ହନୁମାନ କାହିକି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ | Nilanchala Mishra Bharat Lila | Odia Bharatlila | Gahani Ganthi

Sdílet
Vložit
  • čas přidán 22. 04. 2024
  • #bharatlila #bharatlilaodia #nilanchalamishrabharatlila #odiabharatlila #bhaliajholabharatlila #bharatlilaganjam #ganjambharatlila #bharatlilaodiavideo
    #odiabharatlilavideo #gahaniganthi #bharatlilagahanihanthi
    ମା ନାରାୟଣୀ ନାଟ୍ୟ କଳା ସଂସଦ ଭାଲିଆଝୋଳା ଗଞ୍ଜାମ
    ଦ୍ୱାରି - ଶ୍ରୀ ନିଳାଞ୍ଚଳ ମିଶ୍ର
    ହନୁମାନ କାହିକି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ | Nilanchala Mishra Bharat Lila | Odia Bharatlila | Gahani Ganthi
    #ganjamfamousbharatlilavideo
    #ganjambharatlila
    bharata lila odia full video
    bharat lila odia video full movie
    bharatlila
    bharat lila odia
    bharat lila odia santosh padhi
    bharata lila odia
    nilachal mishra bharat lila
    nilachal mishra bharat lila gahani ganthi
    bharat lila
    bharat lila nabaghana parida
    gahani ganthi odia
    bhaliajhola bharat lila
    bharata lila
    bharat lila ganjam
    bharatalila ganjam
    ganjam bharatlila video
    bharat lila gahani
    bharat lila gahani ganthi santosh padhi
    bharat lila odia video full movie
  • Zábava

Komentáře • 32

  • @Mahalaxmi1184
    @Mahalaxmi1184 Před 3 měsíci +14

    Jaya Sri Ram 🙏🌹❤️

  • @sureshswaimgu2155
    @sureshswaimgu2155 Před měsícem +1

    Nice

  • @user-oy9qp8sn2k
    @user-oy9qp8sn2k Před 3 měsíci +1

    Very nice ❤❤❤❤❤

  • @BankaNaik-ji4sm
    @BankaNaik-ji4sm Před 2 dny +1

    ରାମାୟଣ ରାଣ୍ଡ ମହାଭାରତ ଦାରୀ ବୋଲି କାହି କି କହନ୍ତି

  • @user-oh3fr9gf7l
    @user-oh3fr9gf7l Před 2 měsíci +1

    JAYSITARAM

  • @Santoshsahu-t4s
    @Santoshsahu-t4s Před 11 dny

    🎉🎉

  • @user-cc6xj1qh9q
    @user-cc6xj1qh9q Před 3 měsíci

    Sir 🙏🙏🙏🙏

  • @chandrasekharnayak8871
    @chandrasekharnayak8871 Před 3 měsíci +50

    ଲବ କୁଶ ସୀତା ଙ୍କ ଔରସରୁ କଣ ଜନ୍ମ ନେଇଥିଲେକୀ?ରାବଣ କୋଉ ସୀତା କୁ ଚୋରେଇ ନେଇଥିଲେ, ସେ ସୀତା କିଏ ଥିଲା, ଗୁରୁ ପ୍ରଶ୍ନ କରୁଛି କ୍ଷମା କରିବେ, ରାଧେ କୃଷ୍ଣ,

    • @user-ji6oq1cc7c
      @user-ji6oq1cc7c Před 3 měsíci +7

      Sita nka orasaru laba janma neithile .aau rabana agni rupi sitaku chori karithile sir

    • @chandrasekharnayak8871
      @chandrasekharnayak8871 Před 3 měsíci +5

      ଅଗ୍ନି ରୂପୀ ସୀତା ନାହିଁ ସର, ଆମେ ଜାଣିବାକୁ ପାଇଛି ମାୟା ସୀତା କୁ ଚୋରି କରିଥିଲେ, ମାୟା ସୀତା କୀ ହେଲା ବେଦବତୀ ଜଣେ ନାରୀ ହିମାଳୟରେ ତପସ୍ୟା କରୁଥିଲେ ,ସେତେବେଳେ ରାବଣ ଆସି ବେଦବତୀ ର କେଶ କୁ ଧରିଥିଲେ ବେଦବତୀ ର ତପସ୍ୟା ଭଗ୍ନ କରିଥିବାରୁ ରାବଣକୁ ଅଭିଶାପ ଦେଇଥିଲା ବେଦବତୀ,ବେଦବତୀ ନାମ ର ସୀତା କଳିଯୁଗରେ ପଦ୍ମାବତୀ ନାଁରେ ପ୍ରକଟ କରିଛନ୍ତି ରାମଚନ୍ଦ୍ର ଶ୍ରୀନିବାସ ନାମରେ ଜନ୍ମ ହେଲେ ଯାହାକି ଆମେ ତିରୁପତି ବଲ୍ଲାଜୀ କହୁ ,ତିନି ପତି ଅର୍ଥାତ ତିନି ଜଣଙ୍କ ପତି ଲଷ୍ମୀ,ପଦ୍ମାବତୀ, ଭୂଦେବୀ, ତିରୁପତି ବଲ୍ଲାଜୀ ନାମରେ ପୂଜା କରୁଛେ ,ଶ୍ରୀନିବାସ ପଦ୍ମାବତୀ କୁ ବିବାହ କରିଥିଲେ ,ରାମ ଚନ୍ଦ୍ର କୁ ଦେଖି ବେଦବତୀ ରାମଚନ୍ଦ୍ର ଙ୍କୁ ବିବାହ କରିବି କହିଲେ, ରାମଚନ୍ଦ୍ର କହିଲେ ମୋର ପତ୍ନୀ ଅଛି ତୁମକୀ କଳି ଯୁଗରେ ବିବାହ କରିବି,ସତୀ ସୀତା ତ ଅଗ୍ନି ଭିତରେ ବାସ କରୀଥିଲେ,ହରେ କୃଷ୍ଣ,, ଗୁରୁ ଲବ କଥା କହିଲେ କୁଶ କଥା କହିଲେନି ଗୁରୁ ?ଭୁଲ ଥିଲେ କ୍ଷମା ପ୍ରାର୍ଥନା କରୁଛି,

    • @user-ji6oq1cc7c
      @user-ji6oq1cc7c Před 3 měsíci

      Dhaya bad sir mu kichhi Jani nathili Jani Baku paili bahut bahut dhayabad

    • @sankarpradhan1365
      @sankarpradhan1365 Před 2 měsíci +3

      Tame Jo sitaku janichha sei

    • @chandrasekharnayak8871
      @chandrasekharnayak8871 Před 2 měsíci

      Bujhi parilini guru

  • @ratnakarmohapatara6536
    @ratnakarmohapatara6536 Před 3 měsíci +6

    ଭାଷା ଠିକି ନାହିଁ, ଲୋକ ମନକୁ କଥା କହୁନ ତୁମେ, ସଭାରେ ବୁଜାଉଛ

    • @sanghamitrapanda3809
      @sanghamitrapanda3809 Před 3 měsíci +1

      କାହାର ଭାଷା ଠିକ୍ ନାହିଁ ? ତମ କମେଣ୍ଟ ରୁ ଯଣାପଡୁଛି ତମକୁ ନାଁ କଥା କହି ଆସିଛି ନା ଲେଖି ଆସିଛି । ସଭାରେ ବୁଝେଇ ବେନି ଆଉ କଣ ତମ ଘରେ ବୁଝେଇବେ । ମୁଁ ଯେତିକି ଯାଣିଛି ବିନା ପ୍ରମାଣ ରେ ମିଶ୍ର ଆଜ୍ଞା କିଛି କହିବେନି ।

    • @SaisubhamDas-fi7zz
      @SaisubhamDas-fi7zz Před 3 měsíci

      Ll p op of😊😊​@@sanghamitrapanda3809

  • @jiteenkumar4708
    @jiteenkumar4708 Před 2 měsíci +2

    Pushpa bati mane kn

  • @biswanathsatapathy4230
    @biswanathsatapathy4230 Před 3 měsíci +4

    ଷଡ଼ପାପ ଶ୍ଳୋକଟି ଭୁଲ ହୋଇଗଲା ରେ ଭାଇ.

  • @SubhamBehera-rn6qd
    @SubhamBehera-rn6qd Před měsícem

    😊000

  • @user-ii1po2ng2e
    @user-ii1po2ng2e Před 2 měsíci +3

    Kou village Bhai 😍

  • @JatindraNaik-wd2mp
    @JatindraNaik-wd2mp Před 3 měsíci +1

    kalahandi* gaeka* dadadhalaheucha

  • @pandabapadhi1158
    @pandabapadhi1158 Před 3 měsíci +2

    Sar ku amara namaskar plese sar aauri 3 ta rahigala plese sar unka full and all epesode dakara ja kintu aba chadiba ra bhala lijib amara bintu anurada

  • @nabakishorerana8844
    @nabakishorerana8844 Před 16 dny

    ଦ୍ୱାରି ଅଯଥା ଗପ କରି ସମୟ ନଷ୍ଟ କରୁଛନ୍ତି

  • @ghanashyamadabar6682
    @ghanashyamadabar6682 Před 3 měsíci +1

    Nice