ଜୟ ଜଗନ୍ନାଥ 🙏 ତାରିଖ ୦୬.୦୭.୨୦୨୪ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି

Sdílet
Vložit
  • čas přidán 4. 07. 2024
  • ଜୟ ଜଗନ୍ନାଥ 🙏 ତାରିଖ ୦୬.୦୭.୨୦୨୪
    *ଗତକାଲି ଶ୍ରୀ ମନ୍ଦିରରେ ଅନବସର(ଅଣସର)୧୫ ଦିନ ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ମହାପ୍ରଭୁ ଅନନ୍ତ ନାରାୟଣ(ପଟିଦିଅଁ) ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୮:୦୦ ରେ ସମାପ୍ତ ହେଲା ll
    -----------🕉️------------🕉️-----------
    Jay Jagannath 🙏 Dt 06.07.2024
    *Yesterday Due to ANABASARA NITI's 15th Day (Anasara), Mahaprabhu Jagannath didn't go to Pahuda & today's Mahaprabhu Ananta Narayana(Patidian) Mangal Arati completed by Pujapanda Sevayat at08:00 am.
    jayjaganath
    anasara
    jaganathtemple
    jaganathatemplepuri
    anabasara
    mangalaarati
    #jayjagannath #anasara #mangalaarati #puri #jaganathtemple
    ସବୁ ଦିନ ଏହିଭଳି ଭିଡିଓ ପାଇ ଆମ chaneel(‪@2919biswa‬ ) କୁ subscribe କରିଦିଅନ୍ତୁ ଏବଂ ପାଖରେ ଥିବା notification Bell 🔔 କୁ ଦବେଇ ଦିଅନ୍ତୁ, ଯାହା ଦ୍ଵାରା ଆମ chanel ରେ ପ୍ରତେକ ଭିଡିଓ ର notification ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିଯିବ ।
    "ଧନ୍ୟବାଦ୍"
    ‪@2919biswa‬
  • Zábava

Komentáře •