ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଦୁଃଖ ଜଣେଇଥିବା

Sdílet
Vložit
  • čas přidán 5. 09. 2024
  • Original credit
    Song-Chiki Miki dui akhi duiti mukuta
    movie -Lakhami pratima
    Singer -Mohammad Aziz,Sonali,Bajpei
    channel -Sushant music world odia
    #mutumarasathi #SonuSood #cuttack #samajseva #Odisha #india #balasore #remuna #nabinpattnaik #pandian #CMOOdisha #pmomodi #narendramodi #bhubanswar #delhi #socialwork #subhadrapanda
    ମୁଁ ତୁମର ସାଥୀ Facebook page
    fb.watch/f2-1n...
    ସାହାର୍ଯ୍ୟ କରିବା ପାଇଁ କେବଳ ଧନର ଆବଶ୍ୟକତା ପଡେନାହିଁ l ତା ପାଇଁ ଗୋଟେ ଭଲ ମନର ଆବଶ୍ୟକତା ପଡ଼ିଥାଏ l
    ମାନବ ସେବା ହିଁ ମାଧବ ସେବା l ଆମର ସମ୍ପର୍କ ଆପଣଙ୍କ ରେ l ଆପଣଙ୍କର ଆଶୀର୍ବାଦ ଆମ ସାଥୀ ଉପରେ l ମୁଁ ତୁମର ସାଥୀ ବାଲେଶ୍ବର, ଓଡିଶା l
    ଆମ ସହ ଯୋଡି ହବା ପାଇଁ ଯୋଗାଯୋଗ କରନ୍ତୁ:9337262025
    Pratidin-tv
    fb.watch/f1yyc...
    Social talks
    fb.watch/f1yMd...
    Kanak news
    • Damdar Khabar: Balasor...
    Shree Eswortv
    www.facebook.c...
    Original credite
    Song-Chiki Miki dui akhi duiti mukuta
    Singer -Mohammad Aziz,Sonali Bajpei
    movie -Lakhami pratima
    Channel -Suhant music world odia
    Original CZcams link
    • Video
    ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଦୁଃଖ ଜଣେଇଥିବା #ସୁଭଦ୍ରାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇଲେ #mutumarasathi
    #girijacomedy
    #mrgulua
    #jojo5
    #tanmaydey
    #mrdeba
    #anuguliabanty
    #kaka
    #prangyacomedy
    #prxngyasankarcomedy
    #papupampam
    #gulugulacomedy
    #sujit
    #natabatacomedy
    #khordatoka
    #biswal
    #sailandra
    #babushanmohanty

Komentáře • 1,6K

  • @DipakKumar-nx7vk
    @DipakKumar-nx7vk Před 2 lety +336

    ଭଗବାନ୍ ଯୁବଗୋଷ୍ଟି ଦଳ ମାନଙ୍କୁ ବହୁତ୍ ଶକ୍ତି ଆଉ ଆଶିର୍ବାଦ କରନ୍ତୁ.. ହେ ଜୟ ଜଗନ୍ନାଥ 🙏🙏🙏

  • @maheswarbehera8362
    @maheswarbehera8362 Před 2 lety +53

    ମୁଁ ତୁମର ସାଥୀ,ପରିବାରକୁ ବା ସମସ୍ତ୍ତ ଭାଇ ମାନଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @chaitanyabariki810
    @chaitanyabariki810 Před 2 lety +91

    ଜୟ ଜଗନ୍ନାଥ ସ୍ବାମୀ 🙏 ଆଜି ବି ମାନବିକତା ବଞ୍ଚିଛି 🙏 ଠାକୁର ଆପଣଙ୍କୁ ଆଶିର୍ବାଦ କରନ୍ତୁ 🙏 ମୁଁ ତୁମର ସାଥୀ🙏 ପରିବାର ର ସମସ୍ତ ସଦସ୍ୟ ମାନଙ୍କୁ🙏ମୋ ତରଫରୁ କୋଟି କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ ପ୍ରଭୁ 🙏 ବନ୍ଦେ ଉତ୍କଳଜନନୀ 🙏 ବନ୍ଦେ ଉତ୍କଳଜନନୀ 🙏

    • @janhanayak3015
      @janhanayak3015 Před 2 lety +2

      Very nice 😭😭😭👍👍🙏🏽🙏🏽🙏🏽 and beautiful 😭😭

    • @mutumarasathi7816
      @mutumarasathi7816  Před 2 lety +5

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @kaminibhala585
      @kaminibhala585 Před 2 lety

      @@mutumarasathi7816 Hi sir

  • @papunayakcreation5309
    @papunayakcreation5309 Před 2 lety +16

    ଆପଣମାନେ ଶୁଭଦ୍ରା କୁ ସାହାଯ୍ୟ କରିଥିବାରୁ ଆପଣ ସମସ୍ତଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏🙏🙏

  • @muralibhuyan9108
    @muralibhuyan9108 Před 2 lety +14

    ଭଗବାନ ଆପଣ ମାନଙ୍କୁ ଆହୁରି ଶକ୍ତି ଦିଅନ୍ତୁ. ଜୟ ଜଗନ୍ନାଥ..

  • @bbarik
    @bbarik Před 2 lety +4

    ଭଗବାନ ଆପଣଙ୍କ ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏 ବହୁତ ଖୁସି ଲାଗିଲା😍 , ଭାଇମାନଙ୍କୁ ବହୁତ ଧନ୍ୟବାଦ 🙏🙏

  • @tarunasinghharijan3276
    @tarunasinghharijan3276 Před 2 lety +47

    ମୁଁ ତୁମର ସାଥି, ବାଲେଶ୍ୱର ର ଯୁବ ଜିଷ୍ଟି କୁ ସତ ସତ ପ୍ରଣାମ ଭଗବାନ ତୁମକୁ ଭି ଭଲରେ ରଖନ୍ତୁ 🙏🙏🙏🙏

  • @padmini113
    @padmini113 Před 2 lety +3

    ବହୁତ୍ ବହୁତ୍ ଧନ୍ୟବାଦ୍ ସବୁ ସାର୍ ମାନଙ୍କୁ 🙏🙏ଜୟ ଜଗନ୍ନାଥ 🙏🙏🙏🙏🙏

  • @guru-bs6re
    @guru-bs6re Před 2 lety +142

    ଧନ୍ଯବାଦ ସବୁ ସାର୍ ମାନଙ୍କୁ 🙏🙏🙏🙏🙏

    • @rnbehera4790
      @rnbehera4790 Před 2 lety

      🙏🙏🙏🙏🙏🙏🙏🙏🙏🙏🙏💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖💖

  • @SAISANGITACHANNEL
    @SAISANGITACHANNEL Před 2 lety +5

    ଆପଣ ସମସ୍ତଙ୍କୁ ହୃଦୟରୁ ବୋହୁତ୍ ବୋହୁତ୍ ଧନ୍ୟବାଦ୍ 🙏🙏🙏🙏🙏JAY SHREE JAGANNATH🙏

  • @bapyy7553
    @bapyy7553 Před 2 lety +71

    Jay Jagannath 🙏🏼 ଆପଣ ସମସ୍ତ ଙ୍କୁ ମୋ ହୃଦୟ ରୁ ଭୋଉତ୍ ଭୋଉତ୍ ଧନ୍ୟବାଦ୍ 🙏🏼🎉

  • @narayanamahanta8425
    @narayanamahanta8425 Před 2 lety +21

    ବହୁତ ବହୁତ ଧନ୍ଯବାଦ ସାର୍ ମାନଙ୍କୁ🙏ଭଉଣୀ ତୁ ଆଗକୁ ଚାଲ୍🙏

  • @mamatabehera9093
    @mamatabehera9093 Před 2 lety +10

    ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ 🙏🏻🙏🏻🙏🏻🙏🏻 ଆପଣଙ୍କ ପରି ଏମିତି ଯଦି ସବୁ ହେବେ ତାହେଲେ ଦୁନିଆରେ ଦୁଃଖ କଣ ରହିବନି 🙏🏻🙏🏻🙏🏻

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @mamatabehera9093
      @mamatabehera9093 Před 2 lety

      ଭାଇ ତୁମ ପ୍ରତି ଆମ ଭଲ ପାଇବା ଏମିତି ସବୁ ଦିନ ରହିବ ଭାଇ 🙏🏻🙏🏻🙏🏻 ତୁମକୁ ସହସ୍ର ପ୍ରଣାମ 🙏🏻🙏🏻

  • @RanjitKumar-bw6in
    @RanjitKumar-bw6in Před 2 lety +8

    ହେ ପ୍ରଭୁ ଜୟ ଜଗନ୍ନାଥ ଏ ଯୁବ ଗୋଷ୍ଟି ଭାଇ ମାନକୁ ବହୁତ ଶକ୍ତି ଆଶ୍ରିବାଦ ସହିତ ଲମ୍ବା ଆୟୁଷ ଦିଅ, ଯାହାକି ଗରିବ ମା ଭଉଣୀ ଭାଇ ଙ୍କ ପାଇଁ ସାହାଯ୍ୟ କରିବା 🙏

  • @Venketesh19
    @Venketesh19 Před 2 lety +7

    ଦିଲ୍ ସେ ଧନ୍ୟବାଦ 🙏🙏🙏🙏🙏🤔🤗💐

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

  • @manishamajhi897
    @manishamajhi897 Před 2 lety +1

    ବହୁତ୍ ବହୁତ୍ ଧନ୍ୟବାଦ୍ sir ମୋ ହୃଦୟରୁ 🙏🙏🙏🙏 ଜୟ ଜଗନ୍ନାଥ

  • @Marandi9144
    @Marandi9144 Před 2 lety +19

    କୋଟି କୋଟି thanks to everyone who are members of ମୁଁ ତୁମର ସାଥୀ for helping this girl

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

  • @manamohanmahalik929
    @manamohanmahalik929 Před 2 lety +2

    ଅନେକ ଅନେକ ଧନ୍ୟବାଦ ଜଣାଉଛି । ଭଗବାନ୍ ଏ ଭାଈମାନଙ୍କୁ ସଦା ସର୍ବଦା ଖୁସିରେ ରଖିଥାନ୍ତୁ। 🌹🙏🌹

  • @chinmaykumarbehera7431
    @chinmaykumarbehera7431 Před 2 lety +4

    ଆଜିବି ମାନବିକତା ବଞ୍ଚିଛି ଧନ୍ୟବାଦ ମୁଁ ତୁମର ସାଥୀ ସମସ୍ତ ଭାଇ ମାନଙ୍କୁ🙏🙏🙏🙏

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @rajeshkumarbehera7978
    @rajeshkumarbehera7978 Před 2 lety +1

    ଆପଣ ସମସ୍ତ କୁ ମୋ ଧନ୍ଯ ବାଦ୍ 🙏🙏🙏🙏

  • @iTechFitLife
    @iTechFitLife Před 2 lety +4

    ବାଲେଶ୍ବର ବାସୀ ଓ ପୁରା ଓଡିଶା ଆପଣ ମାନଙ୍କ ପାଇଁ ଗର୍ବିତ 🙏

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

  • @abhisethi1021
    @abhisethi1021 Před 2 lety +5

    Very nice 👍👍👍 bhai Jay Jagannath

  • @snehamayeemaharana3400
    @snehamayeemaharana3400 Před 2 lety +4

    ମୁଁ ତୁମର ସାଥି, ବାଲେଶ୍ୱର ସଂସ୍ଥା ର ସମସ୍ତ ସହଯୋଗୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ🙏. ଭଗବାନ ଆପଣଙ୍କର ଉଦ୍ଦେଶ୍ୟ କୁ ସଫଳତା ର ରୂପ ଦିଅନ୍ତୁ. ଭଗବାନ ସୁଭଦ୍ରା ଭଉଣୀ ଙ୍କୁ ଏମିତି ଏକ ଜାଗାରେ ପହଞ୍ଚାନ୍ତୁ ଯେମିତି କି ସେ ଭବିଷ୍ୟତ ରେ ତାଙ୍କ ଭଳି ଶହେଟି ପିଲାଙ୍କର ଅଶାର ଆଲୋକ ହେଇପାରିବେ. ଏତିକି ଭଗବାନ ଙ୍କ ପାଖରେ ପ୍ରାର୍ଥନା 🙏

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @prasantnaik6473
    @prasantnaik6473 Před rokem +1

    Best of lock Salute Juba gosti 🙏🙏🙏🙏🙏👍👍👍👍Jay jagannath 🙏🙏🙏

  • @sitaramabehera3874
    @sitaramabehera3874 Před 2 lety +27

    Salute to all members of this team. 🙏🙏

    • @mutumarasathi7816
      @mutumarasathi7816  Před 2 lety +3

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @sabitadas5726
      @sabitadas5726 Před 2 lety

      Salute to all members of this team.God bless you and all members very Good job.

  • @namintanayak8367
    @namintanayak8367 Před 2 lety +1

    ଆପଣ ଙ୍କୁ ବହୁତ ଧନ୍ୟବାଦ ମୁଁ ଆପଣଙ୍କୁ ହୃଦୟରୁ🙏🙏

  • @rameshbehera6483
    @rameshbehera6483 Před 2 lety +22

    ବର୍ତମାନ ସମାଜର କିଛି ଲୋକଙ୍କ ପାଖରେ ବହୁତ ପଇସା ଅଛି I ସେମାନେ ଯଦି " ମୁଁ ତୁମର ସାଥି" ପରି ସମାଜ ସେବା କାମରେ ସେମାନଙ୍କ ଅର୍ଥର କିଛି ଅଂଶ ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲି ବିନିଯୋଗ କରନ୍ତେ ରାଜ୍ୟର କୌଣସି ବି ଜାଗାରୁ ଏଭଳି ଖବର ଆସନ୍ତାନି I ସବୁବେଳେ ସରକାର ର ଦୋଷଦେଇ ନିଜକୁ ଧନ୍ୟ ମନେକରୁଥିବା ବ୍ୟକ୍ତି ମାନେ ଚାହିଁଲେ ଏସବୁ ସମ୍ଭବ I

    • @MultiKiit
      @MultiKiit Před 2 lety +2

      I am with your words friend

    • @rameshbehera6483
      @rameshbehera6483 Před 2 lety

      @@MultiKiit ଧନ୍ୟବାଦ 🙏

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @sureshchandrasahoo8353
      @sureshchandrasahoo8353 Před 2 lety +1

      1oo%Right opinion.Thank's so much.ok.

  • @taruntiger1117
    @taruntiger1117 Před 2 lety +1

    ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଏମିତି ସାହାଯ୍ଯ କରୁଥାଅ ଭଗବାନ ଆପଣ ମାନଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ଭଲ ସେ ରଖିଥାନ୍ତୁ 👏👏👏👌👍👍 🙌 🙌 🙌

  • @odiakirtananamaswara2758
    @odiakirtananamaswara2758 Před 2 lety +3

    ଜୟ ଜଗନ୍ନାଥ 🙏ମୁଁ ତୁମର ସାଥି ର ସବୁ ସାର ମାନଙ୍କୁ ମୋର ଅନ୍ତର ରୁ 🙏ଧନ୍ୟବାଦ 🙏🙏🙏

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @b.b.c.visual3134
    @b.b.c.visual3134 Před 2 lety +1

    ଏହି ଯୁବ ଗୋଷ୍ଟି ଭାଇମାନଙ୍କୁ ମୋର ହୃଦୟଭରା ଧନ୍ୟବାଦ୍ ଓ ଅଭିନନ୍ଦନ ଜଣାଉଛି।🙏🙏

  • @gangadharnaik5873
    @gangadharnaik5873 Před 2 lety +81

    ଆପଣ ଙ୍କ Channel ku ବହୁତ୍ ଭଲ ପାଇବା ଆଉ ଆଶୀର୍ବାଦ ମିଳୁ। ଯଥା ଶୀଘ୍ର Monetize b hou ..Jay Jagannatha Swami

  • @ranjanbehera2643
    @ranjanbehera2643 Před 2 lety

    ଜୟ ଜଗନ୍ନାଥ ଦେଖିକି ବହୁତୁ ଖୁସି ଲାଗିଲା 🙏🏻🙏🏻🙏🏻🥲🥲

  • @sanjaycreation8300
    @sanjaycreation8300 Před 2 lety +21

    Thank you from the bottom of my heart to your team.For helping this sister

  • @mrabhilashkumar5052
    @mrabhilashkumar5052 Před 2 lety +1

    ସାର୍ ମାନଙ୍କ ଉପରେ ଭଗବାନ ଙ୍କର ଆଶିର୍ବାଦ ରହିଥାଉ

  • @mitaraninayak7347
    @mitaraninayak7347 Před 2 lety +30

    Many many salute to all brothers of MU TUMARA SATHI..🙏🙏🙏🙏 Great job....Heartly I pray to god long live brothers🙏🙏thanks to all members...this us a great step..

  • @debaprasaddasdebu4033
    @debaprasaddasdebu4033 Před 2 lety +1

    ଭଗବାନ ତୁମ ମାନଙ୍କର ମଙ୍ଗଳ କରନ୍ତୁ 🙏🙏🙏🙏🙏🙏

  • @lipansahu6518
    @lipansahu6518 Před 2 lety +5

    ଯୁଗ ଗୋଷ୍ଠି ଙ୍କୁ ଦେଖି ଆଖିରୁ ,😭ଲୁହ ଆସିଗଲା ଏହି ଭଳି ସାହାଯ୍ୟ ଦେଖି 🙏🙏

  • @Mr_NR_ENTERTENTMENT_3590

    ବହୁତ ବହୁତ ଧନ୍ୟବାଦ ମୁଁ ତୁମର ସାଥି ଟିମ୍ କୁ🙏🙏🙏🙏

  • @ItsUrHarshu
    @ItsUrHarshu Před 2 lety +23

    Wow great work..brothers.. May God bless you all team 💐💐💐🌹💮

  • @operator-satya
    @operator-satya Před 2 lety +1

    ଭଗବାନ ତୁମମାନଙ୍କୁ ଆଉତୁମରପରିବାରକୁ ଭଲରେ ରଖନ୍ତୁ🙏🏻🙏🏻🙏🏻🙏🏻🙏🏻🙏🏻❤️❤️

  • @sudamsabar1663
    @sudamsabar1663 Před 2 lety +21

    God bless you all team members.

  • @manishamajhi897
    @manishamajhi897 Před 2 lety

    ଏମିତି ହିଁ sir ଗରିବ ମାନଙ୍କ ପ୍ରତି ଆପଣଙ୍କ ଆଶୀର୍ବାଦ ଥାଉ

  • @birupakshyajena609
    @birupakshyajena609 Před 2 lety +5

    Best of luck all staff very very thankful sir

  • @OP_DEBRAJ
    @OP_DEBRAJ Před 2 lety +1

    Bahutt bahutt dhanay bad team ku jay Jagannath jay Odisha

  • @tunisorentunisoren7599
    @tunisorentunisoren7599 Před 2 lety +14

    Your work is very great. God bless you everywhere.

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

  • @silarout9782
    @silarout9782 Před 2 lety +2

    ଭାଇ ମାନଙ୍କୁ ଭଗବାନ ସବୁବେଳେ ଖୁସି ରଖିଥାନ୍ତୁ ମୋର ଭଗବାନ ଙ୍କୁ ଏତିକି ପ୍ରାର୍ଥନା🙏🙏🏼

  • @kushadakua3160
    @kushadakua3160 Před 2 lety +12

    Thank you so much brothers ..God bless you 🙏🙏🙏

  • @prafullapriyadarshinivlogs3991

    Wow salute Bhai mananku....mo ghara balasore boli mu garbita....... emiti loka achhanti ..Kanda laguchhi dekhiki

  • @niranjanmohanty6808
    @niranjanmohanty6808 Před 2 lety +4

    Jai Shriram Jai Hind..

  • @chilikabohusangitasangita7466

    ଆପଣ ମାନେ ବହୁତ ଭଲ ଭାଇ ଯୟ ଜଗନ୍ନାଥ🙏

  • @MultiKiit
    @MultiKiit Před 2 lety +17

    Good job friends. I salute all of you from my heart. I really appreciate with your job. So thank all of you and I love you all. Once again lots of thank

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @MultiKiit
      @MultiKiit Před 2 lety

      @@mutumarasathi7816 Hamesha moro apan mananka pain rahithibo

  • @rameshjena2538
    @rameshjena2538 Před 2 lety

    ମୁ ତୁମର ସଥୀ ସଦସ୍ଯ ମାନଂକୁ ଅଶେଷ ଅଶେଷ ଦ୍ଧନ୍ୟବାଦ ,

  • @Sonali-iy6ll
    @Sonali-iy6ll Před 2 lety +17

    A little praise can go a long way. “Thank you, all, u all are like … a gem… a real peach… a rock star… a genius… seriously incredible… u all are … the best…Thanks again… your help made a huge difference… you’re the main reason that's why she were able to stand herself .your helps mean a lot .GOD bless u all .💐

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

    • @rabindramohansahu2459
      @rabindramohansahu2459 Před 2 lety

      Mun Tumar Sathi team ahipari sarbada nirashrayanku sahajya kari Bhawanka krupa labha karantu.

  • @Priyanka.9855
    @Priyanka.9855 Před 2 lety +1

    Jay Jagannath🙏🙏God bless you vai mane😭😭🙏🙏

  • @hemasini4188
    @hemasini4188 Před 2 lety +10

    Thank you so much Everyone 🙏🙏 Jai jagannath 🙏

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ l

    • @rajneetaria1986
      @rajneetaria1986 Před 2 lety

      Thank you all brother, god bless you

  • @rinkuacharya1028
    @rinkuacharya1028 Před 2 lety

    ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି
    ଭଗବାନ ତୁମର ଚଲାପଥ ସମୃଦ୍ଧ କରନ୍ତୁ

  • @Subhadipak
    @Subhadipak Před 2 lety +5

    Good job all bro. God always with you.🙏🙏🙏

  • @ChhabilaMunda
    @ChhabilaMunda Před 2 lety +2

    Jubagoshti.. Maanangku Sabubele God Bhalare Rakhithau 🙏🙏🙏....Jay Jagarnath

  • @murmukara8837
    @murmukara8837 Před 2 lety +5

    Thank you all off you

  • @maatarinistudio
    @maatarinistudio Před 2 lety

    ମୁଁ ତୁମର ସାଥି ,ଯୁବଗୋଷ୍ଠି ର ଜୟ ହେଉ ,ଜୟ ମା ତାରିଣୀ

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ

  • @kc1239
    @kc1239 Před 2 lety +4

    Thank you friends good 👍

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @abhipsamahanty1450
    @abhipsamahanty1450 Před 2 lety +1

    ଠାକୁର ତୁମକୁ ଓ ତୁମକୁ ସାହାଯ୍ୟ କରୁଥିବା ସବୁ ଭାଇ ମାନଙ୍କୁ ଖୁସି ରେ ରଖନ୍ତୁ .❤😃

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ

  • @HrushiMalik
    @HrushiMalik Před 2 lety

    ମୁ ତୁମର ସାଥି ସବୁ ଭାଇ ମାନକୁ ଧନଃ ବାଧ୍🙏🙏🙏🙏🙏

  • @swarnalatasharma4715
    @swarnalatasharma4715 Před 2 lety

    ପରମ ପ୍ରଭୁ ଜଗନ୍ନାଥଙ୍କ କରୁଣା ବାରି ଝରି ପଡୁ ମୁଁ ତୁମର ସାଥୀ ଭାଇ ମାନଙ୍କ ଉପରେ
    All the best

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @aratikanhar7726
    @aratikanhar7726 Před 2 lety +1

    bhai samasta ku good bless you Jay Jagannath 🙏🙏🙏🙏🙏❤️❤️❤️❤️❤️

  • @OP_DEBRAJ
    @OP_DEBRAJ Před 2 lety +1

    Bahutt bahutt Khushi Odisha 🙏🙏🙏

  • @rebati971
    @rebati971 Před 2 lety

    ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ

  • @mitunahak7664
    @mitunahak7664 Před 2 lety

    Dekhi bohut khusi lagila 🙏🙏🙏

  • @kalpatarunayak8937
    @kalpatarunayak8937 Před 2 lety

    ପ୍ରଣାମ ସମସ୍ତ ବନ୍ଧୁଂମାନଙ୍କୁ ମାନବ ସେବା ହିଁ ମାଧବ ସେବା

  • @sanjayfarijan15
    @sanjayfarijan15 Před 2 lety

    God bless you Subbhadra Maa tumara saha huantu...

  • @darkqueensony1947
    @darkqueensony1947 Před 2 lety +1

    ଧନ୍ୟବାଦ୍ ଭାଇ ମାନଙ୍କୁ ଆପଣ ମାନେ ଦୁଃଖ ସମୟ ରେ ଯାଇ ଛିଡ଼ା ହେଉଛନ୍ତି! ଜୟ ଜଗନ୍ନାଥ ଆପଣଙ୍କର ମାନଙ୍ଗଲ କରନ୍ତୁ!

  • @mahendrasahu5017
    @mahendrasahu5017 Před 2 lety

    ମୁ ତୁମର ସାଥୀ ପରିବାରକୂ ବହୁତ ବହୁତ ଧନ୍ଯବାଦ ଓ କୋଟି କୋଟି ଜୁହାର।।। ଇ ପରିବାର ର ସବୁ ସଦସ୍ଯ ମାନକୁ ଭଗବାନ ୧୦୦ ବରସ ଆୟୁଷ ଦେଇ ଥାଉନ ଯେ ଲୋକକର ସେବା କରି ପାରେ ,,,,, ଆର େନତା ଝିଅ ମାନକୁ ଅନୁରୋଧ କରମି ବଡ ହେଇଗଲେ ଇ ଜିନିଷ କେ ଭୁଲି ନେଇଯିବେ

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ

  • @rajendranaik2907
    @rajendranaik2907 Před 2 lety

    ଭଗବାନ ଆପଣ ମାନଂକୁ ସବୁବେଳେ ଖୁସିରେ ରଖିଥାଂତୁ

  • @HR_motivation341
    @HR_motivation341 Před 2 lety

    ବହୁତ ସୁନ୍ଦର ପ୍ରାୟସ 💕🙏

  • @nityatandia2376
    @nityatandia2376 Před 2 lety

    Dhaniyabat Bhai tumar all staff nku very nice thank you so much👍👍👍👍❤se🙏🙏🙏🙏.....👏👏👏👏👏👏👏👏

  • @laxmidharprusty4161
    @laxmidharprusty4161 Před 2 lety +1

    ଜୟ ଜଗନ୍ନାଥ ଭାଇମାନେ ମୁଁ ତୁମର ସାଥୀର ଅଲ୍ ମେମ୍ବର ଭାଇ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏମିତି ଭାଇମାନେ ଆଗତ ପଥରେ ଆଗେଇ ଚାଲନ୍ତୁ

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @kanhanaikblock7756
    @kanhanaikblock7756 Před 2 lety

    Jay jagannath Bahut sundar

  • @sumantakumar5288
    @sumantakumar5288 Před 2 lety

    Dhanyvad all bhai Manu ko nice 👌 salute 🙏🙏🙏

  • @jyotshnapradhan7454
    @jyotshnapradhan7454 Před 2 lety

    Hrudaya ru sabu bhai mananku dhanyabad aji ka time re bi Amiti vl Loka achanti dekhiki bahut khusi lagila God bless all of you 💖

  • @sudarshanmalla5489
    @sudarshanmalla5489 Před 2 lety

    Jai jagannath ଭଗବାନ ମଙ୍ଗଳ କରନ୍ତୁ ଆପଣ ଆପଣଙ୍କର

  • @nimainswain7034
    @nimainswain7034 Před rokem

    ଓଁ ଶାନ୍ତି 🙌🙌🙌🙌🙌🛕🛕🛕🕉️🕉️🕉️🚩🇮🇳🇮🇳🇮🇳🙏🙏🌴🌴🌴🌴🌻🌻🌻🌻🌻🌻🌻🌻🌻🌻🌻🌻🌻🌻👣👣👣👣👣👣👣

  • @pragyan368
    @pragyan368 Před 2 lety

    Aji bi manisa pania e samajare banchichi thanks to entire team.

  • @anksumitrapradhan7262
    @anksumitrapradhan7262 Před 2 lety

    He bhagwan duniya re emiti bi loka acchanti Sabu bhai manaku mora salam👌👌👌👌👌

  • @Sureshmajhi863
    @Sureshmajhi863 Před 2 lety

    ଆପଣ ମାନଙ୍କୁ ଭଗବାନ୍ ଏମିତି ଯୁବଗୋଷ୍ଠୀ ସବୁବେଳେ ଖୁସି ରେ ରକିଥାଅନ୍ତୁ

  • @bidshinaik6248
    @bidshinaik6248 Před 2 lety

    Jay Jagannath 🙏🙏🙏🙏🙏🙏 good 👍🏻 superb 👏👏🙏🙏🙏🙏

  • @biplabsamal941
    @biplabsamal941 Před 2 lety +2

    "ମୁଁ ତୁମର ସାଥି " ଏ ଯେଉ ସଂଗଠନ କୁ ମୁଁ ପ୍ରଥମେ ଧନ୍ୟବାଦ🙏🙏 ଦେବି, କାରଣ ସୁଭଦ୍ରା, ଯେ କି ଜନ୍ମ ରୁ ସେ ତା ବାପା, ମା କୁ ଦେଖିନି ଅସହାୟ ଭଉଣୀ କୁ ସାହାଯ୍ୟ ର ହାତ ବଢ଼େଇ ଥିବାରୁ ବହୁତ ଧନ୍ୟବାଦ 🙏🙏🙏🙏ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ଏ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କ ଚଲା ପଥକୁ, 🌹🌹କୁସୁମିତ ଓ ସୁନ୍ଦର କରନ୍ତୁ 🌹🌹

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @jagannathpangi5300
    @jagannathpangi5300 Před 2 lety

    Ahi juba gosti ku Mora heart ru thank you jonauchhi God bless you Brothers

  • @mamabehera8392
    @mamabehera8392 Před 2 lety

    So nice bhagwaan tamaku bhala re rakhantu khusi re ruha great👍 I love you❤

  • @sambunathandia6836
    @sambunathandia6836 Před 2 lety

    ଆପଣମାନେ ସାହାଯ୍ୟ କରି ବହୁତ ଭଲ କରିଛ ବହୁତ ଭଲ ଲାଗୁଛି

  • @diptikantajena8183
    @diptikantajena8183 Před 2 lety

    JAY Jagannath 🙏 bahuta Khushi lagila

  • @subaschand2503
    @subaschand2503 Před 2 lety

    Jai Jagannath🙏 great work

  • @draupadiraita8273
    @draupadiraita8273 Před 6 měsíci

    ପ୍ରଭୁ ତୁମ ଯୁବ ଗୋଷ୍ଠି ମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ ପ୍ରଦାନ କରନ୍ତୁ।tumara କ୍ଷତି ପୂରଣ କରନ୍ତୁ 😢

  • @ugresanbag7137
    @ugresanbag7137 Před 2 lety

    ମୁତୁମର ସାଥି ସଂଗଠନ ଭାଇ ମନକୁ ବହୁତ ଧନ୍ୟବାଦ

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @kingsamrat1637
    @kingsamrat1637 Před 2 lety

    Good job. Keep it all. ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ

  • @ankitapradhan6245
    @ankitapradhan6245 Před 2 lety

    Jubagosti dalaku bahut bahut dhanyawad god bless you

  • @jhonnygamer7300
    @jhonnygamer7300 Před 2 lety +1

    Woooow great job . thanks mutumar sathi group

    • @mutumarasathi7816
      @mutumarasathi7816  Před 2 lety +1

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ଆମ ଉପରେ ସବୁବେଳେ ଥାଉ

    • @jhonnygamer7300
      @jhonnygamer7300 Před 2 lety

      @@mutumarasathi7816 ,🥰🥰 Love you all

  • @sonunayak6286
    @sonunayak6286 Před 2 lety +1

    Thank you sir God bless you

  • @chinmaydas1841
    @chinmaydas1841 Před 2 lety

    Video ଦେଖି ବହୁତ ଖୁସି ଲଗିଲା
    ବହୁତ ବହୁତ ଧନ୍ୟବାଦ 🙏🙏 ମୁଁ ତୁମର ସାଥୀ ଗ୍ରୁପ ର ସମସ୍ତ ଭାଇ ମାନଙ୍କୁ ଆପଣ ମାନେ ଏମିତି ଆଗକୁ ବି ଆପଣ ମାନଙ୍କ ପ୍ରୟାସ ଜାରି ରଖନ୍ତୁ
    ଆପଣ ମାନେ ଅନ୍ୟକୁ ସାହାଯ୍ୟ କରନ୍ତୁ ଆପଣଙ୍କୁ ଭଗବାନ ସାହାଯ୍ୟ କରିବେ
    ଜୟ ଜଗନ୍ନାଥ 🙏🙏🙏🙏

    • @mutumarasathi7816
      @mutumarasathi7816  Před 2 lety

      ମୁଁ ତୁମର ସାଥୀ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆମକୁ ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ

  • @navjot1063
    @navjot1063 Před 2 lety

    God bless your team..... and that girl......

  • @subhamdakua2008
    @subhamdakua2008 Před 2 lety

    Jeunmane subhadra nku saharjya karuchhnti tanku dhanyawad 👍🏻👍🏻👍🏻