Bahu Go Happy New Year/New Sambalpuri Comedy

Sdílet
Vložit
  • čas přidán 29. 08. 2024
  • Bahu Go Happy New Year || Runi ,Bikash & Kedara || New Sambalpuri Comedy || Clicker Akshay
    PRODUCER:- AKSHAY DEHURY
    DIRECTOR:- AKASH & BIKASH
    CAMERAMAN:- BISWAJIT KALO PHOTOGRAPHY
    EDITING:- AKSHAY DEHURY
    ACTING:- RUNI,BIKASH,AKASH,KEDARA,TOOFAN & AKSHAY
    ଜେ ମାଁ ସମ‌୍‌ଲେଇ 🙏🙏🙏
    ଜେତ‌୍‌କୀ ବି ମୋର୍ ସମ୍ବଲପୁରୀଆ ଭାଇ ବହେନ୍, କକା ବବା ବଡି ସମ୍‌କୁ ମୋର୍ ଜୁହାର 🙏
    ନୂଆଁ ବରଷ ଉଧେ ସବ୍‌କୁ ଆମର୍ ଆଡୁ ଶୁଭ କାମ‌୍‌ନା
    ଆଶା କରୁଛେ ଇ ନୂଆଁ ବରଷ୍ ଆପଣ୍ ମାନ୍‌କର୍ ଜିବନ୍ ରେ ଖୁସି ଆନି ଦେଉ । ଆଉ ମାଁ ସମ୍‌ଲେଇ ସମ୍‌କୁ ଭଲେ ଭଲେ ରଖିଥାଉନ୍ତ୍ ।
    ଆଜ୍ଞା ମାନେ ଜୁହାର୍ ଇଟା ହେଉଛେ ମୋର୍ ଜୀବନ୍ ର ପହେଲା କମେଡି ଆପଣ୍ ମାନେ ଇ ଭିଡିଓ ଦେଖି ଥିବାର୍ ଲାଗି ଆପଣ୍ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
    ଭିଡିଓ ଟା କେନ୍ତା ଲାଗ୍‌ଲା ଯେ କମେଣ୍ଟ୍ ମାଧ୍ୟମ୍ ରେ ଜନାବେ ଭଲ ଲାଗ୍‌ଲେ ବି କହେବେ ଆଉ ଖରାପ ଲାଗ୍‌ଲେ ବି କହେବେ ।
    ଆଉ ଯଦି ଟିକେ ବି ଭଲ ଲାଗିଲା ବେଲେ Like,Share, Subscribe କରବାର୍ ନାଇ ଭୁଲବେ ଧନ୍ୟବାଦ୍।
    Special Thanks:-Ajit Majhi,Sujit Majhi,Tinku Dada,Jatin barik,Namish behera,Sahdev Dada,Sanjeeb Bag & our team🙏🙏🙏
    Happy New Year 2024
    To All of you ❤️🥰💕
    Contact us:-
    WhatsApp:- chat.whatsapp....
    Instagram:- www.instagram....
    #bahugohappynewyear
    #newsambalpuricomedy
    #clickerakshay

Komentáře • 34