ଜଗା ଦର୍ଶନ କରିବାକୁ ଯାଇ କାନ୍ଦି ପକାଇଲେ ନବୀନ! / Naveen Patnaik got emotional at Puri Rathajatra!
Vložit
- čas přidán 27. 08. 2024
- July, 07, 2024, ଜଗା ଦର୍ଶନ କରିବାକୁ ଯାଇ କାନ୍ଦି ପକାଇଲେ ନବୀନ! / Naveen Patnaik got emotional at Puri Rathajatra! // Kartavya News / #rathajatra2024 #rathyatra #rathayatra #rath #naveen #emotional #sad #sadstory #prabhatiparida #ratnabhandar #puri #purijagannath #purinews #purisrimandir #jagannathpuri #rathyatra #rathajatra2024 #ratnabhandarnews #bjp #mohanmajhi #bjd #cmo #naveenpatnaik #odishapolitics #lord #kartavyanews #odisha #odianews #odia #cmo #pranabpraksh #mukhyamantri #cmnewstoday #cmnews #latestnews #odishanewstoday #vkpandian #specialnews #specialstory #god #kartavyanewsvideos #breakingnews #odialoka #government #bhubaneswar #2024elections #2029 #bhubaneswarnews #dharmendrapradhan
Disclaimer : It's a News video and we are aware about it... If you have any problem then you can contact us through our Facebook page @KartvyaNews 👈
📌Copyright Disclaimer: Copyright Disclaimer Under Section 107 of the copyright act 1976, allowance is made for "fair use" for purposes such as criticism, comment, news, reporting, teaching, scholarship and research. Fair use is a use permitted by copyright statute that might otherwise be infringing. Nonprofit, educational or personal use tips the balance in favour of fair use.
👉If you are new here so please subscribe to the channel 🙏 and press the Bell Icon 🔔📌
👉 Keep showering your love and support ❤️🙏😊
👉 Thank you 🙏
👉 contact us - info. Kartavyanews@gmail.com
ନବୀନ ପଟ୍ଟନାୟକ ଆମ ଓଡ଼ିଶା ପାଇଁଁ ହିରୋ ❤ Jay Jagannath 🙏🙏
@@hadibandhupradhan1246 hero kahaku kuha jae ... Tike history padho.. janibo...
ସାରେ ଆଜି ତମେ ଆମ ହୃଦୟ ରେ ଅଛ ଆଉ ରହିଥିବ ଜୟ ନବୀନ ସାରେ 🙏💚💚💚
ଜୟ ନବୀନ ସାର 🙏🙏🙏
ଏକଥା ସତ. ନବୀନ ଆମର ପ୍ରିୟ ନେତା ହେଇ ନିଶ୍ଚୟ ରହିବେ.
ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ସରକାର ଏଇଟା ଏବେବି ଲୋକେ ଭାବୁଛନ୍ତି👍👍👍
ନବୀନ ପଟ୍ଟନାୟକ ସାର ଓଡ଼ିଶା ବାସିଙ୍କର ପ୍ରିୟ ଥିଲେ ଏବଂ ରହିବେ ମଧ୍ଯ । ଜୟ ନବୀନ ବାବୁ 🙏
Right
ନବୀନ ନବୀନ No one can be like ଶ୍ରୀମାନ ନବୀନ ପଟ୍ଟନାୟକ
ନବୀନ ସାର 🙏🏽🙏🏽
ନବୀନ ବାବୁ ଆମ ଓଡ଼ିଆଙ୍କ ହିରୋ❤ ଆମ ଭଗବାନ୍ 🙏🏻
I Love my Odisha CM Nabine pattnayak
ନବୀନ ବାବୁ ଆଗାମୀ ଦିନରେ ରାଷ୍ଟ୍ର ପତି ହୁଅନ୍ତୁ
ଭାଇ ଏକଦମ ସତକଥା କହିଦେଲ
Right
Not possible
Officer ମାନକୁ ଖାଇବାକୁ ଆଉ ଲୁଟିବା କୁ ଦେବ
@@bidhubhusansamantasinghar4792 right
ଏବେବି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ କହିଲେ ନବୀନ ସରକାର ଙ୍କୁ ବୁଝାଏ❤️❤️❤️
ଆମେ ଚାହୁଁ ନବୀନ ରାଷ୍ଟ୍ରପତି ହୁଅନ୍ତୁ
ପାଣ୍ଡୁ ଖେଲ କରିବ ଓଡିଶା କୁ ବିକି ଦେଇ ତାମିଲନାଡୁ। ପଳେଇବ
ନବୀନ ସମସ୍ତଙ୍କ ରୁଦୟରେ ସବୁଦିନ ପାଇଁ ରହିଥିବେ।
ଗୁଟେ ଖୁସି ଜୟ ଜଗନ୍ନାଥ କରିବେ ବିଚାର 🙏🏻🙏🏻
Naveen sir is best cm in india❤❤❤ଆମକୁ ନବୀନ ବାବୁ ଙ୍କୁ ହିଁ ଦରକାର୍ ଜୟ ନବୀନ ବାବୁ ❤❤❤
Nabin patnaik is gentle and humble person odisha never forget their work for people of odisha...
Se 5 tamil nku first arrest kari odisha ra property ku recover kara jau...
Jay Naveen sir
I miss Naveen sir 💚
God bless you with your health sir 🙏 i miss you sir i love you sir ❤❤❤❤❤❤❤
Jay Jagannath ❤
Long live Naveen Patnaik 😢
❤❤❤❤❤❤❤NAVEEN SIR REALLY U ARE THE GREAT 👍 👍 👍 👍 👍 👍 👍 👍 👍 👌 I LOVE U SIR🎉🎉🎉🎉
Jay BJD,Jay Naveen Sir 2029
ନବୀନ ବାବୁ ଓଡ଼ିଆ ହୃଦୟରେ ସବୁ ବେଳେ ରହିବେ।
Love you navbin sir 100 solam💐💐💋
❤❤❤❤❤❤❤
Naveen Babu
Jinda bada
Bahut dukha ra katha jay nabin sir
ନବୀନ ଙ୍କର୍ ନିଜର ଆଲୋକ ଅଛି କିନ୍ତୁ ମଞ୍ଚ ଉପରେ ପାଳ ଭୂତ ଙ୍କର୍ ମୋଦି ଗଲେ ଆଉ ବାଳ ନାହିଁ ।। ନବୀନ ନିଜେ ଅର୍ଜୁନ ।।
ସାରେ ପାଣ୍ଡୁ ସାରଥି କୁ ଆଡେ ଗଲେ କୁହନ୍ତୁ
ଆମେ ମାନେ ସୁନା ଖୁଜିବାକୁ ଜାଇ ହୀରା କୁ ହଜାଇ ଦେଲେ ନବୀନ sir ଓଡ଼ିଶାରେ no1ଜୟ ଜଗନ୍ନାଥ 🙏🙏🙏
Jay Jaganath 🚩🙏🙏🙏🚩
Jay Jagannath
Jay Jagannath Jay 🙏🙏🙏🙏🚩🙏💐🙏
❤❤❤👍
That's the power of Nabin❤
Sir great
Right
Jai NAVEEN sir 🙏🙏
jay nabeen joy odisha
😢😢😢 i am proud of you sir
You are great sir
ନବିନ ସାର, ଆଗରୁ ଥରୁଥିଲ କ'ଣ ପାଇଁ, ମା ଘିଆ ପାଣ୍ଡୁ ଗଲା କୁଆଡେ,ତାକୁ ହାଣିବୁ
ପଣ୍ଡା ହଟାଇ ଶବରଙ୍କ ଅଧିକାର ଦିଅ
Jay jagsnnath jay nabin
ବାହାରୁ ଆମଦାନି ନେତାମାନେ ଓଡ଼ିଆଙ୍କ ମୈ।ଳିକତା କେତେ ଜାଣି ଓଡିଆକୁ ଓଡ଼ିଆ ଅସ୍ମିତା କଥା କହି ସହଜରେ ବୋକା ବନେଇଲେ , ଯଦି ନବିନ ଲୋକଙ୍କ ଏତେ ପ୍ରିୟ, କେବଳ ଜଣେ ଲୋକ ପାଣ୍ଡିଆନଙ୍କ ଭୁଲ ପାଇଁ ଓଡ଼ିଆ ନିଜର ପ୍ରିୟ ନେତା ଉପରେ ପ୍ରତିଶୋଧ ନେଲା ? ତେବେ ତ ଓଡ଼ିଆ ନିଜର ଅସ୍ମିତା ଭୁଲି ଯାଇଛି । ପାଣ୍ଡିଆନଙ୍କ ଭୁଲ କେଉଁଠି ?
Jay Naveen ❤
ନବୀନ sir🙏🙏🙏🙏
Navin is great CM ❤
ନବୀନ ପଟ୍ଟନାୟକ ନିଜ କୃତ କର୍ମର ଫଳ ଭୋଗ କରୁଛି
Jay Naveen sir 🙏🙏
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
Great nabin sir
ଶୂନ୍ୟସ୍ଥାନ ପୂରଣ ହେବନି ଏ ଯୁଗ
ନବୀନ ପଟନାୟକ ସବୁବେଳେ ❤ରହିବେ
Proud of our CM Navin pattanaik Sir
Jay jagannath, nabin sir nku bhalare rakhithantu.
Ama odisha Naveen odisha
Naveen sir is great 💯💯💯💯👍
Good sir
Nabin sir is best Jay Jagannath 🙏🙏🙏🙏🙏🙏🙏
Jay Jagannath swami ji ❤🙏
Odia hero NABIN BABU .
No1 Cm of odisha..
Naming is great.
Jya Naveen z
❤❤❤❤
ଭାଇ ସାମ୍ବାଦିକ ପାଣ୍ଡିଆନ ଠାରୁ ବେଶୀ ଦାୟି ଆମ ମାଗଣା ଖିଆ ମାନେ ସେମାନଙ୍କ ପାଇଁ ପାଣ୍ଡୁ ବଳିୟାନ ହୋଇ ଥିଲା ଆମ ନେତା ଟେଣ୍ଟ ବନ୍ଧୁଥିଲେ ଓ ମା ମାନେ କାଳୀ ପଡିଲେ ପୋଛି ପକାଉ ଥିଲେ ତେଣୁ ଦାୟି କିଏ ଏମାନେ ନିଜ ସ୍ୱାର୍ଥ ପାଇଁ ଏସବୁ କରୁଥିଲେ ନବୀନତ କାର୍ଯରେ ସାହାଯ୍ୟ ପାଇଁ ପାଣ୍ଡୁକୁ ରଖି ଥିଲା କିନ୍ତୁ ଲୋକ ମାନଙ୍କ କଣ ଅସହାୟତା ଥିଲା
Jai Naveen ji.
ଇଏ ଦେଖେଇଲା ସିଏ ମାରିଲା, ଗୁମାସ୍ତା ଦୋଷ କିଅଣ? ଏବେ କ୍ଷମତାରୁ ଗଲାପରେ ଅଭିନୟ, ନହେଲେ ସାଧାରଣ ଲୋକେ ଦୀର୍ଘ ୨୪ ବର୍ଷ ହେଲା ଦର୍ଶନ ପାଉନଥିଲେ।
Jaha heichhi thik heichhi
Tume gute gute bandu moha banu
@@jagannathdas2031 ବାଣ୍ଡ ତୋ ପାଟିରେ ପୁରାଇଥିଲି କି?
ଜୟ ଜଗନ୍ନାଥ 🙏🙏🙏 ଜୟ ନବନ ବାବୁ
ଶ୍ରୀ ଜଗନ୍ନାଥଙ୍କ ସହିତ ବେଇମlନ୍ କରିଲେ,,,ଏମିତି ସମୟ ଆସେ ,,,,
Vilian ଗୁଣ୍ଡା ଗିରି କରି ସଭିଙ୍କୁ ହରାଇଥାଏ ବଟ ଶେଷରେ vilian ଭୁଲ ଆଉ ବୁଝିଥାଏ
ବୟସ ହେର ଆରାମକରିଵେ ଦୁଃଖ କରିବାରେ କ'ଣ ଅଛି
Jay jagannath and,nabin pattanayak zindabad
ସମୟ ବଡ ବିଚିତ୍ର ,ଆଜିର ରାଜା କାଲିର ଭିଖାରୀ
EVM ଖେଳ ପର ,ଗୁଣ୍ଡା ଚୋର ବି ଦିନେ
ବଡ ଲୋକ ହୋଇଥାନ୍ତି ,a few time
Nabin tank bapa Biju ghar ରଖିଛନ୍ତି ସେ ଭଲରେ ଅଛନ୍ତି ବଟ ଓଡ଼ିଆଙ୍କ ଲାଗି ସେ ଏତେ କଲେ ଓଡ଼ିଶା ତା ବଦଳରେ ଦେଲ କଣ ନବୀନ ଙ୍କୁ ତାହା ଜ୍ଞାନୀ ମାନେ ବୁଝିବେ
ଅନ୍ଧ ଭକ୍ତ ନୁହେଁ
Naveen Babu jindabad
Naveen Babu jindabad
Naveen Babu jindabad
Naveen Babu jindabad
Naveen Babu jindabad
Naveen Babu jindabad
Naveen Babu jindabad
ନବୀନ ପଟ୍ଟନାୟକ ଆଗକୁ ବହୁତ୍ ଦୁଃଖ ପାଇବ ମୋଗଲ ସନ୍ତାନ ସବୁଠି ରାଜନୀତି କରୁଥିଲା 😂
Au tu sukha paithilu ପାଇବୁ
Jay NabinSir
Jay Sri Jagannath Swami
💯%
Sir apana nku kotikoi namaskaar jay Naveen sir
Best anchoring kartabya news
🙏🙏🙏😭😭😭 sir
N v hero
Jay Navin 🙏🙏❤️
ଭଗବାନ କାହାର ଗର୍ବ ସହିବେନି ବିଜେଡି ବହୁତ ଦୁର୍ନୀତି କରୁଥିଲା ଗୁଣ୍ଡା ରାଜ ଚଳଉଥିଲା ତାହାର ଦଣ୍ଡ ଭଗବାନ ତାଙ୍କୁ ଦେଲେ
ଜୟ ଜଗନ୍ନାଥ 🙏
Veri good dhamedr
No
Ahankari
Satru satru ku bi,dakiba ପାଖକୁ ଆସିଲେ
Good ଯିଏ ସମ୍ମାନ ଦିଏ ତାଙ୍କ ବିକାଶକୁ,ନବୀନ ଙ୍କ
ରଙ୍ଗ ମାରି ନିଜ ନାଁରେ କରିବା ସେଟ l ahankar ଲୋକ
Bahut sundar. Upastapana
Jay jagannatha
Jay nabin
Jay nabin
Odisha number one mukhay mantri Naveen Patnaik sir best mukhay mantri
ସବୁ ସମୟ ଖେଳ କାଲି ଯିଏ ରାଜା ଆଜି ସିଏ ପ୍ରଜା
ଜୟ ଜଗନ୍ନାଥ 🙏
5T ଯେତେବେଳେ ଆରମ୍ଭ ହେଲା ସେତେବେଳେ ୟେ ସରକାରୀ କର୍ମଚାରୀ ଓ ଅଫିସର୍ ମାନେ ଓଃ କି ବିଶ୍ବସ୍ଥ ଆଜ୍ଞାଧୀନ ହୋଇ କାର୍ଯ୍ୟାଳୟ ସାରା ଖାଲି 5T 5T ସ୍ଳୋଗାନ ଦେଇ ଚାଲିଥିଲେ ଆଉ ନବୀନ ବାବୁ ଏବେ କୁମ୍ଭୀର କାନ୍ଦଣା କାନ୍ଦିଲେ କଣ ହେବା, ସେଇ ସରକାରୀ କର୍ମଚାରୀ ମାନେ ଯେଉଁ ମାନେ 24 ବର୍ଷ ହେଲା ନବୀନ ବାବୁଙ୍କୁ ମୁଣ୍ଡରେ ବସେଇ ଥିଲେ ଏବେ ...... ଲୁହ ପୋଛିବାକୁ ଆସୁନାହାନ୍ତି କାହିଁକି? ସ୍ୱାର୍ଥପର ଦୁନିଆ।
୫T ଯିଏ କରିଥିଲେ କିଛି ଭଲ ଉଦ୍ଦେଶ୍ୟ ନେଇ କରିଥିଲେ ଓଡ଼ିଶା ର ବଟ ତାର ସତ୍ ଉପଯୋଗ କରିବ ନୂତନ ପିଢ଼ିର କାମ ,ଭୁଲ ଧାରଣା କୁ ଯାଇ ଆଉ କଣ କଲେ କାହାର ଭଲ ହେବନି ନୂଆ ସରକାର ବୁଝିବ ଉଚିତ୍
ଖାଲି ଶାସନ ଲୋଭରେ ଆସନ ବସି ପ୍ରତିଯୋଗୀ bjd କୁ ଭାବି କାମ କଲେ ଓଡ଼ିଶାର ମଙ୍ଗଳ ହେବନି ,ସରକାର ପୂର୍ବ ସରକାରଙ୍କୁ ସମ୍ମାନ ନାହିଁ ,respect thile tank କାମକୁ ସମ୍ମାନ ଦେଇ positive chintadhara ନେଇ ନବୀନ ସହ ହାତ ମିଳାଇ କାମକୁ ହାତକୁ ନେଇ କରିଯିବା କଥା ,ଆଉ ଖାଲି ନେଗେଟିଭ ଚିନ୍ତାଧାରା ,ପ୍ରତିଶୋଧ ପରାୟଣ ହେଲେ ଓଡ଼ିଶା ଆଗକୁ ବଢ଼ିବନି ବରଂ ପଛରେ ପଡ଼ିବ
ଆଉ ଉପର୍ମନରେ ନବୀନ stage re nabin ku dakineba eha ମୂର୍ଖ ମାନେ b କରିପାରିବେ ,ଶତ୍ରୁ b କରିବ
Bjp majhi କିଛି ଠିକ୍ ନାହିଁ
ଓଡ଼ିଶା ପଛରେ ପଡ଼ିଯିବ
Nabin sir ବହୁତ୍ ଭଲ କିନ୍ତୁ କିଛି କୁଜି ନେତାଙ୍କ ପାଇଁ ଆଜି nabin sir ହାରି ଗଲେ😢😅
Jay naveen babu
Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD odia
Jay jagannath
ଆଜି ଯିଏ ରାଜା କାଲି କି ଭିକାରୀ
ଭିକାରୀ କେବେ ବି ରାଜା
ଏ ତ ଦୁନିଆଁର ସତ କାରବାର
ଜଗା ପାଖେ ହୁଏ ଖୋଜା ।
(ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା) ।
ଭୁଲ,EVM ଖେଳ ଏ really
ଗୁଣ୍ଡା ,vilian b dine raja bolaithae bi ,hele dekha Kan ହୋଉଛି
ନବୀନ ଙ୍କୁ ଟିକେ କ୍ଷାନ୍ତ ଅଛନ୍ତି free ଅଛନ୍ତି
Dharmendra Pradhan cared Naveen Patnaik is a marker of great love and generosity,
ଅହଙ୍କାର ଧର୍ମେନ୍ଦ୍ର କାରଣ ଶତ୍ରୁ b nija ପାଖକୁ ଆସିଲେ ଶତ୍ରୁ ଡାକିବ ,ଯଦି ସମ୍ମାନ ଥାଆନ୍ତା BJP nabin ଯୋଜନା ଭାଙ୍ଗି ନିଜ ନାଁରେ ରଙ୍ଗ ,ସବୁ କାମ କରି ଅଛକୁ ଓଡ଼ିଶାକୁ ନିଅନ୍ତl କି,
ଲୋକ ଦେଖାନିଆ ଧର୍ମେନ୍ଦ୍ର
ବୁଝ deeply କଥା ଟା
ମୁର୍ଖ ଭଳି କହିଲେ କଁ ହେବ
❤️❤️❤️ସାର 🙏🙏🙏