କୁନି ଚା' ବିକାଳିଙ୍କ କରୁଣ କାହାଣୀ | Odisha Reporter

Sdílet
Vložit
  • čas přidán 11. 09. 2024
  • କଟକ ଜାଉଁଳିଆପଟି ଅଞ୍ଚଳର ସୁରେଶ ଚୈ।ଧୁରୀଙ୍କ ସାନ ପୁଅ ଦିପୁ । ସୁରେଶ ଚା' ଦୋକାନ କରି ପେଟ ପୋଷୁଥିବା ବେଳେ ଲକଡାଉନ ବେଳେ ବେପାର ବନ୍ଦ ହୋଇଗଲା। ଘରର ଆର୍ଥିକ ବୋଝକୁ ଦେଖି ଦିପୁ ବାହାରିଗଲା ସାଇକେଲରେ ଚା ବିକ୍ରି କରିବା ପାଇଁ । ବାପା କିଣି ଦେଇଥିବା ଏହି ଛୋଟ ସାଇକେଲଟି ଏବେ ଦିପୁର ସାହା ଭରଷା। ନିଜେ ପାଠ ପଢିବା ସହ ବାକି ସମୟରେ ଚା ବିକ୍ରି କରି ସେହି ପଇସାରେ ଦିପୁର ଘର ଚଳେ।
    #Cuttack #Child #TeaSeller #Odisha #OdishaReporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

Komentáře • 824