bina checking kari arrest karile yara mane କଣ, ତମ ଚୋର BJD ଦଳ ର ଷଡ଼ଯନ୍ତ୍ର।

  • @sureshbehera7892
    @sureshbehera7892 Před 21 dnem +1

    O TV ku bohut kosta houchi

  • @GaneshJena-mr1hf
    @GaneshJena-mr1hf Před 21 dnem

    ଭୃଗୁ ଜଣେ ସ୍ଵାର୍ଥପର ଓ ହିଂସ୍ର ବ୍ୟକ୍ତି ତାଙ୍କଠାରୁ ଆଉ କ'ଣ ଅଧିକ ଦେଶ ଓ ସମାଜ ଆଶା କରି ପାରିବ, ଏଭଳି ଅସlମାଜିକ ଲୋକ ଠାରୁ ଦୂରେଇ ରହିବା ଉଚ଼ିତ । ତାମିଲି ଗୋଡ଼ ଘୋଷିବା ତାଙ୍କ ପକ୍ଷେ ଶ୍ରେୟସ୍କର ଭାବିବା ଲୋକର ଆଉ ଏକ ଉଦାହରଣ |

  • @jyotiranjankhadiratna
    @jyotiranjankhadiratna Před 21 dnem +1

    Jana sadharan nku mora Nivedan Durniti grasta bhrastachari NABINA Sarkar ku Hatao Odisha banchao 🙏

  • @sanjaybadajena5913
    @sanjaybadajena5913 Před 22 dny +16

    Bjp jindabad

  • @nishikantasahoo4339
    @nishikantasahoo4339 Před 22 dny +10

    Prasant jagadev nirdos

  • @mylittleroohulsfunworld32
    @mylittleroohulsfunworld32 Před 21 dnem +1

    Are midia bala ku sethi paein godi midia kuha jaye pura dekha jauchi siye jhagada karuchi midia kahuchi ye sada jantraa laja lagiba katha😮😮

  • @dhaneswarmohanty268
    @dhaneswarmohanty268 Před 21 dnem +2

    Jagadev tara gunda giri sabubele jari rakhichi

  • @jyotiranjanpradhan943
    @jyotiranjanpradhan943 Před 21 dnem

    Jay shree Ram

  • @sadasibabiswal3023
    @sadasibabiswal3023 Před 21 dnem +1

    CCTV janch karibare asubidha kn

  • @ksbm2682
    @ksbm2682 Před 21 dnem +3

    CCTV inquiry darkar

    • @Vinood900
      @Vinood900 Před 21 dnem

      CCTV କୁ edit କରି ମିଛ କୁ ସତ କରିବା ପାଇଁ late କରା ଯାଉଛି

  • @spratapKumar
    @spratapKumar Před 21 dnem

    Good

  • @bharathchandra2174
    @bharathchandra2174 Před 21 dnem

    Right.

  • @gyanaranjan7534
    @gyanaranjan7534 Před 21 dnem

    Thik katha

  • @user-sv8me6nb8t
    @user-sv8me6nb8t Před 21 dnem

    JALDI CHADA NAHELE PARISTITI BHAYA BAHA HEBA. JAY SHREE RAM

  • @user-xl2is2lq4b
    @user-xl2is2lq4b Před 21 dnem

    ଏସବୁବିଜେଡିଦଳହିସିଖେଇଛି

  • @hiranmayisarangi4496
    @hiranmayisarangi4496 Před 21 dnem +1

    ସରକାରୀ କଳର ଅପବ୍ୟବହାର

  • @muralidharsahoo1946
    @muralidharsahoo1946 Před 19 dny

    ଭୁଗୁ ବାବୁ ତମେ ଜଣେ mp ଛିଡା ହେଇଛନ୍ତି ସତକଥା ପଦାକୁ ଆସୁ

  • @Nishi5555
    @Nishi5555 Před 21 dnem

    ବିଜେପି ତା ଅସଲି ରୂପ ଦେଖାଉଚି...
    ଏହି ଓଟିଭି ଏହି ବିଧାୟକ ଙ୍କ ବିରୋଧରେ ଦିନରାତି ଏକ କରିଦେଇଥିଲା... ବିଜେଡି ରେ ଥିବସମୟରେ କିନ୍ତୁ ଆଜି ବିଜେପି ରେ ଥିବାରୁ କରିଥିବା ଭୁଲକୁ ଓଟିଭି ଲୁଚାଇବାରେ ମିଛ...
    ବିନା ଏଭିଡାନ୍ସ ରେ ମ୍ପହୋଦୟଙ୍କା ଗାଡିକୁ ରଖି ତାଙ୍କୁ ଗିରଫକରିବା ଅସମ୍ଭବ....

  • @dwarikanathmishra3818
    @dwarikanathmishra3818 Před 21 dnem +1

    CCTV immediately jancha heu,jadi presiding officer darijai etala deithiba taku jail re aga rakhajau

  • @gyanaranjan7534
    @gyanaranjan7534 Před 21 dnem +1

    Presiding officer Rati 2.00 on re FIR deichanti ta police evening 5.00pm re kemiti arrest kala??

    • @jayantsethi3353
      @jayantsethi3353 Před 21 dnem

      ଏ ସବୁ ଥିଲା ପୂର୍ବ ନିର୍ଦ୍ଧାରିତ ନାଟକ 😂😂😂

  • @GaneshJena-mr1hf
    @GaneshJena-mr1hf Před 21 dnem

    ଭିତରେ ଓ ଷଡ଼ଯନ୍ତ୍ର ରେ ଶିକାର ହେଲେ ଜଗଦଵେ, BJD ର ଚାଲ କୁ ଅସ୍ୱକାର କରା ନ ଯାଇ ପାରେ , ସନ୍ଦେହ ସନ୍ଦେହ ଓ ସନ୍ଦେହ ଯାଞ୍ଜ ଶିଘ୍ର କରାଯିବା ଉଚିତ ,

  • @Kabul.123
    @Kabul.123 Před 20 dny

    ପୋଲିସମାନଙ୍କୁ ଗାଳି କରିବା ସତ କି ମିଛ. ନିଜକୁ ବାହୁବଳୀ ଦର୍ଶାଇବା କେତେଦୂର ଠିକ

  • @rjsoy4432
    @rjsoy4432 Před 21 dnem

    ଭୃଗୂ ଦଲାଲ ଭଗାରି ଭଳି ହାରିବ 😮😮

  • @sudarsansahoo4011
    @sudarsansahoo4011 Před 21 dnem +1

    Vote process sariba parjyanta apekshya kahinki .
    Sange sange district election officer nkar permission ani cc tv
    check kara jaunahi.
    Sange sange ta arrest kari dele.

  • @mahipanda2739
    @mahipanda2739 Před 21 dnem +1

    ପ୍ରଶାନ୍ତ ଜଗଦେବ ନା ଶୁଣିଲେ ବିଜେଡି ଵାଲା ର ପଛ ଫାଟୁଛି

  • @Princebhai2020
    @Princebhai2020 Před 21 dnem +6

    OTV କୁ ବିଜେପି ଚଳାଉଛି

  • @bijayapppradhan4563
    @bijayapppradhan4563 Před 21 dnem

    ବିଜୟୀ ହୋଇ ବାହାରିବେ।

  • @Sudhir2288
    @Sudhir2288 Před 20 dny

    I ❤ Ganesh Jagdev

  • @jitendramohanty3201
    @jitendramohanty3201 Před 21 dnem +13

    BJD HATAO ODISHA BANCHAO.

  • @ajayanayak5373
    @ajayanayak5373 Před 16 dny

    ପ୍ରଶାନ୍ତ କୁ ଫାଶୀ ଦିଆଯାଉ।

  • @aniltripathy7479
    @aniltripathy7479 Před 21 dnem

    BJP Zindabad Prasant Bhai Zindabad

  • @lokanathmahapatra6530
    @lokanathmahapatra6530 Před 21 dnem +1

    Are bhai se semiti boli am banpur re mada khaiethila seita gunda ta chilika re bahut record achhi

  • @TravelWithAKB
    @TravelWithAKB Před 21 dnem +1

    Agaru kouthi bhala thila ki...OTV must be telecast the news without any bios.....

  • @janardanmohanty831
    @janardanmohanty831 Před 21 dnem

    ବିଜେଡି କଣ ସବୁ ଆଇନ୍ ର ଉର୍ଦ୍ଧ୍ଵରେ ?

  • @dharmeshvlogs2764
    @dharmeshvlogs2764 Před 21 dnem

    Road band karantu sir aame nije jibu point ku jay shree Ram Jay modi ji

  • @diptiranjanswain6177
    @diptiranjanswain6177 Před 21 dnem

    ଆଗ ସେ prijaiding ଅଫିସର କୁ ଧରାଯାଉ

  • @csc_seva
    @csc_seva Před 21 dnem

    ବକ୍ସିପାତ୍ର ହାରିବା ତୟ

  • @ATISHKumar-tg6qh
    @ATISHKumar-tg6qh Před 21 dnem +1

    Election purba ru se bidhayak hela kemiti 😅

  • @banitabehera8767
    @banitabehera8767 Před 21 dnem

    CC TV not connecting

  • @litanabehera-ng4is
    @litanabehera-ng4is Před 21 dnem

    Se best person

  • @sanjuktamandal4236
    @sanjuktamandal4236 Před 21 dnem +1

    Namaneba

  • @user-su9xl2jy4e
    @user-su9xl2jy4e Před 21 dnem

    Prashant Jagdev ko 1 years rakha jail re...

  • @TrinathGuru-ir5ph
    @TrinathGuru-ir5ph Před 21 dnem

    Please verify the shot of cctv

  • @user-fx9wf4jm8i
    @user-fx9wf4jm8i Před 21 dnem

    Check cctv... Need proper investigation

  • @hemantakumarmohanty849
    @hemantakumarmohanty849 Před 21 dnem +1

    ଆନ୍ଦୋଳନ

  • @rajendramalik7851
    @rajendramalik7851 Před 21 dnem +1

    BJD ଶଳା ପାଣ୍ଡୁ ହାରିବା ଡରରେ ଏମିତି ହେଉଛୁ ଆଉ ପୋଲିସ୍ ବି BJD କଥା ଉଠୁ ବସ ହେଉଛ

  • @Sidheswar80
    @Sidheswar80 Před 21 dnem

    Election commission cctv dekhi sabu kichhi final heba otv chileile kicchi hebani

  • @sashibhusanmohapatra5746

    Why CCTV footage has not been opened?

  • @yourdoctor200
    @yourdoctor200 Před 21 dnem

    ମାଡିଚାଲ

  • @sahadebsahu4110
    @sahadebsahu4110 Před 21 dnem +1

    Sie mg arrest heisarilani.......ie Bala OTV news channel Paisa khaiki mg bhulbhal news dekhauchi

  • @Onlyvibrationdj
    @Onlyvibrationdj Před 21 dnem +1

    ସବୁ ଅଫିସର କୁ ହଟାଅ ସବୁ ଚୋର

  • @prabhatranjan3120
    @prabhatranjan3120 Před 21 dnem

    Rs.1000 and a bottle of wine are working wonderfully. Great use of Electoral Bond and Black money of BJD and BJP.

  • @rati1862003
    @rati1862003 Před 21 dnem

    CCTV must be verified.

  • @sanam151
    @sanam151 Před 20 dny

    ମାଗିହା ବିଜେଡି

  • @jayanteenanda768
    @jayanteenanda768 Před 21 dnem

    ଷଡଯନ୍ତ

  • @surendrapradhan3323
    @surendrapradhan3323 Před 21 dnem

    CC tv Joldi dekhao....... Editing kari pore dekheibo ki...?

  • @prasantasingh8696
    @prasantasingh8696 Před 21 dnem

    ମଦ ପିଇକି ଗାଡ଼ି ଚଢ଼େଇବାଟା କଣ ମିଛ ?

  • @narayanchandrabehera6466

    Without cctv not against him

  • @user-su9xl2jy4e
    @user-su9xl2jy4e Před 21 dnem

    Samastanko Arrest Karajoo

  • @user-go9hq3jv2k
    @user-go9hq3jv2k Před 21 dnem

    Dgp sir nirpekhya tadant karantu apan oath neichhanti je sathik bhaba re tadanta kari doshi ku naya debi au jagdev manhani case bi diantu

  • @niranjan8431
    @niranjan8431 Před 21 dnem

    BJP asila pare Jharpada jail door 24 hours open thiba. UP ra Yogi rule lagu heba .

  • @padamsengouda5323
    @padamsengouda5323 Před 21 dnem

    ଵାଲ କରିବ ଵିଜେପି😅😅😅

  • @jadunathbiswal2114
    @jadunathbiswal2114 Před 21 dnem

    ବିଜେପି ଦଲାରି ଓଟିଭି

  • @biswaranjandas9914
    @biswaranjandas9914 Před 21 dnem

    Pratakhya darsi na BJP Karmi.. should be analysis

  • @SubashLenka-hy7up
    @SubashLenka-hy7up Před 21 dnem

    ବାଳ ଚାନେଲ

  • @quoteoftheday2357
    @quoteoftheday2357 Před 20 dny

    Ratnabhadar chabi bhali CCTV footage hajijiba Tamilnadu jiba 💯

  • @kumarnitu4203
    @kumarnitu4203 Před 21 dnem

    Proper investigation heu....police thhik dekhu..may be conspiration of BJD

  • @purbidebansheeray191
    @purbidebansheeray191 Před 21 dnem

    Jadi se kichhi karinathile tebe Aparajita mam nka gadire ferar hebara na thila. Sei place re rahibara thila.

  • @gbehera5292
    @gbehera5292 Před 21 dnem

    Why CCTV footage late ?

  • @sukantkumardas9023
    @sukantkumardas9023 Před 21 dnem

    CCTV media ku diajau

  • @user-ul5zp2re7c
    @user-ul5zp2re7c Před 21 dnem

    Prashant hai,jindabad

  • @rabindrabiswal2241
    @rabindrabiswal2241 Před 21 dnem

    ଓଡ଼ିଶାର ସରକାର ବଦଳିବା ଦରକାର ।