3500 ଭତ୍ତା ଟଙ୍କା କେଉଁ ମାନେ ପାଇବେ | Madhu Babu Pension Yojana | Old age Pension | Widow Pension

Sdílet
Vložit
  • čas přidán 7. 09. 2024
  • 3500 ଭତ୍ତା ଟଙ୍କା କେଉଁ ମାନେ ପାଇବେ | Madhu Babu Pension Yojana | Old age Pension | Widow Pension
    🔶 Important video👇
    Madhu Babu Pension Yojana Online Apply:-
    • Madhu Babu Pension Yoj...
    #madhubabupensionyojana #oldagepension #widowpension #jenatechgyan
    Disclaimer :-
    Copyright Disclaimer: Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use.

Komentáře • 284

  • @odishafestival2424
    @odishafestival2424 Před měsícem +22

    ଏହା ଠିକ୍ ନୁହେଁ, ଭତା ସମସ୍ତଙ୍କ ପାଁଇଁ ସମାନ ହେବା ଦରକାର

  • @KamalakantaRana-cn4be
    @KamalakantaRana-cn4be Před měsícem +23

    60 ବର୍ଷ ବୟସରୁ ଅଧିକ ଲୋକଙ୍କୁ 3500 ଟଙ୍କା ମିଳିବାର କଥା।

  • @dolamanipodh6329
    @dolamanipodh6329 Před měsícem +35

    ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ମାନଙ୍କୁ ଠକି ଥିବାରୁ ସରକାର୍ ଙ୍କ ପତ୍ତନ ହେବ ବୋଧ ହୁଏ ।

  • @MNDIGITALSARAKANA
    @MNDIGITALSARAKANA Před měsícem +19

    ଆଗାମୀ ବଜେଟ୍ ରେ 130 ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ 15,000 ଆଉ 150 ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ 25,000 ମିଳିବ
    Documents ପୂର୍ବରୁ Reddy ରଖନ୍ତୁ

    • @user-mu8hp8ti1w
      @user-mu8hp8ti1w Před měsícem +1

      ଆପଣ ବହୁତ ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି'.'

  • @mandardharjena2450
    @mandardharjena2450 Před měsícem +49

    ଭର୍ତ୍ତା ସମାନ କରାଯାଉ ସବୁ ବର୍ଗପାଇଁ ନ ହେଲେ ଭୋଗିବ 2029 ନିର୍ବାଚନରେ

    • @RakeshNahak-cz7qo
      @RakeshNahak-cz7qo Před měsícem +7

      Mohana sarakar atimi bharta karile nadele bhala hoe thanta.Nabina sarakara jaha debe thik re deu thile but kia banchiba 80 yr jaa au kia achhi 80 disability atimi nakari disability pae 3500 dia jaau au au burdha nku 3000 dia jaau please share kara.mohana sarakara nku nijaku tikia chinta kara mohana sarakar budha budhi au disability amane kete asahaya nijaku sehi jagare rakhiki dekha please mohana sarakar.

    • @user-uo7gb9jv8w
      @user-uo7gb9jv8w Před měsícem

      Bjp

    • @santoshkumarsatapathy1385
      @santoshkumarsatapathy1385 Před měsícem

      ଭର୍ତ୍ତା 😂😂 ଆଳୁ ନା ବାଇଗଣ 😂😂

  • @JogendraSethy-ey7ue
    @JogendraSethy-ey7ue Před měsícem +8

    60ବର୍ଷରୁ ଅଧିକ ହୋଇଥିବା ବୁଢ଼ା ବଢ଼ି ମାନଙ୍କୁ ୩୦୦୦ଟଙ୍କା ଭତା କରିଥିଲେ ଭଲ ହୋଇଥାନ୍ତା।

  • @chitaranjandas1433
    @chitaranjandas1433 Před měsícem +6

    80 ବର୍ଷ ହେଲା ବେଳକୁ ସେ ପଇସା ରେ କଣ ଖାଇବେ ଯେ. ବୃଦ୍ଧ ହେଲା ମାନେ ତ ଖାଇବା ପିଇବା କମ୍ ହେଇଯିବ ନା ଆଉ ସେ ପଇସା ରେ କଣ ଖାଇବେ. ସେଇଟା 60ବର୍ଷ ରୁ ଲାଗୁ କଲେ ଠିକ୍ ହୋଇଥାନ୍ତା.

  • @tengunubehera9387
    @tengunubehera9387 Před měsícem +5

    80 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଙ୍କୁ 3500 ଦେଇଥିବାରୁ bjp ସରକାର ଙ୍କୁ ଧନ୍ୟବାଦ।
    80 ରୁ କମ ଙ୍କୁ ଯେମିତି ପାଉଥିଲେ ସେମିତି ପାଇବେ ସେଥିପାଇଁ ବହୁତ ବହୁତ ବହୁତ ଧନ୍ୟବାଦ bjp ସରକାରଙ୍କୁ। ପୁଣି ଦେଖାହେବ 2029 ରେ

  • @kirttanbiharijena689
    @kirttanbiharijena689 Před měsícem +5

    ସଂପୂର୍ଣ୍ଣ ଭୁଲ ନିଷ୍ପତି

  • @PurnachandraSahu-x6o
    @PurnachandraSahu-x6o Před měsícem +4

    60 ବର୍ଷ ବୟସରୁ ଅଧକ ଲୋକଙ୍କ 3500 ଟଙ୍କା ମେଳି ବାର କଥା ନ ଦୟ ସରକାର ହଟି ଵ

  • @shibaprasaddash9870
    @shibaprasaddash9870 Před měsícem +4

    ଓଡ଼ିଶାର C M ସବୁକଥା ଜାଣିଛନ୍ତି, ମୋର ଅନୁରୋଧ ଏହା ପ୍ରତି ଧ୍ୟାନ ଦେବା ଦରକାର

  • @kirttanbiharijena689
    @kirttanbiharijena689 Před měsícem +4

    ନିର୍ବାଚନ ଇସ୍ତାହାର ଅନୁସରଣ କର, ଭତ୍ତା ବୃଦ୍ଧି ଠିକ୍କର

  • @swetakumarnaik787
    @swetakumarnaik787 Před měsícem +3

    It is injustice to widows.All should have got justice.Becareful Mohan Government.

  • @AshokKumarBehera-wz2gu
    @AshokKumarBehera-wz2gu Před měsícem +3

    ସମସ୍ତଙ୍କୁ ମିଳିବା ଉଚିତ

  • @PRBASGMSRJG
    @PRBASGMSRJG Před měsícem +8

    Samastanka pani badhaibar thila

  • @PravatKumarJena-rc4yv
    @PravatKumarJena-rc4yv Před měsícem +5

    ଏ ସରକାର କିଛି ଭଲ କାମ କଲାପରି ଼଼ ଲାଗୁନି

  • @rameshsa3805
    @rameshsa3805 Před měsícem +8

    Vote time re samasta nka diajiba kahuthila bjp sarkar bhal kam nei Kari Jai congres...

  • @MamataMallick-ds1ou
    @MamataMallick-ds1ou Před měsícem +3

    Sir mohan Majhi samasta nku bhata same dia jau please 😂😂😂😂😂😂😂😂😂😂😂😂😂😂😂😂😂😂

  • @dhublesahu9059
    @dhublesahu9059 Před měsícem +7

    ଭତା ସମାନ କରାଯାଉ

  • @ranjitamukhi-nk7tt
    @ranjitamukhi-nk7tt Před měsícem +3

    ଅନ୍ୟମାନଙ୍କ ପାଇଁ ବି କିଛି କରାଯାଉ

  • @prashantkumarjena2632
    @prashantkumarjena2632 Před měsícem +1

    କି ଯୁଗ ହେଲାରେ, 80 ବର୍ଷ ବୟସରେ ଲୋକେ ହନ୍ତସନ୍ତ ହେଈ ଗାତକୁ ଯିବା ସମୟରେ ବିଜେପି ସରକାର ଭତ୍ତା ଟଂକା 3500 ଦେବ କହୁଛି, ମଶାଣି କୁ ଗଲେ ମିଳିବ ଧନ୍ୟବାଦ ମୁଖ୍ୟମନ୍ତ୍ରୀ, ଆପଣଙ୍କ ଚିନ୍ତା ଧାରା,। ଏଭଳି ପଦକ୍ଷେପକୁ,। କିଏ କହି ପାରିବ 80ଯାଏ ମଣିଷ ଵଞିବ, । ଆଜିର ମଣିଷ ଜିବନ କାଲି କି ନାହିଁ,। ବିଜେପି ସରକାର ଓଡ଼ିଆର ବିକାଶ ଚିନ୍ତା ଧାରା ବହୁତ ସୁନ୍ଦର,। ମେ।ହନ ଭାଇ, ଧନ୍ୟବାଦ ଆପଣଙ୍କୁ,।

  • @bijayranjanghose2106
    @bijayranjanghose2106 Před měsícem +2

    BJP 2029 re Odisha ru biday neba

  • @pratapsahoo3608
    @pratapsahoo3608 Před měsícem

    ସମସ୍ତଙ୍କ ପାଇଁ 2500 ଟଙ୍କା କରିଲେ ଭଲ ହେବ. 80ବର୍ଷ ର କେତେ ଲୋକ ଭୋଟ ଦେଇଛନ୍ତି. ଦୟାକରି ସମସ୍ତଙ୍କୁ ସମାନ କରାଯାଉ. ବହୁତ ଭିନ୍ନଖ୍ୟମ ଙ୍କର 80 %ପରେ ରହିବା କଥା. କିନ୍ତୁ ସେମାନଙ୍କର 60ରୁ 70 ଅଛି. ଏମାନଂକର ସର୍ଭେ କରାଯାଉ.

  • @manoranjancreations9040
    @manoranjancreations9040 Před měsícem +1

    ମିଛୁଆ ସରକାର ପୂର୍ବରୁ ଗୋଟେ କଥା କହି ଶାସନ କୁ ଆସିଲା ପରେ ଆଉ ଗୋଟେ କଥା କହିଲେ ତେଣୁ ଠକ୍ ସରକାର ।

  • @babukuttikat1221
    @babukuttikat1221 Před měsícem +4

    ଆଜି କା ଯୁଗ ରେ ମଣିଷ 60 ବର୍ଷ ବଞ୍ଚିବା କଷ୍ଟକର ହେଇ ଗଲାଣି, ଆଉ 80 ବର୍ଷ କୁ ଦେଖିଚି କିଏ ,

  • @KrishnaKumbhar-nn9cr
    @KrishnaKumbhar-nn9cr Před měsícem +1

    Thank

  • @bharatnaik7056
    @bharatnaik7056 Před měsícem

    ସମସ୍ତଙ୍କୁ ସମାନ ମିଳିବାର ଥିଲା ବୃଦ୍ଧା ଶ୍ରମ ପାଇଁ ଯୋଉ ଟଙ୍କା ଖର୍ଚ୍ଚ ହେବ ସେଇଟା ଭତ୍ତା ପାଇଁ ଖର୍ଚ୍ଚ କରିଥିଲେ ଭଲ ହୋଇଥାନ୍ତା କାହିଁକି ନ 3000 ଭତ୍ତା ଦେଲେ ବୃଦ୍ଧା ଶ୍ରମ ଆଉ ରହିବନି

  • @pritimalajena1790
    @pritimalajena1790 Před měsícem +4

    Bidhaba manaku 3000 milibadarakar

  • @chakadolakhandual3567
    @chakadolakhandual3567 Před měsícem

    ଭର୍ତ୍ତା ସମାନ କରାଯାଉ ସମସ୍ତଙ୍କୁ 3000 ଦିଆ ଯାଉ, ମେଡିକାଲ ସାଠିପିକେଟ ରେ ସମସ୍ତ ଭିନ୍ନ କ୍ଷମ ର ୮୦% ଦିଅ ଯାଉନି 50%60% ଦେଉଛନ୍ତି ସେମାନେ ସେଇ 1000 ଟଙ୍କା ରେ ଚଳିବେ କେମିତି

  • @Swapna-jt4oz
    @Swapna-jt4oz Před měsícem

    ଯୁଗ ଏମିତି ଆସିଲାଣି 60 ବର୍ଷରେ ମରିଯିବେ 40 ବର୍ଷରେ ଭୋତା ପାଇବା କଥା ଆଉ 80ବର୍ଷ ରେ କୋଣ 3500 ଟୋଙ୍କା ପାଇବେ ସେଇଟା କଣ ଭୁତ ଖାଇବ ନା କୋଣ ସୋରୋକର ଠିକ୍ ବିଚାର କରି ଛନ୍ତି ଯୋଉ ବୁଢ଼ା ଆଉ ବୁଢ଼ୀ ଲୋକଙ୍କୁ ଠକି ଛନ୍ତି ସେଇ ବୁଢ଼ା ଆଉ ବୁଢ଼ୀ ଙ୍କୋ ଲୁହୋରେ ତାଙ୍କ ପରିବାର ଲୋକ ଜଳୀ ପୁଡ଼ି ଭୋମସ୍ମୋ ହୋଇଯିବେ ତାପରେ ସରୋକର୍ ଜାଣିବେ ଏ କିଶୋ ହେଲା ବୋଲି ଆଉ ନେକ୍ସଟ୍ ଇଲେକ୍ସନ ବେଳକୁ ଧ୍ୟାନ ଦେବେ

  • @prabeenmalik6506
    @prabeenmalik6506 Před měsícem +3

    Mohan sarakar 80 barsha banchibeki kuhantu...lokanku buka banauchanti..

  • @abhiramsamal9693
    @abhiramsamal9693 Před měsícem +3

    Samasnku miliba darkar

  • @bhubaneswarirana32
    @bhubaneswarirana32 Před 22 dny

    ଆପଣ ମାନେ ଜାଣି ନାହାନ୍ତି କି 80ବର୍ଷ ରୁ ଅଧିକ ବୟସ ଲୋକ ଆଉ ବିକଳାଙ୍ଗ ମାନେ ଦେଇଥିବା ଭୋଟ ରେ ହିଁ ବିଜେପି ଜିତିଛି ସେଥି ପାଇଁ ତ ତାଙ୍କୁ ମିଳି ବ 3500ଟଙ୍କା

  • @user-xy4bc6dr6y
    @user-xy4bc6dr6y Před 28 dny

    Very good mahan cm

  • @user-jt2lf7il8p
    @user-jt2lf7il8p Před měsícem +1

    ମୁଁ ତୁମକୁ ମାନେ ଏହାକୁ ଅଧିକ ଲୋକଙ୍କୁ ଭେଟିଭା ଦେବା ଆଗରୁ ଆପଣଙ୍କୁ ବହୁତ ଖୁସି ହେଉଥିଲି ଯେ ଆମେ ଆଉ ଗ୍ରହଣ କରିବାକୁ ଆମେ ଶାନ୍ତିରେ ରହିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ହୁଏ

    • @jyotsnaranipanda2613
      @jyotsnaranipanda2613 Před měsícem

      ଓ, ଓଡିଆ ରେ ପୁରାପୁରି ଡିଗ୍ରୀ

  • @bhubaneswarirana32
    @bhubaneswarirana32 Před 22 dny

    ଭୋଟ ମାଗିବା ସମୟରେ କହିଲେନି କିଏ କେତେ ପାଇବେ ସେ ପ୍ରତି ସୃତି ଦେଇକି ଭୋଟ ମାଗିଲେ ନାହିଁ ଭୋଟ ପାଇଁ ତ ଏମିତି କରି ଦେବୁ ସେମିତି କରିଦେବୁ କହିଲ ଆଉ ଏବେ କଣ ପଇସା ହେଉନାହିଁ

  • @AlajaAlal-ui5tm
    @AlajaAlal-ui5tm Před měsícem +1

    Samstanku saman tanka milibakatha

  • @pradeeptaswain8915
    @pradeeptaswain8915 Před měsícem

    ଆର ଥରକୁ. BJP ଯିବ ଯେ ଅସି ବର୍ଷ ପର୍ଯ୍ୟନ୍ତ ଫେରିବନି!!!

  • @MultiKiit
    @MultiKiit Před měsícem

    ମିଥ୍ଯା ପ୍ରତିଶ୍ରୁତି ପାଇଁ ମହନ ସରକାର ଆଗାମୀ ଇଲେକ୍ସନରେ ହାରିବ। ଏଇଟା ମୋର ଗାରେଣ୍ଟି।

  • @rinkimahakud6982
    @rinkimahakud6982 Před měsícem +1

    ସମସ୍ତଙ୍କୁ ଏକା କରୁ ନବେ ଠକ୍ ଦଳେ

  • @NayanJena-ge8kd
    @NayanJena-ge8kd Před měsícem +3

    Kahibagote karibagote beimansarkar

  • @gadadharjayapuria
    @gadadharjayapuria Před měsícem

    ଶୁ ଧୁରି ଜା

  • @SujataSahu-d7j
    @SujataSahu-d7j Před měsícem

    ଭତ୍ତା ସମସ୍ତକୁ ସମାନ ଭାବରେ ଦିଅନ୍ତୁ ନଚେତ୍ କାହାକୁ ଦିଅନ୍ତୁ ନାହିଁ

  • @KailashPanda-o5f
    @KailashPanda-o5f Před měsícem

    🙏🙏

  • @b.dbardhanbardhan763
    @b.dbardhanbardhan763 Před měsícem

    Very good, O K .

  • @annadapattnaik965
    @annadapattnaik965 Před měsícem +3

    bjp choro sarakar

  • @SujataSahu-d7j
    @SujataSahu-d7j Před měsícem

    ବିଧବା ମାନେ 3000 ଭତ୍ତା ପାଇବା ଦରକାର ସରକାର ଠିକ୍ ନ୍ୟାୟ କରନ୍ତୁ

  • @bijaykumarbiradalai3529
    @bijaykumarbiradalai3529 Před měsícem

    Pension should be same to all categories

  • @gopabandhupalei
    @gopabandhupalei Před měsícem

    60 ବର୍ତ୍ତମାନ ଆପଣ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରାଯିବ

  • @prasantmahapatra3710
    @prasantmahapatra3710 Před měsícem

    Respected Mohan majhi . Cm odisha
    Though govt increase the old age pension.its allow to everybody as per BJP. Istahar in before election.
    So. Bodly requested to you pl.take your words..other wise you. Can leave. It's declared by Dharmendra Pradhan in central education minister.
    Thanks.

  • @satyanarayannanda4192
    @satyanarayannanda4192 Před měsícem

    ସରକାର ଯାହା କରୁଛନ୍ତି ଠିକ କରୁଛନ୍ତି.

  • @minateepadhihary6330
    @minateepadhihary6330 Před měsícem

    Dhanya

  • @basantkumarpradhanpradhan4162

    ଭୋଟ ନେବା ପାଇଁ କହିଥିଲ ଏବେ ଏସବୁ କହୁଛ ଜଲଦି ଭତା ଦିୟା ଯାଉ

  • @BhuleswraBehera
    @BhuleswraBehera Před měsícem

    ମାନୀୟ ସରକାର ତୁମକୁମେରନମସକାର🙏ଚଣାଉଛି ତୁଭେତସାରାଜୗକୁଚଳାଉଚ

  • @sumitrapalai4342
    @sumitrapalai4342 Před měsícem +3

    Thick helani jeun mane alpa bayasaru bidhaba achhanti pila chhuanku posiba bahut kastakar. Patha padheiba ghara chaleiba tanka paskye kasta kar. Sarkar dwara semane chalijaithante.

    • @abhimanyusamantaray8017
      @abhimanyusamantaray8017 Před měsícem

      ସରକାର କହିଲେ କଣ କଲେ କଣ ଯାହା କରିବେ ଏହି ପାଞ୍ଚ ବର୍ଷ ଆଉ ଆସିବ ନାହିଁ ରାଜ୍ୟରେ !

  • @abhishekhota275
    @abhishekhota275 Před měsícem

    Aji ra dar dam jaha heichi 80 barsa lokankara besi darkar na jane bidhaba maa pain besi darkar pilanku chalai ba kete j kasta kebala anubhabi hin jane. Sarkar bhot purbaru kahile samasta nka ra bhata 3000/ heba bhot sarila pare nahi .Thaki Baku aou kahaku paileni.bhata pau thiba bidhaba nku thakile .Bhagaban sahile hela.aasha dei nirasa Kariba thik nunhe.jadi haba saburi. haba nahele pura bhata Banda kari diantu..Jay Jagannath Swami charane saranam 🙏🙏🙏

  • @ranjitbehera6939
    @ranjitbehera6939 Před měsícem

    ଆଗେମି ବଜେଟ ରେ ସରକାର 100 ବୟ ସ ମାନଙ୍କ ପାଇଁ ଭତ୍ତା ଦେଦେ l

  • @chakadolakhandual3567
    @chakadolakhandual3567 Před měsícem

    ଭର୍ତ୍ତା ନ ଦେବାର ଗୋଟେ ବାହାନା ସରକାରଙ୍କର

  • @alokpatel3131
    @alokpatel3131 Před měsícem +1

    Sir samsta nku 3000 boli bjp sarkar ghosana karithile .taha kuade gala.bjp mi6ua hela .agami thara dekha .

  • @DurgaprasadPusty
    @DurgaprasadPusty Před měsícem

    ଭତପ୍ରତିଶୃତି ସରକାରଙ୍କର ଭୋଟ ପୂର୍ବରୁ ତିନି ହଜାର ବର୍ତ୍ତମାନ ପରିବର୍ତ୍ତନ ସେଥିପାଇଁ ବରିଷ୍ଟ ମାନେ ଦ୍ଦୁଃଖିତ

  • @padminiseth7436
    @padminiseth7436 Před měsícem

    60yrsରୁ ଅଧିକ ହେଉଥିବା ବୁଢ଼ା ବୁଡି ମାନଙ୍କୁ 3000 ଟଙ୍କା ଭର୍ତ୍ତା କରିଥିଲେ ଭଲ ହୋଇଥାନ୍ତା

  • @Hari-yf2no
    @Hari-yf2no Před 7 dny

    ସମସ୍ତ ଙ୍କୁ ସମାନ ମିଳିବା ଦରକାର

  • @user-uf4fh8go7x
    @user-uf4fh8go7x Před měsícem

    ,,, ,, ସରକାର ଶଆସନକଊଆସଇଲଈ ପରେହୂସିଆରଭାବିବା ମଣିଷ ପଣିଆ ନୁହେଁ

  • @armaanrintukhan3023
    @armaanrintukhan3023 Před 14 dny

    Old handicapped certificate kn chalibani

  • @user-wr6xk1id7r
    @user-wr6xk1id7r Před měsícem +1

    Bhata samastanku saman kara jau nahele 2029 vote debuni

    • @ranjansandha8645
      @ranjansandha8645 Před měsícem

      2029re vote dabani ebe deichha 5barsha ebe ta bhoga prathame

  • @prashantkumarjena2632
    @prashantkumarjena2632 Před měsícem

    ଭାଇ ଏ ସରକାର 80ଵଷ ବଞ୍ଚିତ ତ,। ଆଜିର ଯୁଗରେ 80 ବର୍ଷ ବଞ୍ଚିତ କିଏ କହି ପାରିବ, ସରକାର ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରିବେ ଏହା ଅକ ଅତ୍ୟନ୍ତ ନିନ୍ଦନୀୟ,। ସରକାର କହୁଛି ଗୋଟିଏ କରୁଛନ୍ତି ଗୋଟିଏ,।

  • @subashmohapatra6147
    @subashmohapatra6147 Před měsícem

    Right

  • @krushnachandramajhi7227
    @krushnachandramajhi7227 Před měsícem

    60ବର୍ଷ ରୁ ଅଧିକ ବୃଦ୍ଧ ଵୃଦ୍ଧା ଙ୍କୁ ମଧ୍ୟ ସମାନ ଭତା ମିଳିଲେ ଭଲ ହୁଅନ୍ତା

  • @bijaykumarbiradalai3529
    @bijaykumarbiradalai3529 Před měsícem

    Pension should dame to all categories

  • @satyanarayanmishra458
    @satyanarayanmishra458 Před měsícem

    Oldest pension madhubani indent was 🎉

  • @Anilkumarbehera-cw7ht
    @Anilkumarbehera-cw7ht Před měsícem +1

    BJP ra bela kala bhala nahini

  • @RabindranathSethy-mc9hx
    @RabindranathSethy-mc9hx Před měsícem

    Beats and rice is it develop the poor people to be rich in future?

  • @user-bx2wp3tr4y
    @user-bx2wp3tr4y Před měsícem

    ଅସି ବର୍ଷ ରେ ଲୋକ ହେକା
    ମାରୁଥିବ ଟଙ୍କାରେ କଣ ଶେଷ ବିଶ୍ରାମ ରେ ଲାଗିଲା ପରୀ ଲାଗୁଚି

  • @dambarunayak8664
    @dambarunayak8664 Před měsícem

    ସଭେ ସମାନ

  • @dilliplakra4564
    @dilliplakra4564 Před měsícem +1

    Soman korajau Rs

  • @minakshipradhan1663
    @minakshipradhan1663 Před 22 dny

    Samarthan nku samana bhabare muli ba ava shyaka sir

  • @pnsusanta7438
    @pnsusanta7438 Před 28 dny

    Hmm sir aita bhull dharana 80 year old mananku 3500 au baki ku 3000 hajar mili ba uchita

  • @binodbiharisahoo612
    @binodbiharisahoo612 Před měsícem

    100 (sahe) channel 1000(hazare) Katha. Which is wright

  • @pabitrasahoo2212
    @pabitrasahoo2212 Před měsícem +1

    Jaldi 3000 bhata dia

  • @gopabandhupalei
    @gopabandhupalei Před měsícem

    80 ଆଉ ଏକ ବର୍ଷ ଘୃକାଳ ଆମ ଭ 3500

  • @gajanannaik244
    @gajanannaik244 Před měsícem

    Medical certificate re doctor mane thik percentage deu nahanti...jeu mane prakrutare 80% paiba katha miluni....

  • @JayantJena-kl8qn
    @JayantJena-kl8qn Před 27 dny

    Odisha N J P govt. making folish to odiishapeople .
    😮😮😮😮😮😮😮😮😮😮😮😮😮😮

  • @PurnachandraSahu-x6o
    @PurnachandraSahu-x6o Před měsícem

    Bjp 2029 re odisha ru biday neba

  • @sandhyaranipanda5364
    @sandhyaranipanda5364 Před měsícem

    2029 re BJD sarkar asu. Bjp sarkar loka mananku bahut thakile.

  • @user-hr7wj5jm8w
    @user-hr7wj5jm8w Před měsícem

    Bhai handicap ku 3500 mailib dar kar karana tanku kehi job debe nahi kintu 60% aau80 % wala ta aalo kinibe ki nahi ! Aalo helani 50 kete darama maliba je aaome aalo khaibu aau electri jaleibu aau khaibu

  • @puspanjaliratnalu3582
    @puspanjaliratnalu3582 Před měsícem

    Samasta nku bhata deithile bhal hoithanta

  • @GitaraniPattanayak-os2zf
    @GitaraniPattanayak-os2zf Před měsícem

    Aha thik nunhe sarkar gote kahi loknku thakuchhanti

  • @bamadebajena5968
    @bamadebajena5968 Před měsícem

    ଜୟ ଶ୍ରୀରାମ

  • @gopalhans2780
    @gopalhans2780 Před měsícem

    ତା ବାପା ତୋ ନେଇ ବଚେନା ୮୦ ବରଷ ଆରି କାହାକୁୁ ଦେବ

  • @SaraswatipriyaDas-nq5fr
    @SaraswatipriyaDas-nq5fr Před měsícem

    ସାର ସମସ୍ତ କୁ ସମାନ ଦିଅନ୍ତୁ .ମତେ ଶୁଣାଯାଏ ନି ମତେ 3000 diantu

  • @user-fj6en6mp4c
    @user-fj6en6mp4c Před měsícem

    80 barsa ru Adhika Lokal sankhya gotte panchayat re ketene jana achhanti Sarkar janichhanti ki.Tebe Sarkar janatanku that karu chianti ki.

  • @SubhransuSitun
    @SubhransuSitun Před měsícem

    60 % handicapped ku bhata 3000 tanka dia jiba darkar

  • @dibakarraul4179
    @dibakarraul4179 Před měsícem

    ସମସ୍ତ କୁ ମିଳିବା ଦରକାର 3000

  • @JayKumariMajhi-uz8xi
    @JayKumariMajhi-uz8xi Před měsícem

    ୮୦ ପର୍ଶେଣ୍ଟ ବିକଳାଙ୍ଗ ମାନକୁ ଦେଲ ବି ଭୁଲ କଲେ। ନବୀନ ସରକାର ୬୫ ପର ସେଣ୍ଟ ବିକଳାଙ୍ଗ ଅଧିକ ଭତା ୧୨୦୦ ଜେକମ୍ ବିକଳାଙ୍ଗ ୮୦ କି ୯୦ parsent ପା ଇ ଛେ ଯେ ବେଶୀ ବିକଳାଙ୍ଗ ସେ ୫୦ କି ୬୦ parsent ପାଇ ଛେ କେ ଟା ଠିକ ଆ ପଣ କହନ୍ତୁ ସରକାର କେ ମୋର୍ ଅନୁରୋଧ ବୁଝି ବାରେ ଭୁଲ ନି କରନୁ

  • @nirupamasahoo91
    @nirupamasahoo91 Před měsícem

    ଏହା ଠିକ୍ ନିଷ୍ପତ୍ତି

  • @user-wd4yo8rw4u
    @user-wd4yo8rw4u Před měsícem +1

    70star3000

  • @JayramPatbindha
    @JayramPatbindha Před měsícem

    Bhata samosta ku soman miliba dorkar🙏

  • @Nagenchandrajena
    @Nagenchandrajena Před měsícem

    80 Barsha ku cancell karantu

  • @karunakarmohanty89
    @karunakarmohanty89 Před měsícem

    Nest panchayat election result ଜଣାପଡ଼ିବ ଜୟ ଜଗନ୍ନାଥ

  • @user-zc5hs5lg8h
    @user-zc5hs5lg8h Před 21 dnem

    Vata sem karantu nahele mohana babu next time haribe thakura nka rana khauchhi