Dr Sarthak Satpathy
Dr Sarthak Satpathy
  • 256
  • 168 965
ଶରୀରରେ ଘା କିଭଳି ଶୁଖିଥାଏ? #woundhealing #wound #surgeryrecovery
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field.
Follow on:
Instagram: drsarthaksatpathy
#woundhealing #wound #surgery
zhlédnutí: 27

Video

ସବୁଠାରୁ ଭଲ ତେଲ କେଉଁଟା?
zhlédnutí 63Před 12 hodinami
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy #oil #bestoil #cholesterol...
ଓଜନ କେମିତି ବଢ଼ାଇବେ? How to Gain Weight? || IN ODIA
zhlédnutí 45Před 21 hodinou
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy #gainweight #massgain #vir...
ବାବା କଲେ ବାଜିମାତ, ହାରିଲେ ଡାକ୍ତର ଏବଂ ଡାକ୍ତରୀ ପାଠ
zhlédnutí 138Před 14 dny
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy #fraud #fraudbaba #medical...
ଏକ ଡାକ୍ତରୀ ଚମତ୍କାର || Odia Doctor Reacts to On Stage Medical Miralces || IN ODIA
zhlédnutí 231Před měsícem
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୨ || How To Change Odia Lifestyle: E2
zhlédnutí 124Před měsícem
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୨ || How To Change Odia Lifestyle: E2
ରକ୍ତ ଧମନୀ ର ଲୁଚକାଳି: ଭାରିକୋଜ୍ ଭେନ୍ || Varicose Veins || IN ODIA
zhlédnutí 79Před měsícem
ରକ୍ତ ଧମନୀ ର ଲୁଚକାଳି: ଭାରିକୋଜ୍ ଭେନ୍ || Varicose Veins || IN ODIA
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୧ || How To Change Odia Lifestyle E1
zhlédnutí 198Před 2 měsíci
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୧ || How To Change Odia Lifestyle E1
ସର୍ଜନ୍ କଲେ ନିଜ ଉପରେ ସର୍ଜରୀ || Surgeon Operates on Himself
zhlédnutí 186Před 3 měsíci
ସର୍ଜନ୍ କଲେ ନିଜ ଉପରେ ସର୍ଜରୀ || Surgeon Operates on Himself
ହ୍ରିତିକ୍ ରୋଶନ୍ ଙ୍କ ବ୍ରେନ୍ ସର୍ଜରୀ କଲେ ଜଣେ ଓଡ଼ିଆ || Know About Hritik Roshan's Brain Surgery ||IN ODIA
zhlédnutí 160Před 3 měsíci
ହ୍ରିତିକ୍ ରୋଶନ୍ ଙ୍କ ବ୍ରେନ୍ ସର୍ଜରୀ କଲେ ଜଣେ ଓଡ଼ିଆ || Know About Hritik Roshan's Brain Surgery ||IN ODIA
ପାକିସ୍ତାନରୁ ଆସି ଭାରତରେ ଆରୋଗ୍ୟ ଲାଭ କଲେ ରୋଗୀ || Pakistani Patient Cured In India || IN ODIA
zhlédnutí 63Před 4 měsíci
ପାକିସ୍ତାନରୁ ଆସି ଭାରତରେ ଆରୋଗ୍ୟ ଲାଭ କଲେ ରୋଗୀ || Pakistani Patient Cured In India || IN ODIA
ଗଲ୍ ବ୍ଲାଡର୍ ଷ୍ଟୋନ୍ || ପିତ୍ତକୋଷ ପଥର || Gall Bladder Stone || IN ODIA
zhlédnutí 62Před 5 měsíci
ଗଲ୍ ବ୍ଲାଡର୍ ଷ୍ଟୋନ୍ || ପିତ୍ତକୋଷ ପଥର || Gall Bladder Stone || IN ODIA
ଚିନି ବନାମ ଗୁଡ଼: କେଉଁଟା ସ୍ବାସ୍ଥ୍ୟ ପାଇଁ ଭଲ? ||Sugar Vs Jaggery: Which is Good For Health?|| IN ODIA
zhlédnutí 262Před rokem
ଚିନି ବନାମ ଗୁଡ଼: କେଉଁଟା ସ୍ବାସ୍ଥ୍ୟ ପାଇଁ ଭଲ? ||Sugar Vs Jaggery: Which is Good For Health?|| IN ODIA
ପ୍ରୋସ୍ଟେଟ୍ ରୋଗ କଣ? || What is Prostate? || IN ODIA
zhlédnutí 187Před rokem
ପ୍ରୋସ୍ଟେଟ୍ ରୋଗ କଣ? || What is Prostate? || IN ODIA
କିଏ ଆପଣଙ୍କ ଡାକ୍ତର? || Who is your Doctor? || IN ODIA
zhlédnutí 182Před rokem
କିଏ ଆପଣଙ୍କ ଡାକ୍ତର? || Who is your Doctor? || IN ODIA
ଟ୍ରିଗର୍ ଫିଙ୍ଗର୍ କଣ? || What is Trigger Finger? || IN ODIA
zhlédnutí 1,5KPřed rokem
ଟ୍ରିଗର୍ ଫିଙ୍ଗର୍ କଣ? || What is Trigger Finger? || IN ODIA
ଫ୍ରୋଜନ୍ ସୋଲ୍ଡର୍ କଣ? || What is Frozen Shoulder? || IN ODIA
zhlédnutí 898Před 2 lety
ଫ୍ରୋଜନ୍ ସୋଲ୍ଡର୍ କଣ? || What is Frozen Shoulder? || IN ODIA
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୨ |Vitamin Deficiency Symptoms:Ep 2|| IN ODIA
zhlédnutí 211Před 2 lety
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୨ |Vitamin Deficiency Symptoms:Ep 2|| IN ODIA
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୧ |Vitamin Deficiency Symptoms:Ep 1|| IN ODIA
zhlédnutí 207Před 2 lety
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୧ |Vitamin Deficiency Symptoms:Ep 1|| IN ODIA
ସିଜୋଫ୍ରେନିଆ : ଲକ୍ଷଣ, କାରଣ, ଚିକିତ୍ସା || Schizophrenia-Symptom, Cause And Treatment || IN ODIA
zhlédnutí 888Před 2 lety
ସିଜୋଫ୍ରେନିଆ : ଲକ୍ଷଣ, କାରଣ, ଚିକିତ୍ସା || Schizophrenia-Symptom, Cause And Treatment || IN ODIA
ପିସିଓଏସ୍‌ : କାରଣ, ଲକ୍ଷଣ ଏବଂ ଚିକିତ୍ସା || PCOS: Cause, Symptoms & Treatment || IN ODIA
zhlédnutí 85Před 2 lety
ପିସିଓଏସ୍‌ : କାରଣ, ଲକ୍ଷଣ ଏବଂ ଚିକିତ୍ସା || PCOS: Cause, Symptoms & Treatment || IN ODIA
କେମିତି ହେବେ ନିଜ ଡାଏଟିସିଆନ୍‌? Plan Your Own Diet || IN ODIA || Dr Sarthak Satpathy
zhlédnutí 88Před 2 lety
କେମିତି ହେବେ ନିଜ ଡାଏଟିସିଆନ୍‌? Plan Your Own Diet || IN ODIA || Dr Sarthak Satpathy
ଥାଇରଏଡ: କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ || Thyroid: Causes, Symptoms & Treatments || IN ODIA
zhlédnutí 2,8KPřed 2 lety
ଥାଇରଏଡ: କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ || Thyroid: Causes, Symptoms & Treatments || IN ODIA
ମେନୋପଜ୍‌ ପରେ ଓଷ୍ଟିଓପୋରୋସିସ୍‌ ରୁ କେମିତି ରକ୍ଷା ପାଇବେ? ll How to Prevent Post Menopausal Osteoporosis?
zhlédnutí 43Před 2 lety
ମେନୋପଜ୍‌ ପରେ ଓଷ୍ଟିଓପୋରୋସିସ୍‌ ରୁ କେମିତି ରକ୍ଷା ପାଇବେ? ll How to Prevent Post Menopausal Osteoporosis?
ହୃଦଘାତ ବା ହାର୍ଟ୍ ଆଟାକ୍ କଣ? || What is Heart Attack? || IN ODIA
zhlédnutí 91Před 2 lety
ହୃଦଘାତ ବା ହାର୍ଟ୍ ଆଟାକ୍ କଣ? || What is Heart Attack? || IN ODIA
ଗ୍ୟାଷ୍ଟ୍ରିକ୍ ରୁ କେମିତି ମୁକ୍ତି ପାଇବେ? || Gastric Problems And Its Treatment || IN ODIA ||
zhlédnutí 122Před 2 lety
ଗ୍ୟାଷ୍ଟ୍ରିକ୍ ରୁ କେମିତି ମୁକ୍ତି ପାଇବେ? || Gastric Problems And Its Treatment || IN ODIA ||
ଜିମରେ ଫ୍ୟାନ୍ ବନ୍ଦ କରିବା ପୂର୍ବରୁ ଜାଣନ୍ତୁ ବିପଦ! Importance of Ventilation in Gyms || IN ODIA
zhlédnutí 66Před 2 lety
ଜିମରେ ଫ୍ୟାନ୍ ବନ୍ଦ କରିବା ପୂର୍ବରୁ ଜାଣନ୍ତୁ ବିପଦ! Importance of Ventilation in Gyms || IN ODIA
ଡିପ୍ରେସନ୍‌ କ'ଣ? What is Depression? ll IN ODIA ll Dr Sarthak Satpathy
zhlédnutí 296Před 2 lety
ଡିପ୍ରେସନ୍‌ କ'ଣ? What is Depression? ll IN ODIA ll Dr Sarthak Satpathy
କୋଭିଡ୍‌ ଟିକା ପରେ କରୋନା କାହିଁକି? || Am I Safe After COVID 19 Vaccination? || IN ODIA
zhlédnutí 109Před 3 lety
କୋଭିଡ୍‌ ଟିକା ପରେ କରୋନା କାହିଁକି? || Am I Safe After COVID 19 Vaccination? || IN ODIA
କିଡନୀ ଷ୍ଟୋନ୍‌ କାହିଁକି ହୁଏ? | Why Does Kidney Stone Occur? | IN ODIA
zhlédnutí 129Před 3 lety
କିଡନୀ ଷ୍ଟୋନ୍‌ କାହିଁକି ହୁଏ? | Why Does Kidney Stone Occur? | IN ODIA

Komentáře

  • @user-qz8ke1bp1q
    @user-qz8ke1bp1q Před 21 hodinou

    hlo sir pennis ra size chhota jana paduchi and sex time re tight feel hauni reply pls

  • @cookwithindira
    @cookwithindira Před dnem

    Thankyou ♥️

  • @drsarthaksatpathy
    @drsarthaksatpathy Před dnem

    ସ୍ତନ କର୍କଟ ରୋକିବା ପାଇଁ ୫ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ: . ୧. ନିୟମିତ ଆତ୍ମ ସ୍ତନ ପରୀକ୍ଷା: • ନିୟମିତ ଭାବରେ ଆତ୍ମ ସ୍ତନ ପରୀକ୍ଷା ବା ସେଲ୍ଫ୍ ବ୍ରେଷ୍ଟ ପରୀକ୍ଷା କରନ୍ତୁ। ଜାଣନ୍ତୁ ନିଜର ସ୍ତନ କେମିତି ଦେଖାଯାଏ ଏବଂ କଣ ପରିବର୍ତ୍ତନ ହେଉଛି। ଯଦି କିଛି ପରିବର୍ତ୍ତନ ଲାଗୁଛି ତାହାଲେ ଜଣେ ଶଲ୍ୟ ବିଭାଗ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ। . ୨. ବ୍ୟାୟାମ ଏବଂ ଓଜନ: • ନିୟମିତ ବ୍ୟାୟାମ କଲେ ଏହା ଆପଣଙ୍କ ଠାରେ କର୍କଟ ରୋଗ ହେବାର ବିପଦ କମାଇଥାଏ। • ମୋଟାପା ରିସ୍କ୍ ବଢ଼ାଇ ଥାଏ। ପ୍ରତିଦିନ ଅତି କମ୍ ରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ। • ନିଜ ଓଜନ କୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। . ୩. ମଦ୍ୟପାନ: • ମଦ୍ୟପାନ କଲେ ସ୍ତନ କର୍କଟ ର ବିପଦ ବଢ଼ିଥାଏ। • ଯେତେ ଅଧିକ ମଦ୍ୟପାନ ସେତେ ଅଧିକ ବିପଦ। • ମଦ୍ୟପାନ ବନ୍ଦ କରନ୍ତୁ। . ୪. ଧୁମ୍ରପାନ: • ମଦ୍ୟପାନ ପରି ଧୁମ୍ରପାନ ମଧ୍ୟ କର୍କଟ ରୋଗର ଏକ କାରଣ। • ସ୍ତନ କର୍କଟ ର ବିପଦ ଧୁମ୍ରପାନ କରୁଥିବା ମହିଳା ମାନଙ୍କ ଠାରେ ଅଧିକ। • ସେଥିପାଇଁ ଧୁମ୍ରପାନ ବନ୍ଦ କରନ୍ତୁ ଏବଂ ଧୁମ୍ରପାନ କରୁଥିବା ଲୋକ ମାନଙ୍କ ପାଖରେ ରୁହନ୍ତୁ ନାହିଁ କାରଣ ଧୁମ୍ରପାନ କରୁଥିବା ଲୋକ ମାନଙ୍କ ପାଖରେ ରହିଲେ ଏହା ସମାନ ପ୍ରଭାବ ପକାଏ। . ୫. ଔଷଧ: • ଯଦି ଆପଣ ଗର୍ଭ ନିରୋଧକ ବଟିକା ଖାଉଛନ୍ତି ତାହାଲେ ତାହା ଜଣେ ଡାକ୍ତର ଙ୍କ ପରାମର୍ଶ ରେ ଖାଆନ୍ତୁ। . ନିଜକୁ ଏବଂ ନିଜ ଆଖପାଖ କୁ ସ୍ତନ କର୍କଟ ବିଷୟରେ ସଚେତନ କରାନ୍ତୁ ଯାହା ଫଳରେ ଯଦି କାହାର କିଛି ଅସୁବିଧା ଥିବ ତାହାଲେ ସେ ରୋଗୀ ଜଣଙ୍କ ଡାକ୍ତରଙ୍କୁ ବିନା କିଛି ସଙ୍କୋଚ ରେ ପରାମର୍ଶ କରିପାରିବ ସମାଜ କଣ ଭାବିବ ନ ଭାବି। . ଜୟ ଜଗନ୍ନାଥ ❤️

  • @surjyakumarsatpathy556

    Good sensitive information.

  • @NomadicJRS
    @NomadicJRS Před 2 dny

    Sir,Cubitus varus ଉପରେ ଗୋଟେ ଭିଡ଼ିଓ କରନ୍ତୁ

  • @sarosony
    @sarosony Před 4 dny

    Sir no. Plz

  • @sarosony
    @sarosony Před 4 dny

  • @Sonnaberry
    @Sonnaberry Před 5 dny

    Good one🤗

  • @JhumaraniHati
    @JhumaraniHati Před 5 dny

    Abe Abhadra tu ta pandita ta aou😅

  • @cookwithindira
    @cookwithindira Před 5 dny

    Thankyou ♥️

  • @cookwithindira
    @cookwithindira Před 5 dny

    Okay ❤

  • @yashpintu104
    @yashpintu104 Před 5 dny

    Thank you sir🎉

  • @SKGAMING99575
    @SKGAMING99575 Před 6 dny

    Sir please mo diantu.

  • @sarosony
    @sarosony Před 8 dny

    Thank you Dr. ❤

  • @cookwithindira
    @cookwithindira Před 9 dny

    Nyc ❤

  • @sarosony
    @sarosony Před 11 dny

  • @user-pi9dr4bf7h
    @user-pi9dr4bf7h Před 12 dny

    Absolutely right

  • @drsarthaksatpathy
    @drsarthaksatpathy Před 12 dny

    ଫାଇମୋସିସ୍ ଗୋଟେ ଏମିତି ରୋଗ ଯେଉଁଥିରେ ପୁରୁଷ ଯୌନାଙ୍ଗର ଅଗ୍ରଭାଗ ତଳକୁ ଆସି ନଥାଏ। . • କଣ ଏହାର ଅପକରିତା? 1. ପରିସ୍ରା କରିବା ବେଳେ ଏହା ଅସୁବିଧା କରାଇ ପାରେ ଯାହାଦ୍ଵାରା ରୋଗୀକୁ ପରିସ୍ରା ସ୍ଥାନରେ ଦରଜ କିମ୍ବା ପୋଡ଼ାଜଳା ହୋଇପାରେ। 2. ଏହା ପରିସ୍ରା ସଂକ୍ରମଣ କରାଇ ପାରେ। ଏହା ପୁରୁଷ ଯୌନାଙ୍ଗ ରୁ ସ୍ମେଗ୍ମା, ଯାହା ଏହା ଧଳା ରଙ୍ଗର ଜିନିଷ, ଯାହାକୁ ଆମକୁ ସଫା କରିବା ଉଚିତ୍, ତାକୁ ସଫା କରିବାକୁ ଦେଇ ନଥାଏ ଯାହାଫଳରେ ତାହା ସେଠାରେ ଜମା ହୋଇ ରହିଥାଏ। ଏହା ପରବର୍ତ୍ତୀ କ୍ଷେତ୍ରରେ କର୍କଟ ରୋଗ କରିବାର କ୍ଷମତା ରଖିଥାଏ। 3. ଯୌନ କ୍ରିୟା ରେ ଏହା ଅସୁବିଧା କରିଥାଏ। ଯୌନକ୍ରିୟା ସମୟରେ ଦରଜ ଏବଂ ଯୌନାଙ୍ଗକୁ ଠିକ୍ ରେ ଉତ୍ତେଜିତ ହେବାକୁ ଦେଇ ନଥାଏ। 4. କେବେ କେବେ ଏମିତି ହୁଏ ରୋଗୀ ଜୋର୍ କରି ଯୌନାଙ୍ଗ କୁ ତଳକୁ ଟାଣି ଦିଅନ୍ତି ଯାହା ଫଳରେ ପାରାଫାଇମୋସିସ୍ ବୋଲି ଏକ ଅବସ୍ଥା ହୋଇଥାଏ ଯାହା ପାଇଁ ଯୌନାଙ୍ଗ ନଷ୍ଟ ହୋଇ ଯାଇପାରେ। 5. ଏହା ମାନସିକ ସ୍ତରରେ ମଧ୍ୟ ରୋଗୀକୁ ଆକ୍ରାନ୍ତ କରିଥାଏ କାହିଁକି ନା ରୋଗୀ ସାଧାରଣତଃ ଲଜ୍ଜାରେ ଡାକ୍ତରଙ୍କ ପାଖକୁ ଯାଇ ନଥାଏ ଏବଂ ଅସୁବିଧାରେ ସମ୍ମୁଖୀନ ହୋଇଥାଏ। . • କଣ ଏହାର ଚିକିତ୍ସା? ସର୍କମସିଜନ୍ ବୋଲି ଏକ ସର୍ଜରୀ କରାଯାଇଥାଏ ଯେଉଁଥିରେ ରୋଗୀର ଯୌନାଙ୍ଗର ଅଗ୍ରଭାଗ ଚମଡ଼ା କଟା ଯାଇଥାଏ ଯାହାଫଳରେ ସମସ୍ୟାର ସମାଧାନ ହୋଇଥାଏ। . ଜୟ ଜଗନ୍ନାଥ 🙏🏻

  • @pradipkumar9873
    @pradipkumar9873 Před 14 dny

    Sir apanka medical ra location ta kahibe 🙏🙏

  • @surjyakumarsatpathy556

    ବହୁତ ସୁନ୍ଦର

  • @arpita.puja57
    @arpita.puja57 Před 16 dny

    ବେଷ୍ଟ କେମିତି ଛୋଟ ହେବ

  • @arpita.puja57
    @arpita.puja57 Před 16 dny

    Please help me sir 🙏

  • @sukantiswain7925
    @sukantiswain7925 Před 17 dny

    Beautiful ❤

  • @sobhaginidehury2696
    @sobhaginidehury2696 Před 17 dny

    😂😂😂

  • @pujarani9762
    @pujarani9762 Před 17 dny

    Please sir

  • @pujarani9762
    @pujarani9762 Před 17 dny

    Msg reply diantu

  • @pujarani9762
    @pujarani9762 Před 17 dny

    Sir please kuhantu patala thile mota kemiti haba please kuhantu

  • @sukantiswain7925
    @sukantiswain7925 Před 18 dny

  • @lipsa_2005
    @lipsa_2005 Před 18 dny

    Face pimple prblm pai solution kichi kuhantu

  • @cookwithindira
    @cookwithindira Před 18 dny

    Wow❤

  • @drsarthaksatpathy
    @drsarthaksatpathy Před 18 dny

    • ପ୍ରଥମେ ମୁଁ ସମସ୍ତଙ୍କର ବଡ଼ ପ୍ରଶ୍ନ ଯାହାକି ଡାଇବେଟିସ ରେ ଚିନି ବଦଳରେ ଗୁଡ଼ କିମ୍ବା ମହୁ ଖାଇହେବ କି? ଏହାର ଉତ୍ତର ହେଉଛି "ନାଁ" ଚିନି, ଗୁଡ଼ ଏବଂ ମହୁ ତିନୋଟି ଆପଣଙ୍କ ବ୍ଲଡ ସୁଗାର ବଢ଼ାଇ ଥାଏ ଏବଂ ଡାଇବେଟିସ ରେ ତିନୋଟି ଯାକ ମାରାତ୍ମକ। . • ଦିନକୁ କେତେ ଚିନି ଖାଇପାରିବେ? ଦିନକୁ ଯଦି ଆପଣ ସୁସ୍ଥ ଅଛନ୍ତି ଏବଂ ଆପଣଙ୍କ ଠାରେ କୌଣସି ରୋଗ ନାହିଁ ତାହାଲେ ଆପଣ ୨୫ ଗ୍ରାମ ଯାହାକି ୬ ଚାମଚ୍ ପାଖାପାଖି ଖାଇପରିବେ। ଚେଷ୍ଟା କରନ୍ତୁ ଯେତେ କମ୍ ଖାଇବେ। ସ୍ଥିର କରନ୍ତୁ ୧୫ ଗ୍ରାମରୁ କମ୍ ଖାଇବା ପାଇଁ। . • ଡାଇବେଟିସ ଥିଲେ କେତେ ଖାଇପାରିବେ? ଡାଇବେଟିସ ଥିଲେ ସେମିତି କିଛି ନିର୍ଦ୍ଦିଷ୍ଟ ମାତ୍ରା ନାହିଁ ଯାହା ସମସ୍ତଙ୍କ ପାଇଁ ଠିକ୍ ରହିବ। ସାଧାରଣତଃ ଆପଣଙ୍କ ର ବ୍ଲଡ ସୁଗାର୍ କେତେ ରହୁଛି, ନିୟନ୍ତ୍ରଣରେ ରହୁଛି କି ନାହିଁ ସେ ସବୁ ଉପରେ ନିର୍ଭର କରେ। ସେଥିପାଇଁ ସବୁଠୁ ଭଲ ରହିବ ଯଦି ଆପଣ ଚିନି, ଗୁଡ଼ ଏବଂ ମହୁ ପୁରାପୁରି ଛାଡ଼ିଦେବେ। . ଜୟ ଜଗନ୍ନାଥ ❤️

    • @surjyakumarsatpathy556
      @surjyakumarsatpathy556 Před 14 dny

      ଏହା ଗୋଟିଏ ଭଲ ଉପଦେଶ ଓ ପରାମର୍ଶ ମଧ୍ୟ ।

  • @kanhasahu5760
    @kanhasahu5760 Před 18 dny

    Sir puffy niplles surgery hauchi ki😢

  • @kiranpanigrahi5291
    @kiranpanigrahi5291 Před 19 dny

    Spirituality is also science, but the blind faith like this is dangerous, thanks you for creating awareness Doctor Sir.

  • @user-zx8ot2uy3d
    @user-zx8ot2uy3d Před 20 dny

    10 liter

  • @cookwithindira
    @cookwithindira Před 21 dnem

    Thankyou ♥️

  • @bindashmusic143
    @bindashmusic143 Před 21 dnem

    Thank you so much sir 🙏

  • @drsarthaksatpathy
    @drsarthaksatpathy Před 21 dnem

    ଜଳ ହିଁ ଜୀବନ। . ଦିନକୁ କେତେ ପାଣି ପିଇବା କଥା? • ସାଧାରଣତଃ କୁହାଯାଏ ୮ ଗ୍ଲାସ୍ ବା ୨ ଲିଟର ପାଣି ଦିନକୁ ପିଇବା କଥା। • କିନ୍ତୁ ଏହା ଶରୀରର ଓଜନ, ଦିନକୁ କେତେ ଶାରୀରିକ ପରିଶ୍ରମ କରୁଛନ୍ତି, ଆପଣଙ୍କ ଲିଙ୍ଗ ଇତ୍ୟାଦି ଉପରେ ନିର୍ଭର କରିଥାଏ ଏବଂ ଏହା ଅଲଗା ଅଲଗା। • ଇନ୍ସଟିଟ୍ଯୁଟ୍ ଅଫ୍ ମେଡିସିନ୍ ହିସାବରେ ପୁରୁଷ ମାନେ ଦିନକୁ ୩.୭ ଲିଟର ଏବଂ ମହିଳା ମାନେ ୨.୭ ଲିଟର ପାଣି ପିଇବା ଉଚିତ୍। • ବ୍ୟାୟାମ କରିବା ସମୟରେ ଅତି କମ୍ ରେ ୪୦୦-୬୦୦ ମିଲି ଲିଟର ପାଣି ପିଇବା ଉଚିତ୍। ଯଦି ଆପଣ ଅଧିକ ସମୟ ବ୍ୟାୟାମ କରୁଛନ୍ତି ତାହାଲେ ଅଧିକ ପାଣି ପିଇବାକୁ ପଡିବ। • ଗର୍ଭବତୀ ମହିଳା ମାନେ ୨.୩ ଲିଟର ଏବଂ ସ୍ତନ୍ୟପାନ କରୁଥିବା ମହିଳା ମାନେ ଅତି କମ୍ ରେ ୩.୧ ଲିଟର ପାଣି ପିଇବା ଉଚିତ୍। . ନିଜ ଶରୀରକୁ ଧ୍ୟାନ ଦିଅନ୍ତୁ। ଯେତେବେଳେ ଶୋଷ ଲାଗୁଛି ସେତେବେଳେ ପାଣି ପିଅନ୍ତୁ। ଏହି ଉପଦେଶ ଅତି ସାଧାରଣ ଲାଗୁଥିଲେ ମଧ୍ୟ ଅନେକ ସମୟରେ ଶୋଷ ଲାଗୁଥିଲେ ବି କାର୍ଯ୍ୟ ବ୍ୟସ୍ତତା ରେ ପାଣି ପିଇ ହୋଇନଥାଏ। . ପରିସ୍ରାର ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ହାଲକା ହଳଦୀ ରଙ୍ଗ ହେଉଥିଲେ ଏହା ଠିକ୍। କିନ୍ତୁ ଯଦି ଅଧିକ ଗାଢ଼ ହେଉଛି କିମ୍ବା ପରିସ୍ରା ପୋଡ଼ା ଜଳା ହେଉଛି ତାହାଲେ ଅଧିକ ପାଣି ପିଅନ୍ତୁ। . ଯଦି ଆପଣଙ୍କ ଠାରେ କୌଣସି ହୃଦରୋଗ କିମ୍ବା କିଡନୀ ରୋଗ ରହିଛି ତାହାଲେ ଆପଣ ଆପଣଙ୍କ ଡାକ୍ତରଙ୍କୁ ପରାମର୍ଶ କରି କେତେ ପାଣି ପିଇ ପାରିବେ ତାହା ଜାଣନ୍ତୁ କାରଣ ସେ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ଥାଏ। . ଯଦି ଆପଣ ଏ ପର୍ଯ୍ୟନ୍ତ ପଢ଼ିଲେଣି ଭିଡିଓ କୁ Share ନିଶ୍ଚିତ କରିବେ। . ଜୟ ଜଗନ୍ନାଥ ❤️

  • @surjyakumarsatpathy556

    It should not be tolerated.

  • @ManoramaDevi-q8u
    @ManoramaDevi-q8u Před 24 dny

    Thank you Doctor 🙏

  • @saumyaranjanmishra1009

    sir ଛୋଟ ପିଲାଙ୍କର କଫ କେମିତି ବାହାରିପାରିବ

  • @user-zx8ot2uy3d
    @user-zx8ot2uy3d Před 25 dny

    Bhai kn haechi hee

  • @surjyakumarsatpathy556

    Thinking is very painful everybody should be aware of this .

  • @cookwithindira
    @cookwithindira Před 26 dny

    ❤❤❤❤❤❤❤❤❤❤❤❤

  • @Chae.won1
    @Chae.won1 Před 27 dny

    Sir plz reply karibe

  • @Chae.won1
    @Chae.won1 Před 27 dny

    Sir 🙏🏻 Aapanaka sahita kemiti cantact kari heba

  • @drsarthaksatpathy
    @drsarthaksatpathy Před měsícem

    • ପ୍ରଥମ କଥା ହେଉଛି କେମିତି ଜାଣିବେ ସ୍ତନରେ ପରିବର୍ତ୍ତନ? . ଆତ୍ମ ସ୍ତନ ପରୀକ୍ଷା ବା ସେଲ୍ଫ୍ ବ୍ରେସ୍ଟ୍ ଏଗ୍ଜାମିନେସନ୍। ଏହା କେମିତି କରିବେ ତ ଉପରେ ମୁଁ ଭିଡିଓ ବନେଇ ସା। ସେହି ଭିଡିଓ ଟି କୁ ସେଭ୍ କରି ରଖନ୍ତୁ। . • କଣ ପରିବର୍ତ୍ତନ ପାଇଲେ ଡାକ୍ତରଙ୍କ ପାଖକୁ ଯିବେ? . ପ୍ରଥମତଃ ସମସ୍ତଙ୍କ ସ୍ତନ ସମାନ ନଥାଏ। ଯେଉଁଟା ଆପଣଙ୍କ ପାଇଁ ସୁସ୍ଥ ତାହା ଆଉ ଜଣଙ୍କ ପାଇଁ ହୋଇପାରି ନଥାଏ। ସେଥିପାଇଁ ଯଦି ଆପଣଙ୍କ ସ୍ତନ ଜନ୍ମରୁ ଏକ ପ୍ରକାରର ଅଛି ତାହାଲେ ସେଇଟା ଆପଣଙ୍କ ପାଇଁ ସ୍ଵାଭାବିକ କିନ୍ତୁ ଯଦି ଆପଣ ଆପଣଙ୍କ ସ୍ତନରେ କିଛି ସାମ୍ପ୍ରତିକ ପରିବର୍ତ୍ତନ ପାଉଛନ୍ତି ତାହାଲେ ଏହା ଜଣେ ଡାକ୍ତର ଙ୍କ ପାଖରେ ଯାଇ ପରୀକ୍ଷା କରିନେବା ଉଚିତ୍ ଏବଂ ଯଥାର୍ଥ। . • କଣ ଏହି ସାମ୍ପ୍ରତିକ ପରିବର୍ତ୍ତନ? . କୌଣସି ଗୁଳା, ନାଲି ପଡ଼ିଯିବା, ଦରଜ ହେବା, ନିପଲ୍ ରୁ କିଛି ବାହାରିବା, ଦୁଇ ପାଖ ସ୍ତନ ଆକାର ବଦଳିବା, ନିପଲ୍ ର ଆକାର ବଦଳିବା, ନିପଲ୍ ନାଲି ପଡ଼ିଯିବା, ସ୍ତନ ଉପର ଚମଡ଼ା ନାଲି ପଡ଼ିଯିବା, କାଖରେ ଫୁଲିବା ଇତ୍ୟାଦି। . ଏହା ଛଡ଼ା ଯଦି କିଛି ବି ପ୍ରକାରର ପରିବର୍ତ୍ତନ ଲାଗୁଛି ଯାହା କିଛି ଦିନ ତଳେ ହେଲା ଭଳି ଆପଣଙ୍କୁ ଅନୁଭବ ହେଉଛି ତାହାଲେ ଯଥାଶୀଘ୍ର ଜଣେ ସର୍ଜନ ଙ୍କୁ ପରାମର୍ଶ କରନ୍ତୁ। . ଜୟ ଜଗନ୍ନାଥ ❤️

  • @mrrajesh1599
    @mrrajesh1599 Před měsícem

    Sir mora spleen abscess heichi au surgery bi heichi ta kete din parjyanta fluid drain heba ? Mora 4ltr fluid thila

  • @cookwithindira
    @cookwithindira Před měsícem

    NYC ❤

  • @Sonnaberry
    @Sonnaberry Před měsícem

    ❤❤❤

  • @user-zx8ot2uy3d
    @user-zx8ot2uy3d Před měsícem

    Ok