Val Katha
Bahut bahut bahut sundar
☝👌👌👌👍👍
Hare Krishna hare Krishna Krishna Krishna hare hare Hare ram hare ram ram ram hare hare 🙏🙏🙏🙏🙏🙏🙏
Thanks acharya ji
Sir, nice topic 🙏🙏🙏🙏
ଆପଣଙ୍କ କଥା ଅତି ସୁନ୍ଦର. ଉପସ୍ଥାପନା ର ଶୈଳୀ ଚଳିବ. ଆପଣଙ୍କ ସବୁଠାରୁ କଣ୍ଠ ର ସ୍ୱର ଅତି ମଧୁର ସେଥିପାଇଁ ଆପଣଙ୍କ କହିବା କଥା ଟି ଶୁଣି ହଉଚି.
ଅନୁରୋଧ ଗୋଟେ ଆପଣ ଲୋକଙ୍କୁ ରୋଜଗାର ର କେମିତି କରିବେ ତା ବିଷୟରେ ପ୍ରବଚନ ଦିୟନ୍ତୁ.
ଧନ୍ୟବାଦ......
You are correct sir
HareKrishna HareKrishna Krishna Krishna hareHare hare Rama hareRama Rama Rama harehare
Gurujii🙏
Sir thanku
JayGuru
Jay shree Ram ji 🙏🙏🌺🌺🌺🌺🌺🌺🌺🌺🌺🌺
Jay jagannath🙏 🙏❤❤
Manisha thik karma kariki bi kn pain dukha bhogithae?...jay guru jay jagannath🙏🙏❤❤
Jai jagannath
Jay jagnnath guruji 🙏🙏
Jai jagannth
Excellent excellent
Jay Jagannath Guru ji 🙏🙏🙏
Jaya jagannath
Jay jagantha
Super video
Jay jaggnnath
Thanks guru dev
🙏आचार्य! सम्यक् उपस्थापनम्।
ଖୁବ୍ ସୁନ୍ଦର ଆଉ ଶିକ୍ଷାପ୍ରଦ ଗପଟିଏ😊
🙏
ଗୋଟେ ଭଲ ଉଦାହରଣ ଟେ ଦେଲ..
ଠିକ୍ କଥା, ଆମର ଏ ଇନ୍ଦ୍ରିୟ ମାନଙ୍କୁ ଆକର୍ଷଣୀୟ ଜିନିଷ ପାଇବା ବାଟରେ ନା ଲଗାଇ ଭଲପାଇବା / କଲ୍ୟାଣ ର ବାଟରେ ଲଗେଇଲେ ଭଲ ହେବ, କିନ୍ତୁ ଆମେ ମଣିଷ ମାନେ ଆମକୁ ଯେଉଁ କାମ କଲେ ଖୁସି ମିଳିଥାଏ ଆମେ ସେହି କାମ କରିଥାଉ । ଆଉ ଯେଉଁ କାମ କରିବା ଦ୍ଵାରା ଆମକୁ ଟିକେ କଷ୍ଟ ଲାଗେ / ଖୁସି ମିଳେନି ସେ କାମଠୁ ଆମେ ଦୂରେଇ ରହୁ ।
ତେଣୁ ଆଜିକାଲି ଆମ ଇନ୍ଦ୍ରିୟ ମାନଙ୍କୁ ଭୁଲ ବାଟରେ ଲଗେଇଲେ ଆମକୁ ସଙ୍ଗେ ସଙ୍ଗେ ବହୁତ ଖୁସି ମିଲିଯାଉ ଛି ସେଥି ପାଇଁ ଏ ସବୁ ହେଇଚି.. ଆଉ ଠିକ୍ ବାଟରେ ଲଗେଇଲେ ତ ଟିକେ କଷ୍ଟ ପାଇବାକୁ ପଡ଼ିବ ନା.. ସେଥିପାଇଁ ଆମେ ଚେଷ୍ଟା କରୁନେ...
Jay jagannatha 🙏
Super advice 🙏🙏🙏🙏🙏🙏
Very much 👌
JAi jagannth
👌👌👌Jay jagannath
Jay hanuman🙏🙏🙏
Thanks important Video
ଜ୍ଞାନର ଆଚରଣ.... ଶତଜ୍ଞାନ ପରମ କାରଣ
ଓଁ ଗୁରୁଦେବାୟ ନମଃ
.
Jay jaganath